Latest Odisha News

BREAKING NEWS

Browsing Category

ଫିଚର

ଢେଙ୍କାନାଳରେ ଦୁଇ ନାବାଳିକାଙ୍କ ଉପରେ ଚଢିଗଲା ପିକ୍ ଅପ୍ ଭ୍ୟାନ

ଢେଙ୍କାନାଳ: ଟାଉନ ବଜାର ସ୍ଥିତ ଚାଜିଚୌକ ଛକରେ ଦୁର୍ଘଟଣା । ରଙ୍ଗରୁଟରେ ଆସୁଥିବା ଏକ ପିକ୍ ଅପ୍ ଭ୍ୟାନ ଦୁଇ ଶିଶୁଙ୍କ ଉପରେ ଚଢିଯିବାରୁ ଘଟଣାସ୍ଥଳରେ ସେମାନଙ୍କର ମୃତ୍ୟୁ ହୋଇଛି । ଏଥିରେ ଅନ୍ୟ ଜଣେ ଶିଶୁ ଗୁରୁତର ଅଛନ୍ତି । ତାଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।…

ଗ୍ରାଣ୍ଡସ୍ଲାମ ଟେନିସରେ ୩୦୦ତମ ବିଜୟ ହାସଲରେ ଦ୍ୱିତୀୟ ଖେଳାଳି ହେଲେ ଜୋକୋଭିଚ

ମେଲବୋର୍ଣ୍ଣ: ଟେନିସ ଇତିହାସରେ ଦ୍ୱିତୀୟ ଖେଳାଳି ଭାବେ ସର୍ବିୟାର ନୋଭାକ ଜୋକୋଭିଚ ଗ୍ରାଣ୍ଡସ୍ଲାମ ମୁକାବିଲାରେ ୩୦୦ ବିଜୟ ହାସଲ କରିଛନ୍ତି । ସୁଇଜରଲାଣ୍ଡର ରୋଜର ଫେଡେରର ସର୍ବାଧିକ ୩୬୫ ମ୍ୟାଚରେ ବିଜୟ ହାସଲ କରିଛନ୍ତି । ଚଳିତ ଅଷ୍ଟ୍ରେଲିଆନ ଓପନରେ କାନାଡାର ମିଲୋସ ରାଓନିକଙ୍କୁ ୭-୬,…

ବାଇ-ଲ ପ୍ରତ୍ୟାହାର ପ୍ରସଙ୍ଗରେ କେନ୍ଦ୍ରକୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ଏକାମ୍ର କ୍ଷେତ୍ରର ଦୁଇ ମନ୍ଦିର ଅନନ୍ତବାସୁଦେବ ଓ ବ୍ରହ୍ନେଶ୍ୱର ମନ୍ଦିରରୁ ବାଇ ଲ’ ପ୍ରତ୍ୟାହାର କରି୍‌ବା ନେଇ କେନ୍ଦ୍ରକୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ । ବିକାଶରେ ବାଧା ସୃଷ୍ଟି କରୁଥିବାରୁ ବାଇ-ଲ ପ୍ରତ୍ୟାହାର ପାଇଁ କେନ୍ଦ୍ର ସଂସ୍କୃତି ସଚିବ ରାଘବେନ୍ଦ୍ର ସିଂଙ୍କୁ…

ଅମୀରଙ୍କ ପୁଅ ଜୁନୈଦ ଅଭିନୀତ ମହାରାଜା ଫିଲ୍ମର ଶୁଟିଂ ଆରମ୍ଭ

ମୁମ୍ବାଇ: ବଲିଉଡର ପ୍ରତିଷ୍ଠିତ ଷ୍ଟାର ଅମୀର ଖାଁଙ୍କ ପୁତ୍ର ଜୁନୈଦ ଅଭିନୀତ ମହାରାଜା ଫିଲ୍ମର ଶୁଟିଂ ଆରମ୍ଭ ହୋଇଛି । ଏହି ଫିଲ୍ମ ଗୁଜରାଟର ପତ୍ରକାର ଓ ସମାଜସେବୀ କରସନଦାସ ମଲଜୀଙ୍କ ଜୀବନୀ ଉପରେ ଆଧାରିତ । ଶୁଟିଂ ପୂର୍ବରୁ ଜୁନୈଦଙ୍କ ଭଉଣୀ ଇରା ଖାଁ ଏଥିନେଇ ଭାଇଙ୍କୁ ଶୁଭେଚ୍ଛା…

ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନି କୋଭିଡ ପଜିଟିଭ୍

ଗୁଜରାଟ: ମୁଖ୍ୟମନ୍ତ୍ରୀ ବିଜୟ ରୂପାନି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗତକାଲି ଭଦୋଦରାରେ ଏକ ସଭାରେ ଭାଷଣ ଦେବା ବେଳେ ସେ ହଠାତ୍ ଅସୁସ୍ଥ ହୋଇପଡିଥିଲେ । ତାଙ୍କୁ ଅହମ୍ମଦାବାଦରେ ଡାକ୍ତରଖାନାରେ ଭର୍ତ୍ତିି କରାଯାଇଥିଲା । ତାଙ୍କ ନିକଟରେ କୋଭିଡ କିଛି ଲକ୍ଷଣ ଦେଖାଯାଉଥିଲା । କୋଭିଡ୍…

