Latest Odisha News

BREAKING NEWS

Browsing Category

ଫିଚର

ହାଇଦ୍ରାବାଦରେ ପ୍ରବଳ ବର୍ଷା, ୫୦ ମୃତ

ହାଇଦ୍ରାବାଦ: ହାଇଦ୍ରାବାଦରେ ବାଦଲ ଫଟା ବର୍ଷା । ଚାରିଆଡେ ଖାଲି ପାଣି ଆଉ ପାଣି । ସହରର ଅନେକ ଅଂଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏପରିକି ପ୍ରଭାବିତ ହୋଇଛି ଜୀବନଯାତ୍ରା । ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ହାଇଦ୍ରାବାଦର ଚନ୍ଦ୍ରାୟଗୁଟ୍ଟା ଅଞ୍ଚଳ । ଏଠାରେ ବଡବଡ ଗଛ ଓ ଘର…

ଭାଇରାଲ ହେଉଛି ‘ଡାକ୍ତରଙ୍କ ଅଷ୍ଟଭୂଜା’ ରୂପ

ଭୁବନେଶ୍ୱର: ଦୁର୍ଗତିନାଶିନୀ ମା’ ଦୁର୍ଗାଙ୍କର ନବଦିନାତ୍ମକ ପୂଜା ଆରମ୍ଭ ହୋଇଯାଇଛି । ଏହି ସମୟରେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଜଣେ ଡାକ୍ତରଙ୍କର ‘ଅଷ୍ଟଭୂଜା ରୂପ’ । ସୂଚନାନୁଯାୟୀ କରୋନା ସଙ୍କଟ ସମୟରେ ଡାକ୍ତର ମାନେ ଦିନ ରାତି ଭୁଲି ରୋଗୀଙ୍କ ସେବାରେ ଲାଗି ପଡିଛନ୍ତି । ଉକ୍ତ…

ଚୀନ ଉପରେ ତାଇୱାନ ଆକ୍ରମଣ କରିବ !

ବେଜିଂ: ତାଇୱାନ ଆକ୍ରମଣ ପ୍ରତି ଚୀନର ଭୟ ରହିଛି । କାଳେ ତାଇୱାନ ଅତର୍କିତ ଆକ୍ରମଣ କରିଦେବ ସେ ନେଇ ଚୀନ ଦକ୍ଷିଣ ପୂର୍ବ ଊକପୂଳବର୍ତି ଅଂଚଳରେ ଅତ୍ୟାଧୁନିକ କ୍ଷେପଣାସ୍ତ୍ର ମୁତୟନ କରିଛି । ଆମେରିକା ସମସ୍ତ ପ୍ରକାର ସହଯୋଗ ତାଇୱାନକୁ କରୁଥିବାରୁ ଚୀନ ଏଥିନେଇ ସତର୍କ ରହିଛି । ଚୀନ ସେନା…

ନିଟ୍ ଟପ୍ପର ସୋଏବଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ନିଟ୍ ଟପ୍ପର ସୋଏବ ଆଫତାବଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୋଏବଙ୍କ ସହ ମୁଖ୍ୟମନ୍ତ୍ରୀ ଫୋନ୍ ଯୋଗେ କଥା ହୋଇଛନ୍ତି । ସୋଏବଙ୍କ ଚମତ୍କାର ସଫଳତା ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏଥିସହ ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତର କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।…

ବ୍ଲୁଫ୍ଲାଗ ବିଚ୍‌ରେ ଯୋଗ କଲେ ମନ୍ତ୍ରୀ, ବିଧାୟକ

ପୁରୀ: ବ୍ଲୁଫ୍ଲାଗ ବିଚ୍‌ରେ ଚାଲିଛି ‘ମୋ ବିଚ୍ ଯୋଗ’ ଅଭିଯାନ । ଦ୍ୱିତୀୟ ଦିନରେ ଫୁସଫୁସ୍‌ ଓ ହୃତପିଣ୍ଡ ଜନିତ ସମସ୍ୟାରୁ କେମିତି ମୁକ୍ତି ମିଳିବ? ତାହା ଉପରେ ଯୋଗ ଶିକ୍ଷକମାନେ ଯୋଗାଭ୍ୟାସ କରାଉଛନ୍ତି। ଏଥିରେ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ପୁରୀ ବିଧାୟକ…

