Latest Odisha News

BREAKING NEWS

Browsing Category

ଫିଚର

କନ୍ଦାଉଛି ପିଆଜ: ଗଛିତ ଅଛି ହେଲେ ଦର ବଢୁଛି !

ଭୁବନେଶ୍ୱର: ରାଜ୍ୟରେ ପିଆଜ ଦର ହୁ ହୁ ହୋଇ ବଢି ଚାଲିଛି । ଦର ଏବେ ୮୦ ପାଖାପାଖି ପହଁଚିଗଲାଣି । ଦୁଇ ସପ୍ତାହ ମଧ୍ୟରେ କିଲୋ ପିଛା ଦର ୨୦ ଟଙ୍କା ବଢିଗଲାଣି । ଏହାରି ଭିତରେ ସରକାର କହିଛନ୍ତି ଯେ, ପିଆଜ ଖୁଚୁରା ବ୍ୟବସାୟୀଙ୍କ ପାଇଁ ୨ଟନ୍ ଏବଂ ହୋଲସେଲରଙ୍କ ପାଇଁ ୨୫ ଟନ୍ ଗଛିତ ସୀମା…

ଉପନିର୍ବାଚନ: ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେପି

ଭୁବନେଶ୍ୱର: ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ନେଇ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ରାଜ୍ୟ ବିଜେପି । ଦଳର ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି ଯେ, ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭୟଭୀତ । ବାଲେଶ୍ୱର ସଦର ଆସନ ପାଇଁ…

ପ୍ରଥମେ କାହାକୁ ମିଳିବ କରୋନା ଟିକା?: ଚାଲିଛି ତାଲିକା ପ୍ରସ୍ତୁତି

ଭୁବନେଶ୍ୱର: କୋଭିଡ ଟିକା ଦେବା ପାଇଁ ତାଲିକା ପ୍ରସ୍ତୁତ କରିବାକୁ ଚିଠି ଆସିବା ପରେ ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଆଇଏମଏ ସଭାପତି ଡାକ୍ତର ମାଗୁଣି ବେହେରା କହିଛନ୍ତି ଯେ, କୋଭିଡ ଟିକା ପାଇଁ ସ୍ୱାସ୍ଥ୍ୟ କର୍ମୀଙ୍କ ତାଲିକା ପ୍ରସ୍ତୁତ କରିବାକୁ ଦୁଇ ଦିନ ତଳେ ଚିଠି ଆସିଛି । ୨୯…

ମୁମ୍ବାଇ ଛାଡିବେ ବେବୋ ଓ ସୈଫ ଅଲ୍ଲି ଖାନ୍ !

ମୁମ୍ବାଇ: ଦ୍ୱିତୀୟ ପୁତ୍ର କିମ୍ବା କନ୍ୟା ସନ୍ତାନ ପାଇଁ କରିନା ଓ ସୈଫ୍ ବେଶ ଉତ୍ସାହିତ ଅଛନ୍ତି । ତେବେ ଏହି ଉତ୍ସାହରେ ଏକ ନୂଆ ଟୁଇଷ୍ଟ ଆଣିଛନ୍ତି ଖୋଦ ସୈଫ୍ ଅଲ୍ଲି ଖାନ । ଏକ ସାକ୍ଷାତକାରରେ ସେ ମୁମ୍ବାଇ ଛାଡିବା କଥା କହିବା ପରେ ବଲିଉଡରେ ନାନା କଳ୍ପନାଜଳ୍ପନା ଆରମ୍ଭ ହୋଇଛି ।…

ପାକିସ୍ତାନର କ୍ୱାଡକୋପ୍ଟରକୁ ଗୁଳି କରି ଖସାଇଲା ଭାରତୀୟ ସେନା

ଶ୍ରୀନଗର:ଭାରତରେ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବା ପାଇଁ ପାକିସ୍ତାନ ବାରମ୍ବାର ଚେଷ୍ଟା ଚଲାଇଛି । ଏଥିଯୋଗୁ ଉତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହେଉଛି । ସୀମାରେ ଆତଙ୍କବାଦୀଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇବା ପାଇଁ ପାକିସ୍ତାନ ପକ୍ଷରୁ କ୍ୱାଡକୋପ୍ଟରର ବ୍ୟବହାର କରାଯାଉଛି । ଶନିବାର…

