Latest Odisha News

BREAKING NEWS

Browsing Category

ଫିଚର

ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ପାରାଦୀପ ବନ୍ଦର ଆଗରେ ଶ୍ରମିକଙ୍କ ଧାରଣା

ପାରାଦୀପ: ଦରମା ନମିଳିବା, ଚାକିରୀରୁ ଛଟେଇ ହୋଇଥିବା କର୍ମଚାରୀଙ୍କୁ ପୁନଃନିଯୁକ୍ତି, ଅନ୍ୟାନ୍ୟ ରିହାତି ଦାବିରେ ଶନିବାର ଶତାଧିକ ଶ୍ରମିକ ପାରାଦୀପ ଅନ୍ତର୍ଜାତୀୟ କାର୍ଗୋ ଟର୍ମିନାଲ (ପିଆଇସିଟି) ଫାଟକ ସମ୍ମୁଖରେ ଧାରଣା ଦେଇଛନ୍ତି। ପାରାଦୀପ ବନ୍ଦର ଶ୍ରମିକ ସଂଘ ପକ୍ଷରୁ ଆୟୋଜିତ ଏହି…

ଦୁବାଇ ନେବାକୁ ମନା କରିବାରୁ ସ୍ବାମୀ ମୁହଁକୁ ସ୍ତ୍ରୀ ମାରିଲା ମୁଥ.. ଚାଲିଗଲା ଜୀବନ

ମୁମ୍ବାଇ: ପୁନେରେ ରହୁଥିବା ଜଣେ ୩୬ ବର୍ଷୀୟ ବ୍ୟକ୍ତିଙ୍କର ଶୁକ୍ରବାର ଦିନ ମୃତ୍ୟୁ ଘଟିଛି। ଜନ୍ମଦିନ ପାଳନ ପାଇଁ ଦୁବାଇ ନେବାକୁ ମନା କରିବାରୁ ତାଙ୍କ ପତ୍ନୀ ତାଙ୍କ ମୁହଁରେ ମୁଥ ମାରିଥିଲେ। ନିଖିଲ ଖାନ୍ନା ନାମକ ଏହି ବ୍ୟକ୍ତି ଜଣକ କନଷ୍ଟ୍ରକସନ ବ୍ୟବସାୟ କରୁଥିଲେ। ଦୀର୍ଘ ୬ ବର୍ଷ ହେବ…

ମିଡିଲ ଇଷ୍ଟରେ ରହସ୍ୟମୟ ଢ଼ଙ୍ଗରେ ବନ୍ଦ ହୋଇଯାଉଛି ବିମାନର ଜିପିଏସ ସିଗ୍ନଲ

ନୂଆଦିଲ୍ଲୀ: ମିଡିଲ ଇଷ୍ଟ ଆକାଶରେ ରହସ୍ୟମୟ ଢ଼ଙ୍ଗରେ ହଠାତ ବିମାନର ଜିପିଏସ ସିଗ୍ନଲ ବନ୍ଦ ହୋଇଯାଇଛି । ଏହି ଖବର ପ୍ରସାରିତ ହେବା ପରେ ଡିଜିସିଏ ଭାରତୀୟ ଏୟାରଲାଇନ୍ସକୁ ସତର୍କତା ଅବଲମ୍ବନ କରିବା ପାଇଁ ସୂଚନା ଜାରୀ କରିଛି । ଇରାନ ସୀମା ନିକଟରେ ନାଗରିକଙ୍କୁ ନେଇ ଯାଉଥିବା ବିମାନ ଏହି…

ସ୍କୁଲରେ ଛାତ୍ରୀଙ୍କୁ ବଳପୂର୍ବକ ଅଣ୍ଡା ଖୁଆଇଦେଲେ ସାର, ତେଜିଲା ବିବାଦ

ବେଙ୍ଗାଲୁରୁ: କର୍ଣ୍ଣାଟକର ଜଣେ ସରକାରୀ ସ୍କୁଲ୍ ଶିକ୍ଷକ ଜଣେ ସାତ ବର୍ଷୀୟ ବ୍ରାହ୍ମଣ ଛାତ୍ରୀଙ୍କୁ ଅଣ୍ଡା ଖାଇବାକୁ ବାଧ୍ୟ କରିଥିବା ଅଭିଯୋଗ ହୋଇଛି। ଧାର୍ମିକ ବିଶ୍ୱାସରେ ସେ ଅଣ୍ଡା ଖାଇବେ ନାହିଁ ବୋଲି କହିବା ପରେ ମଧ୍ୟ ଶିକ୍ଷକ ଜଣଙ୍କ ଛାତ୍ରୀ ଜଣକୁ ଅଣ୍ଡା ଖାଇବାକୁ ବାଧ୍ୟ କରିଥିଲେ।…

ସ୍ତ୍ରୀ ରିଲ୍ସ କରୁଥିଲା ବୋଲି ସ୍ବାମୀ କାଟିଦେଲା ଗଳା!

