Latest Odisha News

BREAKING NEWS

Browsing Category

ଫିଚର

ଟିକା ଦର ହ୍ରାସ କରିବାକୁ ନିର୍ମାତା କମ୍ପାନୀଙ୍କୁ କେନ୍ଦ୍ରର ନିର୍ଦ୍ଦେଶ

ନୂଆଦିଲ୍ଲୀ : ଦେଶରେ ଆସନ୍ତା ମେ ୧ ତାରିଖରୁ ଆରମ୍ଭ ହେବ ତୃତୀୟ ପର୍ଯ୍ୟାୟ ଟିକାକରଣ । କିନ୍ତୁ ଏହା ପୂର୍ବରୁ ଚାଲିଥିବା ଭ୍ୟାକ୍ସିନ ଦରକୁ ନେଇ ବିବାଦ ପରେ ଟିକା ଦର କମାଇବାକୁ ନିର୍ମାତା କମ୍ପାନୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ଟିକା ଦରକୁ ନେଇ ସରକାରଙ୍କୁ ସମାଲୋଚନା…

ଦିଲ୍ଲୀ ଏମସରେ ଭର୍ତ୍ତି ହେଲେ ଜୁଏଲ ଓରାମ

ଭୁବନେଶ୍ବର : ଦିଲ୍ଲୀ ଏମସରେ ଭର୍ତ୍ତି ହେଲେ ବିଜେପିର ଲୋକସଭା ସାଂସଦ ଜୁଏଲ ଓରାମ । ପୂର୍ବରୁ କୋରୋନାରେ ଆକ୍ରାନ୍ତ ହୋଇଥିଲେ ଜୁଏଲ ଓରାମ । ତେଣୁ ସତର୍କତାମୂଳକ ପଦକ୍ଷେପ ଭାବେ ଦିଲ୍ଲୀ ଏମସରେ ଭର୍ତ୍ତି ହୋଇଥିବା ନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି ଜୁଏଲ ଓରାମ । ସେ ଏବେ ସୁସ୍ଥ ଥିବା ମଧ୍ୟ…

ପଞ୍ଜାବରେ ଲାଗୁ ହେଲା ଲକଡାଉନ୍

ପଞ୍ଜାବ : ଦେଶରେ ସାଂଘାତିକ ସ୍ଥିତିକୁ ଗଲାଣି କରୋନା ମହାମାରୀ । ଆକ୍ରାନ୍ତ ସଂଖ୍ୟା ବଢୁଥିବାରୁ ଲୋକେ ବି ଭୟଭୀତ ହେଲେଣି । ଖାସକରି ଚିକିତ୍ସାରେ ଅକ୍ସିଜେନ୍ ଅଭାବ ଲୋକଙ୍କ ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି । ଏପରିସ୍ଥିତିରେ ଦେଶର ଅନେକ ସ୍ଥାନରେ ଲାଗୁ ହେଲାଣି କଟକଣା । କର୍ଣ୍ଣାଟକରେ…

ବ୍ରହ୍ମପୁର ସହରର ୪ଟି ସାହିକୁ ମାଇକ୍ରୋ କଣ୍ଟେନ୍‌ମେଣ୍ଟ୍‌ ଜୋନ୍ ଘୋଷଣା

ବ୍ରହ୍ମପୁର : ରାଜ୍ୟରେ ଏବେ ଦ୍ରୁତ ଗତିରେ ବ୍ୟାପୁଛି କରୋନା ସଂକ୍ରମଣ । ମହାମାରୀ ସ୍ଥିତି ସାଂଘାତିକ ହେଉଥିବା ବେଳେ, କଟକଣା ଲଗାଇଛନ୍ତି ସରକାର । ଏହି କ୍ରମରେ ଆଜି ବ୍ରହ୍ମପୁର ସହରର ୪ଟି ସାହିକୁ ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ୍‌ ଭାବେ ଘୋଷଣା କରିଛି ବ୍ରହ୍ମପୁର ମହାନଗର ନିଗମ । ଏହି…

ଘରେ ଥିଲେ ବି ମାସ୍କ ପିନ୍ଧନ୍ତୁ

ନୂଆଦିଲ୍ଲୀ : ସାରା ଦେଶରେ ଏବେ ଚିନ୍ତା ବଢାଇଛି ମହାମାରୀ କରୋନା । ପ୍ରତିଦିନ ଲକ୍ଷାଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ, ଅନେକ ଲୋକଙ୍କ ଜୀବନ ବି ଗଲାଣି । ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ଆଜି କେନ୍ଦ୍ର ସରକାର ମାସ୍କ ପିନ୍ଧିବା ଉପରେ ପୁଣି ଗୁରୁତ୍ୱ ଦେଇଛନ୍ତି । ଏବେ…

