Latest Odisha News

BREAKING NEWS

Browsing Category

ଫିଚର

ବିହାର ନିର୍ବାଚନ: ୧୦ ଲକ୍ଷ ନିଯୁକ୍ତି ପ୍ରତିଶ୍ରୁତି ଦେଲା ଆରଜେଡି

ପାଟନା: ଜୋର୍ ଧରିଛି ବିହାର ରାଜନୀତି। ଚାଲିଛି ପ୍ରତିଶୃତି ପର୍ବ । ମୁଖ୍ୟ ବିରୋଧୀ ଦଳ ଆରଜେଡି ଆଜି ନିଜର ନିର୍ବାଚନୀ ଇସ୍ତାହାର ଜାରି କରିଛି।  ରାଷ୍ଟ୍ରୀୟ ଜନତା ଦଳ ତା’ର ନିର୍ବାଚନୀ ଇସ୍ଥାହାର ବା ସରକାରକୁ ଆସିଲେ ସେ କ’ଣ କରିବେ ଏନେଇ ଏକ ଘୋଷଣା ପତ୍ର ଜାରି କରିଛି । ‘ହମାରା ପଣ’…

୨୦୨୧ ଜୁନରେ ଆସିବ ଭାରତ ବାୟୋଟେକର ‘କୋଭାକ୍ସିନ’

ନୂଆଦିଲ୍ଲୀ: ଭାରତର ଅଗ୍ରଣୀ ବାୟୋଟେକ୍ନାଲୋଜି କମ୍ପାନୀ ଭାରତ ବାୟୋଟେକ ପକ୍ଷରୁ ଆସନ୍ତା ୨୦୨୧ ମସିହା ଜୁନ୍ ବେଳକୁ କରୋନା ଟିକା ‘କୋଭାକ୍ସିନ’ ଲଞ୍ଚ ହେବ ବୋଲି ଆଶା କରାଯାଉଛି । ହାଇଦ୍ରାବାଦ ସ୍ଥିତ ଏହି ଫାର୍ମ ଶୁକ୍ରବାର ଦିନ ଏହାର ୩ ପର‌୍ୟ୍ୟାୟ କ୍ଲିନିକାଲ୍ ଟ୍ରାଏଲ୍ କରିବା ପାଇଁ…

ବାଇକ ଲୁଟେରା ଗ୍ୟାଙ୍ଗ ଠାବ, ୫ ଗିରଫ, ୩୫ ବାଇକ ଜବତ

କଟକ: ବାଇକ ଚୋରି ର‌୍ୟାକେଟର ପର୍ଦ୍ଦାଫାସ । କଟକ ଜଗତପୁର ଥାନା ପୋଲିସ କବଜାରେ ୫ ବାଇକ ଲୁଟେରା । ଏକ ଅଟୋ ଚୋରିକୁ ନେଇ ତଦନ୍ତ ବେଳେ ୫ଜଣ ଚୋରଙ୍କୁ ଗିରଫ କରିବା ସହ ୩୫ଟି ଗାଡ଼ି ଜବତ ହୋଇଛି। ଏନେଇ କଟକ ଡିସିପି ପ୍ରତୀକ୍ ସିଂହ ସୂଚନା ଦେଇଛନ୍ତି। ଏହି ଲୁଟେରାମାନେ ବିଭିନ୍ନ ସ୍ଥାନରେ…

୧୪ ଦିନ ଧରି ନିଖୋଜ, ହସ୍ପିଟାଲ ଶୌଚାଳୟରୁ ମିଳିଲା କରୋନା ରୋଗୀଙ୍କ ମୃତଦେହ !

ମୁମ୍ବାଇ: ଟିବି ରୋଗରେ ପୀଡିତ ହୋଇ ଜଣେ ୨୭ ବର୍ଷୀୟ ବ୍ୟକ୍ତି ମୁମ୍ବାଇର ସେୱରି ହସ୍ପିଟାଲଲରେ ଭର୍ତ୍ତି ହୋଇଥିଲେ । ପରେ ତାଙ୍କ କୋଭିଡ୍ ଟେଷ୍ଟ ବି ପଜିଟିଭ ବାହାରିଥିଲା । ହେଲେ ହଠାତ୍ ବ୍ୟକ୍ତି ଜଣକ ହସ୍ପିିଟାଲରୁ ଗାୟବ ହୋଇଯାଇଥିଲେ । ଶେଷରେ ଦୀର୍ଘ ୧୪ଦିନ ପରେ ସେହି ହସ୍ପିିଟାଲର…

ପ୍ରତାପଙ୍କ ଟାର୍ଗେଟ୍‌ରେ ରଣେନ୍ଦ୍ର

ବାଲେଶ୍ୱର: ବାଲେଶ୍ୱର ପ୍ରଚାର ମଇଦାନରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗି । ବାଲେଶ୍ୱର ଉପନିର୍ବାଚନ ପ୍ରଚାର ବେଳେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ମନ୍ତବ୍ୟକୁ ନେଇ କେନ୍ଦ୍ରମନ୍ତ୍ରୀ ବର୍ଷିଛନ୍ତି । ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ଟାର୍ଗେଟ କରି କେନ୍ଦ୍ରମନ୍ତ୍ରୀ…

