Latest Odisha News
Browsing Category

ଫିଚର

ରାଜ୍ୟପାଳ ବିଶ୍ବଭୂଷଣଙ୍କୁ ସସ୍ମିତଙ୍କ ସମାଲୋଚନା, ଅନଭିଜ୍ଞ କହି ଶାଣିତ ଜବାବ ଦେଲେ ପୃଥ୍ବୀରାଜ

ଭୁବନେଶ୍ୱର: ଶ୍ରୀମନ୍ଦିରରେ ଚାରିଦ୍ବାର ଖୋଲିବା ନେଇ ଛତିଶଗଡ ରାଜ୍ୟପାଳ ବିଶ୍ବଭୂଷଣ ରାଜ୍ୟପାଳ ଏକ ଆଲେଖ୍ୟ ଜରିଆରେ ବିଭିନ୍ନ ପରାମର୍ଶ ଦେଇଥିଲେ। ଏବେ ଏହାକୁ ନେଇ ରାଜ୍ୟରେ ଶାସକ ଓ ବିରୋଧୀ ମୁହାଁମୁହିଁ ହୋଇଛନ୍ତି। ଗତକାଲି ବିଜେଡି ନେତା ସସ୍ମିତ ପାତ୍ର ପ୍ରେସମିଟ୍ କରି ରାଜ୍ଯପାଳଙ୍କ…

ଫ୍ଲୋରାଲ୍ ପ୍ରିଣ୍ଟର ଜଲଓ୍ବା : ଆଜିକାଲିର ଯୁବପିଢିଙ୍କ ପାଇଁ ପ୍ରଥମ ପସନ୍ଦ ପାଲଟିଛି…

ନୂଆଦିଲ୍ଲୀ : ଆଜିକାଲିର ସମୟରେ ସୁନ୍ଦର ଦେଖାଯିବାକୁ କିଏ ବା ନଚାହେଁ । ନିଜର ସୌନ୍ଦର୍ଯ୍ୟ ବୃଦ୍ଧି କରିବାକୁ କିଏ ପାର୍ଲରରେ ସମୟ ବିତାଉଛି ତ ଆଉ କିଏ ବଜାରରେ ମିଳୁଥିବା ପ୍ରସାଧନ ସାମଗ୍ରୀ ଉପରେ ନିର୍ଭର କରୁଛି  । ତ ଆଉ କିଏ ଭଳିକି ଭଳି ଫ୍ୟାଶନେବୁଲ ପୋଷାକ ପିନ୍ଧି ନିଜକୁ ସଜାଉଛି  ।…

ରାୟଗଡାରେ ଗଡ଼ିଲା ଲକ୍ଷ୍ମୀ ବସ୍‌, ମୁଖ୍ୟମନ୍ତ୍ରୀ କହିଲେ ଲକ୍ଷ୍ମୀ ବସ୍‌ ଗାଁକୁ ଗାଁ ସହିତ ଯୋଡିବ

ରାୟଗଡା: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାୟଗଡା ଜିଲ୍ଲାରେ ଲକ୍ଷ୍ମୀ ବସ୍‌ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ରାୟଗଡା ଜିଲ୍ଲାବାସୀଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ  ଏହି ଯୋଜନାରେ ଜିଲ୍ଲାରେ ୫୨ଟି ବସ୍‌ ଚାଲିବ ଏବଂ ସବୁ ପଞ୍ଚାୟତକୁ ବସ୍‌ ଯିବ ।…

ଭୁବନେଶ୍ୱରରେ “ରାଜ୍ୟସ୍ତରୀୟ ଯୁବ ମହୋତ୍ସବ- ୨୦୨୩”ର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଆ ଯୁବ ସମାଜର ଆବଶ୍ୟକତା ହେଉଛି ସମ୍ମାନ ଓ ସ୍ୱାଭିମାନର ସହ ସ୍ୱାବଲମ୍ବୀ ହେବା ଏବଂ ଏହି ସ୍ୱାବଲମ୍ବୀ ହେବା ପାଇଁ ପରିଶ୍ରମ କରିବା ଦରକାର ବୋଲି ଶନିବାର ଭୁବନେଶ୍ୱର ଠାରେ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଏବଂ ନେହେରୁ ଯୁବ କେନ୍ଦ୍ର ସଂଗଠନ ଦ୍ୱାରା ଆୟୋଜିତ…

ସାପ ଜରିଆରେ ପତ୍ନୀ-ଝିଅକୁ ସ୍ବାମୀର ହତ୍ୟା, ସାମ୍ନାକୁ ଆସୁଛି ସାଂଘାତିକ ସତ

ବ୍ରହ୍ମପୁର: ପତ୍ନୀ ଓ ଦୁଇ ବର୍ଷର ଶିଶୁ କନ୍ୟା ଘରେ ଶୋଇଥିବା ବେଳେ ବିଷଧର ନାଗ ସାପ ଛାଡି ହତ୍ୟା କରିିଥିବା ଅଭିଯୋଗରେ ଗିରଫ ଅଭିଯୁକ୍ତ ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର କେ, ଗଣେଶପାତ୍ରଙ୍କୁ ସହଯୋଗ କରିଥିବା ଅଭିଯୋଗରେ ସାପୁଆ କେଳା ବସନ୍ତ ଆଚାର୍ଯ୍ୟ ଗିରଫ। ଅକ୍ଟୋବର ୭ରେ ଚରିତ୍ର…

