Latest Odisha News

BREAKING NEWS

Browsing Category

ଫିଚର

ଚୀନ ଓ ପାକିସ୍ତାନ ଯୁଦ୍ଧ ବିମାନକୁ ମାଟିରେ ମିଶାଇବ ‘ଅସ୍ତ୍ର’

ନୂଆଦିଲ୍ଲୀ : ବାୟୁସେନାକୁ ଆହୁରି ଶକ୍ତିଶାଳୀ କରିବାକୁ ପ୍ରସ୍ତୁତ ହେଉଛି ଡିଆରଡିଓ । କାରଣ ଭାରତୀୟ ବାୟୁସେନାରେ ସାମିଲ ହେବାକୁ ଯାଉଛି ଅସ୍ତ୍ର ମାର୍କ-୨ । ଏହାଦ୍ୱାରା ବାୟୁସେନା ଭାରତ ସୀମାରେ ରହି ଚୀନ ବା ପାକିସ୍ତାନ ପରି ଶତ୍ରୁ ପକ୍ଷର ଯୁଦ୍ଧ ବିମାନକୁ ଧ୍ବଂସ କରିପାରିବ । ଖାଲି…

ପଶ୍ଚିମ ଓଡିଶାର ୧୦ ଜିଲ୍ଲା ଓ ଆଠମଲ୍ଲିକରେ WODC କାର୍ଯ୍ୟାଳୟ ଖୋଲିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ପଶ୍ଚିମ ଓଡିଶା ବିକାଶ ପରିଷଦର କାର୍ଯ୍ୟକ୍ରମ ସମୀକ୍ଷା କରିଛନ୍ତି। ଏହି ଅବସରରେ ପଶ୍ଚିମ ଓଡିଶାର ବିକାଶ ପାଇଁ ପରିଷଦର ବାର୍ଷିକ ଅନୁଦାନକୁ ଦୁଇ ଗୁଣ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ…

ବାଇ-ଲ ପ୍ରତ୍ୟାହାର ଦାବିରେ ଆସନ୍ତାକାଲି ସବୁ ମନ୍ଦିରରେ ଘଣ୍ଟ ବାଡ଼େଇ ପ୍ରତିବାଦ

ଭୁବନେଶ୍ବର : ଏକାମ୍ରକ୍ଷେତ୍ର ପାଇଁ ଏନ୍‌ଏମ୍‌ଏ ଚିଠା ବାଇ-ଲ ପ୍ରତ୍ୟାହାର ନେଇ ଜୋରଦାର ହେବାକୁ ଯାଉଛି ପ୍ରତିବାଦ । ନିଖିଳ ଓଡ଼ିଶା ସେବାୟତ କମିଟି ପକ୍ଷରୁ ଆସନ୍ତାକାଲି ରାଜ୍ୟର ସବୁ ମନ୍ଦିରରେ ଘଣ୍ଟ ଘଣ୍ଟା ମାଡ଼ କରି ପ୍ରତିବାଦ କରାଯିବ । ସକାଳ ୧୦ଟାରୁ ଏହି ପ୍ରତିବାଦ ଆରମ୍ଭ ହେବା ନେଇ…

ପୋଷ୍ଟର ମାରିଥିବା ବନ୍ଧୁଙ୍କୁ ଧନ୍ୟବାଦ: ଅପରାଜିତା ଷଡଙ୍ଗୀ

ଭୁବନେଶ୍ୱର: ନିଜ ନିଖୋଜ ପୋଷ୍ଟର ନେଇ ସାଂସଦ ଅପରାଜିତା ଷଡଙ୍ଗୀ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ନିଜ ପ୍ରତିକ୍ରିୟା ରଖିଛନ୍ତି । ସେ ପୋଷ୍ଟର ଲଗାଇଥିବାରୁ ବନ୍ଧୁମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏଥି ସହ ସେ କହିଥିଲେ ଯେ, 'ସଂସଦ ଚାଲିଥିବାରୁ ମୁଁ ଦିଲ୍ଲୀରେ ଉପସ୍ଥିତ ଥିଲି । ମୁଁ ପୁଣି…

ତେଜିଲା ବାଇ-ଲ’ ବିବାଦ : ରାଜ୍ୟ ସରକାରଙ୍କୁ ଅପରାଜିତାଙ୍କ ୫ଟି ପ୍ରଶ୍ନ

ଭୁବନେଶ୍ବର : ଭୁବନେଶ୍ବରର ଅନନ୍ତ ବାସୁଦେବ ଓ ବ୍ରହ୍ମେଶ୍ବର ମନ୍ଦିର ନେଇ ଜାରି ବାଇ-ଲ’ ବିଜ୍ଞପ୍ତି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କଡ଼ା ଜବାବ ଦେଇଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ୫ଟି ପ୍ରଶ୍ନ ପଚାରିଛନ୍ତି ଅପରାଜିତା ।…