ବଢିଲା ଆୟକର ରିଟର୍ଣ୍ଣ ଅବଧୀ

ନୂଆଦିଲ୍ଲୀ: କରୋନା କାଳରେ ପୁଣି ବଢିଛି ଆୟକର ଦାଖଲ ସମୟ ସୀମା । ୨୦୧୯-୨୦ ଆର୍ଥିକ ବର୍ଷର ଆୟକର ରିଟର୍ଣ୍ଣ ଫାଇଲ କରିବା ସମୟ ସୀମାକୁ ଆଉ ୧ ମାସ ବଢାଇଦେଇଛି ଆୟକର ବିଭାଗ । ରିଟର୍ଣ୍ଣ ଫାଇଲ କରିବାର ଶେଷ ତାରିଖ ୨୦୨୦ ଡିସେମ୍ବର ୩୧କୁ ଘୁଂଚାଇ ଦିଆଯାଇଛି । ଟାକ୍ସ ଅଡିଟ୍ ରିପୋର୍ଟ ଏବଂ…

କରୋନା ଟିକା ଅକ୍ସଫୋର୍ଡ-ଆଷ୍ଟ୍ର ଜେନେଙ୍କାର ୩ ପର୍ଯ୍ୟାୟ ଟ୍ରାଏଲ୍ ଆରମ୍ଭ

ନୂଆଦିଲ୍ଲୀ: କରୋନା ଟିକା ଅକ୍ସଫୋର୍ଡ-ଆଷ୍ଟ୍ର ଜେନେଙ୍କାର ୨ୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷା ବ୍ରିହାନମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ୍ ପକ୍ଷରୁ ଶେଷ ହୋଇଛି। ସୂଚନା ଅନୁଯାୟୀ ପ୍ରଥମ ଟୀକାକରଣର ୨୮ ଦିନ ସରିଲା ପରେ ଖୁବ୍ ଶୀଘ୍ର ଏହାର ୩ୟ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ କରାଯିବ।…

ଏଜାଜ୍ ଖାନଙ୍କୁ ମହଙ୍ଗା ପଡିପାରେ ଭାଇରାଲ୍ ଭିଡିଓ !

ମୁମ୍ବାଇ: ବଲିଉଡର କାମଚଳା ଅଭିନେତା ଏଜାଜ ଖାନ ସବୁବେଳେ ବିବାଦୀୟ ମନ୍ତବ୍ୟକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ପଣ୍ଡିତଙ୍କ ବିରୋଧୀ ଏକ ଭିଡିଓ ଭାଇରାଲ୍ ହେବା ପରେ ପୁଣିଥରେ ଏଜାଜ୍ ଲୋକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି । ସୋସିଆଲ ମିଡିଆରେ ଲୋକେ ଏଜାଜଙ୍କୁ ଟ୍ରୋଲ୍ କରିବା ସହ ତାଙ୍କୁ ଗିରଫ…

ନକଲି ଜର୍ଦ୍ଦା କାରବାର, ଚଢ଼ାଉ ବେଳେ ପୋଲିସ ଓ ସାମ୍ବାଦିକଙ୍କୁ ଆକ୍ରମଣ

ଭଦ୍ରକ: ପୋଲିସ ଓ ସାମ୍ବାଦିକଙ୍କୁ ଆକ୍ରମଣ । ଭଦ୍ରକ ପୁରୁଣାବଜାର ଥାନା ହେଲାସାହିରେ ଚଢ଼ାଉ ବେଳେ ପୋଳିସ ଏବଂ ସାମ୍ବାଦିକଙ୍କ ଉପରେ ଆକ୍ରମଣ ହୋଇଛି । ନକଲି ଜର୍ଦ୍ଦା ପ୍ରସ୍ତୁତିକୁ ନେଇ ରେଡ୍ କରିବାକୁ ଯାଇଥିବା ବେଳେ ଏହି ଆକ୍ରମଣ ହୋଇଥିବା ସୂଚନା ମିଳିଛି । ଏପରିକି ସାମ୍ବାଦିକଙ୍କ ମୋବାଇଲ…

ବାଣ୍ଟିଦେଲେ ଚେନ୍ନାଇ ଜର୍ସି, ସନ୍ୟାସ ନେବେ କି ଧୋନୀ ?

ଦୁବାଇ: ଗତ ରାତିରେ ଦୁଇଟି କାରଣ ପାଇଁ କ୍ରିକେଟର୍ ମହେନ୍ଦ୍ର ସିଂ ଧୋନୀ ଚର୍ଚ୍ଚାରେ ରହିଛନ୍ତି । ପ୍ରଥମତଃ ଚେନ୍ନାଇ ଦଳ ମ୍ୟାଚ୍ ହାରିଥିଲା । ଦ୍ୱିତୀୟତଃ ସେ ନିଜର ୭ ନମ୍ବର ଜର୍ସିକୁ ହାର୍ଦ୍ଦିକ୍ ଓ କ୍ରୁନାଲ ପାଣ୍ଡ୍ୟାଙ୍କୁ ଉପହାର ସ୍ୱରୂପ ଦେଇଥିଲେ । ତେବେ ଏହା ପୂର୍ବରୁ ବି ଧୋନୀ ନିଜର…