Latest Odisha News

BREAKING NEWS

Browsing Category

ଫିଚର

ପତ୍ନୀଙ୍କୁ ଅସଦାଚରଣ ମାମଲା, ଓଡିଶା ଡେପୁଟି କଲେକ୍ଟର ଗିରଫ

ଝାରସୁଗୁଡା: ବରିଷ୍ଠ ଓଏଏସ୍ ଅଧିକାରୀ ତଥା ବୌଦ୍ଧ ଡେପୁଟି କଲେକ୍ଟର ଶରତ ବାଗଙ୍କୁ, ତାଙ୍କ ପତ୍ନୀଙ୍କୁ ଆକ୍ରମଣ ଅଭିଯୋଗରେ ମଙ୍ଗଳବାର ଝାରସୁଗୁଡା ଟାଉନ ପୋଲିସ ଗିରଫ କରିଛି। ଗିରଫ ହେବାର କିଛି ସମୟ ପରେ ବାଗଙ୍କୁ ପଚରାଉଚରା ପାଇଁ ବିଟିଏମ ପୋଲିସ ଆଉଟପୋଷ୍ଟକୁ ନିଆଯାଇଥିଲା। ପରେ ତାଙ୍କ…

GATE ପରୀକ୍ଷା ୨୦୨୦: ଆବେଦନର ତାରିଖ ଅକ୍ଟୋବର ୭କୁ ବୃଦ୍ଧି

ନୂଆଦିଲ୍ଲୀ: ଆଇଆଇଟି ବମ୍ବେ GATE ୨୦୨୧ ପଞ୍ଜୀକରଣ ତାରିଖକୁ ଅକ୍ଟୋବର ୭ ପର୍ଯ୍ୟନ୍ତ ବୃଦ୍ଧି କରିଛି। GATE ୨୦୨୧ ପାଇଁ ଯୋଗ୍ୟ ପ୍ରାର୍ଥୀମାନେ ଅନଲାଇନରେ ପଞ୍ଜୀକୃତ ହୋଇ ଆବେଦନ ଫର୍ମକୁ gate.iitb.ac.in କିମ୍ବା ସିଧାସଳଖ appsgate.iitb.ac.in ରେ ଦାଖଲ କରିପାରିବେ ।…

ନୂତନ ଶିକ୍ଷାନୀତି ୨୦୨୦ ନେଇ ସମସ୍ତ ପ୍ରଶ୍ନର ଉତ୍ତର ଦେବେ ଶିକ୍ଷାମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶାଙ୍କ ଗୁରୁବାର ଦିନ କହିଛନ୍ତି ଯେ ସେ ଅକ୍ଟୋବର ୧ ରେ ନୂତନ ଶିକ୍ଷା ନୀତି (NEP) ୨୦୨୦ ନେଇ ଛାତ୍ରଛାତ୍ରୀଙ୍କ ପ୍ରଶ୍ନର ଉତ୍ତର ଦେବେ। ଲାଇଭ୍ ଅଧିବେଶନ ତାଙ୍କ ଅଫିସିଆଲ୍ ସୋସିଆଲ୍ ମିଡିଆ ହ୍ୟାଣ୍ଡେଲରେ କରାଯିବ। ପ୍ରାର୍ଥୀମାନେ…

UPSCର ନିର୍ଦେଶ, ଅକ୍ଟୋବରରେ ହେବ ମିଳିତ ଜିଓ ସାଇଣ୍ଟିଷ୍ଟ ମୁଖ୍ୟ ପରୀକ୍ଷା

ନୂଆଦିଲ୍ଲୀ: ଅକ୍ଟୋବର ୧୭-୧୮ରେ ସମଗ୍ର ଭାରତରେ ମିଳିତ ଜିଓ-ସାଇଣ୍ଟିଷ୍ଟ (ମେନ୍) ପରୀକ୍ଷା-୨୦୨୦ କୁ କେନ୍ଦ୍ର ଜନସେବା ଆୟୋଗ (ୟୁପିଏସ୍ସି) ପରିଚାଳନା କରିବା ନେଇ ସୂଚନା ମିଳିଛି । ଛାତ୍ରମାନଙ୍କ ସୁବିଧା ପାଇଁ ଆୟୋଗ ଏହାର ୱେବସାଇଟ୍ http://upsconline.nic.in ରେ  ସବିଶେଷ  ତଥ୍ୟ…

ଖୋଲା ଆକାଶ ତଳେ ଚାଲିଛି ପାଠପଢ଼ା

ଡୁମକା: ଇଣ୍ଟରନେଟ୍ ନ ପାଇ ଅନଲାଇନ୍ କ୍ଲାସରୁ ବଞ୍ଚିତ ଛାତ୍ରଛାତ୍ରୀଙ୍କ ପାଇଁ ସରକାରୀ ଶିକ୍ଷକ ନେଇଛନ୍ତି ଏକ ଭିନ୍ନ ପଦକ୍ଷେପ । ମାର୍ଚ୍ଚରୁ କରୋନାଭାଇରସ୍ ମହାମାରୀ ପାଇଁ ସ୍କୁଲ ବନ୍ଦ ଥିବାରୁ ସେମାନେ ଛାତ୍ର ଘରକୁ ନେଇଯାଇଛନ୍ତି ଶ୍ରେଣୀଗୃହ । ଶିଶୁ ଘରର ବାହ୍ୟ କାନ୍ଥଗୁଡ଼ିକ…

