Latest Odisha News

BREAKING NEWS

Browsing Category

ଫିଚର

ରାଜ୍ୟରେ ସୁସ୍ଥ ହେଲେ ଆଉ ୬୦ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ହ୍ରାସ ପାଉଛି କରୋନା ମହାମାରୀ ପ୍ରଭାବ । ଦିନକୁ ଦିନ କମିବାରେ ଲାଗିଛି ଆକ୍ରାନ୍ତ ସଂଖ୍ୟା । ଏହାରି ଭିତରେ ଆଜି ରାଜ୍ୟରୁ କରୋନାରୁ ସୁସ୍ଥ ହୋଇ ଫେରିଛନ୍ତି ଆଉ ୬୦ ଜଣ ଆକ୍ରାନ୍ତ । ଖୋର୍ଦ୍ଧା, ପୁରୀ, ସୁନ୍ଦରଗଡ଼ରୁ ୮ ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ,…

ଅମିତ ଶାହାଙ୍କ ବଡ଼ ବୟାନ, କହିଲେ କରୋନା ଟିକାକରଣ ପରେ ଦେଶରେ ଲାଗୁ ହେବ ସିଏଏ

କୋଲକାତା : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବଡ଼ ଘୋଷଣା । ଦେଶରେ କରୋନା ଟିକାକରଣ ଶେଷ ହେବା ପରେ ଲାଗୁ ହେବ ନାଗରିକତା ସଂଶୋଧନ ଆଇନ୍ (ସିଏଏ) । ଗୁରୁବାର ପଶ୍ଚିମବଙ୍ଗର କୁଚ ବେହାରରେ ଏକ ରାଲିକୁ ସମ୍ବୋଧିତ କରି ଏହି ବଡ଼ ଘୋଷଣା କରିଛନ୍ତି ଶାହ । ଏଥିସହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ…

ଏନଏମଏ ବାଇ-ଲ’କୁ ନେଇ ବିଭ୍ରାନ୍ତ କରୁଛନ୍ତି ରାଜ୍ୟ ସରକାର : ଲେଖାଶ୍ରୀ

ଭୁବନେଶ୍ୱର : ଜାତୀୟ ଐତିହ୍ୟ ପ୍ରାଧିକରଣର ଡ୍ରାଫ୍ଟ ବାଇ ଲ’ ପ୍ରସଙ୍ଗକୁ ନେଇ ରାଜ୍ୟବାସୀଙ୍କୁ ଶାସକ ବିଜେଡି ଓ ରାଜ୍ୟ ସରକାର ବିଭ୍ରାନ୍ତ କରୁଛନ୍ତି ବୋଲି ରାଜ୍ୟ ବିଜେପି ଅଭିଯୋଗ କରିଛି। ଏହି ଏନଏମଏ ପ୍ରସଙ୍ଗରେ ବିଜେଡି ଏବେ ସ୍ଥାନୀୟ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଟାର୍ଗେଟ୍ କରି…

ଖୋର୍ଦ୍ଧାରେ ପ୍ରତିଷ୍ଠା ହେବ ଭାରତୀୟ ଡାଲି ଗବେଷଣା ପ୍ରତିଷ୍ଠାନର ଆଞ୍ଚଳିକ କେନ୍ଦ୍ର

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ପ୍ରତିଷ୍ଠା ହେବ ଭାରତୀୟ ଡାଲି ଗବେଷଣା ପ୍ରତିଷ୍ଠାନର ଆଞ୍ଚଳିକ କେନ୍ଦ୍ର। ଏହାର ଶିଳାନ୍ୟାସ କରିଛନ୍ତି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର। ତୋମାର ମଧ୍ୟ ଭୋପାଳ ଓ ବିକାନେରରେ ଆଇଆଇପିଆର ଆଞ୍ଚଳିକ କେନ୍ଦ୍ରର କାର୍ଯ୍ୟାଳୟ ଏବଂ…

ଭାରତ ସହ ସଂଘର୍ଷ ବେଳେ ନିହତ ହୋଇଥିଲେ ୪୫ ଚାଇନିଜ ଯବାନ

ନୂଆଦିଲ୍ଲୀ : ଗଲୱାନ ଘାଟିରେ ଭାରତ ସହ ହୋଇଥିବା ସଂଘର୍ଷରେ ଚାଇନାର ୪୫ ଜଣ ଯବାନ ନିହତ ହୋଇଥିଲେ। ସେହିପରି ଭାରତର ୨୦ ଜଣ ଯବାନ ସହିଦ ହୋଇଥିଲେ । ଏନେଇ ଭାରତ ପକ୍ଷରୁ ସଂଘର୍ଷ ପରେ ସହିଦଙ୍କ ତାଲିକା ପ୍ରକାଶ କରାଯାଇଥିଲା । କିନ୍ତୁ ଚୀନ ନିଜ ଦେଶର ମୃତାହତ ଯବାନଙ୍କ ସମ୍ପର୍କରେ ମୁହାଁ…