ନେତାଜୀ ଟର୍ମିନାଲକୁ ହାଇକୋର୍ଟଙ୍କ ଅନୁମତି

କଟକ : କଟକରେ ନେତାଜୀ ବସ ଟର୍ମିନାଲକୁ ଅନୁମତି ଦେଲେ ହାଇକୋର୍ଟ । ଖାନନଗରରେ ବସ ଟର୍ମିନାଲ ନେଇ ହୋଇଥିବା ଜନସ୍ୱାର୍ଥ ମାମଲା ଖାରଜ। ଏହା ରାଜ୍ୟ ସରକାରଙ୍କ ପଲିସି ନିଷ୍ପତ୍ତି ହୋଇଥିବାରୁ ଏଥିରେ ହସ୍ତକ୍ଷେପ କରିବାକୁ ହାଇକୋର୍ଟ ମନା କରିଛନ୍ତି । ଅନ୍ତରୀଣ ସ୍ଥିତାବସ୍ଥାକୁ ପ୍ରତ୍ୟାହାର…

ଅଶ୍ୱୀନଙ୍କ ଚମତ୍କାର ଶତକ, ଇଂଲଣ୍ଡ ସମ୍ମୁଖରେ ୪୮୨ ରନର ବିଜୟ ଲକ୍ଷ୍ୟ,୫୩/୩

ଚେନ୍ନାଇ: ଏଠାରେ ଚାଲିଥିବା ଭାରତ-ଇଂଲଣ୍ଡ ଦ୍ୱିତୀୟ କ୍ରିକେଟ ଟେଷ୍ଟ ଫଳାଫଳ ବାହାରିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି । ରବିଚନ୍ଦ୍ରନ ଅଶ୍ୱୀନଙ୍କ ଚମତ୍କାର ଶତକ(୧୦୬) ଏବଂ ବିରାଟ କୋହଲି(୬୨)ଙ୍କ ଅର୍ଦ୍ଧଶତକ ବଳରେ ଭାରତ ଦ୍ୱିତୀୟ ଇନିଂସରେ ୨୮୬ ରନ କରି ଅଲଆଉଟ ହୋଇ ଯାଇଥିଲା । ଫଳରେ ଇଂଲଣ୍ଡ…

ମହାକାଶକୁ ସାଟେଲାଇଟରେ ପଠାଯିବ ଶ୍ରୀମଦ ଭଗବଦ ଗୀତା, ମୋଦିଙ୍କ ଫଟୋ

ନୂଆଦିଲ୍ଲୀ: ଏଥର ମହାକାଶକୁ ଉପଗ୍ରହ ମାଧ୍ୟମରେ ପଠାଯିବ ଶ୍ରୀମଦ ଭଗବଦ ଗୀତା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ । ଫେବୃୟାରୀ ୨୮ରେ ସତୀଶ ଧାୱନ ସାଟେଲାଇଟରେ ପିଏସଏଲଭି-୫୧ ରକେଟରେ ଏହା ପଠାଯିବ । ଏହା ବ୍ୟତୀତ ୧୦୦୦ ବିଦେଶୀ ଲୋକଙ୍କ ସହ ୨୫୦୦୦ ଲୋକଙ୍କ ନାମ ମଧ୍ୟ ଏଥିରେ ରହିବ ।…

ପରଲୋକରେ ଟ୍ୟାଙ୍କ ମ୍ୟାନ୍ ମେଜର ଜେନେରାଲ ବସନ୍ତ ମହାପାତ୍ର

ଭୁବନେଶ୍ୱର: ଅବସରପ୍ରାପ୍ତ ମେଜର ଜେନେରାଲ ବସନ୍ତ କୁମାର ମହାପାତ୍ରଙ୍କ ପରଲୋକ ଘଟିଛି । ଆଜି ତାଙ୍କ ଭୁବନେଶ୍ୱରସ୍ଥିତ ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ହୃଦଘାତରେ ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା । ଶେଷ ଦର୍ଶନ ପାଇଁ ତାଙ୍କୁ କଟକ ଚାନ୍ଦିନୀଚୌକ…

ଜେଡୁୟୁର ବରିଷ୍ଠ ନେତାଙ୍କୁ ଭେଟିଲେ କହ୍ନେୟା କୁମାର

ପାଟନା:ସିପିଆଇ ନେତା ତଥା ଜେଏନୟୁର ବିବାଦୀୟ ପୂର୍ବତନ ଅଧ୍ୟକ୍ଷ କହ୍ନେୟା କୁମାରଙ୍କୁ ନେଇ ଏଥର ଆଉ ଏକ ଚର୍ଚ୍ଚା ଜୋର ଧରିଛି । ଜେଡୁୟୁର ବରିଷ୍ଠ ନେତା ଅଶୋକ ଚୌଧୁରୀଙ୍କୁ କହ୍ନେୟା ଭେଟିବା ବିଭିନ୍ନ ପ୍ରକାରର ପୂର୍ବାନୁମାନ ଆରମ୍ଭ ହୋଇଛି । ଏପରିକି ସେ ଜେଡୁୟୁରେ ମିଶିବା ପାଇଁ ଉଦ୍ୟମ…