ଜାତୀୟ ମହିଳା ହକି ଟିମର ୭ ସଦସ୍ୟ, ୨ ଷ୍ଟାଫ କରୋନା ସଂକ୍ରମିତ

ନୂଆଦିଲ୍ଲୀ: ଭାରତର ଜାତୀୟ ମହିଳା ହକି ଟିମର ୭ଜଣ ଖେଳାଳି ଏବଂ ସପୋର୍ଟିଂ ଷ୍ଟାଫଙ୍କ ମଧ୍ୟରୁ ୨ଜଣ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ସାଇ ବେଙ୍ଗାଲୁରରେ କ୍ୱାରେଂଟାଇନ ଅବଧି ସରିବା ପରେ ଏମାନଙ୍କର କୋଭିଡ ଟେଷ୍ଟ ଏପ୍ରିଲ ୨୪ରେ କରାଯାଇଥିଲା । ସଂକ୍ରମିତ ହୋଇଥିବା ଖେଳାଳିମାନେ ହେଲେ…

ଆଜି ବି ଅସହ୍ୟ ତାତି, ୪୦ ଡିଗ୍ରୀ ଉପରେ ୧୭ ସହର

ଭୁବନେଶ୍ବର : ପ୍ରବଳ ତାତିରେ ଆଉଟୁ ପାଉଟୁ ହେଲାଣି ସାରା ରାଜ୍ୟ । ଝାଞ୍ଜି ଖରାରେ ଜନଜୀବନ ହେଲାଣି ଅସ୍ତବ୍ୟସ୍ତ । ସୂର୍ଯ୍ୟଙ୍କ ପ୍ରବଳ ପ୍ରକୋପରେ ଆଜି ୪୦ ଡିଗ୍ରୀ ଉପରେ ରହିଛି ରାଜ୍ୟର ୧୭ ସହର । ତେବେ ୪୩ ଡିଗ୍ରୀ ସହ ବୌଦ୍ଧ ପାଲଟିଛି ରାଜ୍ୟର ସବୁଠୁ ଉତ୍ତପ୍ତ ସହର । ଏନେଇ ସୂଚନା ଦେଇଛି…

ରାଜ୍ୟରୁ ସୁସ୍ଥ ହେଲେ ଆଉ ୪୧୮୦ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ଦିନକୁ ଦିନ ମହାମାରୀ କରୋନା ସଂଖ୍ୟା ବଢୁଥିବା ବେଳେ, ଆଜି ସୁସ୍ଥ ହୋଇଛନ୍ତି ୪୧୮୦ ଆକ୍ରାନ୍ତ । ସୁସ୍ଥ ହେବା ସମସ୍ତଙ୍କୁ ହସପିଟାଲରୁ ଡିସଚାର୍ଜ କରାଯାଇଛି । ଆଜି ଅନୁଗୁଳରୁ ସର୍ବାଧିକ ୬୪୭ ଜଣ ସୁସ୍ଥ ହୋଇଥିବା ବେଳେ, ସୁନ୍ଦରଗଡ଼ରୁ ୫୨୧ ଜଣ ସୁସ୍ଥ ହୋଇଛନ୍ତି ।…

ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨: ଯୋଗ୍ୟତା ହାସଲ କଲା ଭାରତୀୟ ମହିଳା କ୍ରିକେଟ ଟିମ୍‌

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ୨୦୨୨ ବର୍ମିଂହାମ୍ ରାଜ୍ୟଗୋଷ୍ଠୀ କ୍ରୀଡା ପାଇଁ ଯୋଗ୍ୟତା ହାସଲ କରିଥିବା ମହିଳା ଟିମ ଘୋଷଣା କରିଛି । ଭାରତ, ଅଷ୍ଟ୍ରେଲିଆ ସମେତ ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା ଓ ୱେଷ୍ଟଇଣ୍ଡିଜ ଯୋଗ୍ୟତା ଅର୍ଜନ କରିଛନ୍ତି । ଆଉ ଗୋଟିଏ…

କାଲିଠୁ ୧ମରୁ ୮ମ ଶ୍ରେଣୀ ଆଡ଼ମିଶନ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ଓଡିଶାର ସମସ୍ତ ସରକାରୀ ବିଦ୍ୟାଳୟରେ ୧ମରୁ ୮ମ ଶ୍ରେଣୀ ଆଡମିଶନ ମଙ୍ଗଳବାର ଠାରୁ ଆରମ୍ଭ ହେବାକୁ ଯାଉଛି। ଏହି ସମୟରେ କରୋନା ନିର୍ଦ୍ଦେଶାବଳୀକୁ କଡାକଡି ଭାବରେ ପାଳନ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାରୀ,…