Latest Odisha News

BREAKING NEWS

Browsing Category

ଫିଚର

ଇସ୍ରାଏଲ ସେନା କବ୍ଜାରେ ଗାଜା ସଂସଦ ଭବନ: ବନ୍ଧକଙ୍କୁ ଛାଡିବା ପାଇଁ ହମାସ ଦେଲା ଅଫର

ଗାଜା:ଇସ୍ରାଏଲ ଏବଂ ପାଲେଷ୍ଟାଇନ ସଂଗଠନ ହମାସ ମଧ୍ୟରେ ଯୁଦ୍ଧ ଆଜି ୪୧ ଦିନରେ ପହଞ୍ଚିଛି । ଏହି ଯୁଦ୍ଧରେ ଇସ୍ରାଏଲି ସେନାକୁ ବଡ ସଫଳତା ମିଳିଛି । ଇସ୍ରାଏଲ ଡିଫେନ୍ସ ଫୋର୍ସର ସେନା ଗାଜାରେ ହମାସର ସଂସଦ ସମେତ ଅନ୍ୟ ପ୍ରତିଷ୍ଠାନକୁ ନିଜ କବ୍ଜାକୁ ନେଇ ଯାଇଛନ୍ତି ବୋଲି ଦାବି କରିଛନ୍ତି ।…

ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଟିପ୍ପଣୀ ଦେଇଥିବାରୁ ଆପ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କୁ ନୋଟିସ ଜାରି କଲେ ନିର୍ବାଚନ…

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଅପମାନଜନକ ଟିପ୍ପଣୀ ଦେଇଥିବା ଅଭିଯୋଗରେ ଆମ ଆଦମୀ ପାର୍ଟିକୁ ନିର୍ବାଚନ କମିଶନର ନୋଟିସ ଜାରି କରିଛନ୍ତି । ଏହା ବ୍ୟତୀତ କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ମଧ୍ୟ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଅସତ୍ୟ ବୟାନ…

ପରଲୋକରେ ସାହାରା ଗ୍ରୁପ ଅଧ୍ୟକ୍ଷ ସୁବ୍ରତ ରୟ

ନୂଆଦିଲ୍ଲୀ: ମଙ୍ଗଳବାର ବିଳମ୍ବିତ ରାତିରେ ହୃଦଘାତ ଯୋଗୁଁ ମୁମ୍ବାଇରେ ସାହାରା ଗ୍ରୁପ୍ର ଅଧ୍ୟକ୍ଷ ସୁବ୍ରତ ରୟଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। ଭାରତର ଅନ୍ୟତମ ପ୍ରମୁଖ ବ୍ୟବସାୟୀ ସୁବ୍ରତ ରାୟ ସାହାରା ଇଣ୍ଡିଆର ପ୍ରତିଷ୍ଠାତା ଥିଲେ। ରୟ ୨୦୦୨ରେ…

ସ୍କୁଲ ପିଲାଙ୍କ ଦୀର୍ଘଦିନର ସମସ୍ୟା ଦୂର କରି ନିଆରା ଢଙ୍ଗରେ ଶିଶୁଦିବସ ପାଳିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ଵର: ପବିତ୍ର ଶିଶୁ ଦିବସ ଅବସରରେ ଫୁଟ୍ ଓଭର ବ୍ରିଜ ଲୋକାର୍ପଣ କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ। ଆଜିର ଶିଶୁ କାଲିର ଭବିଷ୍ୟତ। ଶିଶୁମାନେ ହେଉଛନ୍ତି ଦେଶର ଶକ୍ତି ଓ ପ୍ରଗତିର ସୂତ୍ରଧର। ପିଲାଙ୍କ ଭବିଷ୍ୟତର ପ୍ରଥମ ସିଢି ବିଦ୍ୟାଳୟ। ତେଣୁ ସେମାନେ କିପରି ସିୁରକ୍ଷିତ ବିଦ୍ୟାଳୟ ଯିବେ…

୧୨ ପ୍ରସ୍ତାବକୁ କ୍ୟାବିନେଟ୍ ମୋହର, ମେଟ୍ରୋ ରେଳ ପ୍ରକଳ୍ପ ଡିପିଆର୍‌କୁ ମଞ୍ଜୁରୀ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍ ବୈଠକ ଶେଷ ହୋଇଛି ଏବଂ ଏହି ବୈଠକରେ ୧୨ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରାଯାଇଛି। ଆଉ ପାଦେ ଆଗେଇଲା କଟକ-ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପ। ମେଟ୍ରୋ ରେଳ…

