Latest Odisha News

BREAKING NEWS

Browsing Category

ଫିଚର

ହାତୀ ଉପରେ ଚଢିଗଲା ଟ୍ରେନ୍‌, ଇଞ୍ଜିନ ସିଜ୍ କଲା ବନବିଭାଗ

ଗୁୱାହାଟୀ: ହାତୀକୁ ହତ୍ୟା ଅଭିଯୋଗରେ ଟ୍ରେନ୍ ଇଂଜିନକୁ ସିଜ କରିଛି ଆସାମ ବନବିଭାଗ । ପ୍ରଥମ ଥର ପାଇଁ ଆସାମରେ ଏଭଳି ଏକ ଘଟଣା ଘଟିଛି । ଆସାମର ଲମଡିଙ୍ଗ ରିଜର୍ଭ ଫରେଷ୍ଟ ଅଂଚଳ ଦେଇ ଯାଇଥିବା ଟ୍ରାକରେ ଏହି ଦୁର୍ଘଟଣା ଘଟିଛି । ସଂପୃକ୍ତ ଅଂଚଳ ଦେଇ ମାଲବାହୀ ଟ୍ରେନଟି ଯାଉଥିବା ବେଳେ ଗୋଟିଏ…

‘ଶୀତ ଋତୁରେ ସଂକ୍ରମଣ ବଢିବା ସମ୍ଭାବନା ଅଧିକ’

ଭୁବନେଶ୍ୱର: ଯେହେତୁ କରୋନା ଭୂତାଣୁକୁ ଥଣ୍ଡା ପରିବେଶ ସୁହାଇଥାଏ, ତେଣୁ ଶୀତଋତୁରେ ସଂକ୍ରମଣ ବଢିବା ସମ୍ଭାବନା ଅଧିକ । ବରିଷ୍ଠ ଚିକିତ୍ସକ ଡାକ୍ତର ନିରୋଜ ମିଶ୍ର କହିଛନ୍ତି ଯେ, ପର୍ବପର୍ବାଣୀରେ ଆମକୁ ସଚେତନ ରହି ନିୟମ ମାନିବାକୁ ପଡିବ । ନିର୍ବାଚନରେ ମଧ୍ୟ ନିୟମ ରକ୍ଷା କରିବାକୁ ପଡିବ ।…

‘ଶେରନୀ’ରେ ଆସୁଛନ୍ତି ବିଦ୍ୟା ବାଲାନ, ସୁଟିଂ ଆରମ୍ଭ

ମଧ୍ୟପ୍ରଦେଶ: କରୋନା ମହାମାରୀ ଭିତରେ ସୁଟିଂ ସେଟକୁ ଫେରିଛନ୍ତି ଅଭିନେତ୍ରୀ ବିଦ୍ୟା ବାଲାନ । ହେଲେ ସୁଟିଂ ଆରମ୍ଭ କରିବା ପୂର୍ବରୁ ବିଦ୍ୟା କରିଛନ୍ତି ସ୍ୱତନ୍ତ୍ର ପୂଜା । ବ୍ଲାକ ସାର୍ଟ ଓ ଡେନିମ ଜିନ୍ସ ପିନ୍ଧିଥିବା ବିଦ୍ୟାଙ୍କ ମୁହଁରେ ରହିଛି ମାସ୍କ । ସୁଟିଂ ସେଟରେ କ୍ରୁ ମେମ୍ବର ପିପିଇ…

ଏନଆଇଏ ତଦନ୍ତ ଆତଙ୍କବାଦ ସଂକ୍ରାନ୍ତରେ ନୁହେଁ: ପୋଲିସ କମିଶନର

ଭୁବନେଶ୍ୱର: ରାଜଧାନୀରୁ ଜଣଙ୍କୁ ଏନଆଇଏ ଉଠାଇନେବା ପରେ ଜୋରଦାର ଚର୍ଚ୍ଚା ଚାଲିଥିବା ବେଳେ ଏହା ଉପରେ ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ । ପୋଲିସ କମିଶନର କହିଛନ୍ତି ଯେ, ନାସନାଲ ଇନଭେଷ୍ଟିଗେସନ ଏଜେନ୍ସି କରୁଥିବା ଏକ ତଦନ୍ତ ସଂକ୍ରାନ୍ତରେ ଜଣେ ଛାତ୍ରଙ୍କୁ ପଚରାଉଚରା…

ବିସ୍କୁଟ ଚାଖି ହୋଇପାରିବେ ଲକ୍ଷପତି!

