Latest Odisha News

BREAKING NEWS

Browsing Category

ଫିଚର

ଫସର ଫାଟିଲା ଡକାୟତି ଯୋଜନା: ପୁରୀରୁ ୭ ଜଣଙ୍କୁ ବାନ୍ଧିଲା ପୋଲିସ

ପୁରୀ: ଫେଲ୍ ମାରିଲା ଡକାୟତି ଯୋଜନା । ଚଢ଼ାଉ କରି ବାନ୍ଧିଲା ପୁରୀ ପୋଲିସ । ୭ ଜଣଙ୍କୁ ଗିରଫ କରିଛି ପୁରୀ ଠାଯାଇଛି । ଗତକାଲି ସନ୍ଧ୍ୟା ସମୟରେ ପୁରୀ ଜଗନ୍ନାଥବଲ୍ଲଭ ପାର୍କିଂ ନିକଟରେ ଏମାନେ ଡକାୟତି ଯୋଜନା କରୁଥିଲେ । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା ଟାଉନ ଥାନା ପୋଲିସ ।…

ନୟାଗଡ଼ ନାବାଳିକା ହତ୍ୟା ମାମଲା: ଚାଇଲ୍ଡ କୋର୍ଟରେ ହାଜର ହେବ ଅଭିଯୁକ୍ତ ନାବାଳକ

ନୟାଗଡ଼: ବହୁଚର୍ଚ୍ଚିତ ଯଦୁପୁର ନାବାଳିକା ହତ୍ୟା ମାମଲାରେ ଆଜି ନୟାଗଡ଼ ଚାଇଲ୍ଡ କୋର୍ଟରେ ହାଜର ହେବ ଅଭିଯୁକ୍ତ ନାବାଳକ । ତାକୁ ଅନୁଗୋଳ ବାଳ ସୁଧାର ଗୃହରୁ ଆଣିବ ପୋଲିସ । ଏସାଇଟି କରିଥିବା ଏଲଭିଏ ଟେଷ୍ଟ ଆବେଦନର ଶୁଣାଣି ରହିଛି । ସେହିପରି ରିମାଣ୍ଡ ବେଳେ ନାବାଳକକୁ ନିର୍ଯାତନା…

ଦେଶବ୍ୟାପୀ ଆନ୍ଦୋଳନ ପାଇଁ ପ୍ରସ୍ତୁତି, ପ୍ରତି ରାଜ୍ୟରେ କୃଷକ ମହାପଞ୍ଚାୟତ କରିବାକୁ ଯୋଜନା

ନୂଆଦିଲ୍ଲୀ: ପଲ୍ଲୀକୁ ଡେଇଁ ଦିଲ୍ଲୀ ନିଆଁ । ଦିଲ୍ଲୀ ବର୍ଡରରେ ଚାଲିଥିବା ଆନ୍ଦୋଳନ ସାରା ଦେଶକୁ ବ୍ୟାପିବ । ପ୍ରତି ରାଜ୍ୟରେ କୃଷକ କରିବେ ମହାପଞ୍ଚାୟତ ସଭା । କେନ୍ଦ୍ରର କୃଷି ଆଇନ୍ ବିରୋଧରେ ଚାଲିଥିବା କୃଷକ ଆନ୍ଦୋଳନ ବ୍ୟାପକ କରିବାକୁ ନିଷ୍ପତ୍ତି ନେଇଛି ସଂଗଠନ । ଦିଲ୍ଲୀ ସୀମାରେ ପ୍ରାୟ…

ଆଜି ସୁପ୍ରିମକୋର୍ଟରେ କୋଟିଆ ବିବାଦ ମାମଲାର ଶୁଣାଣି

ନୂଆଦିଲ୍ଲୀ: କୋଟିଆରେ ଆନ୍ଧ୍ର ପଞ୍ଚାୟତ ନିର୍ବାଚନ କରିବା ପ୍ରସଙ୍ଗରେ ଓଡ଼ିଶା କରିଥିବା ଆବେଦନର ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ । ଗତକାଲି ଓଡ଼ିଶାର ପିଟିସନକୁ ଗ୍ରହଣ କରିବା ସହ ଆଜି ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଥିଲେ ପ୍ରଧାନ ବିଚାରପତି । ଆନ୍ଧ୍ର ପ୍ରଦେଶ ଅଦାଲତ ଅବମାନନା…

JEE Main 2021: ଫେବ୍ରୁଆରୀ ମାସ ପରୀକ୍ଷା ଲାଗି ଜାରି ହେଲା ଆଡମିଟ୍ କାର୍ଡ, ଜାଣନ୍ତୁ ଡାଉନଲୋଡ୍ ପ୍ରକ୍ରିୟା

ନୂଆଦିଲ୍ଲୀ: ନାସନାଲ ଟେଷ୍ଟିଂ ଏଜେନ୍ସି ବା NTA ଚଳିତବର୍ଷ ଆବେଦନକାରୀଙ୍କୁ ୪ ଥର ପରୀକ୍ଷାରେ ସାମିଲ୍ ହେବାକୁ ଅନୁମତି ଦେବ । ଆବେଦନକାରୀ ଫେବ୍ରୁଆରୀ, ମାର୍ଚ୍ଚ, ଏପ୍ରିଲ୍ ଓ ମେ’ ମାସରେ ପରୀକ୍ଷା ଦେଇପାରିବେ । ଯେଉଁ ପରୀକ୍ଷାରେ ସର୍ବାଧିକ ସ୍କୋର କରିବେ ତା’କୁ ବିଚାରକୁ ନିଆଯିବ ।…

