Latest Odisha News

BREAKING NEWS

Browsing Category

ଫିଚର

କୋଲକାତା ଟିମ ଆଶ୍ୱସ୍ତ, ସୁନୀଲ ନାରିନଙ୍କୁ କ୍ଲିନ ଚିଟ୍‌

ଦୁବାଇ: କୋଲକାତା ନାଇଟ ରାଇଡର୍ସର ଷ୍ଟାର ସ୍ପିନର ସୁନୀଲ ନାରିନଙ୍କ ବୋଲିଂ ଆକ୍ସନକୁ ଆଇପିଏଲ ପକ୍ଷରୁ କ୍ଲିନ ଚିଟ ଦିଆଯାଇଛି । ଫଳରେ କୋଲକାତା ଟିମ୍ ଆଶ୍ୱସ୍ତ ହୋଇଛି । କିଙ୍ଗ୍‌ସ ଇଲେଭନ ପଞ୍ଜାବ ବିପକ୍ଷ ମ୍ୟାଚରେ ତାଙ୍କ ବୋଲିଂ ଆକ୍ସନ ନେଇ ଅଭିଯୋଗ ହୋଇଥିଲା । ଏବେ ଗ୍ରୀନ ସିଗନାଲ…

ଦଶାହ କାର୍ଯ୍ୟ ଚାଲିଥିବା ବେଳେ ବଜ୍ରପାତରେ ୨ ମୃତ

ଜଗତସିଂହପୁର: ଆକାଶରୁ ଛିଣ୍ଡିଲା ମୃତ୍ୟୁ । ବଜ୍ରପାତରେ ଦୁଇ ଜଣଙ୍କର ଅକାଳ ବିୟୋଗ । ଜଣେ ମୃତକଙ୍କ ଦଶାହ କାର୍ଯ୍ୟରେ ଯୋଗ ଦେବାକୁ ଯାଇଥିବା ବେଳେ ବଜ୍ରାଘାତ ହୋଇଥିଲା । ଏଭଳି ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ବିରିଡି ଅଞ୍ଚଳରେ । ଦେବୀ ନଦୀ କୂଳରେ ଦଶାହ କାର୍ଯ୍ୟ ଚାଲିଥିବା ବେଳେ ଆଜି…

ପାକିସ୍ତାନ ଛାଡିବେ ଟିକଟକ ଷ୍ଟାର ଜନ୍ନତ ମିର୍ଜା

ଲାହୋର: ପାକିସ୍ତାନର ଲୋକପ୍ରିୟ ଟିକଟକ ଷ୍ଟାର ଜନ୍ନତ ମିର୍ଜା ପାକିସ୍ତାନ ଛାଡିବା ପାଇଁ ନିଷ୍ପତି ନେଇଛନ୍ତି । ଭାରତକୁ ଅନୁସରଣ କରି ପାକିସ୍ତାନ ମଧ୍ୟ ଦେଶରେ ଟିକଟକକୁ ବ୍ୟାନ କରିଛି । ୨୨ ବର୍ଷୀୟା ଜନ୍ନତ ଏହା ଦ୍ୱାରା ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି । ତାଙ୍କର ୧୦ ମିଲିୟନ ଫଲୋର୍ସ…

ଆସିଲା ନୋଟିସ, ଭଙ୍ଗାଯିବ ଜଗନ୍ନାଥ ଷ୍ଟାଡିୟମ ପାଖ ବଜାର

ପୁରୀ: ସ୍ଥାନୀୟ ପେଣ୍ଢକଟା ସ୍ଥିତ ଜଗନ୍ନାଥ ଷ୍ଟାଡିୟମ ପାଖ ଦୋକାନ ଭାଙ୍ଗିବାକୁ ଜିଲ୍ଲା କର୍ତ୍ତୃପକ୍ଷ ନୋଟିସ ଜାରି କରିଛନ୍ତି । ଯୁଗ୍ମ ବୈଷୟିକ କମିଟି ଦ୍ୱାରା କରାଯାଇଥିବା ତଦନ୍ତ ଭିତ୍ତିରେ ଏହି ପଦକ୍ଷେପ ନିଆଯାଉଥିବା କୁହାଯାଇଛି । ତଦନ୍ତ ଅନୁଯାୟୀ ଉକ୍ତ ବ୍ୟବସାୟୀ ସ୍ଥଳ ବର୍ତ୍ତମାନ…

ଶେଷରେ ମାନିଲେ ସରକାର, ହୋଇସାରିଲାଣି କମ୍ୟୁନିଟି ଟ୍ରାନ୍ସମିସନ୍

ନୂଆଦିଲ୍ଲୀ: କରୋନାଭାଇରସ୍ ମହାମାରୀ ସଂକ୍ରମଣର ୯ମାସ ପରେ ରବିବାର ପ୍ରଥମ ଥର ପାଇଁ କେନ୍ଦ୍ର ସରକାର ସ୍ୱୀକାର କରିଛନ୍ତି ଯେ ଦେଶର ଅନେକ ସ୍ଥାନରେ କମ୍ୟୁନିଟି ଟ୍ରାନ୍ସମିସନ ହେଉଛି। ପଶ୍ଚିମବଙ୍ଗରେ କମ୍ୟୁନିଟି ଟ୍ରାନ୍ସମିସନ୍ ଉପରେ ଏକ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ…

କଙ୍ଗନା ରଣାୱତଙ୍କୁ ଓଡିଶା ଆଇନଜୀବୀଙ୍କ ଦୁଷ୍କର୍ମ ଧମକ!

