Latest Odisha News

BREAKING NEWS

Browsing Category

ଫିଚର

ବଡ଼ ପରଦାକୁ ଓହ୍ଲାଇଲେ ପୂର୍ବତନ କ୍ରିକେଟର୍ ଇର୍ଫାନ୍ ପଠାନ୍ !

ହାଇଦ୍ରାବାଦ: ପୂର୍ବତନ ଭାରତୀୟ କ୍ରିକେଟର୍ ଇର୍ଫାନ୍ ପଠାନ୍ ସାଜିଲେ ଅଭିନେତା । କ୍ରିକେଟରୁ ସନ୍ୟାସ ନେବା ପରେ ସେ କମେଣ୍ଟ୍ରିରେ ସଂପୃକ୍ତ ଥିଲେ । ହେଲେ ଏବେ ଟଲିଉଡରେ ସେ ଆରମ୍ଭ କରିଛନ୍ତି ନିଜର ସେକେଣ୍ଡ ଇନିଂସ । ଇର୍ଫାନଙ୍କ ଡେବ୍ୟୁ ଫିଲ୍ମର ଟାଇଟଲ କୋବ୍ରା ଥିବାବେଳେ ଗତକାଲି ତାଙ୍କ…

ବ୍ଲୁ ଫ୍ଲାଗ ବିଚ୍‌ରେ ପର୍ଯ୍ୟଟକ ଭାସିବା ଘଟଣା: ଯୁବକଙ୍କ ମୃତଦେହ ଉଦ୍ଧାର

ପୁରୀ: ପୁରୀ ବ୍ଲୁ ଫ୍ଲାଗ ବିଚରେ ଭାସି ନିଖୋଜ ଥିବା ପର୍ଯ୍ୟଟକଙ୍କ ମୃତଦେହ ଉଦ୍ଧାର ହୋଇଛି । ପିଙ୍କ ହାଉସ ପଛପଟ ବେଳାଭୂମିରୁ ମିଳିଛି ମୃତଦେହ । ମତ୍ସ୍ୟଜୀବୀମାନେ ଉଦ୍ଧାର କରିଛନ୍ତି । ମଙ୍ଗଳବାର ପୁରୀ ବ୍ଲୁ ଫ୍ଲାଗ ବିଚରେ ଗାଧୋଇବା ବେଳେ ଭାସି ଯାଇଥିଲେ ଝାଡଖଣ୍ଡର ଯୁକ୍ତ ୨ ଛାତ୍ର…

ଉପନିର୍ବାଚନ: କମ୍ପୁଛି ପ୍ରଚାର ମଇଦାନ

ବାଲେଶ୍ୱର: ବାଲେଶ୍ୱର-ତିର୍ତ୍ତୋଲ ବ୍ୟାଟେଲ ଗ୍ରାଉଣ୍ଡରେ ଚାଲିଛି ମହା ମୁକାବିଲ । ଉପନିର୍ବାଚନ ତାରିଖ ପାଖେଇ ଆସୁଥିବାବେଳେ କମ୍ପୁଛି ପ୍ରଚାର ମଇଦାନ  । ବିଶେଷ କରି ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ କଡା ଟକର ଦେଖିବା ପାଇଁ ମିଳୁଛି । ଭୋଟରଙ୍କ ମନ ଜିଣିବାକୁ ତିନି…

ସୁରକ୍ଷାବାହିନୀ-ମାଓବାଦୀ ଗୁଳିବିନିମୟ, ଖସିଗଲେ ମାଓ ନେତା

ମାଲକାନଗିରି: ମାଲକାନଗିରିର ସ୍ୱାଭିମାନ ଅଂଚଳରେ ଓଡିଶା-ଆନ୍ଧ୍ର ପୁଲିସର ମିଳିତ ଅପରେସନରେ ପୁଲିସକୁ ମିଳିଛି ବଡ ସଫଳତା । ଗତକାଲି ପାପେରମେଟଲା ଗ୍ରାମପଂଚାୟତ ଅନ୍ତର୍ଗତ ଗୁନାମାମୁଡି ଅଂଚଳରେ ପୁଲିସ-ମାଓବାଦୀ ଗୁଳିବିନିମୟ ଘଟିଥିଲା । ସର୍ଚ ଅପରେସନ ପରେ ଘଟଣାସ୍ଥଳରୁ ବିପୁଳ ପରିମାଣରେ…

ସମାଜର ବିପରୀତ ସ୍ରୋତରେ ନେହା ଓ ଜ୍ୟୋତି !

