Latest Odisha News

BREAKING NEWS

Browsing Category

ଫିଚର

ସେମିଫାଇନାଲରେ କୋହଲିଙ୍କ ପ୍ରଦର୍ଶନ ଭାରତୀୟ ପ୍ରଶଂସକଙ୍କୁ ଡରାଉଛି

ମୁମ୍ବାଇ: ୨୦୨୩ ଦିନିକିଆ ବିଶ୍ୱକପ କ୍ରିକେଟର ସେମିଫାଇନାଲ ମ୍ୟାଚ ବୁଧବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ । ୧୦ ବର୍ଷ ଧରି ଆଇସିସି ଟ୍ରଫି ଜିତି ନ ଥିବା ଭାରତ ଏଥର ସୁଯୋଗ ହାତଛଡା କରିବା ଲକ୍ଷ୍ୟରେ ନାହିଁ । ସେମିଫାଇନାଲରେ ପରାଜିତ ହେବା, ନ୍ୟୁଜିଲାଣ୍ଡ ବିପକ୍ଷରେ ଖରାପ ରେକର୍ଡ…

କରୋନା କାଳରେ ୩୫ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ହେରଫେର୍ ନେଇ କଂଗ୍ରେସର ଅଭିଯୋଗ, ତୁରନ୍ତ ତଦନ୍ତ ପାଇଁ ଦାବି

କଟକ: କରୋନା ମହାମାରୀ ସମୟରେ ମାସ୍କ, ସାନିଟାଇଜର, ସାବୁନ ଓ ସ୍ପ୍ରେ ମେସିନ କିଣାରେ ୩୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ଟଙ୍କା ହେରଫେର ହୋଇଥିବା ନେଇ ଅଭିଯୋଗ ଆଣିଛି କଂଗ୍ରେସ। ଆଜି ନିଶ୍ଚିନ୍ତକୋଇଲି ବ୍ଲକ କଂଗ୍ରେସ ପକ୍ଷରୁ ଏକ ପ୍ରତିନିଧି ଦଳ ଏହାର ତୁରନ୍ତ ତଦନ୍ତ କରାଯାଉ ବୋଲି ଏକ ଦାବିପତ୍ର…

ଏଣିକି ଅପମିଶ୍ରିତ ଖାଦ୍ୟ ପଦାର୍ଥ ବିକିଲେ ସର୍ବନିମ୍ନ ୬ ମାସ ହେବ ଜେଲ !

ନୂଆଦିଲ୍ଲୀ: ଆଜିକାଲି ବଜାରରେ ଅପମିଶ୍ରିତ, ନିମ୍ନମାନର ଖାଦ୍ୟ ବିକ୍ରି ବଢୁଛି। ଏହାକୁ ନିୟନ୍ତ୍ରଣ କରିବା ଲାଗି ସଂସଦୀୟ କମିଟି ଏକ ଦଣ୍ଡବିଧାନ ବ୍ୟବସ୍ଥା କରିଛି। ସଂସଦୀୟ କମିଟି ପରାମର୍ଶ ଦେଇଛି ଯେ ଅପମିଶ୍ରିତ ଖାଦ୍ୟ ପଦାର୍ଥ ବିକ୍ରୟ କରିବାରେ ଦୋଷୀମାନଙ୍କୁ ସର୍ବନିମ୍ନ ୬ମାସ ଦଣ୍ଡ…

ବିଶ୍ୱକପ ୨୩: ଭାରତର ବୋଲର ଲିଗ ପର୍ଯ୍ୟାୟରେ ୯୦ରୁ ନେଇଛନ୍ତି ୮୬ ୱିକେଟ

ମୁମ୍ବାଇ: ଚଳିତ ଦିନିକିଆ ବିଶ୍ୱକପ କ୍ରିକେଟରେ ବୁଧବାର ନ୍ୟୁଜିଲାଣ୍ଡ ବିପକ୍ଷ ସେମି ଫାଇନାଲରେ ଭାରତୀୟ ଖେଳାଳିଙ୍କ ପ୍ରକୃତ ପରୀକ୍ଷା ହେବ । ଏ ପର୍ଯ୍ୟନ୍ତ ଅପରାଜେୟ ଥିବା ଟିମ ଇଣ୍ଡିଆ ଉଭୟ ବ୍ୟାଟିଂ ଓ ବୋଲିଂରେ ଭଲ ପ୍ରଦର୍ଶନ କରିଛି । ଏପରିକି ଲିଗ ପର୍ଯ୍ୟାୟରେ ଭାରତୀୟ ବୋଲରମାନେ ବିପକ୍ଷ…

ଆସନ୍ତାକାଲି ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଝାଡ଼ଖଣ୍ଡର ଖୁଣ୍ଟିଠାରେ ଆୟୋଜିତ ହେବାକୁ ଥିବା ଏକ ସମାରୋହରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ଶୁଭାରମ୍ଭ କରିବେ। କେନ୍ଦ୍ର ସରକାରଙ୍କ ବିଭିନ୍ନ ଫ୍ଲାଗଶିପ୍ ଯୋଜନାର ଶତପ୍ରତିଶତ ଲାଭ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ଲାଗି…

ଗିଲଙ୍କୁ ଭେଟିବାକୁ ସାରା ଯାଇଥିଲେ କି !

