Latest Odisha News

BREAKING NEWS

Browsing Category

ଫିଚର

ଲଙ୍ଗୁଳି ମଠ ଉଚ୍ଛେଦକୁ ବିରୋଧ, ମେଳି ବାନ୍ଧିଲେ ନାଗା ସାଧୁ

ପୁରୀ: ଶ୍ରୀମନ୍ଦିର ଚାରିପଟର ବିକାଶ ପାଇଁ ସିଂହଦ୍ୱାର ସମ୍ମୁଖରେ ଥିବା ଲଙ୍ଗୁଳି ମଠକୁ ଭାଙ୍ଗି ଦିଆଯାଇଛି । ଏପରିକି ମେଘନାଦ ପାଚେରି ନିକଟରେ ଥିବା ନାଗା ସାଧୁଙ୍କ ଧୂନା ଗାଦିକୁ ବନ୍ଦ କରି ଦିଆଯାଇଛି। ଏଠାରେ ଥିବା ତ୍ରିଶୂଳ, ବାନା ଆଦିକୁ କାଢ଼ି ନିଆଯାଇଛି। ଏହା ବିରୋଧରେ ନାଗା ସାଧୁମାନେ…

NCBରେ ହାଜର ହେଲେ ଦୀପିକା, ଚାଲିଛି ଜେରା

ମୁମ୍ବାଇ: ମୁସ୍‌କିଲ୍‌ରେ ମସ୍ତାନୀଗାର୍ଲ ଦୀପିକା ପାଦୁକୋନ । ବଲିଉଡ ଡ୍ରକ୍ସ ଲିଙ୍କ ମାମଲାରେ ଫସିଛନ୍ତି ଡିମ୍ପଲଗାର୍ଲ ଦୀପିକା । ଜେରା ପାଇଁ ଆଜି ମୁମ୍ବାଇ ସ୍ଥିତ ଏନ୍‌ସିବି ଗେଷ୍ଟ ହାଉସ ଦୀପିକା ପାଦୁକୋନ ହାଜର ହୋଇଛନ୍ତି । ଏନ୍‌ସିବି ତାଙ୍କୁ ଡ୍ରଗ୍ସ ଲିଙ୍କ ନେଇ ଜେରା କରୁଛି ।…

ବରଗଡରେ ନକଲି କରୋନା ଟୀକା !

ବରଗଡ: ବରଗଡରେ ନକଲି କରୋନା ଟୀକା । ବରଗଡ ଜିଲ୍ଳା ଭେଡେନ୍ ଥାନା ରୋଷଡା ଗାଁ ରେ ନକଲି କରୋନା ଔଷଧ ପ୍ରସ୍ତୁତ କରୁଥିବା ଅଭିଯୋଗରେ ଚଢ଼ାଉ ହୋଇଛି । ସମ୍ବଲପୁର ଡ୍ରଗ୍ସ ଇନ୍‌ସପେକ୍ଟର ଓ ପୋଲିସ ମିଳିତ ଭାବେ ଚଢ଼ାଉ କରିଛନ୍ତି । ରେଡ୍ ବେଳେ ବିପୁଳ ପରିମାଣରେ ଔଷଧ ଖୋଳ, ପାଉଡର ଓ ରସାୟନକ ପଦାର୍ଥ…

ଜାତିସଂଘ ସାଧାରଣ ସଭାକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ, ଫୋକସରେ ଏସବୁ ପ୍ରସଙ୍ଗ

ନୂଆଦିଲ୍ଲୀ: ମିଳିତ ଜାତିସଂଘ ସାଧାରଣ ସଭାର ବାର୍ଷିକ ବୈଠକ ଚାଲିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାତି ୯ଟାରେ (ଭାରତୀୟ ସମୟ ସନ୍ଧ୍ୟା ୬.୩୦) ସାଧାରଣ ସଭାକୁ ସମ୍ବୋଧିତ କରିବେ । ଭିଡିଓ କନଫରେନ୍ସିଂ ଜରିଆରେ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିଜ ସମ୍ବୋଧନରେ…

ଆଜିଠୁ ବୁର୍ଲା ଭିସୁଟ୍ ବନ୍ଦ

ସମ୍ବଲପୁର: ଆଜିଠୁ ୪ ଦିନ ପାଇଁ ବନ୍ଦ ରହିବ ସମ୍ବଲପୁର ଭିସୁଟ୍ । କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଯୋଗୁଁ ଭିସୁଟ୍‌କୁ ଆଜିଠୁ ମଙ୍ଗଳବାର ଯାଏଁ ବନ୍ଦ ପାଇଁ ଘୋଷଣା କରାଯାଇଛି । ଆଜିଠୁ ଅର୍ଥାତ ଶନିବାର ଓ ରବିବାରକୁ ମିଶାଇ ମଙ୍ଗଳବାର ପର୍ଯ୍ୟନ୍ତ ଏହାକୁ ବନ୍ଦ ରଖିବାକୁ ଭିସୁଟ୍ କୂଳପତି…