ଭୁବନେଶ୍ୱର: ନିଜ ବୟାନ ପାଇଁ ସବୁବେଳେ ବିବାଦ ଘେରରେ ରହୁଥିବା ବିବାଦୀୟ କୁଇନ୍ କଙ୍ଗନା ରଣାୱତଙ୍କୁ ଜଣେ ଆଇନଜୀବୀ ଦୁଷ୍କର୍ମ ଧମକ ଦେଇଥିବା ନେଇ ଚର୍ଚ୍ଚା ହେଉଛି । ସୂଚନାନୁଯାୟୀ ନବରାତ୍ରୀ ଅବସରରେ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତ ସୋସିଆଲ୍ ମିଡିଆରେ ନିଜର ଏକ ଫଟୋ ପୋଷ୍ଟ…

ପୁରୁଣା ଅନ୍ଦାଜରେ ଫେରିଲେ ଶିଳ୍ପା ସେଟ୍ଟୀ; ଦେଖନ୍ତୁ ଫଟୋ

ନୂଆଦିଲ୍ଲୀ: ପୁଣି ସିନେ ଜଗତକୁ ଫେରିଲେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ । ମନାଲିରେ ଆଗାମୀ ଫିଲ୍ମ 'ହଙ୍ଗାମା ୨' ପାଇଁ ସୁଟିଂ କରୁଥିବା ଶିଳ୍ପା ସେଟ୍ଟୀ ରବିବାର ଦିନ ନିଜ ସୋସିଆଲ ମିଡିଆ ପ୍ରୋଫାଇଲରେ ଏକ ପୋଷ୍ଟ ସେୟାର କରିଛନ୍ତି। ଭିଡିଓରେ ଅଭିନେତ୍ରୀ କିଛି ଜିଲାପି ଖାଉଥିବା ଦେଖିବାକୁ…

ମୋର୍ଗାନ, କାର୍ତିକଙ୍କ ବିସ୍ଫୋରକ ବ୍ୟାଟିଂ: କୋଲକତା ୧୬୩/୫

ଆବୁଧାବି: ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ରବିବାର ମୁକାବିଲାରେ କୋଲକତା ନାଇଟ ରାଇଡର୍ସ ପ୍ରଥମେ ବ୍ୟାଟିଂ କରି ୧୬୪ ରନର ବିଜୟ ଟାର୍ଗେଟ ଦେଇଛି । ଟସ୍ ଜିତି ହାଇଦ୍ରାବାଦ ପ୍ରଥମେ ଫିଲ୍ଡିଂ କରିଥିଲା । କୋଲକାତାର ଦୁଇ ଓପନର ଶୁଭମ ଗିଲ ଓ ରାହୁଲ ତ୍ରିପାଠୀ ୧ମ ଉଇକେଟରେ ୪୮ ରନ ଯୋଗ କରି…

କୋଭିଡ-୧୯ ନିୟମ ଉଲ୍ଲଂଘନ: ଭୁବନେଶ୍ୱରରେ କୋଚିଂ ଇନଷ୍ଟିଚ୍ୟୁଟ୍ ବନ୍ଦ

ଭୁବନେଶ୍ୱର: କୋଭିଡ-୧୯ ନିର୍ଦ୍ଦେଶାବଳୀ ଉଲ୍ଲଂଘନ ଅଭିଯୋଗରେ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ (ବିଏମସି) ରବିବାର ଦିନ ଓଡିଶା ରାଜଧାନୀରେ ଏକ କୋଚିଂ ଇନଷ୍ଟିଚ୍ୟୁଟ୍ ବନ୍ଦ କରିଛି। ଇଞ୍ଜିନିୟରିଂ ଏବଂ ମେଡିକାଲ ଆଶାୟୀଙ୍କ ପାଇଁ କୋଚିଂ କ୍ଲାସ୍ ପ୍ରଦାନ କରୁଥିବା ନାଗେଶ୍ୱର…

ଶମ୍ମି କାପୁର-ଗୀତା ବାଲୀଙ୍କ ପ୍ରେମ କାହାଣୀ, ବିବାହ ସମୟରେ ସିନ୍ଦୁର ନ ଥିବାରୁ କଣ କଲେ ୟାହୁ ବୟ

ମୁମ୍ବାଇ: ଶମ୍ମି କାପୁର ତଥା ୟାହୁ ବୟଙ୍କ ପ୍ରେମ କାହାଣୀ ବିଷୟରେ ଆସନ୍ତୁ ଜାଣିବା । ସେ ସମୟର ଏହି ଲୋକପ୍ରିୟ କଳାକାର ତାଙ୍କ ମନ ଅଭିନେତ୍ରୀ ଗୀତା ବାଲୀଙ୍କୁ ଦେଇଥିଲେ । ବାରମ୍ବାର ସେ ଏ ନେଇ ଗୀତାଙ୍କୁ କହୁଥିଲେ ସେ ଏଡାଇ ଦେଉଥିଲେ । ଥରେ ଭାବପ୍ରବଣ ହୋଇ ଶମ୍ମି ଯେତେବେଳେ କହିଲେ ଗୀତା…