ଭକ୍ତଙ୍କୁ ଅରୁଣସ୍ତମ୍ଭ ପର୍ଯ୍ୟନ୍ତ ଛାଡିବାକୁ ଦାବି

ପୁରୀ: ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଶ୍ରୀଜଗନ୍ନାଥ ସେନାର ବିକ୍ଷୋଭ ପ୍ରଦର୍ଶନ । ମାର୍ଚ୍ଚ ୨୦ ରୁ କରୋନା ପାଇଁ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରହିଥିବା ବେଳେ ବହୁ ଦୂରରୁ ବ୍ୟାରିକେଡ ବାହାରୁ ପତିତପାବନଙ୍କୁ ଭକ୍ତମାନେ ଦର୍ଶନ କରୁଛନ୍ତି । ଅନ୍ତତଃ ଶ୍ରୀମନ୍ଦିର ନଖୋଲିବା ଯାଏଁ…

ଅନ୍‌ଲାଇନ୍ କ୍ଲାସ୍‌ରେ ଫେଲ୍‌, ଅଫ୍‌ଲାଇନ୍‌ରେ ଆଟାକ୍ !

ମୁମ୍ବାଇ: କରୋନା ମହାମାରୀ ଆରମ୍ଭ କରିଛି ଅନ୍‌ଲାଇନ୍ କ୍ଲାସ୍ ଟ୍ରେଣ୍ଡ । କେଉଁଠି ଛାତ୍ରଛାତ୍ରୀ ଏହି ନୂଆ ଢାଂଚାରେ ଅତିଷ୍ଠ ହୋଇପଡିଲେଣି, ତ ପୁଣି କେଉଁଠି ଅଭିଭାବକ କହୁଛନ୍ତି ପିଲାଙ୍କ ଆଖି ପ୍ରଭାବିତ ହେଉଛି । ଏପରି ଟଣାଓଟରା ଅଭିଯୋଗ ଭିତରେ ସାମ୍ନାକୁ ଆସିଛି ଏକ ବର୍ବର ଘଟଣା ।…

ଯୁବକଙ୍କୁ ପଥରରେ ଛେଚି ହତ୍ୟା

କଟକ: ବାଙ୍କୀ ଥାନା ଅନ୍ତର୍ଗତ ଘୋଳପୁର ଗ୍ରାମରେ ଘଟିଛି ଏକ ଲୋମହର୍ଷଣକାରୀ ଘଟଣା। ଯୁବକଙ୍କୁ ପଥରରେ ଛେଚି ହତ୍ୟା କରିଛନ୍ତି କିଛି ଦୁର୍ବୃତ୍ତ । ଖବର ଅନୁଯାୟୀ, ଶନିବାର ସକାଳେ ଘୋଳପୁର ଗ୍ରାମର ଗୋବିନ୍ଦ ବେହେରା ନାମକ ଜଣେ ଯୁବକ ବାଇକ୍ ନେଇ ଦୋକାନକୁ ସଉଦା କରିବାକୁ ଯାଉଥିଲାବେଳେ…

ମହିଷାସୁର ବଦଳରେ ଚୀନ୍ ରାଷ୍ଟ୍ରପତିଙ୍କ ସଂହାର କଲେ ମା’ ଦୁର୍ଗା!

କୋଲକାତା: ଦୁର୍ଗା ପୂଜା ଅବସରରେ ମା’ ଜଗତଜନନୀଙ୍କ ସ୍ୱାଗତ କରିବାରେ ଲାଗି ପଡିଛନ୍ତି ଶ୍ରଦ୍ଧାଳୁମାନେ । ଏପରିକି କରୋନା କଟକଣା ମଧ୍ୟରେ ବିଭିନ୍ନ ପୂଜା ମଣ୍ଡପରେ ପୂଜିତ ହେଉଛନ୍ତି ମା’ । ହେଲେ କୋଲକାତାର ମୁର୍ସିଦାବାଦରେ ଦେଖିବାକୁ ମିଳିଛି ନିଆରା ଦୁର୍ଗା ମୂର୍ତ୍ତି । ମୁର୍ସିଦାବାଦର…

ଅଂହକାରୀଙ୍କ ସଦ୍‌ବୁଦ୍ଧି ହେଉ, ରାଜ୍ୟ ସରକାର ସମ୍ବେଦନହୀନ ସରକାର: ଧର୍ମେନ୍ଦ୍ର

ବାଲେଶ୍ୱର: ଉପନିର୍ବାଚନ ପାଇଁ ଚାଲିଛି ଜୋରଦାର ଲଢ଼େଇ । ବାଲେଶ୍ୟର-ତିର୍ତ୍ତୋଲ ପାଇଁ ଅଂଟା ଭିଡିଛନ୍ତି ସବୁ ଦେଳର ନେତା । ନିଜ ନିଜ ପ୍ରାର୍ଥୀଙ୍କ ପାଇଁ କରୁଛନ୍ତି କ୍ୟାମ୍ପେନ୍ । ହେଭିୱେଟ୍ ନେତାମାନେ ନିଜ ନିଜ ଦଳର ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ଆଜି…