Latest Odisha News

BREAKING NEWS

Browsing Category

ଫିଚର

ସୀମା ଟେନସନ: ଆଜି ଭାରତ-ଚୀନ କମାଣ୍ଡରସ୍ତରୀୟ ବୈଠକ

ନୂଆଦିଲ୍ଲୀ: ଲଦାଖ ସୀମାରେ ଭରାତ-ଚୀନ ମଧ୍ୟରେ ବିବାଦ ଥମିବାର ନାଁ ନେଉନି । ଦୁଇ ଦେଶ ସୈନ୍ୟ ସୀମାରେ ମୁତୟନ ଅଛନ୍ତି । ବଢ଼ାଇ ଦିଆଯାଇଛି ସୁରକ୍ଷା । ଯୁଦ୍ଧ ଭଳି ପରିସ୍ଥିତି ଭିତରେ ବହୁ ଦିନ ପରେ ଆଜି ଭାରତ-ଚୀନ୍ ମଧ୍ୟରେ ବସୁଛି କମାଣ୍ଡରସ୍ତରୀୟ ବୈଠକ । ଇଣ୍ଟର୍ଣ୍ଣ ଲଦାଖର ଚୁସୁଲ…

ଆଜି ବିଶ୍ୱ ଆର୍ଥ୍ରାଇଟିସ୍ ଦିବସ

ବିଶୃଙ୍ଖଳିତ ଜୀବନଶୈଳୀ ଯୋଗୁ ବିଶ୍ୱର ଅଧିକାଂଶ ଲୋକ ଏବେ ଏହି ରୋଗ ଶିକାର ହୋଇଛନ୍ତି। ଏହି ରୋଗର ଚିକିତ୍ସା ପ୍ରାଥମିକ ସ୍ତରରେ କରା ନଗଲେ ଏଥିରୁ ମୁକୁଳିବା କଷ୍ଟକର ହୋଇପଡ଼େ। ଏ ବାବଦରେ ସଚେତନତା ଅବଲମ୍ବନ ନିହାତି ଜରୁରୀ। ଆର୍‌ଥ୍ରାଇଟସ୍‌ ଏକ ଗ୍ରିକ୍‌ ଶବ୍ଦ ‘ଆର୍‌ଥ୍ରୋ’ ଏବଂ…

କମୁଛି କରୋନା ଟ୍ରେଣ୍ଡ: ଦିନକରେ ଦେଶରୁ ୬୬ ହଜାର ଆକ୍ରାନ୍ତ, ୮୧୬ ମୃତ

ନୂଆଦିଲ୍ଲୀ: ଦେଶରେ ୭୧ ଲକ୍ଷ ପାର କରିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦୈନିକ ପଜିଟିଭ୍ କେସ୍ କମୁଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୬୬ ହଜାର ୭୩୨ ନୂଆ ଆକ୍ରାନ୍ତ । ଏହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୭୧ ଲକ୍ଷ ୨୦ ହଜାର ୫୩୯କୁ ବୃଦ୍ଧି ପାଇଛି ।…

ଯବାନ ପୁଅର ଭୁଜାଲି ଚୋଟରେ ବାପା ମୃତ

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ଚାଂଚଲ୍ୟ । ଯବାନ ପୁଅର ଭୁଜାଲି ଚୋଟରେ ବାପା ମୃତ ।  ଆନନ୍ଦପୁର ଉପଖଣ୍ଡ ମଦନପୁର ଗାଁରେ ଜଣେ ଆଇଟିବିପି ଯବାନ ପୁଅର ଆକ୍ରମଣରେ ବାପାର ମୃତ୍ୟୁ ହୋଇଛି। ଅଭିଯୁକ୍ତ ଯବାନ ହେଉଛନ୍ତି ଆଇଟିବିପିରେ ଚାକିରି କରିଥିବା ରଞ୍ଜନ ଓଝା। ସେ ଅରୁଣାଚଳ…

ହାଇକୋର୍ଟରେ ହାଥରସ ମାମଲା ଶୁଣାଣି, ଲକ୍ଷ୍ନୌ ଯାଉଛନ୍ତି ପୀଡ଼ିତାଙ୍କ ପରିବାର

ଲକ୍ଷ୍ନୌ: ଆଜି ଆହ୍ଲାବାଦ ହାଇକୋର୍ଟଙ୍କ ଲକ୍ଷ୍ନୌ ବେଞ୍ଚରେ ହେବ ହାଥରସ ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ମାମଲାର ଶୁଣାଣି । ଜଷ୍ଟିସ ପଙ୍କଜ ମିତ୍ତଲ ଓ ଜଷ୍ଟିସ ରାଜନ ରାୟଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରିବେ । ଆଜିର ଶୁଣାଣି ବେଳେ କୋର୍ଟରେ ହାଜର ହେବ ପୀଡ଼ିତାଙ୍କ ପରିବାର ଲୋକ । ସେମାନଙ୍କୁ…

