Latest Odisha News

BREAKING NEWS

Browsing Category

ଫିଚର

କିଏ ଦେଇଥଲା ଧୋନୀଙ୍କ ଝିଅକୁ ଦୁଷ୍କର୍ମ ଧମକ ?

ଗୁଜରାଟ: ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସ୍ ହାରିଥିଲା ବୋଲି ଧୋନୀଙ୍କ ଝିଅ ଜିଭାକୁ ମିଳିଥିଲା ଦୁଷ୍କର୍ମ ଧମକ । ଏ ନେଇ ସାରା ଦେଶରେ ହଟଚମଟ ସୃଷ୍ଟି ହୋଇଥିଲା । କ୍ରିକେଟ୍ ଖେଳକୁ ନେଇ ଏଭଳି ଧମକ ଘଟଣାକୁ ସମସ୍ତେ ନିନ୍ଦା କରିଥିଲେ । ତେବେ ଶେଷରେ ରାଂଚି ଓ ଗୁଜରାଟ ପୋଲିସର ତତ୍ପରତା ଯୋଗୁଁ…

ଥମୁନି କରୋନା ମୃତ୍ୟୁ: ରାଜ୍ୟରେ ଆଖି ବୁଜିଲେ ଆଉ ୧୮

ଭୁବନେଶ୍ୱର: ରାଜ୍ୟରେ ଥମୁନି କରୋନା ଜନିତ ମୃତ୍ୟୁ । ଜଣଙ୍କ ପରେ ଜଣଙ୍କ ମୁଣ୍ଡ ନେଉଛି ମାରାତ୍ମକ ଭାଇରସ । ଗତ ୨୪ ଘଂଟାରେ କରୋନାରେ ରାଜ୍ୟରେ ପୁଣି ଆଉ ୧୮ ଜଣଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୦୪୦ରେ ପହଂଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ…

ଗ୍ରୀଡ୍ ଫେଲ: ଅନ୍ଧାରରେ ମାୟାନଗରୀ, ଲୋକାଲ୍ ଟ୍ରେନ୍ ସେବା ଠପ୍

ମୁମ୍ବାଇ: ମୁମ୍ବାଇରେ ଗ୍ରୀଡ଼ ଫେଲ୍ । ବଡ଼ ଧରଣର ବିଜୁଳି ବିଭ୍ରାଟ । ମାୟାନଗରରୀ ବ୍ୟାପକ ଅଞ୍ଚଳରେ ବିଦ୍ୟୁତ ସେବା ବ୍ୟାହତ ହୋଇଛି । କୋଲାବ, ବାନ୍ଦ୍ରା, ଥାନେ ଆଦି ଅଞ୍ଚଳରେ ବିଜୁଳି ସେବା ସକାଳୁ ସକାଳୁ ବନ୍ଦ ହୋଇଛି । ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ସାଧାରଣ ଲୋକ । ବିଦ୍ୟୁତ…

କଟକ ପରେ ଅନୁଗୁଳରେ ବଢ଼ୁଛି ସଂକ୍ରମଣ, ଆଜି ରାଜ୍ୟରେ ୨୪୨୩ ପଜିଟିଭ

ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ କମୁଛି କରୋନା ଟ୍ରେଣ୍ଡ । ଲଗାତର ତିନି ଦିନ ହେଲା ୩ ହଜାର ତଳେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୨୪୨୩ ନୂଆ କରୋନା ମାମଲା ସାମ୍ନାକୁ ଆସିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୪୧୭ଜଣ କ୍ବାରେଣ୍ଟାଇନ୍‌ରେ…

ବାଲେଶ୍ୱର ଉପନିର୍ବାଚନ: ପ୍ରଚାର ଆରମ୍ଭ କଲେ ବିଜେପି ପ୍ରାର୍ଥୀ

ବାଲେଶ୍ୱର: ଆସନ୍ତା ନଭେମ୍ବର ୩ ତାରିଖ ହେବ ବାଲେଶ୍ୱର ସଦର ବିଧାନସଭା ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ । ଏଥିପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି । ନାମାଙ୍କନ ପ୍ରକ୍ରିୟା ମଧ୍ୟ ଜାରି ରହିଛି । ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିନଥିବାବେଳେ ମାନସ ଦତ୍ତ ବିଜେପିରୁ ପ୍ରାର୍ଥୀ…

