Latest Odisha News

BREAKING NEWS

Browsing Category

ଫିଚର

ରାଜ୍ୟରେ ଖସିଲା ପାରଦ, ତାତିରୁ ମିଳିଲା ଆଶ୍ବସ୍ତି

ଭୁବନେଶ୍ବର : କାଳବେଶାଖୀ ପ୍ରଭାବରେ ରାଜ୍ୟରେ କମିଛି ତାତି । ଫଳରେ ଅସହ୍ୟ ତାତିରୁ ଲୋକେ ଆଶ୍ବସ୍ତି ଲାଭ କରିଛନ୍ତି । ଆଜି ସାରା ରାଜ୍ୟର ତାପମାତ୍ରା ୪୦ ଡିଗ୍ରୀ ତଳକୁ ଖସିଛି । ଏନେଇ ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ । ଆଜି ବାଲେଶ୍ବରରେ ତାପମାତ୍ରା ୩୩ ଡିଗ୍ରୀ…

ରାଜ୍ୟରୁ ସୁସ୍ଥ ହେଲେ ୮୫୪୭ କରୋନା ପଜିଟିଭ୍

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ବଢୁଥିବା ବେଳେ ଆଜି ସୁସ୍ଥ ହୋଇଛନ୍ତି ଆଉ ୮୫୪୭ ଜଣ। ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ। ଖୋର୍ଦ୍ଧାରୁ ୧୧୬୫, କଟକରୁ ୫୯୩, ସୁନ୍ଦରଗଡରୁ ୫୯୧, ସମ୍ବଲପୁରରୁ ୫୧୮, ବରଗଡରୁ ୪୩୬, ନୂଆପଡାରୁ ୪୧୧,…

ଟୋକିଓ ଅଲିମ୍ପିକ୍ସ ଖେଳି ପାରିବେନି ସାଇନା, ଶ୍ରୀକାନ୍ତ !

ନୂଆଦିଲ୍ଲୀ: ଭାରତର ଦୁଇ ଷ୍ଟାର ବ୍ୟାଡମିଂଟନ ଖେଳାଳି ସାଇନା ନେହ୍ୱାଲ ଓ କିଦାମ୍ବି ଶ୍ରୀକାନ୍ତ ଆଉ ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିପାରିବେ ନାହିଁ । ଚଳିତ ବର୍ଷ ଜୁଲାଇ-ଅଗଷ୍ଟରେ ଏହା ଆୟୋଜିତ ହେବ । କରୋନା ମହାମାରୀ ଯୋଗୁ ବୁଧବାର ସିଙ୍ଗାପୁର ଓପନ ଟୁର୍ଣ୍ଣାମେଂଟକୁ ବାତିଲ କରାଯାଇଛି…

ସୁସ୍ଥ ହେବା ପରେ ପିଲାମାନଙ୍କୁ ଦେଖି ଭାବ ପ୍ରବଣ ହୋଇଗଲେ ଅଲୁ ଅର୍ଜୁନ

ମାଡ୍ରାସ: ଦକ୍ଷିଣ ଭାରତ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଅଲୁ ଅର୍ଜୁନ ବୁଧବାର ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହେବା ପରେ ପ୍ରଥମେ ନିଜ ପିଲାମାନଙ୍କୁ ଭେଟିଥିଲେ । କରୋନା ସଂକ୍ରମିତ ହେବା ପରେ ସେ ନଜ ଘରର ଉପର ମହଲାରେ ଆଇସୋଲେଶନରେ ରହୁଥିଲେ । ଆଜି ତାଙ୍କ ରିପୋର୍ଟ ନେଗେଟିଭ ଆସିବା ପରେ ସେ…

ହୁ’ର ଭୁଲ ନିଷ୍ପତି ଯୋଗୁ କରୋନା ମହାମାରୀ ବିଶ୍ୱରେ ବ୍ୟାପିଲା: ଆଇପିପିପିଆର

ନୂଆଦିଲ୍ଲୀ: ମହାମାରୀ ପ୍ରସ୍ତୁତି ଓ ମୁକାବିଲା ସମ୍ପର୍କୀତ ସ୍ୱତନ୍ତ୍ର ସଂଗଠନ (ଦି ଇଣ୍ଡିପେଣ୍ଡାଲ ପ୍ୟାନେଲ ଫର ପ୍ୟାଣ୍ଡେମିକ ପ୍ରିପେୟାରେଡନେସ ଆଣ୍ଡ ରେସପନ୍ସ) ବୁଧବାର ତାର ରିପୋର୍ଟ ପ୍ରଦାନ କରିଛି । ଏଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି ଯେ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଠିକ୍ ସମୟରେ…

କରୋନାରେ ଆଖି ବୁିଜିଲେ ଆଉ ଜଣେ ସାମ୍ବାଦିକ

ରାଉରକେଲା: ଖବର ସଂଗ୍ରହ ପାଇଁ ଦିନ ରାତି ଫଟୋ ଓ ଭିଡିଓ ସଂଗ୍ରହ କରୁଥିବା ବ୍ୟକ୍ତି ଆଜି ନିଜେ ଫଟୋ ପାଲଟିଯାଇଛନ୍ତି । ରାଉରକେଲାର କନକ ନ୍ୟୁଜର କ୍ୟାମେରାମ୍ୟାନ ସୁମନ୍ତ ମହାନ୍ତି କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ ଆଖି ବୁଜିଛନ୍ତି । ୫୦ ବର୍ଷୀୟ ସୁମନ୍ତ ଗତ କିଛି ଦିନ…

ରାଜସ୍ଥାନରେ କରୋନାର ୟୁକେ ଷ୍ଟ୍ରେନ !

