Latest Odisha News

BREAKING NEWS

Browsing Category

ଫିଚର

ଅମ୍ବାଜୀଙ୍କ ଶକ୍ତିପୀଠ: ସତୀଙ୍କ ହୃଦୟ ଏଠାରେ ପଡିଥିଲା

ବନାସକାଂଠା: ଗୁଜରାଟ ଓ ରାଜସ୍ଥାନ ସୀମାରେ ଅରାସୁର ପର୍ବତ ଉପରେ ରହିଛି ମାଆ ଅମ୍ବାଜୀଙ୍କ ଭବ୍ୟ ମନ୍ଦିର । ଏହି ଶକ୍ତିପୀଠରେ ମାଆଙ୍କ ନବରାତ୍ରୀ ଧୂମଧାମରେ ପାଳନ କରାଯାଏ । ଦେବୀ ସତୀଙ୍କ ସମର୍ପିତ ୫୧ ଶକ୍ତିପୀଠରୁ ଏହା ଅନ୍ୟତମ ।ଏଠାରେ ମାଆଙ୍କ ହୃଦୟ ଆସି ପଡିଥିଲା । ୧୦୩ ଫୁଟ ଉଚ୍ଚ…

କିଭଳି ହେବ ଶ୍ରୀଜିଉଙ୍କ ନାଗାର୍ଜୁନ ବେଶ? ଶଙ୍କରାଚାର୍ଯ୍ୟଙ୍କ ମତ ଲୋଡିଲା ଜଗନ୍ନାଥ ସେନା

ପୁରୀ: କୋଭିଡ କଟକଣା ଭିତରେ ଶ୍ରୀମନ୍ଦିର ଖୋଲିବା ସହ କିଭଳି ହେବ ଶ୍ରୀଜିଉଙ୍କ ନାଗାର୍ଜୁନ । ଭକ୍ତମାନେ ନାଗାର୍ଜୁନ ବେଶର ଦର୍ଶନ କିଭଳି କରିବେ । ଏନେଇ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଧାର୍ମିକ ମତ ପାଇଁ ଲୋଡିଛି ଶ୍ରୀଜଗନ୍ନାଥ ସେନା । ଜଗତଗୁରୁଙ୍କ ଗୋବଦ୍ଧନ ପୀଠକୁ ଆସି ଶ୍ରୀଜଗନ୍ନାଥ ସେନା…

ଆଇପିଏଲ ମୁକାବିଲା : ଚେନ୍ନାଇ-ରାଜସ୍ଥାନ ଉଭୟଙ୍କ ପାଇଁ କର ବା ମର ପରିସ୍ଥିତି

ଆବୁଧାବି: ଆଜି ଆଇପିଏଲ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଚେନ୍ନାଇ ସୁପର କିଙ୍ଗ୍‌ସ ଓ ରାଜସ୍ଥାନ ରୟାଲ୍ସ ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ଉଭୟ ଦଳ ପାଇଁ ଏହି ମ୍ୟାଚ୍ କର ବା ମର ପରିସ୍ଥିତି ସୃଷ୍ଟି କରିଛି । ଚେନ୍ନାଇ ଓ ରାଜସ୍ଥାନ ୯ଟି ଲେଖାଏଁ ମ୍ୟାଚ୍ ଖେଳି ପ୍ରତ୍ୟେକ ୬ପଏଣ୍ଟ ସହ…

କଟକଣା ଭିତରେ ଆଜିଠୁ ଖୋଲିଲା ସ୍କୁଲ

ନୂଆଦିଲ୍ଲୀ: କରୋନା କଟକଣା ଭିତରେ ଆଜିଠୁ ଖୋଲିଲା ସ୍କୁଲ । ଦେଶର ଅନେକ ସ୍ଥାନରେ ଆଜିଠୁ ସ୍କୁଲ ଖୋଲିଛି । ଉତ୍ତରପ୍ରଦେଶ, ପଞ୍ଜାବ ଏବଂ ସିକ୍କିମରେ ସ୍କୁଲ ଖୋଲିଛି। ଏଥିସହିତ ରାଜ୍ୟ ସରକାର ସ୍କୁଲ ଖୋଲିବା ପାଇଁ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ବିଦ୍ୟାଳୟଗୁଡ଼ିକରେ ଏହି ସବୁ ଗାଇଡଲାଇନ୍…

