Latest Odisha News

BREAKING NEWS

Browsing Category

ଫିଚର

୧ ଟଙ୍କା ଜରିମାନା: ସୁପ୍ରିମକୋର୍ଟ ଗଲେ ପ୍ରଶାନ୍ତ ଭୂଷଣ

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣ । ସେ କୋର୍ଟ ଅବମାନନା ମାମଲାରେ ସୁପ୍ରିମକୋର୍ଟଙ୍କ ଫଇସଲା ବିରୋଧରେ ରିଭ୍ୟୁ ପିଟିସନ ଦାଖଲ କରିଛନ୍ତି । କୋର୍ଟର ଅବମାନନା ଯୋଗୁ ତାଙ୍କୁ ଦୋଷୀ କରାଯାଇଥିଲା। ଯାହା ପରେ ତାଙ୍କ ଉପରେ ଏକ ଟଙ୍କା ଜରିମାନା…

ଟ୍ୱିଟର କିଲର୍: ସୋସିଆଲ୍ ମିଡିଆରେ ଫ୍ରେଣ୍ଡସିପ୍ ପରେ ୯ ଜଣଙ୍କୁ ହତ୍ୟା, କୁଲରରେ ଲୁଚାଇଥିଲା ଡେଡବଡି

ଟୋକିଓ: ସୋସିଆଲ୍ ମିଡିଆରେ ଫ୍ରେଣ୍ଡସିପ୍ । ବନ୍ଧୁତାରୁ ବଢୁଥିଲା ସମ୍ପର୍କ । ଏହାପରେ ରଚୁଥିଲା ମର୍ଡର ପ୍ଲଟ୍ । ନିର୍ମମ ଭାବରେ ଲୋକଙ୍କୁ ହତ୍ୟା କରୁଥିଲା । ଲୋକ ତାକୁ କହୁଛନ୍ତି ଟ୍ୱିଟର କିଲର । ତାର କାହାଣୀ ଶୁଣିଲେ ଆପଣଙ୍କ ଛାତି ଥରି ଉଠିବ । ଜାପାନର ସେହି ଟ୍ୱିଟର କିଲର ଦୋଷୀ…

ବିଧାନସଭା ଆଗରେ ଯୁବକଙ୍କ ହାଇଡ୍ରାମା: ମହିଳାଙ୍କ ବେକରେ ଲଗାଇଲେ ଛୁରୀ

ଭୁବନେଶ୍ୱର: ରାଜଧାନୀରେ ଯୁବକଙ୍କ ହାଇଡ୍ରାମା । ବିଧାନସଭା ଆଗରେ ପିଏମଜି ଛକରେ ରାସ୍ତା ଉପରେ ମହିଳାଙ୍କ ବେକରେ ଛୁରୀ ଲଗାଇଲେ ଯୁବକ । ଧମକ ବି ଦେଲେ । ବ୍ୟସ୍ତବହୁଳ ରାସ୍ତା ଉପରେ ଯୁବକ ଜଣଙ୍କ ମହିଳାଙ୍କ ବେକରେ ଛୁରି ଲଗାଇ କିଛି ମନ୍ତ୍ରୀଙ୍କ ନାଁ ବି ନେଉଥିଲେ । ବେଶ କିଛି ସମୟ ରାସ୍ତା…

୭ ମାସ ପରେ ଶୁଟିଂ ସେଟକୁ ଫେରିଲେ କୁଇନ କଙ୍ଗନା

ମୁମ୍ବାଇ: ଦୀର୍ଘ ଦିନ ପରେ କୁଇନ କଙ୍ଗନା ରାନାୱତ ଶୁଟିଂ ସେଟକୁ ଫେରିଛନ୍ତି । ସୋସିଆଲ ମିଡିଆରେ କଙ୍ଗନା ପ୍ରଶଂସକଙ୍କୁ ଏ ସମ୍ପର୍କରେ ଜଣାଇଛନ୍ତି । ମୋର ସବୁଠାରୁ ମହତ୍ୱାକାଂକ୍ଷୀ ପ୍ରୋଜେକ୍ଟ ଥାଲାଇଭିର ଶୁଟିଂରେ ଯୋଗ ଦେବାକୁ ଯାଉଛି ବୋଲି କହିଛନ୍ତି । ଏହି ଅବସରରେ ସେ କେତେକ ଫଟୋ ଶେୟାର…

ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୮୫୦ ପାର୍‌, ଆଖି ବୁଜିଲେ ଆଉ ୧୭

ଭୁବନେଶ୍ୱର: ରାଜ୍ୟରେ କରୋନାକୁ ଲାଗୁନି ବ୍ରେକ୍ । ପ୍ରତିଦିନ ୧୦ରୁ ଅଧିକ ଜଣଙ୍କ ପ୍ରାଣ ନେଉଛି କିଲର ଭାଇରାସ କରୋନା । ଆଜି ପୁଣି କରୋନରେ ଆଉ ୧୭ ଜଣ ଆଖି ବୁୁଜିଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୫୯ରେ ପହଂଚିଛି । ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪…

ରାଜ୍ୟରେ ୨ ଲକ୍ଷ ୨୦ ହଜାର ଟପିଲା କରୋନା କେସ୍, ଜାଣନ୍ତୁ ଆଜି କେତେ ପଜିଟିଭ୍ ?

ଭୁବନେଶ୍ୱର: ରାଜ୍ୟରେ ୨ ଲକ୍ଷ ୨୦ ହଜାର ଟପିଛି କରୋନା କେସ୍ । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩ ହଜାର ୬୧୫ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୨୧ଶହ ୧୮ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୪ ଶହ ୯୭ । ଖୋର୍ଦ୍ଧାରୁ ସର୍ବାଧିକ ୬୭୧ ପଜିଟିଭ୍ ବାହାରିଥିବା ବେଳେ କଟକରୁ ୩୭୧, ପୁରୀରୁ…

ଗୃହରେ NCRB ରିପୋର୍ଟ ତାତି, ବର୍ଷିଲେ ବିରୋଧୀ

ଭୁବନେଶ୍ୱର: ନ୍ୟାସନାଲ କ୍ରାଇମ ରିପୋର୍ଟ ବ୍ୟୁରୋ ତଥା ଏନ୍‌ସିଆର୍‌ବି ରିପୋର୍ଟକୁ ନେଇ ଆଜି ବିଧାନସଭା ଗୃହ ସରଗରମ ରହିଛି । ଏନ୍‌ସିଆର୍‌ବି ରିପୋର୍ଟକୁ ନେଇ ଗୃହରେ ଉଦ୍‌ବେଗ ପ୍ରକାଶ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଅସଦାଚରଣ ଘଟଣାରେ ଓଡ଼ିଶା ଦ୍ୱିତୀୟ ସ୍ଥାନରେ…

ଆଜିଠୁ ପୁରୀରୁ ଗଡିବ ଟ୍ରେନ୍‌

ପୁରୀ: ପୁରୀରେ ଆଜିଠୁ ଗଡିବ ଟ୍ରେନ । ୪ଟି ଟ୍ରେନରେ ଯିବା ପାଇଁ ଯାତ୍ରୀମାନେ ବୁକିଂ କରିଛନ୍ତି । ପୁରୀ-ଅହମ୍ମଦାବାଦ, ପୁରୀ-ଦୁର୍ଗ । ପୁରୁଷୋତ୍ତମ ଏକ୍ସପ୍ରେସ, ପୁରୀ-ସିଆଲଦା ଟ୍ରେନ ଚାଲିବ । ତେବେ କୋଭିଡ କଟକଣା ଭିତରେ ଏହି ଟ୍ରେନ ଚାଲିବ । ଟ୍ରେନ୍‌ ଚଳାଚଳ ନେଇ ଷ୍ଟେସନରେ ବ୍ୟାପକ…

ରାଷ୍ଟ୍ରପତିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୋଦୀ

ନୂଆଦିଲ୍ଲୀ: ଆଜି ହେଉଛି ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଜନ୍ମଦିନ । ଏହି ଅବସରରେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେ ଟୁଇଟ ଯୋଗେ କହିଛନ୍ତି ଯେ, ରାଷ୍ଟ୍ରପତି ଜୀଙ୍କୁ ତାଙ୍କ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା । ତାଙ୍କର ସମୃଦ୍ଧ…

ସେପ୍ଟେମ୍ବରରେ ମହାମାରୀର ଭୟଙ୍କର ରୂପ: ଦେଶରେ ୪୧% ନୂଆ କେସ୍, ୩୪% ମୃତ୍ୟୁ

ନୂଆଦିଲ୍ଲୀ: ସେପ୍ଟେମ୍ବର ମାସରେ ଦେଶରେ କରୋନା ଆଣିଛି ସୁନାମୀ । ଭୟଙ୍କର ରୂପ ଦେଖାଇଛି । ରେକର୍ଡ ସ୍ତର ଛୁଇଁଛି ମହାମାରୀ । ଦେଶରେ କରୋନା ମୃତ୍ୟୁସଂଖ୍ୟା ୯୮ ହଜାର ଡେଇଁଛି । ଏଥିରୁ କେବଳ ୩୩ ହଜାର ୨୫୫ ଆକ୍ରାନ୍ତ ସେପ୍ଟେମ୍ବରରେ ପ୍ରାଣ ହରାଇଛନ୍ତି । ଯାହାକି ମୋଟ୍ ମୃତ୍ୟୁସଂଖ୍ୟାର ୩୩%…