ଏମିତିବି ଆସେ ମୃତ୍ୟୁ; ରାସ୍ତାକଡ଼ରେ ଛିଡ଼ା ହୋଇଥିବା ବେଳେ ମାଡ଼ିଗଲା ବସ୍, ଜଣେ ମୃତ

ଜଗତସିଂହପୁର: ରାସ୍ତାରେ ଛିଡ଼ା ହୋଇଥିବା ବେଳେ ମାଡ଼ିଗଲା ବସ୍ ଚାଲିଗଲା ଜୀବନ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ସଦର ଥାନା ଯୋଗଧାରୀ ଅଞ୍ଚଳରେ। ଆଜି ସକାଳୁ ବସ ମାଡିଯିବା କାରଣରୁ ଏଠାରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ହେଉଛନ୍ତି କାକଟପୁର ଥାନା ନଗର…

ଆଜିଠୁ ସବୁଦିନ ଜଗା ଦର୍ଶନ, ଆନନ୍ଦବଜାରରେ ଅବଢ଼ା ଖାଇପାରିବେ ଭକ୍ତ

ପୁରୀ: ଆଜିଠୁ ସବୁଦିନ ଜଗା ଦୁଆର ଖୋଲା । ଆଜିଠାରୁ ସବୁ ଦିନ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରି ପାରିବେ ଭକ୍ତ । ରବିବାର ବି ମନ୍ଦିର ଖୋଲା ରହିବ । ସକାଳ ୬ଟାରୁ ଆରମ୍ଭ ହୋଇଛି ସର୍ବସାଧାରଣ ଦର୍ଶନ । କୋଭିଡ୍ ଗାଇଡଲାଇନ୍ ମାନି ମାସ୍କ ପିନ୍ଧି ହାତ ସାନିଟାଇଜ୍ କରିବା ପରେ ସିଂହଦ୍ୱାର…

କୁହୁଡ଼ି ଯୋଗୁ ଓଲଟିଲା ପିକଅପ୍ ଭ୍ୟାନ, ୪ ଜଣ ଆହତ

କୋରାପୁଟ: ଘନ କୁହୁଡ଼ିରେ ଦେଖା ଗଲାନି ରାସ୍ତା । ଭାରସାମ୍ୟ ହରାଇ ଓଲଟିଲା ପିକଅଫ୍ ଭ୍ୟାନ । ଦୁର୍ଘଟଣାରେ ୪ ଜଣ ଆହତ ହୋଇଛନ୍ତି । କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ଅନ୍ତର୍ଗତ କାଡାମଖେଳା ନିକଟରେ ଏହି ଦୁର୍ଘଟଣା ଘଟିଛି । ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତଙ୍କ ଘର…

ଟ୍ୱିନ୍‌ସିଟିରେ ଘନ କୁହୁଡ଼ିର ଆସ୍ତରଣ; ଯାତାୟାତ ପ୍ରଭାବିତ

ଭୁବନେଶ୍ୱର: ଆଜି ସକାଳୁ ସକାଳୁ ରାଜ୍ୟରେ ବିଭିନ୍ନ ସ୍ଥାନରେ ଦେଖା ଦେଇଛି ଘନ କୁହୁଡ଼ିର ଆସ୍ତରଣ । ଧଳାଚଦର ତଳେ ଘୋଡେଇ ହୋଇ ଯାଇଛି ରାଜଧାନୀ ଭୁବନେଶ୍ବର ଓ କଟକ। ପ୍ରାୟ ୫୦ ମିଟର ଦ୍ୱରରୁ ଅସ୍ପଷ୍ଟ ଦେଖାଯାଉଛି ରାସ୍ତା ଘାଟ । ଏଥିପାଇଁ ଗାଡ଼ି ଚଳାଚଳରେ ବାଧା ମଧ୍ୟ ସୃଷ୍ଟି ହୋଇଛି । ବିଗତ…

ନାଗେଶ ଟ୍ରଫି: ଦିଲ୍ଲୀକୁ ହରାଇ କ୍ୱାର୍ଟର ଫାଇନାଲରେ ଓଡ଼ିଶା

ଭୁବନେଶ୍ୱର : ବେଙ୍ଗାଲୁରୁରେ ଚାଲିଥିବା ଜାତୀୟ ଦୃଷ୍ଟିହୀନ ଟି-୨୦ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ କ୍ବାର୍ଟର ଫାଇନାଲରେ ଓଡ଼ିଶା । ଗୁରୁବାର ଓଡ଼ିଶା ତା’ର ଚତୁର୍ଥ ଲିଗ୍ ମ୍ୟାଚରେ ଦିଲ୍ଲୀକୁ ୧୦ ୱିକେଟରେ ପରାସ୍ତ କରି କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛି । ବେଙ୍ଗାଲୁରୁର ନିର୍ମାଣ-୧…