Latest Odisha News

BREAKING NEWS

Browsing Category

ଫିଚର

ଆଜିଠୁ ବିଧାନସଭା ପରିସରରେ ହେବ କୋଭିଡ ଟେଷ୍ଟ

ଭୁବନେଶ୍ୱର: ଆସନ୍ତା ୨୯ରୁ ବସିବ ବିଧାନସଭା ଅଧିବେଶନ । ତେବେ ଏହା ପୂର୍ବରୁ ଆଜିଠାରୁ ହେବ ବିଧାନସଭା ପରିସରରେ ହେବ କରୋନା ପରୀକ୍ଷା । କାରୋନା ପରୀକ୍ଷା ବିନା ପ୍ରବେଶ ମନା ହୋଇଛି । ତିନିଦିନରେ ମନ୍ତ୍ରୀ, ବିଧାୟକ, ବିଧାନସଭା କର୍ମଚାରୀ, ସମସ୍ତ ସୁରକ୍ଷା କର୍ମଚାରୀଙ୍କର କରୋନା ପରୀକ୍ଷା…

ଓଲଟିଲା ଆମ୍ବୁଲାନ୍ସ, ଡ୍ରାଇଭର ଛୁ’

ଭଦ୍ରକ: ରୋଗୀ ନେଇ ଫେରିବା ବାଟରେ ଓଲଟିଲା ଆମ୍ବୁଲାନ୍ସ । ଭୋଗରାଇ ନହର ଗାଁରେ ଜଣେ ରୋଗୀଙ୍କୁ ପରିବାର ଲୋକେ କଟକ ଆଣିବା ବେଳେ ବିଳମ୍ବିତ ରାତିରେ ଚରମ୍ପା ନିକଟରେ ଏହି ଦୁର୍ଘଟଣା ଘଟିଛି । ଫଳରେ ଆମ୍ବୁଲାନ୍ସ ଭିତରେ ଥିବା ଗୁରୁତର ବ୍ୟକ୍ତିଙ୍କ ସହ ଦୁଇ ଭାଇ ଓ ମା’ ଆହତ ହୋଇଛନ୍ତି ।…

କଟକରେ ନାଳକୁ ଖସି ପଡିଲା କାର, ୧ ମୃତ

କଟକ: କନ୍ଦରପୁରଠାରେ ଶୁକ୍ରବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିିଯାଇଛି। ଏକ କାର ନାଳ ଭିତରେ ଖସି ପଡିବାରୁ ଚାଳକଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ନାଁ ମଞ୍ଜିତ ରୟତ ଓ ତାଙ୍କ ଘର ରାଜେନ୍ଦ୍ର ନଗରରେ ବୋଲି ଜଣାପଡିଛି । ସୂଚନାନୁସାରେ ଶୁକ୍ରବାର ରାତି ପ୍ରାୟ ୮ ଟା ସମୟରେ ମଞ୍ଜିତ…

ଦିଲ୍ଲୀର ବୋଲିଂରେ ଧରାସାୟୀ ହେଲା ଚେନ୍ନାଇ, ୪୪ ରନରେ ବିଜୟୀ ହେଲା ଡିସି

ଦୁବାଇ: ଆଇପିଏଲ ୨୦୨୦ରେ ଦ୍ୱିତୀୟ ଥର ପାଇଁ ହାରିଲା ଚେନ୍ନାଇ । ଶୁକ୍ରବାର ଖେଳାଯାଇଥିବା ମ୍ୟାଚରେ ଚେନ୍ନାଇ ଦିଲ୍ଲୀ କ୍ୟାପିଟାଲ୍ସଠାରୁ ୪୪ ରନରେ ହାରିଛି । ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯାଇଥିବା ଆଜିର ମ୍ୟାଚରେ ଟସ୍ ଜିତି ଚେନ୍ନାଇ ବୋଲିଂ ନିଷ୍ପତ୍ତି ନେଇଥିଲା । ଦିଲ୍ଲୀ…

ଓଡିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ପାଇଁ କେନ୍ଦ୍ରକୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର: କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି । ଓଡିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏହି ଚିଠି ଲେଖିଛନ୍ତି । ମୁଖ୍ୟମନ୍ତ୍ରୀ ଚିଠିରେ ଲେଖିଛନ୍ତି ଯେ, ଓଡିଶୀ…

ଆଇପିଏଲ ମହାସମର: ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲେ ଚେନ୍ନାଇ

ଦୁବାଇ: ଆଇପିଏଲର ଆଜି ଖେଳାଯାଉଥିବା ସପ୍ତମ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗସ୍ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ହେଉଛି । ତେବେ ଟସ୍ ଜିତି ଚେନ୍ନାଇ ସୁପକିଙ୍ଗସ୍ ଅଧିନାୟକ ଧୋନି ବୋଲିଂ ନିଷ୍ପତ୍ତି ନେଇଛନ୍ତି । ଚଳିତ ଥର ଚେନ୍ନାଇ ଖେଳିଥିବା ଦୁଇଟି ମ୍ୟାଚରୁ ଗୋଟିକରେ ବିଜୟ ହାସଲ…

ଓଡିଶାରୁ ସୁସ୍ଥ ହେଲେ ସର୍ବାଧିକ ୪୩୮୮ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୪୩୮୮ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଯାହାକୁ ମିଶାଇ ମୋଟ୍ ସୁସ୍ଥତାଙ୍କ ସଂଖ୍ୟା ୧୬୫୪୩୨ ଟପିଛି। ଖୋର୍ଦ୍ଧାରୁ ୭୪୪, କଟକରୁ ୪୯୬, ପୁରୀରୁ ୧୮୩,…

‘ପିଆଜ ରପ୍ତାନି ଉପରୁ ପ୍ରତିବନ୍ଧକ ହଟାଅ’: ମହାରାଷ୍ଟ୍ର ମନ୍ତ୍ରୀ

ମହାରାଷ୍ଟ୍ର: କୃଷି ମନ୍ତ୍ରୀ ସନ୍ଦୀପ ଭୁମେ ପିଆଜ ରପ୍ତାନି ଉପରେ ଲାଗିଥିବା ପ୍ରତିବନ୍ଧକକୁ ପ୍ରତ୍ୟାହାର କରିବାକୁ କେନ୍ଦ୍ରକୁ ଅନୁରୋଧ କରିଛନ୍ତି। କେନ୍ଦ୍ରକୁ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଲେଖିଥିବା ଚିଠିରେ ସେ ଏହି ଦାବି କରିଛନ୍ତି। ଚିଠିରେ କୁହାଯାଇଛି ଯେ ପିଆଜ…

କରୋନା ମୁକାବିଲା ପାଇଁ ରାଜଧାନୀରେ ହେଲା ଆଉ ୬୦ ଆଇସିୟୁ ବେଡ୍‌ର ବ୍ୟବସ୍ଥା : ବିଏମସି କମିଶନର

ଭୁବନେଶ୍ୱର : ରାଜଧାନୀରେ ୩ ହଜାର ୬୮୩ ଜଣ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି । କିନ୍ତୁ ସେମାନଙ୍କ ମଧ୍ୟରେ ୭୫ ପ୍ରତିଶତ ଘରେ ସଙ୍ଗରୋଧରେ ଅଛନ୍ତି । ଏ ନେଇ ଆଜି ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କମିଶନର…

ଆସିଲା ବିହାର ନିର୍ବାଚନ ସୂଚୀ: ଜାଣନ୍ତୁ ଜରୁରୀ ତାରିଖ

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ପାଇଁ ଶୁକ୍ରବାର ନିର୍ବାଚନ ଆୟୋଗ (ଇସିଆଇ) ଘୋଷଣା କରିଛି। ଅକ୍ଟୋବର ୨୮, ନଭେମ୍ବର ୩ ଏବଂ ୭ ରେ ତିନୋଟି ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ ଏବଂ ନଭେମ୍ବର ୧୦ ରେ ଫଳାଫଳ ଘୋଷଣା କରାଯିବ। ବିଶ୍ୱରେ କରୋନା ମହାମାରୀ ମଧ୍ୟରେ ଏହା ଭାରତରେ ହେବାକୁ…