Latest Odisha News

BREAKING NEWS

Browsing Category

ଫିଚର

ଧାରା ୩୭୦ ରଦ୍ଦକୁ କରୋନା ସହ ତୁଳନା କଲେ କାଶ୍ମୀର ନେତା, ତାପରେ ଏମିତି କହିଲେ

ଶ୍ରୀନଗର: ଜମ୍ମୁ ଓ କାଶ୍ମୀର ପିପୁଲ୍ସ କନଫରେନ୍ସର ସଭାପତି ସାଜାଦ ଗାନି ଲୋନ ରବିବାର ଦିନ କରୋନାଭାଇରସ ସଂକ୍ରମଣ ସହିତ ଧାରା ୩୭୦ ରଦ୍ଦକୁ ତୁଳନା କରିଛନ୍ତି । ଇଣ୍ଡିଆ ଟୁଡେ ଟିଭି ସହିତ ସ୍ବତନ୍ତ୍ର ସାକ୍ଷାତକାର କରି ସାଜାଦ ଗାନି ଲୋନ କହିଛନ୍ତି ଯେ ଯେପରି କୋଭିଡ-୧୯ ର ପାଞ୍ଚ ଦିନ ପରେ…

୩୩ ଜଣ ସାଂଗଠନିକ ଜିଲ୍ଲା ସଭାପତିଙ୍କୁ କଂଗ୍ରେସର ନିଯୁକ୍ତି

ଭୁବନେଶ୍ୱର: ଅଲ୍ ଇଣ୍ଡିଆ କଂଗ୍ରେସ କମିଟି ପକ୍ଷରୁ ରବିବାର ଦିନ ଓଡ଼ିଶାର ଜିଲ୍ଲା ଓ ସହର ପାଇଁ ସାଂଗଠନିକ ସଭାପତି ନିଯୁକ୍ତ କରାଯାଇଛି। ଜାଣନ୍ତୁ କେଉଁ ଜିଲ୍ଲାରୁ କାହାକୁ ମିଳିଛି ଦାୟିତ୍ଵ- ଅନୁଗୁଳ-  ବିପ୍ଳବ ଜେନା ବଲାଙ୍ଗିର- ଦିଲୀପ କୁମାର ବେହେରା ବରଗଡ଼- ନିହାର…

ଉଡିଲା ଆଇରନ୍‌ ମ୍ୟାନ୍‌ ବେଲୁନ୍‌‌

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଏକ ଗାଁରେ ଅଚାନକ ଭୟର ବାତାବରଣ ଖେଳିଯାଇଥିଲା। ତେବେ ଏହାର କାରଣ ମଧ୍ୟ ଥିଲା ବେଶ୍‌ ଚକିତ କଲା ଭଳି। ସ୍ଥାନୀୟ ଗ୍ରାମବାସୀ ଯେତେବେଳେ ଲୁହା ଆକୃତିର ଏକ ଜିନିଷ ଆକାଶରେ ଉଡୁଥିବାର ଦେଖିଥିଲେ ସେମାନେ ତାଙ୍କ ଆଖିକୁ ବିଶ୍ୱା‌ସ କରିପାରି ନଥିଲେ। ତେବେ…

ଉପନିର୍ବାଚନ: ଭୁବନେଶ୍ୱର ସିଇଓଙ୍କ ଅଫିସରେ ଖୋଲିଲା କଣ୍ଟ୍ରୋଲ ରୁମ୍

ଭୁବନେଶ୍ୱର: ବାଲେଶ୍ବର ସଦର ଏବଂ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରେ ଆଉ କିଛି ଦିନ ପରେ ଉପନିର୍ବାଚନ ଅନୁଷ୍ଠିତ ହେବ। ଏହା ପୂର୍ବରୁ ଭୁବନେଶ୍ୱର ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କ ଅଫିସରେ ଏକ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି। ସିଇଓଙ୍କ ଅଫିସ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି…

ବୈଜୟନ୍ତ ଓଡ଼ିଶାର ‘କୃତଘ୍ନ କୁପୁତ୍ର’: ଅନୁଭବ ମହାନ୍ତି

ଭୁବନେଶ୍ୱର: ଓଡ଼ିଶାକୁ 'ପାକିସ୍ତାନ' ସହ ତୁଳନା କରିଥିବା କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ଜୟ ପଣ୍ଡାଙ୍କୁ କଡା ସମାଲୋଚନା କରିଛନ୍ତି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି । ଜୟ ପଣ୍ଡାଙ୍କୁ ଓଡ଼ିଶାର 'କୃତଘ୍ନ କୁପୁତ୍ର' ସମ୍ବୋଧନ କରି ଅନୁଭବ ଟ୍ୱିଟ କରିଛନ୍ତି, ଏଭଳି ଜଣେ…

ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ର ‘ବ୍ରାହ୍ମୋସ୍’ର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ: DRDOର ଅନ୍ୟ ଏକ ସଫଳତା । ରବିବାର ଦିନ ଭାରତୀୟ ନୌ-ସେନାର ସ୍ୱଦେଶୀ ନିର୍ମିତ INS ଚେନ୍ନାଇରୁ ଆରବ ସାଗରରେ ଟାର୍ଗେଟର  ସଫଳତାର ସହ ପରୀକ୍ଷଣ କରାଯାଇଥିଲା ବୋଲି ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) କହିଛି। ଉଚ୍ଚ ସ୍ତରୀୟ ଏବଂ ଅତ୍ୟଧିକ ଜଟିଳ ପରିସ୍ଥିତିରେ…

ଟ୍ଵିନ ସିଟି ସମେତ ଏହିସବୁ ଜିଲ୍ଲାକୁ ବଜ୍ରପାତ ସହ ବର୍ଷା ଆଶଙ୍କା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୧୧ ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ସୋମବାର ଦିନ ଆକଳନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ,ମୟୁରଭଞ୍ଜ, ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା,…

୧୦୨ କିଲୋ ଗଞ୍ଜେଇ ଜବତ, ୪ ବେପାରୀ ଗିରଫ

କନ୍ଧମାଳ: ବେଆଇନ ଗଞେଜଇ ଚାଲାଣ ବେଳେ ଧରିଲା ପୋଲିସ । ୧୦୨ କିଲୋ ଗଞ୍ଜେଇ ଜବତ ହେବା ସହ ୪ ଜଁ ଗିରଫ । କନ୍ଧମାଳ ଜିଲା ଫିରିଙ୍ଗିଆ ପୋଲିସ ଗଞ୍ଜେଇ ଚୋରା ଚାଲଣ ଗ୍ୟାଙ୍ଗକୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ପାଖରୁ ଦୁଇଟି ମୋଟର ସାଇକେଲ ମଧ୍ୟ ଜବତ କରାଯାଇଛି । ବସ୍ତାରେ ଗଞ୍ଜେଇ ଭର୍ତ୍ତି…

ଓଡ଼ିଶାକୁ ପାକିସ୍ତାନ ସହ ତୁଳନା କଲେ ବୈଜୟନ୍ତ, ବିଜେଡିର କାଉଣ୍ଚର

ଭୁବନେଶ୍ୱର: ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଟ୍ୱିଟ୍ । ମହାରାଷ୍ଟ୍ର ଏବଂ ଓଡ଼ିଶାକୁ ପାକିସ୍ତାନ ସହ ତୁଳନା କଲେ ବିଜେପି ନେତା ବୈଜୟନ୍ତ ପଣ୍ଡା । ସେ ଲେଖିଛନ୍ତି , ପାକିସ୍ତାନ ଭଳି ଏହି ଦୁଇ ରାଜ୍ୟରେ ସାମ୍ବାଦିକମାନଙ୍କୁ ଉଠାଇ ନିଆଯାଉଛି । ଆଇନ ବ୍ୟବସ୍ଥାକୁ ପାଳନ କରାଯାଉ ନାହିଁ…

ଅଯୋଧ୍ୟାରେ ଜମୁଛି ଭବ୍ୟ ରାମଲୀଲା

ଅଯୋଧ୍ୟା: କରୋନା ସଙ୍କଟ ମଧ୍ୟରେ ସରାୟୁ ନଦୀ କୂଳରେ ଆରମ୍ଭ ହୋଇଛି ଭବ୍ୟ ରାମଲୀଲା । ଶନିବାରଠାରୁ ଆରମ୍ଭ ହୋଇଥିବା ଏହି ରାମଲୀଲାରେ ସିନେ ଜଗତର କିଛି କଳାକାର ମଧ୍ୟ ସାମିଲ ହୋଇଛନ୍ତି । କେବଳ ଏତିକି ନୁହେଁ ଏହି ରାମଲୀଳାରେ ଭାରତୀୟ ଜନତା ପାର୍ଟିର ଦୁଇ ସାଂସଦ ତଥା ଅଭିନେତା ମନୋଜ ତିଓ୍ଵାରୀ…