Latest Odisha News

BREAKING NEWS

Browsing Category

ଫିଚର

ଡିସେମ୍ବର ୩୧ ପୂର୍ବରୁ ବସିବ ଶୀତକାଳୀନ ଅଧିବେଶନ

ଭୁବନେଶ୍ୱର: ଡିସେମ୍ବର ୩୧ ପୂର୍ବରୁ ବସିବ ବିଧାନସଭାର ଶୀତକାଳୀନ ଅଧିବେଶନ । ଏନେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି । ବିଧାନସଭା ବିଧି ଅନୁସାରେ ୬୦ ଦିନ ଗୃହ କାର୍ଯ୍ୟ ଚାଲିବାର ବ୍ୟବସ୍ଥା ରହିଛି। ତୃତୀୟ ଓ ଚତୁର୍ଥ  ଅଧିବେଶନରେ ସର୍ବମୋଟ ୨୦ ଦିନ ଗୃହ କାର୍ଯ୍ୟ…

ନଭେମ୍ବର ୨ ତାରିଖରୁ କଟକ ସହରରେ ସେରୋ ସର୍ଭେ

କଟକ: ଆସନ୍ତା ନଭେମ୍ବର ୨ ତାରିଖରୁ କଟକ ସହରରେ ଆରମ୍ଭ ହେବ ସେରୋଲୋଜିକାଲ୍ ସର୍ଭେ । କଟକ ମହାନଗର ନିଗମ ଓ ଆରଏମଆରସି ପକ୍ଷରୁ ମିଳିତ ସର୍ଭେ କରାଯିବ । ୨୫ଟି ଓ୍ୱାର୍ଡରେ ନଭେମ୍ୱର ୫ ତାରିଖ ଯାଏ ଏହି ଅଭିଯାନ ଚାଲିବ । ପ୍ରଥମ ପର୍ଯ୍ୟାୟ ସେରୋ ସର୍ଭେ ୨୫ଟି ଓ୍ୱାର୍ଡରେ ସକାଳ ୮ଟାରୁ ସନ୍ଧ୍ୟା…

ବଢ଼ିବ ଭାରତର ଶକ୍ତି, ଏପ୍ରିଲ ସୁଦ୍ଧା ଆସିବ ୧୬ଟି ରାଫେଲ୍‌

ନୂଆଦିଲ୍ଲୀ: ବଳ ବଢ଼ାଇବ ଆକାଶର ବାୟୁବୀର । ବଢ଼ିବ ଭାରତର ଶକ୍ତି । ଆସନ୍ତା ବର୍ଷ ଏପ୍ରିଲ ସୁଦ୍ଧା ଭାରତକୁ ଆସିବ ଆଉ ୧୬ଟି ରାଫେଲ୍ । ଆକାଶର ବାୟୁବୀରକୁ ପାଇବା ପରେ ଆହୁରି ଅଧିକ ଶକ୍ତିଶାଳୀ ହେବ ଇଣ୍ଡିଆନ୍ ଏୟାର ଫୋର୍ସ । ଗତ ଜୁଲାଇ ୨୯ ତାରିଖରେ ଭାରତକୁ ଫ୍ରାନ୍ସରୁ ପ୍ରଥମ ଦଫାରେ ୫ଟି…

ଆଠଗଡ଼ରେ ୫୫ ନମ୍ୱର ଜାତୀୟ ରାଜପଥ ଉପରେ ହାତୀ ପଲ

ଆଠଗଡ଼(କଟକ): ଜଙ୍ଗଲ ଛାଡ଼ି ଜନବସତି ମୁହାଁ ଗଜରାଜ । କଟକ ଜିଲ୍ଲା ଖୁଣ୍ଟୁଣି ରେଞ୍ଜ ସୁନିଆମୁହଁ ରିଜର୍ଭ ଫରେଷ୍ଟ ନିକଟରେ ବୁଲୁଛନ୍ତି ୨୦ ଟିକିଆ ହାତୀପଲ । ଆଜି ବାଳି ନିକଟରେ ୫୫ ନମ୍ବର ଜାତୀୟ ରାଜପଥ ପାର ହୋଇଛନ୍ତି ହାତୀ । ଛୁଆ ହାତୀଙ୍କୁ ମିଶାଇ ପ୍ରାୟ ୨୦ଟି ହାତୀ ରାସ୍ତା ପାର…

ବିଧାୟକ ସାଜିଲେ ଚାଷୀ, ହାତରେ ଦା’ ଧରି କାଟିଲେ ଧାନ

ଉମରକୋଟ: ଧାନ ବିଲରେ ବିଧାୟକ । ହାତରେ ଦା’ । ଅଂଟାରେ ଭିଡିଲେ ଗାମୁଛା ।  ବିଲରେ ଦା’ ଧରି କାଟିଲେ ଧାନ । ବିଧାୟକ ସାଜିଲେ ଚାଷୀ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଉମରକୋଟରେ । ନବରଙ୍ଗପୁର ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ବିଲରେ ଧାନ କାଟୁଥିବା ଦେଖିବାକୁ ମିଳିଛି । ବିଧାୟକ ଓ…