ଦେଶରେ ୫୯ ଲକ୍ଷ ଟପିଲା କରୋନା କେସ୍, ମୃତ୍ୟୁସଂଖ୍ୟା ୯୩ ହଜାର

ନୂଆଦିଲ୍ଲୀ: ଦେଶର କରୋନା ମହାମାରୀ ମାଡ଼ି ମାଡ଼ି ଚାଲିଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୮୫ ହଜାର ୩୬୨ ନୂଆ ଆକ୍ରାନ୍ତ । ଏହାକୁ ମିଶାଇ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୫୯ ଲକ୍ଷ ୩ହଜାର ୯୩୩କୁ ବୃଦ୍ଧି ପାଇଛି । ଦେଶେ ଏବେ ଲକ୍ଷେ ମୁହାଁ ହୋଇଛି କରୋନା ମୃତ୍ୟୁସଂଖ୍ୟା । ଏଣିକି…

ଡାକ୍ତର ଦମ୍ପତି ନିର୍ମାଣ କଲେ ହଳଧର ସଂଗ୍ରହାଳୟ ସାଧନା କୂଟୀର

ବରଗଡ: ପଶ୍ଚିମ ଓଡିଶାର ବିଶିଷ୍ଟ କବି ପଦ୍ମଶ୍ରୀ ହଳଧର ନାଗ । ସାହିତ୍ୟ କ୍ଷେତ୍ରରେ ନିଜର ଅବଦାନ ପାଇଁ ସେ ପାଇଛନ୍ତି ଅନେକ ପୁରସ୍କାର । ଏହି ପୁରସ୍କାର ଓ ତାଙ୍କ ସାହିତ୍ୟକୃତୀର ଗୋଟିଏ ସ୍ଥାନରେ ସୁରକ୍ଷିତ ରଖିବା ପାଇଁ ଡାକ୍ତର ଦମ୍ପତି ସଂଗ୍ରାମୀପୀଠ ଘେଁସଠାରେ ନିର୍ମାଣ କରିଛନ୍ତି…

ବ୍ରାଣ୍ଡ ଅସଲି ମାଲ୍ ନକଲି: ପୁଣି ନକଲି ସସ୍ କାରଖାନା ଉପରେ ରେଡ୍‌

କଟକ: ପୁଣି ବ୍ରାଣ୍ଡ ଅସଲି ମାଲ୍ ନକଲି । ଅସଲି ବ୍ରାଣ୍ଡରେ ବିକ୍ରି ହେଉଥିଲା ନକଲି ମାଳ୍ । କଟକରୁ ପୁଣି ଥରେ ନକଲି ସସ୍ କାରଖାନା ଠାବ ହୋଇଛି । କଟକ ଜଗତପୁର ଆଇବି ରୋଡ୍‌ରେ ଏକ ନକଲି ସସ୍ କାରଖାନା ଉପରେ ପୋଲିସ ଚଢ଼ାଉ କରିଛି । ବିପୁଳ ପରିମାଣର ନକଲି ସସ୍ ଓ ପ୍ରସ୍ତୁତରେ ବ୍ୟବହୃତ ସାମଗ୍ରୀ…

ଡ୍ରଗ୍ସ ଲିଙ୍କ: ଆଜି NCB ଜେରାର ସାମନା କରିବେ ଦୀପିକା-ସାରା-ଶ୍ରଦ୍ଧା

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ସାମନାକୁ ଆସିଥିବା ଡ୍ରଗ୍ସ ଲିଙ୍କରେ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ସ୍କାନରରେ ବଲିଉଡ୍ । ଆଜି ଏହି ମାମଲାରେ ଏନସିବି ଦୁଆରେ ହାଜର ହେବେ ବଲିଉଡର ମସ୍ତାନୀ ଦୀପିକା ପାଦୁକୋନ । ତାଙ୍କ ସହ ଆଜି ସାରା ଅଲ୍ଲୀ ଖାନ୍ ଓ ଶ୍ରଦ୍ଧା କପୁର ବି…

ବିଧାନସଭା ଅଧିବେଶନ: ବିନା କରୋନା ପରୀକ୍ଷାରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରବେଶ ମନା

ଭୁବନେଶ୍ୱର: ଆସନ୍ତା ୨୯ ତାରିଖରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ । ଏହା ୨୯ରୁ ଆରମ୍ଭ ହୋଇ ଅକ୍ଟୋବର ୭ ଯାଏଁ ଚାଲିବ । ତେବେ ଏହି ସମୟରେ ସମସ୍ତ ପ୍ରକାରର କୋଭିଡ ଗାଇଡଲାଇନ୍ ପାଳନ କରାଯିବ । ବିଧାନସଭା ସମୟରେ ଯେଉଁ ଗଣମାଧ୍ୟମ କର୍ମଚାରୀ କଭରେଜ ପାଇଁ ଯିବେ ସେମାନଙ୍କ ମଧ୍ୟ…