ବିପୁଳ ପରିମାଣର ବିସ୍ଫୋରକ ଓ ମାଓ ସାମଗ୍ରୀ ଜବତ

ମାଲକାନଗିରି: ସେନାବାହିନୀଙ୍କୁ ବଡ଼ ଧରଣର ସଫଳତା । କୋରାପୁଟ ମାଲକାନଗିରି ସୀମାରୁ ବିପୁଳ ବିସ୍ଫୋରକ ସାମଗ୍ରୀ ଜବତ । ଏତେ ପରିମାଣର ବିସ୍ଫୋରକ ଏକ ଡ୍ରମ ଭିତରେ ପୁରାଇ ମାଟି ତଳେ ଲୁଚାଇ ରଖାଯାଇଥିଲା । ଆନ୍ଧ୍ର ଓଡ଼ିଶା ବର୍ଡର ଡିଭିଜନାଲ କମିଟି ଏହାକ ଲୁଚାଇ ରଖିଥିଲା ।…

ରାଜ୍ୟରେ ଆଉ ୧୭ କରୋନା ରୋଗୀଙ୍କ ମୃତ୍ୟୁ; ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: ରାଜ୍ୟରେ ସୋମବାର ଦିନ ଆଉ ୧୭ଜଣ କୋଭିଡ-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଯାହାକୁ ମିଶାଇ ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ୧,୧୫୨ରେ ପହଞ୍ଚିଛି । ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ବଲାଙ୍ଗିରରୁ ୨, ଜଗତସିଂହପୁରରୁ ୧, ସୁବର୍ଣ୍ଣପୁରରୁ ୨, ବୌଦ୍ଧରୁ ୧, ବରଗଡରୁ…

ଆସାମ-ମିଜୋରାମ ସୀମାରେ ଦୁଇ ଗୋଷ୍ଠୀ ଭିତରେ ହିଂସାତ୍ମକ ସଂଘର୍ଷ

ନୂଆଦିଲ୍ଲୀ: ଆସାମ-ମିଜୋରାମ ସୀମାରେ ଦୁଇ ଗୋଷ୍ଠୀ ଭିତରେ ହିଂସାତ୍ମକ ସଂଘର୍ଷ କାରଣରୁ ଦୁଇ ରାଜ୍ୟର ସୀମାରେ ଉତ୍ତେଜନା ଜାରି ରହିଛି । ଏହି ହିଂସାକାଣ୍ଡରେ ବହୁ ଲୋକ ଆହତ ହୋଇଛନ୍ତି । ଆସାମର ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବାଲ  ସ୍ଥିତିର ରିପୋର୍ଟ ପ୍ରଧାନମନ୍ତ୍ରୀ  ଓ କେନ୍ଦ୍ର…

ଇନ୍‌ଫୋସିିଟି ସାଇ ମନ୍ଦିର ପାଚେରି ଭାଙ୍ଗିଲା ବିଡିଏ

ଭୁବନେଶ୍ୱର: ଭୁବନେଶ୍ୱର ଇନ୍‌ଫୋସିଟି ଥାନା ଅଂଚଳରେ ଥିବା ସାଇ ମନ୍ଦିର ପାଚେରି ଉଚ୍ଛେଦ । ଜବରଦଖଲ ଉଚ୍ଛେଦ ଅଭିଯୋଗରେ ମନ୍ଦିରର ପାଚେରି ଉଚ୍ଛେଦ କରାଯାଇଛି । ଏହି ଉଚ୍ଛେଦ କାର୍ଯ୍ୟରେ ଭୁବନେଶ୍ୱର ମହାନଗର ନିଗମ ଏବଂ ବିଡିଏ ସ୍କ୍ୱାଡ ସାମିଲ ହୋଇଛନ୍ତି । ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି…

ଭିଜିଲାନ୍ସ ଜାଲରେ ଅଧ୍ୟାପକ

ପାରଳାଖେମୁଣ୍ଡି: ଭିଜିଲାନ୍ସ ଜାଲରେ ଅଧ୍ୟାପକ। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଗୁରାଣ୍ଡି କଲେଜର ଏଜୁକେସନ୍ ଅଧ୍ୟାପକ ଜି. ନାଗେଶ୍ୱର ରାଓଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ କରିଥିବା ସୂଚନା ମିଳିଛି। ନାଗେଶ୍ୱରଙ୍କ…

ରାଜ୍ୟରେ ୨ ହଜାର ତଳକୁ ଖସିଲା କରୋନା ଗ୍ରାଫ

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା । ଧୀରେ ଧୀରେ ତଳମୁହାଁ ହେଉଛି ମାରାତ୍ମକ ଭାଇରସ । ଆଜି ଦୀର୍ଘ ଦିନ ପରେ ରାଜ୍ୟରେ ୨ ହଜାର ତଳକୁ ଖସିଛି କରୋନା ସଂକ୍ରମଣ । ଗତ ୨୪ ଘଂଟାରେ ଓଡ଼ିଶାରେ ୧୯୮୨ ନୂଆ କରୋନା ମାମଲା ସାମ୍ନାକୁ ଆସିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୧୫୬ଜଣ…