ରାଜ୍ୟରେ ଆଉ ୧୨ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର: କରୋନା ନେଲା ପୁଣି ଜୀବନ । ରାଜ୍ୟରେ ଆଉ ୧୨ ଜଣଙ୍କ ଜୀବନ ନେଇଛି ମାରାତ୍ମକ ଭୂତାଣୁ। ଏହାକୁ ମିଶାଇ ରାଜ୍ୟରେ ଏଯାଏଁ ୧୨୮୪ ଜଣ କରୋନାରେ ପ୍ରାଣ ହରାଇଛନ୍ତି । ଏନେି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି । https://t.co/jLhVCXz319…

ଟିକା ବାଣ୍ଟିବାକୁ ତ୍ରିସ୍ତରୀୟ ବ୍ୟବସ୍ଥା ନିର୍ଦ୍ଦେଶ, ସବୁ ରାଜ୍ୟକୁ କେନ୍ଦ୍ରର ଚିଠି

ନୂଆଦିଲ୍ଲୀ: କରୋନା ଟିକା ପ୍ରସ୍ତୁତିରେ ଲାଗିଛି ସାରା ବିଶ୍ୱ । ଆସନ୍ତାବର୍ଷ ମଧ୍ୟ ଭାଗରେ ଭ୍ୟାକସିନ୍ ଉପଲବ୍ଧ ହେବା ନେଇ ଆଶା କରାଯାଉଛି । ଟିକା କେମିତି ବଣ୍ଟାଯିବ ? କେଉଁମାନଙ୍କୁ ପ୍ରଥମେ ମିଳିବ ? ଏନେଇ କେନ୍ଦ୍ର ସରକାର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଥିବା ବଳେ ନିକଟରେ ସବୁ ରାଜ୍ୟକୁ…

ଖସୁଛି କରୋନା ଗ୍ରାଫ, ୨୪ ଘଣ୍ଟାରେ ୧୫୪୦ ପଜିଟିଭ

ଭୁବନେଶ୍ୱର: ରାଜ୍ୟରେ ଖସୁଛି କରୋନା ମିଟର । ତଳମୁହାଁ ହେଉଛି ଗ୍ରାଫ । ପ୍ରତିଦିନ ନୂଆ ପଜିଟିଭଙ୍କ ସଂଖ୍ୟା କମିବାରେ ଲାଗିଛି । ଗତ ୨୪ ଘଂଟାରେ ରାଜ୍ୟରେ ୧୫୪୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୮୮୬ଜଣ କ୍ୱାରେଣ୍ଟାଇନ୍‌ରେ ରହିଥିବା ବେଳେ…

୧୫ ହଜାର ଟଙ୍କାରେ ଝିଅକୁ ବିକି ଦେଲେ ବାପା ମା’!

ସମ୍ବଲପୁର: ୧୫ ହଜାର ଟଙ୍କାରେ ମାସକର ଶିଶୁକନ୍ୟାକୁ ବିକି ଦେଲେ ବାପା ମାଆ । ଏପରି ଅଭିଯୋଗ ଆସିଛି ସମ୍ୱଲପୁର ଜିଲ୍ଲା ଚାରମାଲ ଥାନା କେଉଟିବାହଳି ଗାଁରୁ । ଅଭିଯୋଗ ପରେ ଚାଇଲଡ୍‌ ଲାଇନ୍‌ ଓ ପୁଲିସ ମିଳିତ ଭାବେ ଚଢ଼ଉ କରି ଶିଶୁକନ୍ୟାକୁ ଉଦ୍ଧାର କରିଛନ୍ତି। କେଉଟିବାହଳି ଗାଁର ଶଙ୍କର…

‘ଆର୍‌ଆର୍‌ଆର୍‌’କୁ ନେଇ ବିବାଦ, ଏସ୍‌ଏସ୍ ରାଜାମୌଲିଙ୍କୁ ଧମକ!

ହାଇଦ୍ରାବାଦ: ବହୁବଳୀ ନିର୍ଦ୍ଦେଶକ ଏସ୍ ଏସ୍ ରାଜାମୌଲିଙ୍କ ଅପ୍‌କମିଂ ଫିଲ୍ମ ‘ଆର୍‌ଆର୍‌ଆର୍‌’କୁ ନେଇ ତେଜିଲା ବିବାଦ । ମିଳିଲା ରାଜାମୌଲିଙ୍କୁ ଧମକ । ନିକଟରେ ଏହି ଫିଲ୍ମର ତେଲୁଗୁ ସୁପରଷ୍ଟାର ଜୁନିଅର ଏନ୍‌ଟିଆର୍‌ଙ୍କ ଫାଷ୍ଟ ଲୁକ୍ ରିଲିଜ ହୋଇଛି । ଏଥିରେ ସେ କୋମାରାମ ଭୀମ ଭୂମିକାରେ…