Latest Odisha News

BREAKING NEWS

Browsing Category

ଫିଚର

୩ରେ ବାତ୍ୟା ,୪ରେ ଉପକୂଳ ଛୁଇଁବ !

ଭୁବନେଶ୍ବର :  ୩ ତାରିଖ ସୁଦ୍ଧା ବଙ୍ଗୋପସାଗରରେ ସୃଷ୍ଟି ହେବ ବାତ୍ୟା । ୪ ତାରିଖ ସକାଳେ ଏହା ଉପକୂଳ ଛୁଇଁବାର ସମ୍ଭାବନା ରହିଛି । ଉତ୍ତର ତାମିଲନାଡୁ-ଦକ୍ଷିଣ ଆନ୍ଧ୍ର ଉପକୂଳ ପାଖାପାଖି ପହଞ୍ଚିବାର ଆଶଙ୍କା କରାଯାଉଛି । ଏ ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା…

ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ନିଟ୍ ଓ ଜେଇଇ କୋଚିଂ

ଭୁବନେଶ୍ୱର:  ରାଜ୍ୟର ସମସ୍ତ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କୁ ମାଗଣା ଅନଲାଇନ୍ ନିଟ୍ ଏବଂ ଜେଇଇ କୋଚିଂ ଯୋଗାଇବାକୁ ନିଷ୍ପତ୍ତି ନେଇଛନ୍ତି ଓଡିଶା ସରକାର । ଭର୍ଚୁଆଲ୍ କୋଚିଂ ପାଇଁ ବ୍ୟବସ୍ଥା କରିବାକୁ ଅଧ୍ୟକ୍ଷମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଗତକାଲି…

ମାଆର ଶବକୁ ବର୍ଷେ ଲୁଚାଇ ରଖିଥିଲେ ଦୁଇ ଭଉଣୀ

ବାରାଣାସୀ: ମଦରୱାରେ ଏ ଭଳି ଏକ ଘଟଣା ସମ୍ମୁଖକୁ ଆସିଛି ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଛି । ପତିଙ୍କ ସହ ବିବାଦ ହେବା ପରେ ରାମକୃଷ୍ଣ ପାଣ୍ଡଙ୍କ ଝିଅ ନିଜର ୨ କନ୍ୟା ସହ ବାପଘରେ ରହୁଥିଲେ । ତାଙ୍କ ମୃତ୍ୟୁ ୮ ଡିସେମ୍ବର ୨୦୨୨ରେ ହୋଇଥିଲା । ଏହା ପରେ ତାଙ୍କ ଅନ୍ତ୍ୟେଷ୍ଟି…

ଟ୍ରାକରୁ ଖସିଲା ଜମ୍ମୁତାୟି ଏକ୍ସପ୍ରେସ

ସମ୍ବଲପୁର: ଟ୍ରାକରୁ ଖସିଲା ଜମ୍ମୁ ତଓ୍ବି ଏକ୍ସପ୍ରେସ୍ ଟ୍ରେନ୍ । ଏଭଳି କିଛି ଘଟଣା ଘଟିଛି ସମ୍ବଲପୁର ରେଳ ଷ୍ଟେସନରେ । ଗତକାଲି ବିଳମ୍ବିତ ରାତିରେ ଜମ୍ମୁ ତୱି ଏକ୍ସପ୍ରେସ୍ ଟ୍ରେନ ଲାଇନଚ୍ୟୁତ ହୋଇଛି । ଷ୍ଟେସନରେ ଥିବା ୱାସିଙ୍ଗ ଲାଇନକୁ ଖାଲି ଗାଡ଼ି ଯାଉଥିବା ସମୟରେ ଗୋଟିଏ ବଗିର ଚକ…

ଭିଜିଲାନ୍ସ ଜାଲରେ ଅବସରପ୍ରାପ୍ତ ରେଞ୍ଜର: ଏକକାଳୀନ ୫ଟି ସ୍ଥାନରେ ଚାଲିଛି ଚଢାଉ

ଆସିକା : ଭିଜିଲାନ୍ସ ଜାଲରେ ଅବସରପ୍ରାପ୍ତ ରେଞ୍ଜର  । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅବସରପ୍ରାପ୍ତ ରେଞ୍ଜର ଜଗବନ୍ଧୁ ପାଢୀଙ୍କ ଘରେ ରେଡ୍ କରାଯାଉଛି । ଏକକାଳୀନ ୫ଟି ସ୍ଥାନରେ ଚଢାଉ ଚାଲିଛି । ଆସିକା , ଭଞ୍ଜନଗର , ବ୍ରହ୍ମପୁର ଓ ଭୁବନେଶ୍ବର ସ୍ଥିତ ଘରେ ରେଡ୍ କରୁଛି ଭିଜିଲାନ୍ସ…

ଅବପାତର ରୂପ ନେଉଛି ଲଘୁଚାପ : ଡିସେମ୍ବର ୨ରେ ବାତ୍ୟା ଆଶଙ୍କା !

