Latest Odisha News

BREAKING NEWS

Browsing Category

ଫିଚର

ଖଦୀ ଓ ଗ୍ରାମ୍ୟ ଶିଳ୍ପ ବୋର୍ଡର ବେସରକାରୀ ସଦସ୍ୟ ମନୋନୀତ

ଭୁବନେଶ୍ୱର: ରାଜ୍ୟ ସରକାର ଖଦୀ ଓ ଗ୍ରାମ୍ୟ ଶିଳ୍ପ ବୋର୍ଡ ପାଇଁ ବେସରକାରୀ ସଦସ୍ୟଙ୍କୁ ମନୋନୀତ କରିଛନ୍ତି । ଓଡିଶା ଖଦୀ ଓ ଗ୍ରାମ୍ୟ ଶିଳ୍ପ ବୋର୍ଡ ୧୯୫୫ (୧୯୫୬ ଓଡିଶା ଅଧିନିୟମ ୮)ର ଆଇନ (୧) ଓ (୨) ଅନୁଯାୟୀ ଏହି ସଦସ୍ୟମାନଙ୍କୁ ମନୋନୀତ କରାଯାଇଛି । ମନୋନୀତ ହୋଇଥିବା ସଦସ୍ୟମାନେ…

ଆସନ୍ତୁ ଜାଣିବା ବସନ୍ତ ପଂଚମୀରେ ରାଶି ଅନୁସାରେ କଣ କରିବେ

ଭୁବନେଶ୍ୱର:ବସନ୍ତ ପଂଚମୀ ଏବଂ ସରସ୍ୱତୀ ପୂଜାରେ ଏଥର ଭଲ ଦିନରେ ପଡୁଛି । ଜ୍ୟୋତିଷଙ୍କ ଅନୁସାରେ ଅମୃତ ସିଦ୍ଧି, ରବିଯୋଗ ଏବଂ ମଙ୍ଗଳକାରୀ ଦିନରେ ଏହା ପଡୁଛି । ସରସ୍ୱତୀ ପୂଜା ସମୟରେ କବଚ ପାଠ କଲେ ଭଲ ଫଳ ପ୍ରାପ୍ତି ହେବ । ଆସନ୍ତୁ ଜାଣିବା ଏହି ଦିନ ରାଶି ଅନୁସାରେ କେଉଁ କାର୍ଯ୍ୟ କରିବେ ।…

ଧଉଳି ଛକରୁ ୧୫ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ୨ ଗିରଫ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢି ଚାଲିଛି ଧଳା ଜହର ବ୍ୟବସାୟ । ଆଜି ଧଉଳି ଛକ ନିକଟରୁ ଅବକାରୀ ବିଭାଗର ଅଧିକାରୀମାନେ ୧୫୫ ଗ୍ରାମ ବ୍ରାଉନ ସୁଗାର ଜବତ କରିଛନ୍ତି । ଯାହାର ଆନୁମାନିକ ମୂଲ୍ୟ ୧୫ ଲକ୍ଷ ଟଙ୍କା ହେବ । ଏଥି ସହ ଏକ ସ୍କୁଟି ଜବତ ରଖିବା ସହ ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ…

ଧାନ ଢ଼ାଳି ରାସ୍ତା ଅବରୋଧ କଲେ ଚାଷୀ

ଭଦ୍ରକ: ଧାନ କିଣାରେ ଅନିୟମିତତା ଅଭିଯୋଗରେ ତାତିଲେ ଚାଷୀ । ରାସ୍ତାରେ ଧାନ ଢ଼ାଳି ପ୍ରତିବାଦ କରିଛନ୍ତି । ଭଦ୍ରକ-ଆନନ୍ଦପୁର ରାଜ୍ୟ ରାଜପଥ ଗଣିଜାଙ୍ଗ ନିକଟରେ ରାସ୍ତା ଉପରେ ଧାନ ଢାଳି ରାସ୍ତା ଅବରୋଧ କରିଲେ ଚାଷୀ । ଗଣିଜାଙ୍ଗ ସେବା ସମବାୟ ସମିତିରେ ଚାଷୀଙ୍କ ଧାନ କିଣାରେ ଅନିୟମିତତାକୁ…

ପ୍ୟାଙ୍ଗୋଗ ପରେ ଲଦାଖ-ଦେପସାଙ୍ଗ ନେଇ ଚୀନ ସହ ହୋଇପାରେ ବୁଝାମଣା

ନୂଆଦିଲ୍ଲୀ: ଭାରତ ଓ ଚୀନ ମଧ୍ୟରେ ପୂର୍ବ ଲଦାଖକୁ ନେଇ ବର୍ଷେ ହେଲା ଜାରି ରହିଥିବା ବିବାଦ ଶେଷ ହେବା ଉପରେ । ଦୁଇ ଦେଶ ମଧ୍ୟରେ ପ୍ୟାଙ୍ଗୋଗକୁ ନେଇ ବୁଝାମଣା ହୋଇଛି । ଏପ୍ରିଲ୍ ୨୦୨୦ ପୂର୍ବ ସ୍ଥିତି ଲାଗୁ କରିବାକୁ ଚେଷ୍ଟା କରାଯାଉଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗୁରୁବାର…

