Latest Odisha News

BREAKING NEWS

Browsing Category

ଫିଚର

ଆଇଏସଏଲ: ଓଡିଶା ଏଫସି ନଭେମ୍ବର ୨୩ରୁ ହାଇଦ୍ରାବାଦ ବିପକ୍ଷରେ ଅଭିଯାନ ଆରମ୍ଭ କରିବ

ଭୁବନେଶ୍ୱର: ଇଣ୍ଡିଆନ ସୁପର ଲିଗ୍ (ଆଇଏସଏଲ) ଫୁଟବଲର ୭ମ ସଂସ୍କରଣ କାର୍ଯ୍ୟସୂଚୀ ଶୁକ୍ରବାର ଘୋଷଣା କରାଯାଇଛି । ଓଡିଶା ଏଫସି ନଭେମ୍ବର ୨୩ରୁ ହାଇଦ୍ରାବାଦ ଏଫସି ବିପକ୍ଷରେ ତାର ଅଭିଯାନ ଆରମ୍ଭ କରିବ । ଏହି ମ୍ୟାଚ ଗୋଆର ବାମ୍ବୋଲିମର ଜିଏମସି ଷ୍ଟାଡିୟମରେ ଖେଳାଯିବ । ଫୁଟବଲ ସ୍ପୋର୍ଟ୍ସ…

ଟସ ଜିଣି ରାଜସ୍ଥାନର ବୋଲିଂ ନିଷ୍ପତ୍ତି

ଆବୁଧାବି:ଆବୁ ଧାବିର ଶେଖ ଜାୟେଦ୍ ଷ୍ଟାଡିୟମଠାରେ ଆଜି ଚଳିତ ଆଇପିଏଲର ୫୦ତମ ମ୍ୟାଚ ପଂଜାବ ଓ ରାଜସ୍ଥାନ ମଧ୍ୟରେ ଖେଳାଯାଉଛି । ପ୍ଲେ ଅପରେ ପହଞ୍ଚିବା ଲାଗି ଏହି ମ୍ୟାଚଟି ପଞ୍ଜାବ ପାଇଁ ଅତି ଗୁରୁତ୍ବପୂର୍ଣ୍ଣ ହୋଇପଡ଼ିଛି । ରାଜସ୍ଥାନ ଦଳ ଟସ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ।…

କୋଲାବେରୀ ଡି’ଗୀତର ୮ ବର୍ଷ ପରେ ପୁଣି ମାଇକ ଧରିବେ ଧନୁଷ

ମାଡ୍ରାସ: ଦକ୍ଷିଣଭାରତର ଲୋକପ୍ରିୟ ହୀରୋ ଧନୁଷ ତାଙ୍କ ଆଗାମୀ ବଲିଉଡ ଫିଲ୍ମ ‘ଅନ୍ତରଙ୍ଗି ରେ’ ପାଇଁ ବ୍ୟସ୍ତ ରହିଛନ୍ତି । ଏହି ଫିଲ୍ମ ପାଇଁ ସେ ଗୀତ ଗାଇବାକୁ ଯାଉଛନ୍ତି । ଏହା ପୂର୍ବରୁ ୨୦୧୨ରେ ସେ କୋଲାବେରୀ ଡି’ ଗୀତ ଗାଈ ଚର୍ଚ୍ଚାକୁ ଆସିଥିଲେ । ସେ ସମୟରେ ଏହି ଗୀତ ଭାଇରାଲ ହୋଇଥିଲା ।…

ଭୁବନେଶ୍ୱରର ୫୦% ଲୋକଙ୍କ ଶରୀରରେ ରହିଛି ଆଣ୍ଟିବଡି: ଆରଏମଆରସି ନିର୍ଦ୍ଦେଶକ

ଭୁବନେଶ୍ୱର: ଭୁବନେଶ୍ୱରର ୫୦% ଲୋକଙ୍କ ଶରୀରରେ ଆଣ୍ଟିବଡି ସୃଷ୍ଟି ହୋଇଛି ବୋଲି ତୃତୀୟ ପର୍ଯ୍ୟାୟ ସେରୋସର୍ଭେ ରିପୋର୍ଟରୁ ଜଣାପଡିଛି । ଏନେଇ ଗଣମାଧ୍ୟମକୁ ସୂଚନା ଦେଇ ରିଜିଓନାଲ୍ ମେଡିକାଲ୍ ରିସର୍ଚ୍ଚ ସେଣ୍ଟର (ଆରଏମଆରସି)ର ନିର୍ଦ୍ଦେଶକ ସଂଘମିତ୍ରା ପତି କହିଛନ୍ତି ଯେ ଗତ ଜୁଲାଇ ୧୧ରେ…

ଅଲିମ୍ପିକ୍ସରେ କ୍ରିକେଟ ସାମିଲ ନେଇ ଆଶା ବଢ଼ିଲା, ଆଇସିସିର ଉଦ୍ୟମ ଆରମ୍ଭ

ଦୁବାଇ: ଅଲିମ୍ପିକ୍ସରେ କ୍ରିକେଟକୁ ସାମିଲ କରିବା ଆଶା ଉଜ୍ଜୀବିତ ହୋଇଛି । ଏ ନେଇ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ ଆବଶ୍ୟକୀୟ ଉଦ୍ୟମ ଆରମ୍ଭ କରିଛି । କ୍ରିକେଟ୍ ସାମିଲ ହେଲେ କି ପ୍ରକାର ଆର୍ଥିକ ଲାଭ ମିଳିବ, ତାହା ଜଣାଇବାକୁ ଆଇସିସି ସଦସ୍ୟ ବୋର୍ଡଗୁଡ଼ିକୁ ଆହ୍ବାନ କରିଛି ।…

ଜୀବନ ଯୁଦ୍ଧରେ ପରାଜୟ ହେବେନି ତ ଅଜୟ ?