ବନ୍ଦ ପାଳନ ବେଳେ ଛାତ୍ର କଂଗ୍ରେସ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି

ଭୁବନେଶ୍ୱର: କଂଗ୍ରେସର ବନ୍ଦ ପାଳନ ବେଳେ ଛାତ୍ର କଂଗ୍ରେସ ଓ ପୁଲିସ ମଧ୍ୟରେ ଧସ୍ତାଧସ୍ତି । ଲୋକସେବା ଭବନକୁ ଘେରାଉ ପାଇଁ ଯାଉଥିବା ବେଳେ ପୁଲିସ ବ୍ୟାରିକେଡ କରି ଅଟକାଇବାକୁ ଏହି ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା । ଛାତ୍ର କଂଗ୍ରେସ ସଭାପତିଙ୍କ ନେତୃତ୍ୱରେ କଂଗ୍ରେସ ଭବନରୁ ଏକ…

[ଭିଡିଓ] ସେବାୟତଙ୍କ ମାଡରେ ଯାତ୍ରୀ ସହାୟକ ଗୁରୁତର !

ପୁରୀ: ମହାବାହୁଙ୍କ ଘର ଦୁଆର ସାମ୍ନାରେ ମାଡଗୋଳ । ଯାତ୍ରୀ ସହାୟକଙ୍କୁ ମାଡ ମାରି ଲହୁଲୁହାଣ କଲେ ସେବାୟତ । ଏହି ମାମଲାରେ ସିଂହଦ୍ୱାର ପୋଲିସ ଅଭିଯୁକ୍ତ ସେବାୟତ ରାମକୃଷ୍ଣ ଖୁଣ୍ଟିଆକୁ ଅଟକ ରଖିଛି । ମିଳିଥିବା ରିପୋର୍ଟ ଅନୁଯାୟୀ ଆଜି ସକାଳୁ ଉତ୍ତରଦ୍ୱାର ଦେଇ ସେବାୟତ ରାମକୃଷ୍ଣ…

କାବୁ ହେଉଛି କରୋନା, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦେଲା ୨ଟି ଆଶ୍ୱସ୍ତିକର ଖବର

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ମାମଲା କମୁଥିବା ବେଳେ ଆଉ ୨ଟି ଖୁସି ଖବର ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ପ୍ରଥମଟି ହେଉଛି- ୩୩ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶରେ ୫ ହଜାରରୁ କମ୍ ସକ୍ରିୟ କରୋନା ସଂକ୍ରମିତ ରହିଛନ୍ତି । ଦ୍ୱିତୀୟଟି ହେଉଛି ବିଗତ ୨୪ ଘଣ୍ଟାରେ ୧୮ ରାଜ୍ୟ ଓ…

ନୂଆ ଗୋପନୀୟତା ନୀତିକୁ ନେଇ ଫେସବୁକ୍ ଓ ହ୍ୱାଟ୍ସଆପକୁ ସୁପ୍ରିମକୋର୍ଟଙ୍କ ନୋଟିସ୍

ନୂଆଦିଲ୍ଲୀ: ହ୍ୱାଟ୍ସଆପ୍ ଓ ଫେସବୁକକୁ ସୁପ୍ରିମକୋର୍ଟ ନୋଟିସ୍ ଜାରି କରିଛନ୍ତି । ନୂଆ ଗୋପନୀୟତା ନୀତିକୁ ନେଇ ଉଭୟ ଫେସବୁକ ଓ ହ୍ୱାଟ୍ସଆପକୁ ସର୍ବୋଚ୍ଚ ନ୍ୟାୟାଳୟ ଜବାବ ତଲବ କରିଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି- ଲୋକଙ୍କ ଗୋପନୀତୟା ବେଶ୍ ଜରୁରୀ । ଆପଣ ୨.୩ ଟ୍ରିଲିୟନ୍ କମ୍ପାନୀ…

ପୂର୍ବତନ ପ୍ରେମିକାଙ୍କ ଅଶ୍ଲୀଳ ଭିଡିଓ ଭାଇରାଲ୍ କରି ଯୁବକ ଗିରଫ

ବାଙ୍କୀ: ସୋସିଆଲ୍ ମିଡିଆରେ ପୂର୍ବତନ ପ୍ରେମିକାଙ୍କ ଅଶ୍ଲୀଳ ଭିଡିଓ ପୋଷ୍ଟ କରିବା ଯୁବକଙ୍କୁ ମହଙ୍ଗା ପଡ଼ିଛି । ବାଙ୍କୀ ପୋଲିସ ଏହି ମାମଲାରେ ଜଣେ ଯୁବକଙ୍କୁ ଗିରଫ କରିଛି । ପୋଲିସ ସୂଚନା ଅନୁସାରେ, ଭାଇରାଲ୍ ଭିଡିଓ ନେଇ ଯୁବତୀ ଜଣଙ୍କ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଭିତ୍ତିରେ…