ଫାଇଟର ଜେଟ ‘ତେଜସ’ ଉଡାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ତେଜସ ଉଡାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ତାଙ୍କର ବେଙ୍ଗାଲୁରସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ(ଏଚଏଏଲ) ଗସ୍ତ ଅବସରରେ ଲଢୁଆ ବିମାନ ତେଜସର ଉଡାଣ ଭରିଥିଲେ । ଏହାକୁ ତାଙ୍କର ଏକ୍ସରେ ସେୟାର କରି ପ୍ରଧାନମନ୍ତ୍ରୀ  ଲେଖିଛନ୍ତି, ‘ଆଜି…

ଶେଷ ହେଲା ସମଲିଙ୍ଗୀ ଅଲିମ୍ପିକ୍ସ

ନୂଆଦିଲ୍ଲୀ: ହଂକଂରେ ଆୟୋଜିତ ହୋଇଥିବା ସମଲିଙ୍ଗୀ ଅଲିମ୍ପିକ୍ସ ଶେଷ ହୋଇଯାଇଛି । ବିଭିନ୍ନ ପ୍ରକାରର ବିରୋଧର ସମ୍ମୁଖୀନ ହେବା ଆୟୋଜକ ଗୋଷ୍ଠୀ ଏହାର ସମାପନ ନେଇ ଆଶ୍ୱସ୍ତି ହୋଇଛନ୍ତି । ଏହି ଅଲିମ୍ପିକ୍ସ ନଭେମ୍ବର ୪ରେ ଆରମ୍ଭ ହୋଇଥିଲା । ୧୯୮୦ରେ ସ୍ୟାନଫ୍ରାନ୍ସିକୋରେ ଏହି ପ୍ରତିଯୋଗିତା…

ସୁଡଙ୍ଗରୁ ବାହାରିବେ ୪୧ ଶ୍ରମିକ, ଉତ୍ତରାଖଣ୍ଡ ଗଲେ ଶ୍ରମମନ୍ତ୍ରୀଙ୍କ ସହ ଉଚ୍ଚସ୍ତରୀୟ ଟିମ୍

ଭୁବନେଶ୍ୱର: ଉତ୍ତରାଖଣ୍ଡରେ ନିର୍ମାଣାଧୀନ ସିଲ୍କିୟାରା ସୁଡଙ୍ଗରେ ଫସି ରହିଥିବା ୪୧ ଜଣ ଶ୍ରମିକଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଯେଉଁଥିରେ ଓଡିଶାର ୫ ଶ୍ରମିକ ରହିଛନ୍ତି। ଏବେ ସଂପୃକ୍ତ ଶ୍ରମିକଙ୍କ ପରିବାର ଲୋକଙ୍କୁ ନେଇ ରାଜ୍ୟ ସରକାରଙ୍କ ଶ୍ରମ ମନ୍ତ୍ରୀ ଏବଂ ଏକ ଉଚ୍ଚ ସ୍ତରୀୟ ଟିମ୍…

ଉତ୍ତରକାଶୀ ଟନେଲ ରେସକ୍ୟୁ: ଶେଷ ପର୍ଯ୍ୟାୟରେ ଅଟକିଲା ମେସିନ, ହାତରେ ଖୋଳିବା ପାଇଁ ଯୋଜନା

ଉତ୍ତରକାଶୀ:ଉତ୍ତରକାଶୀ ସିଲକ୍ୟାରା ସୁଡଙ୍ଗରେ ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର ଆଶା ଦିନକୁ ଦିନ ଘୁଞ୍ଚିବାରେ ଲାଗିଛି । ବିଭିନ୍ନ ପ୍ରକାର ପ୍ରତିବନ୍ଧକ ଯୋଗୁ ଅପରେଶନ ଅନ୍ତିମ ରୂପ ନେଇ ପାରୁନି । ଆଶା କରାଯାଉଥିଲା ଶୁକ୍ରବାର ସୁଦ୍ଧା ଶ୍ରମିକଙ୍କୁ ବାହାରକୁ ଅଣା ଯାଇପାରିବ । ହେଲେ ପୁଣି…

ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ପାରାଦୀପ ବନ୍ଦର ଆଗରେ ଶ୍ରମିକଙ୍କ ଧାରଣା

ପାରାଦୀପ: ଦରମା ନମିଳିବା, ଚାକିରୀରୁ ଛଟେଇ ହୋଇଥିବା କର୍ମଚାରୀଙ୍କୁ ପୁନଃନିଯୁକ୍ତି, ଅନ୍ୟାନ୍ୟ ରିହାତି ଦାବିରେ ଶନିବାର ଶତାଧିକ ଶ୍ରମିକ ପାରାଦୀପ ଅନ୍ତର୍ଜାତୀୟ କାର୍ଗୋ ଟର୍ମିନାଲ (ପିଆଇସିଟି) ଫାଟକ ସମ୍ମୁଖରେ ଧାରଣା ଦେଇଛନ୍ତି। ପାରାଦୀପ ବନ୍ଦର ଶ୍ରମିକ ସଂଘ ପକ୍ଷରୁ ଆୟୋଜିତ ଏହି…