ମୁମ୍ବାଇ: ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଓ ଶୁଭମନ ଗିଲଙ୍କ ସମ୍ପର୍କକୁ ନେଇ ବିଭିନ୍ନ ଖବର ପ୍ରକାଶ ପାଉଛି । ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲ ମ୍ୟାଚ ପୂର୍ବରୁ ସାରାଙ୍କୁ ନିର୍ଦ୍ଦେଶକ ବିଧୂ ବିନୋଦ ଚୋପ୍ରାଙ୍କ ଘରେ ଦେଖିବାକୁ ମିଳିଥିଲା । ରିପୋର୍ଟ ଅନୁସାରେ ସାରା ସେଠାକୁ…

ରାହୁଲଙ୍କ ‘ମେଡ ଇନ୍‌ ଚାଇନା’ ବୟାନକୁ ନେଇ ବର୍ଷିଲେ ପ୍ରଧାନମନ୍ତ୍ରୀ: କହିଲେ, କେଉଁ ଦୁନିଆରେ ରହିଛ ମୁର୍ଖଙ୍କ…

ଭୋପାଳ: ନଭେମ୍ବର ୧୭ ତାରିଖରେ ହେବ ମଧ୍ୟପ୍ରଦେଶର ୨୩୦ ଆସନ ପାଇଁ ହେବ ମତଦାନ । ବିଜେପି-କଂଗ୍ରେସର ଅନ୍ତିମ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାରର ଆଜି ଅନ୍ତିମ ଦିନ । ଦୁଇ ଜାତୀୟ ଦଳ ନିଜର ସବୁ ଦମ ଲଗାଇ ଦେଇଛନ୍ତି ଜନତାଙ୍କ ସମର୍ଥନ ହାସଲ କରିବା ପାଇଁ । ବିଜେପି ପକ୍ଷରୁ ଆଜି ପ୍ରଧାନମନ୍ତ୍ରୀ…

ପାଇକ ଏକାଡେମୀ ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ପ୍ରାକ ଆଲୋଚନା ଅନୁଷ୍ଠିତ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଖୋର୍ଦ୍ଧାରେ ପାଇକ ଏକାଡେମୀ ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରାଯିବା ପରିପ୍ରେକ୍ଷୀରେ, ଆଗାମୀ ଦିନକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ଅଂଶୀଦାରମାନଙ୍କ ସହ ସଂସ୍କୃତି ଭବନ…

୨.୫ କୋଟି ଟଙ୍କାରେ ନିଲାମ ହେଲା ମାଇକେଲ ଜ୍ୟାକସନଙ୍କ ପେପସି ବିଜ୍ଞାପନ ଜ୍ୟାକେଟ୍

ନୂଆଦିଲ୍ଲୀ :  ପ୍ରଖ୍ୟାତ ପପ୍‌ଷ୍ଟାର୍‌ ମାଇକେଲ୍‌ ଜ୍ୟାକ୍‌ସନ୍‌ ପିନ୍ଧୁଥିବା ଜ୍ୟାକେଟ୍ କୁ ୨.୫ କୋଟି ଟଙ୍କାରେ ନିଲାମ କରାଯାଇଛି  । ପ୍ରାୟ ୪୦ ବର୍ଷ ତଳେ ୧୯୮୪ ମସିହାରେ ‘ପେପ୍‌ସି’ର ଏକ ବିଜ୍ଞାପନରେ ଏହି କଳା ଧଳା ଜ୍ୟାକେଟ୍ ପିନ୍ଧିଥିଲେ ଜ୍ୟାକ୍‌ସନ୍‌  । ଏହି ଜ୍ୟାକେଟ୍ କିଣିବାକୁ…

ସାବଧାନ ! ଭୋଟ ଦେବା ପୂର୍ବରୁ ବୁଥ୍‌ରେ ହେବ ଆଲକହଲ ଟେଷ୍ଟ

ହାଇଦ୍ରାବାଦ: ୩୦ ନଭେମ୍ବରରେ ତେଲେଙ୍ଗାନା ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ତେଣୁ ସମଗ୍ର ରାଜ୍ୟରେ ନିର୍ବାଚନ ପାଇଁ ପ୍ରଚାର ପ୍ରସାର ଜୋରଦାର ଚାଲିଛି। ଏହି ଅବଧି ମଧ୍ୟରେ, ସାଧାରଣତଃ ରାଜନୈତିକ ଦଳ ଭୋଟରଙ୍କୁ ନିଜ ସପକ୍ଷରେ ଭୋଟ ଦେବା ପାଇଁ ଅନେକ ପ୍ରକାରର ପ୍ରତିଶୃତି ଦିଅନ୍ତି ଏବଂ…