ବାତିଲ ହେଲା ଉପନିର୍ବାଚନ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗ ମଙ୍ଗଳବାର କହିଛନ୍ତି ଯେ ଆସାମ, କେରଳ, ତାମିଲନାଡୁ ଏବଂ ପଶ୍ଚିମବଙ୍ଗରେ ଉପ-ନିର୍ବାଚନକୁ ବାତିଲ କରିଦିଆଯାଇଛି । ନିର୍ବାଚନ ପରିଚାଳନାରେ ଅସୁବିଧା ଏବଂ ଏହା ସହ ଜଡିତ ପ୍ରସଙ୍ଗଗୁଡିକୁ ନେଇ ରାଜ୍ୟ ମୁଖ୍ୟ ସଚିବଙ୍କ ସହିତ ଆଲୋଚନା ପରେ ନିର୍ବାଚନ କମିଶନ ଏହି…

ଆଖି ବୁଜିଲା ନନ୍ଦନକାନନର ‘ସୁପ୍ରିୟା’

ଭୁବନେଶ୍ୱର: ଭୁବନେଶ୍ୱରର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଥିବା ଏକ ସିଂହୀର ମୃତ୍ୟୁ ହୋଇଛି। ଏହି ସିଂହୀର ନାମ ଥିଲା ସୁପ୍ରିୟା । ମୃତ୍ୟୁ ବେଳକୁ ତାର ବୟସ ୧୫ ବର୍ଷ ହୋଇଥିଲା। ସୁପ୍ରିୟା ଗତ କିଛିଦିନ ଧରି ଅସୁସ୍ଥ ଥିଲା । ଗତ ଅଗଷ୍ଟ ୨୮ରେ ନନ୍ଦନକାନନରେ ଏକ ଆନାକୋଣ୍ଡାର ମୃତ୍ୟୁ…

ନଭେମ୍ବର ୩ରେ ବାଲେଶ୍ୱର, ତିର୍ତ୍ତୋଲ ଉପନିର୍ବାଚନ ଭୋଟ

ଭୁବନେଶ୍ୱର: ବାଜିଲା ବିଧାନସଭା ଉପନିର୍ବାଚନ ବିଗୁଲ । ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ । ଆସନ୍ତା ନଭେମ୍ବର ୩ ତାରିଖରେ ପଡିବ ଭୋଟ । କୋଭିଡ ଗାଇଡ ଲାଇନ୍ ଅନୁଯାୟୀ ନିର୍ବାଚନ ହେବ । ଏନେଇ ଭାରତୀୟ ନିର୍ବାଚନ କମିଶନ ସୂଚନା ଦେଇଛନ୍ତି । ଅକ୍ଟୋବର…

IPL ସୁପର ଓଭରରେ ୨ଟି ମ୍ୟାଚ୍ ଜିତିଛି ବେଙ୍ଗାଳୁରୁ

ଦୁବାଇ: ଆଇପିଏଲର ଦୁଇଟି ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ ସୁପର ଓଭରରେ ବିଜୟୀ ହୋଇଛି । ଗୋଟିଏ ୨୦୧୩ରେ ଖେଳାଯାଇଥିଲା । ଆଉ ଗୋଟିଏ ମ୍ୟାଚ୍ ଚଳିତ ସିଜିନର ଗତକାଲିର ମୁକାବିଲାରେ ବିଜୟୀ ହୋଇଛି ବେଙ୍ଗାଳୁରୁ । ଦିଲ୍ଲୀ ବନାମ ବେଙ୍ଗାଳୁରୁ (୨୦୧୩ IPL)୨୦୧୩ IPL ସୁପର ଓଭର ମ୍ୟାଚ୍…

ଦେଶରେ ୮୩ % ଛୁଇଁଲା ସୁସ୍ଥତା ହାର

ନୂଆଦିଲ୍ଲୀ : କ୍ରମାଗତ ଭାବରେ ଦେଶରେ କରୋନା ଆରୋଗ୍ୟଙ୍କ ସଂଖ୍ୟା ବଢିବାରେ ଲାଗିଛି । କରୋନା ଆରୋଗ୍ୟ ହାରରେ ଭାରତ ୮୩ % ପାର୍ କରିଛି । କ୍ରମାଗତ ଭାବରେ ଭାରତରେ ଆରୋଗ୍ୟଙ୍କ ହାର ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୭୦,୫୮୯ ରହିଥିବା ବେଳେ ୮୪,୮୭୭ ଜଣ…