ଲଦାଖ ସୀମାରୁ ଟ୍ୟାଙ୍କ ପଛକୁ ହଟାଇଲା ଚୀନ

ନୂଆଦିଲ୍ଲୀ : ବୁଝାମଣା ପରେ ଲଦାଖର ପାଙ୍ଗୋଙ୍ଗ ହ୍ରଦ ନିକଟରୁ ସୈନ୍ୟ ପ୍ରତ୍ୟାହାର କାର୍ଯ୍ୟ ଆରମ୍ଭ କରିଛନ୍ତି ଭାରତ ଓ ଚୀନ । ଉଭୟ ଦେଶ ପାଙ୍ଗୋଙ୍ଗ ହ୍ରଦର ଉଭୟ ପାର୍ଶ୍ୱରେ ମୁତୟନ କରିଥିବା ଟ୍ୟାଙ୍କ ଓ ଯୁଦ୍ଧ ଯାନବାହନକୁ ପଛକୁ ହଟାଉଛନ୍ତି । ବୁଝାମଣା ଅନୁଯାୟୀ, ପ୍ରଥମ ଦଫାରେ ଭାରତୀୟ…

ହିଞ୍ଜିଳିକାଟୁରେ ୨୮ କୋଟି ଟଙ୍କାର ୧୪ଟି ପ୍ରକଳ୍ପ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଗଞ୍ଜାମକୁ ମୁଖ୍ୟମନ୍ତ୍ରୀଙ୍କ ନୂଆ ଗିଫ୍ଟ । ହିଞ୍ଚିଳିକାଟୁରେ ୨୮ କୋଟି ଟଙ୍କାର ୧୪ଟି ପ୍ରକଳ୍ପର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହିଞ୍ଜିଳିକାଟୁ RMC ପରିସରରେ ୧୬ କୋଟି ୭୭ ଲକ୍ଷ ୪୧ ହଜାର ଟଙ୍କାରେ ନିର୍ମିତ ଉପଖଣ୍ଡ ଚିକିତ୍ସାଳୟ, ୩ କୋଟି ୨୧ ଲକ୍ଷ…

ଦେଶରେ ମହଙ୍ଗା ହେଲା ବିମାନ ଯାତ୍ରା

ନୂଆଦିଲ୍ଲୀ : ଦେଶରେ ଆଜିଠୁ ମହଙ୍ଗା ହେଲା ବିମାନ ଯାତ୍ରା । ବିମାନ ଯାତ୍ରୀଙ୍କ ଏଣିକି ଦେବାକୁ ପଡ଼ିବ ଅଧିକ ୩୦% ଅର୍ଥ । ବର୍ଦ୍ଧିତ ଭଡ଼ା ମାର୍ଚ୍ଚ ୩୧ ତାରିଖ ଯାଏଁ ଜାରି ରହିବ । ଏନେଇ ନିର୍ଦ୍ଦେଶନାମା ଜାରି କରିଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ । ନୂଆ ନିର୍ଦ୍ଦେଶନାମା…

ଦେଶଦ୍ରୋହ ଅପରାଧରେ ଈଶ୍ୱର ବେହେରାକୁ ଆଜୀବନ କାରାଦଣ୍ଡ

ବାଲେଶ୍ୱର : ଦେଶଦ୍ରୋହ ଅପରାଧରେ ଈଶ୍ୱର ଦୋଷୀ ସାବ୍ୟସ୍ତ । ପାକିସ୍ତାନକୁ ପ୍ରତିରକ୍ଷା ବିଭାଗର ଗୁପ୍ତତଥ୍ୟ ଦେବା ଅଭିଯୋଗରେ ବାଲେଶ୍ୱର ଏଡିଜେ କୋର୍ଟ ଈଶ୍ୱର ବେହେରାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ ସଜା ଶୁାଣାଇଛନ୍ତି । ତାଙ୍କ ବିରୋଧରେ ୧୨୦ ଏ, ବି, ୧୨୧ ସେକ୍ସନ ୩ ଓ ସେକ୍ସନ ୪…

ମୁଣ୍ଡବିହୀନ ମୃତଦେହ ମିଳିବା ଘଟଣାରେ ସିପିଙ୍କ ପ୍ରେସମିଟ୍, କହିଲେ ‘ବିବାହ ବିବାଦରୁ ହୋଇଥିଲା…

ଭୁବନେଶ୍ୱର: ଭରତପୁର-ଚନ୍ଦକା ଦାଶପୁରରେ ମହିଳାଙ୍କର ମୁଣ୍ଡବିହୀନ ମୃତଦେହ ମିଳି ଘଟଣାରେ ଆଜି ପର୍ଦ୍ଦାଫାଶ ହୋଇଛି । ବିବାହ ବିବାଦକୁ କେନ୍ଦ୍ର କରି ତାଙ୍କୁ ହତ୍ୟା କରାଯାଇଥିବା ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ଏକ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି । ପୂର୍ବରୁ ମୁଣ୍ଡବିହୀନ ଶରୀର…