ଜୟପୁର: ରାଜସ୍ଥାନର କରୋନାର ଦ୍ୱିତୀୟ ଲହରୀ ମାରାତ୍ମକ ସାବ୍ୟସ୍ତ ହେଇଛି । ଜିନୋମ ସିକ୍ୱେସିଙ୍ଗ ରିପୋର୍ଟ ଅନୁସାରେ ରାଜସ୍ଥାନରେ କରୋନାର ୟୁକେ ଷ୍ଟ୍ରେନ ମିଳିଛି । ଏହି କାରଣ ଯୋଗୁ ଦ୍ରୁତ ଗତିରେ ଏହା ବ୍ୟାପିବାରେ ଲାଗିଛି । ଏହି ଷ୍ଟ୍ରେନ ଦ୍ରୁତ ଗତିରେ ବ୍ୟାପିଥାଏ । ସ୍ୱାସ୍ଥ୍ୟ ମନ୍ତ୍ରୀ…

କେବେ ନେବେ କୋଭିସିଲ୍ଡର ଦ୍ୱିତୀୟ ଡୋଜ୍ ଜାଣନ୍ତୁ…

ଭୁବନେଶ୍ୱର: ପ୍ରଥମ ଡୋଜର କେତେଦିନ ପରେ ନେଇ ହେବ ଦ୍ୱିତୀୟ ଡୋଜ୍ ଟିକା । ଏନେଇ ଲୋକଙ୍କ ମନେରେ ଦ୍ୱନ୍ଦ୍ୱ ଲାଗି ରହିଛି । ଅନ୍ୟପଟେ କୋ-ୱିନ୍ ପୋର୍ଟାଲରେ ଦ୍ୱିତୀୟ ଡୋଜ୍ ଟିକା ବ୍ୟବଧାନ ନେଇ ପରିବର୍ତ୍ତନ କରିଛନ୍ତି କେନ୍ଦ୍ର ସରକାର । ଏନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସ୍ୱାସ୍ଥ୍ୟ ବିଭାଗ…

ବ୍ଲାକ୍ ଫଙ୍ଗସ୍ ନେଉଛି ୫୦ ପ୍ରତିଶତ ଆକ୍ରାନ୍ତଙ୍କ ଜୀବନ, ମହାରାଷ୍ଟ୍ର ଓ ଗୁଜରାଟ ବେଶି ପ୍ରଭାବିତ

ନୂଆଦିଲ୍ଲୀ: ଦେଶ କରୋନା ସହ ଲଢ଼ୁଛି । ଏବେ ଦେଶରେ ୩୦ ଲକ୍ଷରୁ ଅଧିକ ସକ୍ରିୟ ସଂକ୍ରମିତ ଅଛନ୍ତି । କରୋନା ମହାମାରୀ ବେଳେ ବ୍ଲାକ୍ ଫଙ୍ଗସ୍ ଚିନ୍ତାର କାରଣ ପାଲଟିଛି । କରୋନା ଲକ୍ଷଣ ଥିବା ଲୋକଙ୍କ ଠାରେ ମ୍ୟୁକରମାଇକୋସିସ୍ ବା ବ୍ଲାକ ଫଙ୍ଗସ୍ ଲକ୍ଷଣ ଦେଖାଯାଉଛି । ମହାରାଷ୍ଟ୍ର, ଗୁଜରାଟ ଓ…

ଭୁବନ ଅଞ୍ଚଳରେ NH କାମ କରୁଥିବା ଠିକାସଂସ୍ଥା କ୍ୟାମ୍ପରୁ ୧୪ ସଂକ୍ରମିତ, କଟକଣାକୁ ବେଖାତିର ଅଭିଯୋଗ

ଢେଙ୍କାନାଳ: ଜାତୀୟ ରାଜପଥ କାମ ନେଇଥିବା ଠିକାସଂସ୍ଥାରୁ ଏକାଥରକେ ୧୪ କରୋନା ଆକ୍ରାନ୍ତ ଚିହ୍ନଟ । ଢେଙ୍କାନାଳ ଜିଲ୍ଲା ଭୁବନ ଅଞ୍ଚଳ ଦେଇଯାଇଥିବା ୫୩ ନମ୍ବର ଜାତୀୟ ରାଜପଥର ସଂମ୍ରସାରଣ ଦାୟିତ୍ୱ ନେଇଥିବା ଠିକାସଂସ୍ଥା ବାଲାଜୀ ଇଞ୍ଜିକନ୍ ଲିମିଟେଡର ୧୪ କର୍ମଚାରୀ ସଂକ୍ରମିତ ହୋଇଛନ୍ତି ।…