Latest Odisha News

BREAKING NEWS

Browsing Category

ଫିଚର

ଜାଣନ୍ତୁ ‘ରକ୍ ଷ୍ଟାର’ ଅମ୍ପାୟାରଙ୍କ ବିଷୟରେ

ୟୁଏଇ: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୦ର ମ୍ୟାଚ୍ ନମ୍ବର ୩୫ ରେ ଦେଖାଯାଇଥିଲା ଗୋଟେ ଅଦ୍ଭୁତ ଘଟଣା । ସନରାଇଜର୍ସ ହାଇଦ୍ରାବାଦ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଚାଲିଥିବା ମ୍ୟାଚରେ ନିଜ ହେୟାର ଷ୍ଟାଇଲ୍ ହେତୁ ଅନଫିଲ୍ଡ ଅମ୍ପାୟାର ଆକର୍ଷଣର କେନ୍ଦ୍ର ପାଲଟିଥିଲେ । ଲମ୍ବା ଚୁଟି ପାଇଁ…

କରୋନାଭାଇରସ୍ ଉପଶମ ଉପାୟ ଖୋଜିଲେ ଏହି କୁନି ଝିଅ, ମିଳିଲା..

ଟେକ୍ସାସ: କରୋନାଭାଇରସ୍ ଚିକିତ୍ସା ଖୋଜିବା ପାଇଁ ଜଣେ ଭାରତୀୟ-ଆମେରିକୀୟ ଝିଅଙ୍କୁ ତାଙ୍କ ଅନୁସନ୍ଧାନ ପାଇଁ ୨୫୦୦୦ ଡଲାର୍ ପ୍ରଦାନ କରାଯାଇଛି। ଟେକ୍ସାସର ୧୪ ବର୍ଷୀୟ ଝିଅ ଅନିକା ଚେବ୍ରୋଲୁ, କୋଭିଡ-୧୯ର ଚିକିତ୍ସା ପାଇଁ ଏକ ସମ୍ଭାବ୍ୟ ଔଷଧ ଉପରେ କାମ କରିଥିବାରୁ ୨୦୨୦ 3M ୟଙ୍ଗ…

ଉତ୍ତରପ୍ରଦେଶରେ ଲାଗୁହବ ରାଷ୍ଟ୍ରପତି ଶାସନ!!

ଲକ୍ଷ୍ନୌ: ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱାଧୀନ ଉତ୍ତରପ୍ରଦେଶ ସରକାରଙ୍କୁ ସମାଲୋଚନା କରିଛି ବିରୋଧୀ ସମାଜବାଦୀ ପାର୍ଟି । ପାର୍ଟି ଅଭିଯୋଗ କରିଛି ଯେ ସରକାର ଆଇନ ଶୃଙ୍ଖଳା ପରିସ୍ଥିତିକୁ ସମ୍ଭାଳିବାରେ ଅସମର୍ଥ ତେଣୁ ରାଜ୍ୟରେ ରାଷ୍ଟ୍ରପତିଙ୍କ ଶାସନ ଲାଗୁ କରିବାକୁ ସପା ଦାବୀ କରିଛି ।…

ପୁରୀ ସ୍ୱର୍ଗଦ୍ୱାରରୁ ହଟିଲା ଶବଦାହ କଟକଣା, ଜାଣନ୍ତୁ

ପୁରୀ: ପୁରୀ ସ୍ୱର୍ଗଦ୍ୱାରରେ ଜାରି ଥିବା ଶବଦାହ କଟକଣାକୁ ସୋମବାର ଦିନ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଠାଇବା ପାଇଁ ନିଷ୍ପତ୍ତି ହୋଇଛି। ଏନେଇ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ କହିଛନ୍ତି ଯେ “ବର୍ତ୍ତମାନର କୋଭିଡ ସ୍ଥିତିର ସମୀକ୍ଷା କରିବା ପରେ ଆମେ ପୁରୀ ସ୍ୱର୍ଗଦ୍ୱାରରେ ଲାଗୁ କରାଯାଇଥିବା…

ଦୁର୍ଗାପୂଜାରେ ଦର୍ଶକ ମନା

କୋଲକାତା: ଆରମ୍ଭ ହୋଇଯାଇଛି ପାର୍ବଣ ଋତୁ । ଆସିବେ ମା' ଦଶଭୁଜା । କିନ୍ତୁ ଏହି ପାର୍ବଣକୁ ଫିକା କରିଦେଇଛି ହାଇକୋର୍ଟଙ୍କ ନିର୍ଦେଶ । ଦୁର୍ଗା ପୂଜା ପାଣ୍ଡାଲରେ ପରିଦର୍ଶକମାନଙ୍କ ଉପରେ ଲାଗିଲା ରୋକ । ପଶ୍ଚିମବଙ୍ଗ ଗଣପର୍ବ ଆରମ୍ଭର ମାତ୍ର ତିନିଦିନ ପୂର୍ବରୁ କୋଲକାତା ହାଇକୋର୍ଟ ଏହି…

ଶାସ୍ତ୍ରୀୟ ସଂଗୀତ ଗାଇ ଲୋକଙ୍କୁ ମନ୍ତ୍ରମୁଗ୍ଧ କରୁଛି ଏଇ ଶିଶୁ….