ପାକିସ୍ତାନ ଖେଳାଳିଙ୍କ ମୁଣ୍ଡ ଖରାପ ହୋଇଯାଇଛି, ଏଥର ଐଶ୍ଚର୍ଯ୍ୟାଙ୍କ ପ୍ରତି ଅଭଦ୍ର ଟିପ୍ପଣୀ

କରାଚୀ: ୨୦୨୩ ଦିନିକିଆ ବିଶ୍ୱକପ କ୍ରିକେଟରୁ ପାକିସ୍ତାନ ବିଦା ହୋଇଯାଇଛି । ଏବେ ଏହା ସେମାନଙ୍କ ବତର୍ମାନ ଓ ପୂର୍ବତନ ଖେଳାଳିଙ୍କ ମୁଣ୍ଡ ଖରାପ କରି ଦେଇଛି । ପରାଜୟକୁ ଗ୍ରହଣ କରି ନ ପାରିବା ଯୋଗୁ ବିବାଦୀୟ ବୟାନ ଦେବାରେ ଲାଗିଛନ୍ତି । ଏବେ ଏକ କାର୍ଯ୍ୟକ୍ରମ ଅବସରରେ ପୂର୍ବତନ ଖେଳାଳି…

ଶିଶୁ ମହୋତ୍ସବ ‘ସୁରଭି’: ‘ଆକାଂକ୍ଷୀ ପାଭିଲିୟନ୍‌‌’ରେ ପ୍ରଦର୍ଶିତ ହେବ ବିଦ୍ୟାଳୟ ରୂପାନ୍ତରଣ ଚିତ୍ର

ଭୁବନେଶ୍ବର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଶିଶୁ ଦିବସ ଅବସରରେ ଅନୁଷ୍ଠିତ ହୋଇଛି ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’। ରାଜଧାନୀ ଭୁବନେଶ୍ବର ୟୁନିଟ୍-୯ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଆରମ୍ଭ ହୋଇଛି ୩ ଦନିଆ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସୁରଭି । ସୁରଭିରେ ଦେଖିବାକୁ ମିଳିଛି…

ରାଗିଛନ୍ତି ଅଜିତ ପାୱାର, ଭାଙ୍ଗିଦେବେ ସିନ୍ଦେ ସରକାର!

ଭୁବନେଶ୍ୱର: ମହାରାଷ୍ଟ୍ର ରାଜନୀତିରେ ଆଜିଯାଏ ମଧ୍ୟ ସ୍ଥିରତା ଆସିବା ଦେଖାଯାଉ ନାହିଁ। ସିନ୍ଦେ ଗୋଷ୍ଠୀ ଶିବସେନା ବିଧାୟକଙ୍କ ଅଯୋଗ୍ୟ ଘୋଷଣା ସମ୍ପର୍କିତ ପ୍ରସଙ୍ଗ ହେଉ କିମ୍ବା ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କିମ୍ବା ଏନସିପି ଅଜିତ ପାୱାର ଗୋଷ୍ଠୀକୁ ନେଇ ଅଡୁଆ। ଏମିତି ଅନେକ ପ୍ରସଙ୍ଗକୁ…

ଦଳ ବିଦ୍ରୋହୀ ନେତାଙ୍କୁ ଧମକାଇଲା କଂଗ୍ରେସ, ସହଯୋଗ କର ନ ହେଲେ ଭୋଗିବ !

ଭୁବନେଶ୍ୱର: ରାଜସ୍ଥାନରେ ବିଦ୍ରୋହୀ ନେତାମାନେ ପ୍ରମୁଖ ଦଳ ଗୁଡ଼ିକର ଅଡୁଆ ବଢାଇଛନ୍ତି। ଉଭୟ ଶାସକ ଦଳ କଂଗ୍ରେସ ଓ ବିଜେପିର ବହୁ ନେତା ସ୍ୱାଧୀନ ଭାବେ ଲଢ଼ୁଥିବା ବେଳେ ବହୁ ନେତା ଅସନ୍ତୁଷ୍ଟ ହୋଇ ଦଳୀୟ ପ୍ରାର୍ଥୀଙ୍କୁ ହରାଇବାକୁ ଉଦ୍ୟମରେ ଲାଗି ପଡିଛନ୍ତି। ଏଥିରେ କଂଗ୍ରେସ ସବୁଠୁ ଅଧିକ…

ସେମିଫାଇନାଲରେ କୋହଲିଙ୍କ ପ୍ରଦର୍ଶନ ଭାରତୀୟ ପ୍ରଶଂସକଙ୍କୁ ଡରାଉଛି

ମୁମ୍ବାଇ: ୨୦୨୩ ଦିନିକିଆ ବିଶ୍ୱକପ କ୍ରିକେଟର ସେମିଫାଇନାଲ ମ୍ୟାଚ ବୁଧବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ । ୧୦ ବର୍ଷ ଧରି ଆଇସିସି ଟ୍ରଫି ଜିତି ନ ଥିବା ଭାରତ ଏଥର ସୁଯୋଗ ହାତଛଡା କରିବା ଲକ୍ଷ୍ୟରେ ନାହିଁ । ସେମିଫାଇନାଲରେ ପରାଜିତ ହେବା, ନ୍ୟୁଜିଲାଣ୍ଡ ବିପକ୍ଷରେ ଖରାପ ରେକର୍ଡ…