Latest Odisha News

BREAKING NEWS

Browsing Category

ଫିଚର

କୋଲ୍ଡ ୱାର ସିକ୍ୟୁରିଟି ଟ୍ରିଟିକୁ ସସପେଣ୍ଡ କଲା ନାଟୋ

ୱାଶିଂଟନ: ନର୍ଥ ଆଟଲାଂଟିକ ଟ୍ରିଟି ଅର୍ଗାନାଇଜେଶନ (ନାଟୋ) କୋଲ୍ଡ ୱାର ସମୟରେ ସୋଭିଏଟ ସଂଘ( ବର୍ତମାନ ରୁଷ) ସହ କରିଥିବା ସିକ୍ୟୁରିଟି ଟ୍ରିଟିକୁ ସସପେଣ୍ଡ କରିଛି । ପୂର୍ବରୁ ରୁଷ ଏହି ଟ୍ରିଟିରୁ ଅଲଗା ହେବା ଫଳରେ ଏହାର ମାନେ କିଛି ରହି ନ ଥିଲା ବୋଲି ନାଟୋ ପକ୍ଷରୁ କୁହା ଯାଇଥିଲା । ରୁଷ…

ସିଏଆର ଉଲ୍ଲଂଘନ ମାମଲାରେ ଡିଜିସିଏର କାର୍ଯ୍ୟାନୁଷ୍ଠାନ, ଏୟାର ଇଣ୍ଡିଆକୁ ୧୦ ଲକ୍ଷ ଜରିମାନା

ନୂଆଦିଲ୍ଲୀ: ସିଏଆର ଉଲ୍ଲଂଘନ ମାମଲାରେ ଏୟାର ଇଣ୍ଡିଆକୁ ୧୦ ଲକ୍ଷ ଟଙ୍କା ଜରିମାନା କରାଯାଇଛି। ଡିଜିସିଏ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବେସାମରିକ ବିମାନ ଚଳାଚଳ ନିଗମ (ଡିଜିସିଏ) ବେସାମରିକ ବିମାନ ଚଳାଚଳ ଆବଶ୍ୟକତା (ସିଏଆର) ପୂରଣ ନକରି ଥିବାରୁ ଏୟାର ଇଣ୍ଡିଆ ଉପରେ…

ସୋସିଆଲ ନିଶା କବଳରେ ବିଗ୍-ବି; ଜାଣିପାରୁନାହାନ୍ତି କେତେବେଳେ ବିତିଯାଉଛି ୨-୩ ଘଣ୍ଟା

ମୁମ୍ବାଇ: ବଲିଉଡ୍‌ ନାମୀ ଦାମୀ ଏବଂ ବ୍ୟସ୍ତବହୁଳ ଅଭିନେତାମାନଙ୍କ ମଧ୍ୟରୁ ଅମିତାଭ ବଚ୍ଚନ ଅନ୍ୟତମ। ଚଳଚ୍ଚିତ୍ରଠାରୁ ଆରମ୍ଭ କରି ବିଜ୍ଞାପନ ପର୍ଯ୍ୟନ୍ତ ସେ ସମସ୍ତ କାର୍ଯ୍ୟ କରନ୍ତି। ତାଙ୍କୁ ଇଣ୍ଡଷ୍ଟ୍ରିରେ କିଏ ବା ନଜାଣେ। ଛୋଟରୁ ବଡ଼ ଯାଏ ସମସ୍ତେ ତାଙ୍କର ଫ୍ୟାନ୍‌। ଏହା ବ୍ୟତୀତ ସେ କୋନ…

ଇବ୍ରାହିମଙ୍କ ସ୍ମରଣୀୟ ଶତକ, ଅଷ୍ଟ୍ରେଲିଆ ନିକଟରେ ୨୯୨ ରନର ଲକ୍ଷ୍ୟ

ୱାଙ୍ଖେଡ: ଚଳିତ ବିଶ୍ୱକପ କ୍ରିକେଟରେ ଆଫଗାନିସ୍ତାନ ଟିମର ପ୍ରଦର୍ଶନ ଏ ପର୍ଯ୍ୟନ୍ତ ପ୍ରଶଂସନୀୟ ରହିଛି । ମଙ୍ଗଳବାର ଇବ୍ରାହିମ ଜାର୍ଡାନଙ୍କ ଐତିହାସିକ ଶତକ ବଲରେ ଆଫଗାନିସ୍ତାନ ୨୯୨ ରନର ଲକ୍ଷ୍ୟ ଅଷ୍ଟ୍ରେଲିଆ ସମ୍ମୁଖରେ ରଖିଛି । ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ୫ ୱିକେଟ ବିନିମୟରେ…

