Latest Odisha News

BREAKING NEWS

Browsing Category

ଫିଚର

ଝୁଲନ୍ତା ଅବସ୍ଥାରେ ନବମ ‌ଶ୍ରେଣୀ ଛାତ୍ରୀଙ୍କ ମୃତଦେହ ଉଦ୍ଧାର

ମାଲକାନଗିରି: ବୁଧବାର ମାଲକାନଗିରି ଜିଲ୍ଲାର ଏକ ସ୍କୁଲ ହଷ୍ଟେଲରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି। ମୋଟୁସ୍ଥିତ ମଧୁସୂଦନ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ନିଜ ହଷ୍ଟେଲରେ ଝୁଲିପଡ଼ିଥିବା ନେଇ ସୂଚନା ମିଳିଛି। ମୃତଦେହ ଉଦ୍ଧାର ହୋଇଥିବା ଛାତ୍ରୀଙ୍କର ନାମ…

‘ତେଲେଙ୍ଗାନାରେ କଂଗ୍ରେସ ଜିତିଲେ ୬ ମାସରେ ଥରେ ଜଣେ ମୁଖ୍ୟମନ୍ତ୍ରୀ ହେବେ’

ଭୁବନେଶ୍ୱର: ତେଲେଙ୍ଗାନାରେ ମତଦାନ ତାରିଖ ପାଖେଇ ଆସୁଥିବାବେଳେ ପ୍ରଚାର ମଧ୍ୟ ଜୋରଦାର ଚାଲିଛି। ଏହି ଅବସରରେ ରାଜନୈତିକ ଆକ୍ଷେପ ପ୍ରତିଆକ୍ଷେପ ମଧ୍ୟ ଜୋର ଧରିଛି। ବିଶେଷ କରି ବିଆରଏସ କଂଗ୍ରେସ ମଧ୍ୟରେ ଲଢେ଼ଇ ଜୋରଦାର ଦେଖିବାକୁ ମିଳୁଛି। କଂଗ୍ରେସ ବିଆରଏସକୁ ଟାର୍ଗେଟ କରିବା ସହ ନିଜର…

ପାକିସ୍ତାନ କ୍ରିକେଟ ଟିମ ଅଧିନାୟକ ପଦରୁ ଇସ୍ତଫା ଦେଲେ ବାବର ଆଜମ

ଲାହୋର: ଭାରତରେ ଚାଲିଥିବା ଦିନିକିଆ ବିଶ୍ୱକପରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା ପାକିସ୍ତାନ କ୍ରିକେଟ ଟିମର ଅଧିନାୟକ ବାବର ଆଜମ ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି । ସେ ୩ଟି ଯାକ ଫର୍ମାଟର ନେତୃତ୍ୱ ପଦରୁ ଓହରି ଯାଇଛନ୍ତି । ୨୦୧୯ରେ ମୋତେ ଅଧିନାୟକ ଦାୟିତ୍ୱ ପ୍ରଦାନ କରାଯାଇଥିଲା ।…

ନୂଆଦିଲ୍ଲୀ-ଦରଭଙ୍ଗା ସୁପରଫାଷ୍ଟ ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ, ଜଳିଗଲା ୩ଟି ବଗି

ନୂଆଦିଲ୍ଲୀ: ଦରଭଙ୍ଗା ସୁପରଫାଷ୍ଟ ଏକ୍ସପ୍ରେସରେ ଅଗ୍ନିକାଣ୍ଡ। ଉତ୍ତର ପ୍ରଦେଶର ଇଟାୱା ନିକଟରେ ଟ୍ରେନରେ ଲାଗିଲା ନିଆଁ। ନିଆଁ ଲାଗି ୩ଟି ବଗି ହୁତ୍‌ହୁତ୍‌ ଜଳୁଥିବା ସୂଚନା ମିଳିଥିବା ବେଳେ ଅଗ୍ନିକାଣ୍ଡରେ ଯାତ୍ରୀଙ୍କ କ୍ଷୟକ୍ଷତି ସଂପର୍କରେ ସୂଚନା ନାହିଁ। ସୂଚନା ଅନୁସାରେ…

କୋହଲିଙ୍କ ପ୍ରଶଂସାରେ ସଚିନ ଶତମୁଖ, ଜଣେ ଯୁବ ଖେଳାଳି ବହୁତ ଶୀଘ୍ର ବିରାଟ ହୋଇଗଲେ

ମୁମ୍ବାଇ: କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କ ୪୯ତମ ଶତକକୁ ଭାଙ୍ଗି ବିରାଟ କୋହଲି ନିଜ ନାମ ସ୍ୱର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ କରିଛନ୍ତି । ଏ ନେଇ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ସଚିନ ମଧ୍ୟ ନିଜେ ଏ ନେଇ କୋହଲିଙ୍କୁ ପ୍ରଶଂସା କରିଛନ୍ତି । ସେ…