ନୂଆଦିଲ୍ଲୀ: କରୋନା ମହାମାରୀ ହେତୁ ସମଗ୍ର ବିଶ୍ୱ ସଙ୍କଟ ସମୟ ଦେଇ ଗତି କରୁଛି। ଏହି ସମୟରେ ଅନେକ କମ୍ପାନୀ କର୍ମଚାରୀଙ୍କୁ ଛଟେଇ କରୁଥିବା ବେଳେ କେତେକ ସ୍ଥାନରେ ଦୀର୍ଘ ଦନ ପାଇଁ ଛୁଟିରେ ରହିବାକୁ କର୍ମଚାରୀ କୁହାଯାଉଛି। ତେବେ ଏହି ସମୟରେ, ଏକ ବିସ୍କୁଟ କମ୍ପାନୀ ଏପରି ଏକ ଚାକିରି ଦେଇଛି…

କୋଲକାତା ଦୁର୍ଗାପୂଜାରେ ଏବର୍ଷ ହେବନି ସିନ୍ଦୁର ଖେଳ

କୋଲକାତା: କୋଭିଡ୍ କଟକଣା ଭିତରେ ଏବର୍ଷ କୋଲକାତାରେ ଦୁର୍ଗାପୂଜା ହେବ । ହେବନି ସିନ୍ଦୁର ଖେଳ । ଏନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି କୋଲକାତା ହାଇକୋର୍ଟ । ସେହିପରି ପୂର୍ବରୁ ମଣ୍ଡପ ଅଞ୍ଚଳକୁ ନୋ ଭିଜିଟର ଜୋନ୍ କରିବାକୁ ଦେଇଥିବା ନିର୍ଦ୍ଦେଶର ପୁନର୍ବିଚାର କରିଛନ୍ତି କୋର୍ଟ । ସର୍ତ୍ତ…

ପୋଖରୀରେ ବୁଡ଼ି ଦୁଇ ଭଉଣୀ ମୃତ

ଖଲ୍ଲିକୋଟ: ପୋଖରୀରେ ଗାଧୋଇବା ବେଳେ ସଲିଳ ସମାଧି । ପାଣିରେ ବୁଡ଼ି ଗଲେ ଦୁଇ ଭଉଣୀ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ତୁଳସୀପୁର ଗାଁରେ ଘଟିଛି ଏହି ଦୁଃଖଦ ଘଟଣା । ମୃତକଙ୍କର ବୟସ ଯଥାକ୍ରମେ ୮ ଓ ୧୦ ବର୍ଷ । ଆଜି ଦୁହେଁ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ । ଏହି ଘଟଣାକୁ ନେଇ ସ୍ଥାନୀୟ…

ବାଲେଶ୍ୱର ବ୍ୟାଟେଲରେ ବୟସ୍କ ପ୍ରାର୍ଥୀ, ସାଇକଲ ଧରି କରୁଛନ୍ତି ପ୍ରଚାର

ବାଲେଶ୍ୱର: ଆଉ ଦିନ କେଇଟା ପରେ ପଡିବ ବାଲେଶ୍ୱର ଉପନିର୍ବାଚନ ଭୋଟ । ତେବେ ଏହା ପୂର୍ବରୁ ଆରମ୍ଭ ହୋଇସାରିଲାଣି ପ୍ରଚାର ଲଢ଼େଇ। ସବୁ ପ୍ରାର୍ଥୀମାନେ ଭୋଟରଙ୍କୁ ମନାଇବା ପାଇଁ ମଇଦାନକୁ ଓହ୍ଲାଇଛନ୍ତି । ଜୋରସୋର୍‌ରେ ଚାଲିଛି ପ୍ରଚାର । ବାଲେଶ୍ୱର ସଦର ଉପନିର୍ବାଚନରେ ଏଥର ଲଢୁଛନ୍ତି ୬ ଜଣ…

ଭଡ଼ା ଘରୁ ଇଞ୍ଜିନିୟରିଂ କଲେଜ ପ୍ରଫେସରଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ଭଡ଼ା ଘରୁ ଇଞ୍ଜିନିୟରିଂ କଲେଜ ପ୍ରଫେସରଙ୍କ ମୃତଦେହ ଉଦ୍ଧାର ହୋଇଛି । ଭୁବନେଶ୍ୱର CETର (College of Engineering and Technology) ପ୍ରଫେସର ଭାଗବତ ପ୍ରସାଦ ରଥଙ୍କ ମୃତଦେହ ଘାଟିକିଆ ସ୍ଥିତ ଭଡ଼ା ଘରୁ ଉଦ୍ଧାର କରିଛି ପୋଲିସ । ତାଙ୍କ ଘର କୋରାପୁଟ ଜିଲ୍ଲା ସୁନାବେଡ଼ାରେ…

ପଥର କ୍ୱାରୀ ବିସ୍ଫୋରଣ ଘଟଣାରେ ଗୁଣପୁର ତହସିଲଦାର ନିଲମ୍ବିତ

ରାୟଗଡ଼ା: ପଥର କ୍ୱାରୀରେ ବିସ୍ଫୋରଣ ଘଟଣାରେ ଗୁଣପୁର ତହସିଲଦାର ନିଲମ୍ବିତ । ତହସିଲଦାର ଲକ୍ଷ୍ମୀ ନାରାୟଣ ସାବତଙ୍କୁ ଚାକିରିରୁ ସସପେଣ୍ଡ କରିଛନ୍ତି ରାଜ୍ୟ ସରକାର । ରାୟଗଡ଼ା ଜିଲ୍ଲାପାଳଙ୍କ ଅଫିସରେ ସେ ରିପୋର୍ଟ କରିବେ । ବିନା ଅନୁମତିରେ ହେଡକ୍ୱାର୍ଟର୍ସ ଛାଡ଼ି ନଯିବାକୁ ନିର୍ଦ୍ଦେଶ…