କୋଲକାତା: କୋଲକାତାର ହରିନାରାୟଣପୁରରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ୩୮ ବର୍ଷୀୟ ଜଣେ ବ୍ୟକ୍ତି ନିଜ ୧୭ ବର୍ଷର ପତ୍ନୀଙ୍କୁ ଇନଷ୍ଟାଗ୍ରାମରେ ରିଲ୍ ଭିଡିଓ ପାଇଁ ତାଙ୍କୁ ହତ୍ୟା କରିଛନ୍ତି। ପରକୀୟା ପ୍ରୀତି ସନ୍ଦେହରେ ପତ୍ନୀ ଅପର୍ଣ୍ଣାଙ୍କ ଗଳା କାଟି ହତ୍ୟା କରିଥିବା ସନ୍ଦେହ କରାଯାଉଛି।…

ଚାରି ରାଜ୍ୟ ପାରି ହୋଇ ଓଡ଼ିଶା ଆସିଛି ମହାବଳ ବାଘ

ପାରଳାଖେମୁଣ୍ଡି:ଗଜପତି ଜଙ୍ଗଲରେ ମହାରାଷ୍ଟ୍ରର ମହାବଳ ବାଘ । ୭୫୦ କିମି ଅତିକ୍ରମ କରି ମହାରାଷ୍ଟ୍ରରୁ ଆସିଛି ଓଡ଼ିଶା । ବନ ବିଭାଗ ସୂଚନା ଅନୁଯାୟୀ ବାଘଟି ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ଛତିଶଗଡ ଡେଇଁ ଓଡ଼ିଶାରେ ପହଞ୍ଚିଛି ମହାବଳ । ୭୫୦ କିମି ରାସ୍ତା ଅତିକ୍ରମ କରି ଭାରତର ପଶ୍ଚିମାଞ୍ଚଳ…

ଶୀତଦିନେ ଖାଆନ୍ତୁ ଏହି ଶାଗ : ମଧୁମେହ, ହୃଦରୋଗ ଓ ମେଦବହୁଳତାରୁ ମିଳିବ ମୁକ୍ତି

ନୂଆଦିଲ୍ଲୀ : ଶୀତଦିନେ ସାଧାରଣତଃ ଆମେ ବିଭିନ୍ନ ଉପାୟରେ ଆମ ଶରୀରର ଯତ୍ନ ନେଇଥାଉ  । କିଏ ଶରୀରକୁ ସୁସ୍ଥ ରଖିବାକୁ ସତେଜ ପନିପରିବା ଖାଆନ୍ତି ତ ଆଉ କିଏ ବିଭିନ୍ନ ପ୍ରକାର ଫଳକୁ ନିଜ ଖାଦ୍ୟ ପ୍ରଣାଳୀରେ ସାମିଲ କରନ୍ତି । ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଶାଗ ବିଷୟରେ କହିବାକୁ ଯାଉଛୁ ।…

ଆମର ସବୁ ଶ୍ରମିକ ସୁରକ୍ଷିତ ଅଛନ୍ତି , ଖୁବ୍ ଶୀଘ୍ର ପରିବାରକୁ ଫେରିଆସିବେ: ଫାଇଭ୍-ଟି ଅଧ୍ୟକ୍ଷ

ଭୁବନେଶ୍ବର :  ଏହା ମଧ୍ୟରେ ଘଟଣାକୁ ୧୩ଦିନ ପୁରି ଆଜି ୧୪ ଦିନ ଚାଲିଛି  । ହେଲେ ଏବେବି ଟନେଲ୍ ଭିତରେ ଫସି ରହିଛନ୍ତି ୪୧ ଶ୍ରମିକ । ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାରକାର୍ଯ୍ୟ ଚାଲିଛି  । ହେଲେ ବାରମ୍ବାର ରେସ୍କ୍ୟୁ ଅପରେସନରେ ବାଧା  ବାଧା ସୃଷ୍ଟି ହେଉଛି ।କେବେ ଘଟିବ ଅପେକ୍ଷାର ଅନ୍ତ ?…

ସପିଂ ମଲରୁ ସନ୍ଦେହଜନକ ଅବସ୍ଥାରେ ଶିଶୁକନ୍ୟା ଉଦ୍ଧାର

ଯାଜପୁର: ପୁଣି ଅଲୋଡା ହେଲେ ଶିଶୁ କନ୍ୟା । ଗତକାଲି ଯାଜପୁର ବ୍ୟାସନଗର ସହରର ଏକ ସପିଂ ମଲରୁ ସନ୍ଦେହଜନକ ଅବସ୍ଥାରେ ଏକ ଶିଶୁକନ୍ୟା ଉଦ୍ଧାର ହୋଇଛି  । ଶିଶୁର ପରିଚୟ ମିଳିନଥିବା ବେଳେ ସ୍ଥାନୀୟ ଅଞ୍ଚଳର ଜଣେ ମହିଳା ଶିଶୁଟିକୁ ଧରି ସପିଂ ମଲରେ ବୁଲୁଥିବାର ଗ୍ରାହକଙ୍କ ନଜରରେ ପଡିଥିଲା ।…

ସାବଧାନ ! ଦଶରଥପୁର ବ୍ଲକରେ ବୁଲୁଛି ବଣୁଆ ହାତୀ

ଯାଜପୁର: ଥମୁନି ହାତୀ ଆତଙ୍କ  । ହାତୀ ମଣିଷ ଲଢେଇ ମଧ୍ୟରେ କେତେବେଳେ ହାତୀର ଜୀବନ ଯାଉଛି ତ କେତେବେଳେ ମଣିଷ ଜୀବନ ହରାଉଛି । ବାରମ୍ବାର ବିଭିନ୍ନ ଅଞ୍ଚଳରୁ ହାତୀ  ଦୌରାତ୍ମର ଖବର ସାମ୍ନାକୁ ଆସୁଛି  । ହେଲେ କହିବାକୁ ଗଲେ ହାତୀ ଘଉଡାଇବାରେ ବନ ବିଭାଗ ସମ୍ପୂର୍ଣ୍ଣ ଫେଲ ମାରିଛି  । ଏହାରି…