ପୁଣି ରିମାଣ୍ଡରେ ପାଠକ ବାପା-ପୁଅ

ବ୍ରହ୍ମପୁର: ପୁଣି ପୋଲିସ ରିମାଣ୍ଡରେ ଗଲେ ପାଠକ ବାପା-ପୁଅ । ଆଇଏଫଏସ୍ ଅଫିସର ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକଙ୍କୁ ରିମାଣ୍ଡରେ ନେଇଛି ଗୋଳନ୍ଥରା ଥାନା ପୋଲିସ । ବ୍ରହ୍ମପୁର ମଣ୍ଡଳ କାରାଗାରରୁ ସେମାନଙ୍କୁ ନେଇଛି ପୋଲିସ । ୩ଟି ଠକେଇ ମାମଲାରେ ଉଭୟଙ୍କୁ ପଚରାଉଚରା କରାଯିବ । ଦୁଇ…

୫୩ ଲକ୍ଷ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଆଜି ଯିବ ‘କାଳିଆ’ ସହାୟତା ରାଶି

ଭୁବନେଶ୍ୱର:ଆଜି ଚାଷୀଙ୍କ ଆକାଉଣ୍ଟରେ ମିଳିବ କାଳିଆ ଯୋଜନାର କିସ୍ତି । ଓଡ଼ିଶାର ୫୩ ଲକ୍ଷ ଚାଷୀଙ୍କୁ ୧୨ ଶହ କୋଟି ଟଙ୍କା ଡିବିଟି ଜରିଆରେ ବାଣ୍ଟିବେ ସରକାର । ଏହି ଅର୍ଥ ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୦-୨୧ ବର୍ଷ ପାଇଁ କାଳିଆ…

ଅଦରକାରୀ କାଗଜରେ କାଳିଆ ଠାକୁରଙ୍କ ସୁନ୍ଦର କଳାକୃତି

ପୁରୀ: ଅଦରକାରୀ କାଗଜରେ କଳାକୃତି । ମୂର୍ତ୍ତି ନିର୍ମାଣ ବି ହେଉଛି । କଥାଟା ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏମିତି କିଛି କଳାକୃତି ନିର୍ମାଣ କରିଛନ୍ତି ପୁରୀର ଯୁବ ଶିଳ୍ପୀ ସୂର୍ଯ୍ୟକାନ୍ତ ଦାସ । ଅଦରକାରୀ କାଗଜରେ ସେ ନିର୍ମାଣ କରିଛନ୍ତି ପ୍ରଭୁ ଶ୍ରୀଜଗନ୍ନାଥଙ୍କ ସୁନ୍ଦର ମୂର୍ତ୍ତି ।…

କାବୁ ପାଉଛି କରୋନା: ଆଜି ସଂକ୍ରମିତ କମ୍, ସୁସ୍ଥ ଅଧିକ

ନୂଆଦିଲ୍ଲୀ: ଦେଶରେ କରୋନା ନିୟନ୍ତ୍ରଣକୁ ଆସୁଛି । ଦୈନିକ ପାଖାପାଖି ୭ ଲକ୍ଷ କୋଭିଡ୍ ଟେଷ୍ଟ ହେଉଛି । ଚିହ୍ନଟ ହେଉଛନ୍ତି ୧୦-୧୫ ହଜାର ଭିତରେ କରୋନା ଆକ୍ରାନ୍ତ । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୯ହଜାର ୩୦୯ ନୂଆ ସଂକ୍ରମିତ । ଏହି ସମୟରେ କରୋନାରୁ ସୁସ୍ଥ ହୋଇଛନ୍ତି…

ଘର ଭିତରୁ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଦ୍ଧାର

ଅନୁଗୋଳ: ଘର ଭିତରୁ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଦ୍ଧାର । ସକାଳୁ ଘର ଲୋକ ଉଭୟଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରିଛନ୍ତି । ଏହି ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ବିକ୍ରମପୁର ଥାନା ଅନ୍ତର୍ଗତ କର୍ଣ୍ଣପୁର ପଞ୍ଚାୟତର ସାନଜୋରଡ଼ା ଗାଁରେ । ମୃତକ ହେଲେ ଦୁଃଖବନ୍ଧୁ ସାହୁ ଓ ପତ୍ନୀ ପାଞ୍ଚାଳି ସାହୁ ।…