ନୂଆଦିଲ୍ଲୀ: ହାରମୋନିୟମ ବଜାଉଥିବା ଏବଂ ଶାସ୍ତ୍ରୀୟ ଗୀତ ଗାନ କରୁଥିବା ଏକ ଛୋଟ ଶିଶୁଟିର ଭିଡିଓ ଏବେ  ‌ସୋସିଆଲ୍‌ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଛୋଟ ପିଲାଟି ବହୁତ ଉତ୍ସର୍ଗୀକୃତ ହୋଇ ନିଜ ଘରେ ପିତାଙ୍କ ସହ ଗୀତ ଅଭ୍ୟାସ କରୁଥିବା ଦେଖିବାକୁ ମିଳିଛି। ଜଣେ…

ଦୁର୍ଗା ମୂର୍ତ୍ତି ଉଚ୍ଚତା; ଏହି ୯ ପୂଜା ମଣ୍ଡପକୁ ହାଇକୋର୍ଟଙ୍କ ଆଶ୍ୱସ୍ତି

କଟକ: ଓଡ଼ିଶା ହାଇକୋର୍ଟ କଟକ ସହରରେ ଆଠଟି ପୂଜା କମିଟି ଏବଂ ପୁରୀ ସହରର ଗୋଟିଏ କମିଟିକୁ ଦୁର୍ଗା ପୂଜା କରିବାକୁ ସୋମବାର ଦିନ ଅନୁମତି ଦେଇଛନ୍ତି। ଦେବୀଙ୍କ ପ୍ରତିମାକୁ ୪ ଫୁଟରୁ ଅଧିକ ଉଚ୍ଚ କରିଥିବା ୯ଟି ପୂଜା କମିଟିକୁ ଆଡଭୋକେଟ୍ ଜେନେରାଲଙ୍କ ରିପୋର୍ଟ ଆଧାରରେ ପୂଜାପାଠ କରିବାକୁ…

ଅନ୍‌ଲାଇନ୍‌ରେ ହେଲା ମା’ଙ୍କ ଆରାଧନା

ନୂଆଦିଲ୍ଲୀ: ବୋକାରୋ ସହରଠାରୁ ୩୦ କିଲୋମିଟର ଦୂରରେ ଥିବା ମାର୍‌ହା ଗ୍ରାମରେ କେବଳ ୨୦୦୦ ହଜାର ଲୋକ ବାସ କରନ୍ତି। ପ୍ରାୟ ୭୦୦ ବଙ୍ଗାଳୀ ପରିବାର ସହିତ, ଏହି ଗାଁରେ ସବୁଠାରୁ ନିଆରା ଦୁର୍ଗା ପୂଜା ଅନୁଷ୍ଠିତ ହୁଏ। ଏହି ପରମ୍ପରା ପ୍ରାୟ ୩୦୦ ବର୍ଷ ପୁରୁଣା। ସେଠାକାର ସ୍ଥାନୀୟ ବାସିନ୍ଦା ଘୋଷ…

ସ୍କୁଲ ଫି’ ମାମଲା, ସରକାରଙ୍କୁ ଜବାବ ତଲବ

କଟକ: ସ୍କୁଲ ଫି’ ମାମଲାରେ ସରକାରଙ୍କୁ ହାଇକୋର୍ଟଙ୍କ ଜବାବ ତଲବ । ହାଇକୋର୍ଟରେ ସ୍କୁଲ ଫି ଛାଡ ସମ୍ପର୍କିତ ପ୍ରସଙ୍ଗରେ ଆଗତ ଇଣ୍ଟରପ୍ରିଭେନସ୍ ପିଟିସନଙ୍କୁ ଆଗ୍ରାହ୍ୟ କରିଛନ୍ତି କୋର୍ଟ । ସ୍କୁଲ ଫି’ ନେଇ ରାଜ୍ୟ ସରକାରଙ୍କୁ କୋର୍ଟ ସ୍ପଷ୍ଟିକରଣ ମାଗିଛନ୍ତି । ୭ ଦିନ ମଧ୍ୟରେ ସ୍ପଷ୍ଟ…

ଓକିଲ ସଂଘ ନିର୍ବାଚନ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ରାଜ୍ୟ ବାର୍ କାଉନ୍‌ସିଲ୍‌ଙ୍କୁ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ । ରାଜ୍ୟର ସବୁ ଓକିଲ ସଂଘ ନିର୍ବାଚନ ନେଇ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ୱାନ୍ ବାର୍ ୱାନ୍ ଇଲେକସନ୍ କରାଯାଉ ବୋଲି କୋର୍ଟ କହିଛନ୍ତି । ନିର୍ବାଚନ ପାଇଁ ନଭେମ୍ବର ଶେଷ ସୁଦ୍ଧା ବିଜ୍ଞପ୍ତି ପ୍ରକାଶ…