ଗଂଜାମ: ଜୀବନ କ'ଣ ଜାଣିବା ପୂର୍ବରୁ ବଂଚିବା ପାଇଁ ଅହରହ କରୁଛି ସଂଘର୍ଷ । ଅପ୍ରତ୍ୟଶିତ ରୋଗ ନିକଟରେ ବନ୍ଧାପଡିଛି କଅଁଳିଆ ବୟସ । ତଥାପି ହାର ମାନିନି । ଭାଗ୍ୟକୁ ଆଦରି ଭଗବାନଙ୍କୁ ପୂଜି ବଂଚିବା ପାଇଁ ସ୍ୱପ୍ନ ଦେଖୁଛି । ଏ ହେଉଛି ବେଗୁନିଆପଡା ବ୍ଲକ ସୁମଣ୍ଡଳ ପଂଚାୟତ ଭାଲ୍ୟାଝର ଗାଁର…

ଆତ୍ମନିର୍ଭର ଭାରତ ଦିଗରେ ପାଦେ ଆଗେଇଲା ସେନା, ପ୍ରସ୍ତୁତ କଲା ନିଜସ୍ୱ ଆପ ସାଇ

ନୂଆଦିଲ୍ଲୀ:ଆତ୍ମନିର୍ଭର ଭାରତ ଦିଗରେ ପାଦେ ଆଗେଇଛି ସେନା । ଭାରତୀୟ ସେନା ପକ୍ଷରୁ ସ୍ୱତନ୍ତ୍ର ଭାବେ ଏକ ମେସେଜିଂ ଆପ୍ ପ୍ରସ୍ତୁତ କରାଯାଇଛି । ଏହାର ନାମ ରଖାଯାଇଛି ସିକ୍ୱୋର ଆପ୍ଲିକେଶନ ଫର ଇଂଟରନେଟ (ସାଇ) । ଭଏସ, ଟେକ୍ସଟ, ଭିଡିଓ କଲିଂ ଓ ଏଣ୍ଡ ଟୁ ଏଣ୍ଡ ଇନକ୍ରିପସନର ସୁବିଧା ରହିଛି ।…

ହୀରୋପନ୍ଥୀ-୨ରେ ଟାଇଗରଙ୍କ ସହ ରୋମାନ୍ସ କରିବେ ତାରା ସୁତାରିଆ

ମୁମ୍ବାଇ: ହୀରୋପନ୍ଥୀ-୨ର ନିର୍ମାତା ଦୀର୍ଘ ଦିନ ଅପେକ୍ଷା କରିବା ପରେ ଶେଷରେ ଏହି ଫିଲ୍ମ ପାଇଁ ହିରୋଇନ ଚୟନ କରିଛନ୍ତି । ଟାଇଗର ଶ୍ରଫଙ୍କ ସହ ତାରା ସୁତାରିଆ ଫିଲ୍ମରେ ରୋମାନ୍ସ କରୁଥିବା ଦେଖିବାକୁ ମିଳିବ । ବର୍ଷ ଆରମ୍ଭରେ ନିର୍ମାତା ସାଜିଦ ନାଡିୟାଡୱାଲ ସଫଳ ଫିଲ୍ମ ହୀରୋପନ୍ଥୀର ସିକ୍ୱେଲ…

ଭାରତରେ ଆଜିଠୁ ସମ୍ପୂର୍ଣ୍ଣ ବନ୍ଦ ହେବ ପବଜି ମୋବାଇଲ୍ ଗେମ୍‌

ନୂଆଦିଲ୍ଲୀ: ଲୋକପ୍ରିୟ ଗେମିଂ ଆପ୍ ପବଜି ମୋବାଇଲ୍ ଓ ମୋବାଇଲ୍ ଲାଇଟ୍ ଆପକୁ ଶୁକ୍ରବାର ଠାରୁ ସମ୍ପୂର୍ଣ୍ଣ ଭାବେ ଭାରତରେ ବନ୍ଦ ହେବାକୁ ଯାଉଛି । ଏନେଇ ଘୋଷଣା କରିଛି ଟେନସେଣ୍ଟ କମ୍ପାନୀ । ପ୍ରାପ୍ତ ସୂଚନାନୁଯାୟୀ, ଯେଉଁ ବ୍ୟକ୍ତି ମାନେ ପବଜି ଗେମକୁ ମୋବାଇଲରେ ପୂର୍ବରୁ ଡାଉନଲୋଡ୍ କରି…

ନିଜ ଗାଡି ଚୋରି କରି ମାଲିକ ଗିରଫ !

ଉତ୍ତରପ୍ରଦେଶ: ନୋଏଡାରେ ସାମ୍ନାକୁ ଆସିଛି ଏକ ଅଭାବନୀୟ ଘଟଣା । ଅଭିନବ ଉପାୟରେ ଚୋରି ହୋଇଥିଲା ଏକ ସେକେଣ୍ଡ ହ୍ୟାଣ୍ଡ ଗାଡି । ହେଲେ ଚୋରି ଗାଡିର ମାଲିକ ଓ ଚୋର ସେହି ଗୋଟିଏ ବ୍ୟକ୍ତି । ତଥାପି ପୋଲିସ ତାଙ୍କୁ ଗିରଫ କରିଛି । ହେଲେ କାହିଁକି ? ମାର୍ଚ୍ଚ ମାସରେ ଏକ ଅନ୍‌ଲାଇନ୍ ବିଜ୍ଞାପନ…