ବାରିକ ଦୋକାନ ଅବା ସେଲୁନରେ (ପାର୍ଲର ନୁହେଁ) ଖାସ କରି ପୁରୁଷମାନଙ୍କୁ ଦୋକାନୀ ଭାବେ ଆପଣ ନିଶ୍ଚିୟ ଦେଖିଥିବେ । ପାର୍ଲରକୁ ବାଦ୍ ଦେଲେ କେଉଁଠି ବି ଆପଣ ସେଲୁନ୍‌ରେ ଯୁବତୀ କିମ୍ବା ମହିଳାଙ୍କୁ କାମ କରିବାରେ ଦେଖିନଥିବେ । ହେଲେ ଉତ୍ତରପ୍ରଦେଶର ଦୁଇ ଭଉଣୀ ବହୁବର୍ଷ ଧରି ଚାଲିଆସିଥିବା ଏହି…

କୋରିଓଗ୍ରାଫର ରୋମୋ ଓ ତାଙ୍କ ପତ୍ନୀଙ୍କ ନାଁରେ ଠକେଇ ଅଭିଯୋଗ

ମୁମ୍ବାଇ: ପ୍ରସିଦ୍ଧ ବଲିଉଡ କୋରିଓଗ୍ରାଫର ତଥା ନିର୍ଦ୍ଦେଶକ ରେମୋ ଡିସୁଜା ଓ ତାଙ୍କ ପତ୍ନୀଙ୍କ ନାଁରେ ଠକେଇ ଅଭିଯୋଗ । ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଉତ୍ତରପ୍ରଦେଶ ଗାଜିଆବାଦର ସତ୍ୟେନ୍ଦ୍ର ତ୍ୟାଗି । ଫିଲ୍ମ ନିର୍ମାଣ ପାଇଁ ତାଙ୍କ ରେମୋ ଓ ତାଙ୍କ ପତ୍ନୀ ଲିଜେଲ୍ ପ୍ରତାରଣା କରିଥିବା ସେ…

କ୍ୟାଡର ପରିବର୍ତ୍ତନ କରିବାକୁ ଡିସିପି ସୌମ୍ୟା ମିଶ୍ରଙ୍କ ଚିଠି

ଭୁବନେଶ୍ୱର: ଓଡିଶା ବଦଳରେ ପଂଜାବ କ୍ୟାଡର କରିବାକୁ ପୋଲିସ ଡିଜିଙ୍କ ନିକଟକୁ ଚିଠି ଲେଖିଛନ୍ତି କମିଶନରେଟ୍ ପୋଲିସ ଟ୍ରାଫିକ ଡିସିପି ସୌମ୍ୟା ମିଶ୍ର । ଚିଠିରେ ସୌମ୍ୟା ମିଶ୍ର ଦର୍ଶାଇଛନ୍ତି ଯେ, ତାଙ୍କ ସ୍ୱାମୀ ଦୀପକ ପାରିକ ପଂଜାବ କ୍ୟାଡରର ଆଇପିଏସ୍ ଏବଂ ସେ ବର୍ତ୍ତମାନ ଲୁଧିଆନାରେ…

ଦିଲ୍ଲୀରେ ଏବେ ଖୋଲିବନି ସ୍କୁଲ, ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ବନ୍ଦ

ନୂଆଦିଲ୍ଲୀ: କରୋନା ଯୋଗୁ ଦିଲ୍ଲୀରେ ଏବେ ଖୋଲିବ ନାହିଁ ଶିକ୍ଷାନୁଷ୍ଠାନ । ପରବର୍ତ୍ତୀ ଆଦେଶ ନ ମିଳିବା ଯାଏ ସମସ୍ତ ସରକାରୀ ଓ ଘରୋଇ ସ୍କୁଲ ବନ୍ଦ ରହିବ । ଛୁଟି ଅବଧି ବଢ଼ାଇଛନ୍ତି ରାଜ୍ୟ ସରକାର । ଏନେଇ ଘୋଷଣା କରିଛନ୍ତି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ଦିଲ୍ଲୀରେ ପୂର୍ବରୁ…

ଓଡ଼ିଶାରୁ ଫେରିଲା ମୌସୁମୀ

ଭୁବନେଶ୍ୱର: ସାରା ଓଡ଼ିଶାରୁ ବିଦାୟ ନେଲା ମୌସୁମୀ । ସାରା ରାଜ୍ୟରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ କରିଥିବା ନେଇ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ଓଡ଼ିଶା ସମେତ ସାରା ଦେଶରୁ ମଧ୍ୟ ମୌସୁମୀ ବିଦାୟ ନେଇଥିବା ସୂଚନା ମିଳିଛି । ଚଳିତବର୍ଷ ନିର୍ଦ୍ଧାରିତ ସମୟର ୨…

ଅନୁଗୋଳ ଜିଲ୍ଲାରେ ବିଷାଦ ମଦ ପିଇ ମୃତ୍ୟୁ ଅଭିଯୋଗରେ ୨ ଗିରଫ

ଅନୁଗୋଳ: ବିଷାକ୍ତ ମଦ ପିଇ ଚାରି ଜଣଙ୍କର ମୃତ୍ୟୁ ଅଭିଯୋଗ ଘଟଣାରେ ଦୁଇ ଜଣ ଗିରଫ ହୋଇଛନ୍ତି । ସେମାନେ ହେଲେ ଶ୍ରମିକ କଣ୍ଟ୍ରାକ୍ଟର କାଳିଆ ଦେହୁରୀ ଓ ତାଙ୍କର ସହଯୋଗୀ ବସନ୍ତ ଦେହୁରୀ । ଠିକାସଂସ୍ଥା କାମ କରୁଥିବା ସ୍ଥାନରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା । ସେଠାରୁ କିଛି…