Latest Odisha News

BREAKING NEWS

Browsing Category

ଫିଚର

କେନାଲକୁ ଓଲଟିଲା କାର୍‌; ୩ ମୃତ

କଟକ: କଟକ ସହରର ଉପକଣ୍ଠରେ ଥିବା ତେଲେଙ୍ଗାପେଣ୍ଠ ନିକଟସ୍ଥ କେନାଲକୁ ଏକ କାର୍ ଓଲଟି ପଡିବାରୁ ୩ ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ସମ୍ବଲପୁରର ପୂର୍ବତନ ସାଂସଦ ଅମର ପ୍ରଧାନଙ୍କ ପୁଅ ଅଙ୍କୁର ପ୍ରଧାନ ଓ ତାଙ୍କ ସାଙ୍ଗ ଗୌତମ ଦାସ ରହିଛନ୍ତି। ତେବେ ଏଯାବତ୍ ଅନ୍ୟ ଜଣଙ୍କର ପରିଚୟ…

ବସ୍-ବୋଲେରୋ ଧକ୍କାରେ ୭ ମୃତ ଓ ୩୦ରୁ ଅଧିକ ଆହତ

ଲକ୍ଷ୍ନୌ: ନବରାତ୍ରିରେ ଉତ୍ତରପ୍ରଦେଶ ପିଲଭିଟ୍ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବସ୍-ବୋଲେରୋ ମୁହାଁମୁହିଁ ଧକ୍କା ହେବାରୁ ୭ ଜଣଙ୍କର ମୃତ୍ୟୁ ହୋଇଛି । ଆହତ ହୋଇଛନ୍ତି ୩୨ ଜଣ । ଆଜି ଭୋରରୁ ପିଲଭିଟ ଜିଲ୍ଲା ପୁରନପୁରରେ ଏହି ଦୁର୍ଘଟଣା ହୋଇଛି । ଲକ୍ଷ୍ନୌର ବସଟି ଯାତ୍ରୀଙ୍କୁ ନେଇ…

ପୁରୀରେ ସିରିଜ୍ ଟ୍ରେନପୋଡି ଘଟଣା, ଅଭିଯୁକ୍ତକୁ ୫ବର୍ଷ ଜେଲ୍ ଓ ଜରିମାନା

ପୁରୀ: ୨୦୧୫ ମସିହାରେ ପୁରୀ ରେଳଷ୍ଟେସନରେ ଘଟିଥିବା ତିନିଟି ଟ୍ରେନ ପୋଡି ମାମଲାରେ ଦଣ୍ଡାଦେଶ । ଅଭିଯୁକ୍ତ ସୁବାସ ରାମଚନ୍ଦ୍ରନ୍‌ଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ପୁରୀ ସିଜେଏମ୍ । ସୁବାସଙ୍କୁ ୫ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ ଡକ୍ଟର…

ଝିଅଙ୍କ ବିବାହର ସର୍ବନିମ୍ନ ବୟସ ଶୀଘ୍ର ସ୍ଥିର କରିବେ ସରକାର: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: କମିଟିର ରିପୋର୍ଟ ଆସିବା ପରେ ଖୁବ୍ ଶୀଘ୍ର ସରକାର ଝିଅ ମାନଙ୍କ ବିବାହର ସର୍ବନିମ୍ନ ବୟସ ସ୍ଥିର କରିପାରନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୂଚନାନୁଯାୟୀ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ଖାଦ୍ୟ ଓ କୃଷି ସଙ୍ଗଠନର ୭୫ତମ ବର୍ଷ ପ୍ରତିଷ୍ଠା ଦିବସ ଅବସରରେ…

କେକେଆର ରଣନୀତି ଫେଲ୍, ମୁମ୍ବାଇ ଆଗରେ ୧୪୯ ରନର ଲକ୍ଷ୍ୟ ରଖିଲା

ଆବୁଧାବି: ଚଳିତ ଆଇପିଏଲରେ ଶୁକ୍ରବାର କୋଲକାତା ନାଇଟ ରାଇଡର୍ସ ୧୪୯ ରନର ବିଜୟ ଲକ୍ଷ୍ୟ ମୁମ୍ବାଇ ଇଣ୍ଡିଆନ୍ସ ସମ୍ମୁଖରେ ରଖିଛି । ଦୀନେଶ କାର୍ତିକଙ୍କ ସ୍ଥାନରେ ଇଅନ ମୋର୍ଗାନ ନୂତନ ରଣନୀତି ସହ ପଡିଆକୁ ଓହ୍ଲାଇଥିଲେ ମଧ୍ୟ ତାହା କୋଲକାତାକୁ ବିଶେଷ ଫାଇଦାରେ ରଖି ନ ଥିଲା । ମୁମ୍ବାଇ ବୋଲରଙ୍କ…

ଆଜରବୈଜାନର ଯୁଦ୍ଧବନ୍ଦୀ ନିୟମ ଉଲ୍ଲଂଘନ, ଆଇଏସଆଇଏସ ଶୈଳୀରେ ଆର୍ମେନିଆ ସୈନ୍ୟଙ୍କୁ ହତ୍ୟା କରୁଛି

ବାକୁ: ଥଣ୍ଡା ପଡି ଯାଇଥିବା ଆଜରବୈଜାନ ଓ ଆର୍ମେନିଆ ସଂଘର୍ଷ ଏବେ ନୃଶଂସ ରୂପ ନେଉଛି । ଏ ପର୍ଯ୍ୟନ୍ତ ୬୦୦ରୁ ଊଦ୍ଧ୍ୱର୍ ଜୀବନ ଯାଇ ସାରିଥିଲେ ମଧ୍ୟ ଯୁଦ୍ଧରେ ବିରାମ ଆସି ନାହିଁ । ଶୁକ୍ରବାର ଆର୍ମେନିଆ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ଆଜରବୈଜାନ ଯୁଦ୍ଧବନ୍ଦୀ ନିୟମ ଉଲ୍ଲଂଘନ କରି…

ଟସ ଜିଣି କୋଲକାତାର ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି

ଆବୁଧାବି : ଆବୁଧାବିର ଶେଖ ଜାଏଦ ଷ୍ଟାଡିୟମଠାରେ ଆଜି ଚଳିତ ଆଇପିଏଲର ୩୨ ତମ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟରାଇଡର୍ସ ମଧ୍ୟରେ ଖେଳାଯାଉଛି । ଏହି ମ୍ୟାଚରେ କୋଲକାତା ଦଳ ଟସ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି । କୋଲକାତା ଦଳ ଆଜି ନବନିଯୁକ୍ତ ଅଧିନାୟକ ଇଅନ ମୋର୍ଗାନଙ୍କ…

ଇତିହାସ ରଚିଲେ ଓଡ଼ିଆ ପୁଅ ; ନିଟ୍ ପରୀକ୍ଷାରେ ରଖିଲେ ଶତ ପ୍ରତିଶତ ନମ୍ବର

ଭୁବନେଶ୍ୱର: ଜାତୀୟ ସ୍ତରରେ ଓଡିଶା ପାଇଁ ଗର୍ବ ଆଣିଦେଲେ ଓଡ଼ିଆ ପୁଅ ସୋଏବ ଆଫତାବ। ସର୍ବଭାରତୀୟ ମେଡ଼ିକାଲ୍ ପ୍ରବେଶିକା ପରୀକ୍ଷା ନିଟ୍ ରେ ସମଗ୍ର ଦେଶରେ ପ୍ରଥମ ହୋଇଛନ୍ତି ସୋଏବ। ପ୍ରାପ୍ତ ସୂଚନାନୁଯାୟୀ, ରାଉରକେଲାର ୧୮ ବର୍ଷୀୟ ଛାତ୍ର ସୋଏବ ଅଫତାବ ସମୁଦାୟ ୭୨୦ ରୁ ୭୨୦ ନମ୍ବର ରଖି…

ସ୍ୱଦେଶୀ ଅଭିଯାନ ଚୀନକୁ ଚେଙ୍କ ଦେଉଛି: ଦୀପାବଳୀରେ ୪୨ ହଜାର କୋଟି ଟଙ୍କାର କ୍ଷତି ସହିତ ଡ୍ରାଗନ

ନୂଆଦିଲ୍ଲୀ: ଭାରତ ସରକାରଙ୍କ ସ୍ୱଦେଶୀ ଅଭିଯାନ ଚୀନକୁ ଅସୁବିଧାରେ ପକାଉଛି । ଭାରତ ମାର୍କେଟକୁ ଟାର୍ଗେଟ କରି କୋଟି କୋଟି ଟଙ୍କା ବ୍ୟାପାର କରୁଥିବା ଚୀନକୁ ଏବେ ଚେଙ୍କ ଲାଗିଛି । ରିପୋର୍ଟ ମୁତାବକ ଲଦାଖ ଓ ଗଲୱାନ ଘାଟି ବିବାଦ ପରେ ଚୀନ ସାମଗ୍ରୀ ପ୍ରତି ଭାରତୀୟଙ୍କ ଆଗ୍ରହ କମିଯାଇଛି ।…

‘ମୁଁ ମୋଦିଙ୍କ ହନୁମାନ,ମୋ ଛାତି ଚିରିଲେ ମୋଦି ଜୀ ବାହାରିବେ’: ଚିରାଗ ପାସୱାନ୍

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସମାଲୋଚନାକୁ ନେଇ ସହଯୋଗୀ ବିଜେପି ଠାରୁ ବିମୁଖୀ ପ୍ରତିକ୍ରିୟାର ସମ୍ମୁଖୀନ ହୋଇଛନ୍ତି ଚିରାଗ ପାସୱାନ୍ । ଚିରାଗ ପାସୱାନ୍ ଆଜି କହିଛନ୍ତି ଯେ ବିଜେପି ନେତାଙ୍କ ମନ୍ତବ୍ୟ ତାଙ୍କୁ ଆଘାତ କରିଛି । କିନ୍ତୁ ତାଙ୍କ ଲକ୍ଷ୍ୟ ବିଜେପି ସହିତ…