ଗଞ୍ଜେଇ ମାମଲାରେ ବିକ୍ରମ ଦେବ କଲେଜର ୫ ଛାତ୍ରଙ୍କୁ ଉଠାଇନେଲା ବେଙ୍ଗାଲୁରୁ ପୋଲିସ

କୋରାପୁଟ: ଜୟପୁର ସହରରୁ ୫ ଜଣଙ୍କୁ ଉଠାଇନେଲା ବେଙ୍ଗାଲୁରୁ ପୋଲିସ। ଗଞ୍ଜେଇ ମାମଲାରେ ବିକ୍ରମ ଦେବ ବିଶ୍ବବିଦ୍ୟାଳୟର ୫ ଛାତ୍ରଙ୍କୁ କର୍ଣ୍ଣାଟକର ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ରାତି ଅଧିଆ ଉଠାଇ ନେଇଥିବା ସୂଚନା ମିଳିଛି। ଘଟଣାକୁ ସ୍ପଷ୍ଟ କଲେ ଜୟପୁର ଟାଉନ ଥାନା ଅଧିକାରୀ।…

କୋହଲି, ଆୟାରଙ୍କ ଶତକ: ନ୍ୟୁଜିଲାଣ୍ଡ ସମ୍ମୁଖରେ ୩୯୮ ରନର ବିଶାଳ ଲକ୍ଷ୍ୟ ରଖିଲା ଭାରତ

ମୁମ୍ବାଇ: ଚଳିତ ଦିନିକିଆ ବିଶ୍ୱକପ କ୍ରିକେଟର ପ୍ରଥମ ସେମିଫାଇନାଲରେ ବିରାଟ କୋହଲି ଓ ଶ୍ରେୟାଶ ଆୟାରଙ୍କ ଚମତ୍କାର ଶତକ ବଳରେ ଭାରତ ୩୯୮ ରନର ବିଶାଳ ଲକ୍ଷ୍ୟ ନ୍ୟୁଜିଲାଣ୍ଡ ସମ୍ମୁଖରେ ରଖିଛି ।  ବିଶ୍ୱକପ କ୍ରିକେଟର ନକଆଉଟ ପର୍ଯ୍ୟାୟରେ ଭାରତ ସର୍ବାଧିକ ସ୍କୋର କରିବା ଗୌରବ ଅର୍ଜନ କରିଛି ।…

ଗଞ୍ଜେଇ ଧରି ଯାଉଥିଲେ ଦୁଇ ଯୁବତୀ, ମାଡ଼ି ବସିଲା ରେଲୱେ ପୋଲିସ

ବଲାଙ୍ଗିର: ଟ୍ରେନରେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ଧରାପଡିଲେ ଦୁଇ ଯୁବତୀ। ଅବକାରୀ ବିଭାଗ ଦୁଇ ଯୁବତୀଙ୍କୁ ଗିରଫ କରିବା ସହିତ ଗଞ୍ଜେଇ ଜବତ କରିଛି। ଏପରି ଅଭିଯୋଗ ବଲାଙ୍ଗିର ଜିଲ୍ଲାରୁ ଆସିଛି। ସୂଚନା ଅନୁସାରେ ବୁଧବାର ଅପରାହ୍ନରେ ଏହି ଦୁଇ ଯୁବତୀ ଦୁଇଟି ଟ୍ରଲି ବ୍ୟାଗ ନେଇ…

ସାମ୍ବାଦିକଙ୍କୁ ପିଟିଲେ ମହିଳା କର୍ମଚାରୀ, ଭିଡିଓ ଭାଇରାଲ

ବାଲେଶ୍ୱର: ସାମ୍ବାଦିକଙ୍କୁ ପୁଣି ଦୁର୍ବ୍ୟବହାର । ଜଣେ ମହିଳା ସରକାରୀ କର୍ମଚାରୀ ସାମ୍ବାଦିକଙ୍କ ଦୁର୍ବ୍ୟବହାର ଦେଖାଇବା ସହ ମାଡ ମାରିଛନ୍ତି । ଏହାର ଏକ ଭିଡିଓ ଭାଇରାଲ ହୋଇଛି । ଏହାକୁ ନେଇ ସାମ୍ବାଦିକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ସଂପୃକ୍ତ ମହିଳା କର୍ମଚାରୀଙ୍କ ବିରୋଧରେ…

ଦିନିକିଆ କ୍ରିକେଟରେ ସର୍ବାଧିକ ଶତକ ହାସଲରେ କୋହଲିଙ୍କ ବିଶ୍ୱରେକର୍ଡ, ଭାଙ୍ଗିଲେ ସଚିନଙ୍କ ରେକର୍ଡ

ମୁମ୍ବାଇ: ଚଳିତ ଦିନିକିଆ ବିଶ୍ୱକପ ଭାରତୀୟ କ୍ରିକେଟ ଇତିହାସରେ ନୂତନ ଫର୍ଦ୍ଦ ଯୋଡିବାରେ ଲାଗିଛି । ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲ ମ୍ୟାଚରେ ବିରାଟ କୋହଲି ସର୍ବାଧିକ ଶତକ ହାସଲ କରିବାରେ ବିଶ୍ୱରେକର୍ଡ ସ୍ଥାପନ କରିଛନ୍ତି । ସେ ୫୦ ଶତକ ହାସଲ କରି ମାଷ୍ଟର ବ୍ଲାଷ୍ଟର ସଚିନ…