ବାଲେଶ୍ୱର ଉପନିର୍ବାଚନ: ରଘୁନାଥ ମହାନ୍ତି ବିଜେପି ପ୍ରଚାର କମିଟି ଅଧ୍ୟକ୍ଷ

ଭୁବନେଶ୍ୱର: ବାଲେଶ୍ୱର ଉପନିର୍ବାଚରେ ବିଜେପିର ପ୍ରଚାର ମଙ୍ଗ ଧରିବେ ବରିଷ୍ଠ ନେତା ରଘୁନାଥ ମହାନ୍ତି । ତାଙ୍କୁ ବିଜେପି ପ୍ରଚାର କମିଟି ଅଧ୍ୟକ୍ଷଭାବେ ଘୋଷଣା କରିଛି । ୧୩ ଜଣିଆ ପ୍ରଚାର କମିଟିର ଅଧ୍ୟକ୍ଷ ଭାବେ ରଘୁନାଥଙ୍କୁ ଦାୟିତ୍ୱ ମିଳିଛି । ବାଲେଶ୍ୱରର ସଦର ଉପନିର୍ବାଚନରେ କେମିତି…

ଆଜି ପ୍ରକାଶ ପାଇବ NEET ପରୀକ୍ଷାଫଳ, ଏମିତି ଜାଣିବେ ରେଜଲ୍ଟ

ନୂଆଦିଲ୍ଲୀ: ମେଡିକାଲ ପାଠ୍ୟକ୍ରମରେ ନାମଲେଖା ପାଇଁ ଆଜି ବାହାରିବା ପ୍ରବେଶିକା ପରୀକ୍ଷାଫଳ । ଛାତ୍ରଛାତ୍ରୀ ntaneet.nic.in କିମ୍ୱା mcc.nic.in ଓ୍ୱେବସାଇଟରୁ ନିଜ ରେଜଲ୍ଟ ଜାଣିପାରିବେ । ଏନେଇ ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସୀ ବା ଏନଟିଏ ପକ୍ଷରୁ ରେଜଲ୍ଟ ପ୍ରକାଶ କରାଯିବ ।…

ମାସ୍କ ପିନ୍ଧି ନଥିଲେ ବୋଲି… ମହିଳାଙ୍କୁ ପୋଲିସର ମାଡ

କଟକ: ପୋଲିସର ମାସ୍କ ଚେକିଂ ବେଳେ ଲଙ୍କାକାଣ୍ଡ । ମହିଳାଙ୍କୁ ନିର୍ଘାତିଆ ମାଡ ମାରିଥିବା ଅଭିଯୋଗ । କଟକ ଜିଲ୍ଲା ଓଲଟପୁର ଥାନା ଅଧିନ ଅଡଶପୁର ଛକରେ ଦେଖିବାକୁ ମିଳିଥିଲା ଏଭଳି କିଛି ଦୃଶ୍ୟ । ମାସ୍କ ଚେକିଂ ବେଳେ ଜଣେ ମହିଳାଙ୍କୁ ପୁଲିସ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏହା ପରେ…

କଲମ୍ବସ୍ ଡେ; ଜାଣନ୍ତୁ କାହିଁକି ପାଳନ ହୁଏ ଏହି ଦିନ?

ପ୍ରତିବର୍ଷ ଅକ୍ଟୋବର ଦ୍ୱିତୀୟ ସୋମବାର ଦିନ କଲମ୍ବସ୍‌ ଡେ ପାଳନ କରାଯାଏ। ୧୭୯୨ରେ ଏହା ପ୍ରଥମ ଥର ପାଇଁ ନ୍ୟୁୟର୍କରେ ପାଳିତ ହୋଇଥିଲା। ୧୯୩୭ରେ ଏହାକୁ ସରକାରୀ ମାନ୍ୟତା ମିଳିଥିଲା। କାନାଡା, ଇଟାଲି, ସ୍ପେନ୍‌, ଆର୍ଜେଣ୍ଟିନା, କଲମ୍ବିଆ, ଭେନିଜୁଏଲା, କୋଷ୍ଟାରିକା ଏବଂ…

ପୁଣି ଧରାପଡିଲା ନକଲି ସସ୍ କାରଖାନା, ୬୫୧ ବୋତଲ ଜବତ

ସୁନ୍ଦରଗଡ: ପୁଣି ଅସଲି ବ୍ରାଣ୍ଡରେ ବିକ୍ରି ହେଉଥିଲା ନକଲି ମାଲ । ଠାବ ହେଲା ନକଲି ସସ୍ କାରଖାନା । ସୁନ୍ଦରଗଡ ଜିଲ୍ଳା ରାଜଗାଙ୍ଗପୁର କୁମ୍ଭାରପଡାଠାର ଏକ ନକଲି ସସ୍ କାରଖାନା ଉପରେ ପୋଲିସ ଚଢଉ କରିଛି । ସେଠାରୁ ବହୁ ପରିମାଣର ନକଲି ସସ୍ ତିଆରି ପାଇଁ ବ୍ୟବହୃତ ସାମଗ୍ରୀ ଜବତ ହୋଇଛି । ଏହି…