ମାଉସୀ ଘରକୁ ଲକ୍ଷ୍ମୀ ପୂଜା ଦେଖିବାକୁ ଆସି ନଦୀରେ ବୁଡିଗଲେ ନାବାଳକ

ଯାଜପୁର : ଯାଜପୁର ସଦର ଥାନା ବୈତରଣୀ ନଦୀ ଶାଖା ବୁଢାନଦୀ ଘାଟରେ ଅଭାବନୀୟ ଘଟଣା ଘଟିଛି । ନଦୀକୁ ଗାଧୋଇବାକୁ ଯାଇ ବୁଡିଯାଇ ଜଣେ ନାବଳକର ମୃତ୍ୟୁ ଘଟିଛି  । ମୃତକ ସାନସୁଆର ଅଞ୍ଚଳର ଲିପୁନ ଜେନା ବୋଲି ଜଣାପଡିଛି । ସୂଚନା ଅନୁସାରେ ଲିପୁନ୍ ଲକ୍ଷ୍ମୀ ପୂଜା ଦେଖିବାକୁ ତାର ମାଉସୀ ଘରକୁ…

ପ୍ୟାରିସ ବିମାନ ବନ୍ଦରରେ ନମାଜ ପଡିଲେ ଲୋକେ: ଭିଡିଓ ଭାଇରାଲ ହେବା ପରେ ହଙ୍ଗାମା

ପ୍ୟାରିସ:ଫ୍ରାନ୍ସର ରାଜଧାନୀ ପ୍ୟାରିସ ସ୍ଥିତ ଚାର୍ଲସ ଡି ଗାଲ ବିମାନ ବନ୍ଦରରେ ମୁସଲିମ ସଂପ୍ରଦାୟର ଲୋକେ ପଢିଲେ ନମାଜ । ଏହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଭାଇରାଲ ଫଟୋ ଦେଖିବା ପରେ  ବଢିଲା ବିବାଦ । ବିବାଦ ଉଗ୍ର ରୂପ ନେଉଥିବା ଦେଖି ବିମାନବନ୍ଦର ପରିଚାଳନା ଦାୟିତ୍ୱରେ…

ଡନ ୩ରେ ପ୍ରିୟଙ୍କାଙ୍କ ଏଂଟ୍ରି

ମୁମ୍ବାଇ: ଡନ ଫ୍ରାଂଚାଇଜର ତୃତୀୟ ସଂସ୍କରଣ ପାଇଁ ମେକର୍ସଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏଥର ଶାହାରୁଖ ଖାଁଙ୍କ ବଦଳରେ ରଣବୀର ସିଂ ଡନ ଭୂମିକାରେ ଅବତୀର୍ଣ୍ଣ ହେବେ । ସ୍ପଟବୟ ରିପୋର୍ଟ ଅନୁସାରେ ଡନ ୩ରେ ପ୍ରିୟଙ୍କା ଚୋପ୍ରା ଅଭିନୟ କରିବେ । ୨୦୦୬ ଓ ୨୦୧୧ ସଂସ୍କରଣରେ…

ବନ୍ଧୁକ ମୁନରେ ଶିକ୍ଷୟିତ୍ରୀଙ୍କଠାରୁ ଲୁଟ୍

ଆନନ୍ଦପୁର : ବନ୍ଧୁକ ମୁନରେ ଶିକ୍ଷୟିତ୍ରୀଙ୍କଠାରୁ ଲୁଟ୍। ଆନନ୍ଦପୁର ସୋସୋ ଥାନା ଆମ୍ବଗଡ଼ିଆ ଛକ ନିକଟରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି  । ଜଣେ ଶିକ୍ଷୟିତ୍ରୀ ସ୍କୁଲରୁ ସ୍କୁଟି ଯୋଗେ ଫରୁଥିବାବେଳେ କିଛି ଦୁର୍ବୁତ୍ତ ତାଙ୍କୁ ଅଟକାଇଥିଲେ । ଏବଂ  ବନ୍ଧୁକ ଦେଖାଇ ତାଙ୍କଠାରୁ…

ବାଜି ଲଗେଇ ଗୁଲୁଗୁଲା ଖାଇଲେ, ଜୀବନ ହାରିଲେ

ବାରିପଦା:ଖାଇବା ପ୍ରତିଯୋଗିତାରେ ଭାଗ ନେବା ହେଲା କାଳ । ଅଧିକ ଖାଇ ପ୍ରତିଯୋଗିତା ଜିତିବା ଆଶାରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ମୃତ ବ୍ୟକ୍ତିଙ୍କ ଘର ମୟୂରଭଞ୍ଜ ଜିଲ୍ଲାରେ । ଗତ ରବିବାର ଦିନ ମୋରଡା ବ୍ଲକର ଦାନ୍ତିଆମୁହାଁ  ଗାଁରେ ଗୁଲୁଗୁଲା ଖାଇବା ପ୍ରତିଯୋଗିତା ଚାଲିଥିଲା। ଏହି…

ରଶ୍ମିକାଙ୍କ ପରେ କ୍ୟାଟ୍ରିନାଙ୍କ ଡିପଫେକ୍ ