Latest Odisha News

BREAKING NEWS

Browsing Category

ଫିଚର

କନ୍ଧମାଳ-ଗଞ୍ଜାମ ସୀମାନ୍ତ ଜଙ୍ଗଲରେ ପୋଲିସ-ମାଓବାଦୀ ଗୁଳିବିନିମୟ

ଫୁଲବାଣୀ: କମ୍ୱି ଅପରେସନ୍ ବେଳେ ପୁଣି ପୋଲିସ-ମାଓବାଦୀ ମୁହାଁମୁହିଁ । ଗଞ୍ଜାମ-କନ୍ଧମାଳ ସୀମାନ୍ତ ଜଙ୍ଗଲରେ ଗୁଳିବିନିମୟ ହୋଇଛି । କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ବ୍ରଜକୋଟ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ସହ ମୁହାଁମୁହିଁ ହୋଇଥିଲା ଲାଲବାହିନୀ । ଗୁଇନ୍ଦା ସୂଚନା ଆଧାରରେ…

ନଭେମ୍ବରରେ ସରକାରୀ ଅଫିସ ପାଇଁ ରାଜ୍ୟ ସରକାରଙ୍କ ଗାଇଡଲାଇନ୍

ଭୁବନେଶ୍ୱର: ନଭେମ୍ବର ମାସରେ ରାଜ୍ୟରେ କେମିତି ଚାଲିବ ସରକାରୀ ଅଫିସ୍ ? ନୂଆ ଗାଇଡଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର । ଏନେଇ ସାଧାରଣ ପ୍ରଶାସନ ବିଭାଗ ନିର୍ଦ୍ଦେଶନାମା ଜାରି କରିଛି । ଯେଉଁଥିରେ ଉଲ୍ଲେଖ ରହିଛି, ନଭେମ୍ବରରେ ଭୁବନେଶ୍ୱର ଓ କଟକରେ ସମସ୍ତ ସରକାରୀ ଅଫିସ ୫୦ ପ୍ରତିଶତ…

ଦେଶରେ ଦିନକରେ ୪୮ ହଜାର ନୂଆ କରୋନା ଆକ୍ରାନ୍ତ, ସୁସ୍ଥ ହେଲେ ୫୯ ହଜାର

ନୂଆଦିଲ୍ଲୀ: ଦେଶରେ କମୁଛି କରୋନା କାୟା । ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୫୦ ହଜାରରୁ କମ୍ ରହିଛି । ଆକ୍ରାନ୍ତଙ୍କ ଅପେକ୍ଷା ଏବେ ପ୍ରତିଦିନ ଅଧିକ ଲୋକ ହସ୍ପିଟାଲରୁ ଡିସଚାର୍ଜ ହେଉଛନ୍ତି । ଗତ ୨୪ ଘଣ୍ଟାରେ ସାରା ଦେଶରେ କରୋନା ସଂକ୍ରମିତ ହୋଇଛନ୍ତି ୪୮ ହଜାର ୨୬୮ ଜଣ । କିନ୍ତୁ ଆରୋଗ୍ୟ ଲାଭ…

ପବିତ୍ର ‘କୁମାର ପୂର୍ଣ୍ଣିମା’ ଅବସରରେ ସାରା ଓଡିଶା ଉତ୍ସବମୁଖର

ଭୁବନେଶ୍ୱର: ଆଶ୍ୱିନ ମାସ ପୂର୍ଣ୍ଣିମା ତିଥିରେ ସାରା ରାଜ୍ୟରେ ପାଳନ ହେଉଛି ପବିତ୍ର କୁମାର ପୂର୍ଣ୍ଣିମା। ଏହି କୁମାର ପୂର୍ଣ୍ଣିମା ଅବସରରରେ ଗାଁ ଠାରୁ ସହର ସବୁଠି ଚଳଚଞ୍ଚଳ ଓ ଉତ୍ସବମୁଖର ପରିବେଶ ଲାଗିରହିଛି । କୁମାରୀ ମାନଙ୍କ ପାଇଁ ଏହା ଏକ ବଡ ଉତ୍ସବର ଦିନ ହୋଇଥାଏ। ଆଜିର…

୭.୦ ତୀବ୍ରତା ଭୂମିକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ, ବହୁ ଲୋକଙ୍କ ମୃତ୍ୟୁ

ତୀବ୍ର ଭୂମିକମ୍ପରେ ଥରି ଉଠିଲା ତୁର୍କୀ ଓ ଗ୍ରୀସ । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୭.୦ ରେକର୍ଡ କରାଯାଇଛି । ଏଥିରେ ବହୁ ବଡ଼ ବଡ଼ କୋଠା ଭୁଶୁଡ଼ି ପଡ଼ିଛି । ବର୍ତ୍ତମାନ ସୁଦ୍ଧା ୨୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆହତ ହୋଇଥିବା ସୂଚନା ମିଳିଛି । ଭୂମିକମ୍ପର…

କୁମାର ପୂର୍ଣ୍ଣିମାରେ ଦେଖାଯିବକି ନୀଳ ଜହ୍ନ! ଜାଣନ୍ତୁ, କ’ଣ ଏହି ବ୍ଲୁ ମୁନ୍?

ଭୁବନେଶ୍ୱର: ଅକ୍ଟୋବର ୩୧ ତାରିଖ ତଥା କୁମାର ପୂର୍ଣ୍ଣିମାରେ ରାତିର ଆକାଶରେ “ନୀଳ ଜହ୍ନ” ଚମକିବ ବୋଲି ଚର୍ଚ୍ଚା ହେଉଛି। ହେଲେ କେତେକ ଗଣମାଧ୍ୟମ ଓ ସୋସିଆଲ୍ ମିଡିଆରେ ପ୍ରଚାରିତ ହେଉଥିବା ଏହି କଥା ଠିକ୍ ନୁହେଁ ବୋଲି ପ୍ରକାଶ କରିଛନ୍ତି ଭୁବନେଶ୍ୱର ସ୍ଥିତ ପଠାଣି ସାମନ୍ତ ପ୍ଲାନେଟାରିୟମର…

ଏକାମ୍ର କ୍ଷେତ୍ର ଉନ୍ନତିମୂଳକ କାର୍ଯ୍ୟର ତଦାରଖ କଲେ ଫାଇଭ ଟି ସଚିବ

ଭୁବନେଶ୍ୱର: ଶ୍ରୀକ୍ଷେତ୍ରରେ ପରେ ଫୋକସରେ ଏକାମ୍ର କ୍ଷେତ୍ର । ଆଜି ଭୋରରୁ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ପହଞ୍ଚିଥିଲେ ଫାଇଭ ଟି ସଚିବ ଭି. କେ. ପାଣ୍ଡିଆନ୍ । ଏକାମ୍ର କ୍ଷେତ୍ରରେ ଉନ୍ନତିମୂଳକ କାମର ତଦାରଖ କରିଥିଲେ । ଆସନ୍ତା ମହାଶିବରାତ୍ରି ପୂର୍ବରୁ ଲିଙ୍ଗରାଜ ମନ୍ଦିରରୁ ରାସ୍ତା…

ରାଜ୍ୟରେ ସୁସ୍ଥ ହେଲେ ଆଉ ୧୮୦୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଆଜି ସକାଳ ରିପୋର୍ଟ ସୁଦ୍ଧା୧୫୪୭ କୋଭିଡ ପଜିଟିଭ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପ୍ରାୟ ୧୮୦୦ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଉଲ୍ଲେଖଯୋଗ୍ୟ,…

ଖଣ୍ଡାଧାରରେ ସୋନାଗାଚ୍ଛି ଦେହଜୀବୀଙ୍କ ଜୀବନ ଜିବୀକା !

ଭୁବନେଶ୍ୱର: ଲକ୍‌ଡାଉନ୍‌ରେ ପ୍ରଭାବିତ ହୋଇଥିଲା ସମଗ୍ର ବିଶ୍ୱ । ଏଥିରେ ଭାରତ ବା ବାଦ୍ ପଡିବ କିପରି ? ଏହାର ଚିତ୍ର ଏବେ ବି ପ୍ରତିଦିନ ପ୍ରତି ମୁହୁର୍ତ୍ତ୍ୱରେ ସାମ୍ନାକୁ ଆସୁଛି । ତେବେ ଏପରି ପରିସ୍ଥିତିରେ କିପରି ରହିଛି ଏସିୟାର ସବୁଠୁ ବଡ ରେଡ୍ ଲାଇଟ୍ ଅଂଚଳ ସୋନାଗାଚ୍ଛିିର ସ୍ଥିତି ?…

ପ୍ରେମିକକୁ ଜ୍ୱାଇଁ ବନାଇ ହତ୍ୟା କଲା ଶାଶୁ

ତେଲେଙ୍ଗାନା: ଜ୍ୱାଇଁକୁ ହତ୍ୟା କରି ଆତ୍ମସମର୍ପଣ କଲା ଶାଶୁ । ଗୁରୁବାର ହାଇଦ୍ରାବାଦରେ ଘଟିଥିବା ଏହି ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି କରିଛି । ଜାଣି ଆଶ୍ଚର୍ଯ୍ୟ ହେବେ ଝିଅ ପ୍ରତି ନିର୍ଯ୍ୟାତନା ନୁହେଁ କି ଜ୍ୱାଇଁ ମାଗିନଥିଲା ଅଧିକ ଯୌତୁକ ଟଙ୍କା । ବରଂ ଅନୈତିକ ପ୍ରେମ ସଂପର୍କ ସାଜିଥିଲା…