ରାଜ୍ୟରେ ଆଉ ୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର: ଆଜି ରାଜ୍ୟରେ ଗତ ୨୪ ଘଂଟାରେ ଆଖିବୁଜିଲେ ଆଉ ୧୪ କରୋନା ରୋଗୀ । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧,୧୩୫ରେ ପହଂଚିଛି । ୧୪ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୪ ଜଣ, କଟକ ଜିଲ୍ଲାରୁ ୨ ଜଣ, ଜଗତସିଂହପୁର ଜିଲ୍ଲାରୁ ୨, ମୟୂରଭଞ୍ଜ, ପୁରୀ,…

କମୁଛି କରୋନା ଟ୍ରେଣ୍ଡ, ଆଜି ୨୦୧୯ ପଜିଟିଭ

ଭୁବନେଶ୍ୱର: ଧୀରେ ଧୀରେ କମୁଛି କରୋନା ଟ୍ରେଣ୍ଡ । ରାଜ୍ୟରେ ଖସୁଛି କରୋନା ଗ୍ରାଫ । ଗତ ୨୪ ଘଂଟାରେ ଓଡ଼ିଶାରେ ୨୦୧୯ କରୋନା ପଜିଟିଭ ଚିହ୍ନଟ ହୋଇଛି । ଚିହ୍ନଟ ନୂଆ ୨,୦୧୯ ଆକ୍ରାନ୍ତଙ୍କ ମଧ୍ୟରୁ ୧,୧୬୮ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ । ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୮୫୧ ରହିଛି।…

କଳିଙ୍ଗା ଘାଟିରୁ ଓଲଟିଲା ଟ୍ରକ୍‌, ୨ ଆହତ

କନ୍ଧମାଳ: କଳିଙ୍ଗା ଘାଟିରେ ଟ୍ରକ୍ ଦୁର୍ଘଟଣା ଗ୍ରସ୍ତ । କଳିଙ୍ଗା ଘାଟିରେ ଟ୍ରକ୍ ଦୁର୍ଘଟଣା ଗ୍ରସ୍ତ । ଏହି ଦୁର୍ଘଟଣାରେ ଦୁଇ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଗୁରୁତରଙ୍କୁ ପ୍ରଥମେ ଭଂଜନଗର ମେଡିକାଲ ଓ ପରେ ପରେ ବ୍ରହ୍ମପୁର ବଡ ମେଡିକାଲକୁ ଚିକତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି…

‘ମାର୍ଚ୍ଚ ସୁଦ୍ଧା ଆସିପାରେ କରୋନା ଟିକା’

ନୂଆଦିଲ୍ଲୀ: ଚାରିଆଡେ ଜାରି ରହିଛି କରୋନାର କୋପ । ଏହାର ମୁକାବିଲା ଦିଗରେ ସମସ୍ତେ ଉଦ୍ୟମ ଜାରି ରଖିଛନ୍ତି । ବିଭିନ୍ନ ଦେଶ ଟିକା ପ୍ରସ୍ତୁତିରେ ଲାଗିପଡିଛନ୍ତି । ଏହାରି ଭିତରେ କରୋନା ଟିକାକୁ ନେଇ ଆସିଛି ଆଶ୍ୱସ୍ତିକର ଖବର । ଡିସେମ୍ବର ସୁଦ୍ଧା କରୋନା ଟିକା ପ୍ରସ୍ତୁତ ହେବ। ମାର୍ଚ୍ଚ…

ବାଇକ୍‌ ଚାଳକଙ୍କ ପାଇଁ ଖୁସି ଖବର; ଏବେ ମାତ୍ର୨୬ ଦିନରେ ପହଞ୍ଚିପାରିବେ ଭାରତରୁ ସିଙ୍ଗାପୁର

ନୂଆଦିଲ୍ଲୀ: ଭାରତକୁ ବ୍ରିଟିଶ୍‌ କବଳରୁ ମୁକ୍ତ କରିବା ପାଇଁ ଅନେକ କ୍ରାନ୍ତିକାରୀ ସ୍ୱାଧୀନତା ସଂଗ୍ରାମୀମାନେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। ଦେଶର ସ୍ୱାଧୀନତା ପାଇଁ ଆନ୍ଦୋଳନର ସ୍ମୃତି ଅନେକ ରାଜ୍ୟର ଇତିହାସ ପୃଷ୍ଠାରେ ଲିପିବଦ୍ଧ ହୋଇ ରହିଛି। ଏହି ଇତିହାସ ଜାଣିବା ଏବଂ ସାଂସ୍କୃତିକ,…