ଭୁବନେଶ୍ବର :  ବଙ୍ଗୋପସାଗରରେ ବଳ ଗୋଟାଉଛି ଲଘୁଚାପ  । ଗତକାଲି ସୁଦୃଶ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଥିବାବେଳେ ଆଜି ସୁଦ୍ଧା ଅବପାତର ରୂପ ନେବାର ସମ୍ଭାବନା ରହିଛି । ପରବର୍ତ୍ତୀ ୪୮ ଘଣ୍ଟାରେ ଏହା ଘନୀଭୂତ ହୋଇ ବାତ୍ୟା ରୂପ ନେବ । ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।…

ଏମିତି ଗାଁ , ଯେଉଁଠି ଦୁଇ ଦଶକ ହେବ ହୋଇପାରୁନି ବାହାଘର

ନୂଆଦିଲ୍ଲୀ : ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ କୁହନ୍ତୁ ଅବା ଆଧୁନିକ ସହର ସବୁଠି ବିବାହ ସୁରୁଖୁରୁରେ ହେଉଥିବା ଦେଖାଯାଏ। କିନ୍ତୁ ବିହାରରେ ଏମିତି ଏକ ଗାଁ ରହିଛି ରହିଛି  । ଯେଉଁଠି ଦୁଇ ଦଶକ ହେବ ଶାହାନାଇ ବାଜିନାହିଁ ଅର୍ଥାତ୍‌ କାହାର ବାହାଘର ହୋଇନାହିଁ। ଆଉ କାରଣ ଜାଣିଲେ ବି ଆପଣମାନେ…

ଶୀତଦିନେ ଏହି ଫଳ ଚମକାଇବ ତ୍ବଚା

ନୂଆଦିଲ୍ଲୀ : ସୁନ୍ଦର ଓ କୋମଳ ତ୍ୱଚା ପାଇବାକୁ କିଏ ବା ନଚାହେଁ  । ଏଥିଲାଗି ବହୁ ଲୋକ ମାର୍କେଟରେ ମିଳୁଥିବା ବିଭିନ୍ନ ପ୍ରକାରର କ୍ରିମ, ଫେସ ପ୍ୟାକ ଆଦିର ବ୍ୟବହାର କରିଥାଆନ୍ତି। କିନ୍ତୁ ଏହା ଆମ ସ୍ବାସ୍ଥ୍ୟ ପାଇଁ ବହୁ କ୍ଷତିକାରକ  । ଆସନ୍ତୁ ଜାଣିବା ଏପରି କିଛି ଫଳ ରହିଛି , ଯାହା…

ଉଜ୍ଜ୍ୱଳ ଭବିଷ୍ୟତ ଦିଗରେ ଏକ ପ୍ରୟାସ : ଭାରତର ଜି-୨୦ ଅଧ୍ୟକ୍ଷତା ଏବଂ ଏକ ନୂତନ ବହୁପକ୍ଷବାଦର ପ୍ରାରମ୍ଭ

ନରେନ୍ଦ୍ର ମୋଦୀ ଭାରତ ଜି-୨୦ ଅଧ୍ୟକ୍ଷତା ଗ୍ରହଣ କରିବାକୁ ଆଜି ୩୬୫ ଦିନ ପୂରିଛି। ବସୁଧୈବ କୁଟୁମ୍ବକମ୍ ଏକ ପୃଥିବୀ, ଏକ ପରିବାର, ଏକ ଭବିଷ୍ୟତର ଭାବନାକୁ ପ୍ରତିଫଳିତ କରିବା, ସଂକଳ୍ପବଦ୍ଧ ହେବା ଏବଂ ଏହାକୁ ପୁନର୍ଜୀବିତ କରିବା ପାଇଁ ବର୍ତ୍ତମାନ ଉପଯୁକ୍ତ ମୁହୂର୍ତ୍ତ ଉପନୀତ ହୋଇଛି ।…

ବେଆଇନ ଗଞ୍ଜେଇ ଚାଷ ନଷ୍ଟ , ୨ ଗିରଫ

ଅନୁଗୁଳ : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ପୁଲିସ ଓ ରାଜସ୍ୱ ବିଭାଗ ପକ୍ଷରୁ ଚଢାଉ କରାଯାଇଛି  । ଫଳରେ  ଚାଙ୍ଗୁଡ଼ିଆ ପଞ୍ଚାୟତର ବଡଯୋରା ନାଳ ଅବବାହିକାରେ ବ୍ୟାପକ ଗଞ୍ଜେଇ ଗଛ ନଷ୍ଟ କରିବା ସହିତ ୨ ଜଣ ଗିରଫ ହୋଇଛନ୍ତି  ।  ସୂଚନା ମୂତାବକ ଗତକାଲି ଛେଣ୍ଡିପଦା ଥାନା ଅଧିକାରୀ ବେଆଇନ…