ପୁଣି ଚର୍ଚ୍ଚାରେ ଅପସରା, ଭିଡିଓ ଭାଇରାଲ

ମୁମ୍ବାଇ: ପୁଣି ଥରେ ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ ତଥା ଓଡ଼ିଆ ଝିଅ ଅପସରା ରାଣୀ । ଏଥର କିନ୍ତୁ କୌଣସି ଫିଲ୍ମକୁ ନେଇ ନୁହେଁ ତାଙ୍କ ଡ୍ୟାନ୍ସକୁ ନେଇ ସେ ପୁଣିଥରେ ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଆସିଛନ୍ତି । ନିକଟରେ ଅପସରାଙ୍କ ଏକ ଡ୍ୟାନ୍ସ ଭିଡିଓ ସାମ୍ନାକୁ ଆସିଛି, ଯାହା ସୋସିଆଲ ମିଡିଆରେ…

ଜୋକୋଭିଚଙ୍କୁ ହରାଇ ଫ୍ରେଞ୍ଚ ଓପନ୍ ଜିତିଲେ ନାଡାଲ୍

ଫ୍ରେଞ୍ଚ ଓଫନ୍ ଜିତିଲେ ସ୍ପେନ୍ ଟେନିସ୍ ତାରକା ରାଫେଲ୍ ନାଡାଲ । ୨୦ତମ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ହାତେଇଛନ୍ତି । ରବିବାର ରୋଲାଣ୍ଡ ଗାରୋସରେ ଖେଳା ଯାଇଥିବା ଫ୍ରେଞ୍ଚ ଓପନ ପୁରୁଷ ବିଭାଗ ଫାଇନାଲରେ ସର୍ବିଆର ନୋଭାକ୍‌ ଜୋକୋଭିଚଙ୍କୁ ପରାସ୍ତ କରି ଚମ୍ପିଆନ ହୋଇଛନ୍ତି । ଏକତରଫା ମୁକାବିଲାରେ…

ମିଠା ଦୋକାନୀଙ୍କୁ ହତ୍ୟା ଘଟଣା, ଆଉ ୨ ଗିରଫ

ଭୁବନେଶ୍ୱର: ସାମନ୍ତରାପୁରରେ ମିଠା ଦୋକାନୀ ଜମ୍ବୁ ସାହୁଙ୍କ ହତ୍ୟା ଘଟଣାରେ ଆଉ ୨ ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଗିରଫ ଦୁଇ ଅଭିଯୁକ୍ତ ହେଲେ ଶ୍ରୀତିକ ବିଶ୍ୱାଳ ଓ ଆଶୁତୋଷ ମହାନ୍ତି । ଏମାନେ ବ୍ୟବହାର କରିଥିବା ବାଇକ ଓ ଖଣ୍ଡାକୁ ମଧ୍ୟ ଜବତ କରିଛି କମିଶନରେଟ ପୋଲିସ । ଏହି…

ପିଜି ପାଠ୍ୟକ୍ରମରେ ନାମଲେଖା ପାଇଁ ଆଜିଠୁ ଏକକ ପ୍ରବେଶିକା

ଭୁବନେଶ୍ୱର: ରାଜ୍ୟର ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ପିଜି ପାଠ୍ୟକ୍ରମରେ ନାମଲେଖା ପାଇଁ ଆଜିଠୁ ଏକକ ପ୍ରବେଶିକା ପରୀକ୍ଷା । ପ୍ରଥମ ଥର ପାଇଁ ଏଭଳି ପ୍ରବେଶିକା କରାଯାଉଛି । ସକାଳ ୧୦ଟାରୁ ୩ଟି ସିଫ୍ଟରେ ପରୀକ୍ଷା ହେବ । ଏଥିପାଇଁ ରାଜ୍ୟରେ ୨୬ଟି ସେଣ୍ଟର କରାଯାଛି । ଆସନ୍ତା ୨୧ ତାରିଖ…

ଆଜିଠୁ OJEE, ୩ଟି ସିଟିଂରେ ହେବ ପରୀକ୍ଷା

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) । ଏହା ସୋମବାରଠାରୁ ଆରମ୍ଭ ହୋଇ ଅକ୍ଟୋବର ୧୯ ଯାଏଁ ଚାଲିବ ।  ରାଜ୍ୟର ୨୧ଟି ସହରରେ ୫୪ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ ପରୀକ୍ଷାର୍ଥୀ । ସେହିପରି ରାଜ୍ୟ ବାହାରେ କୋଲକାତା, ରାଂଚି ଓ ପାଟଣା ସହରରେ ୫ଟି…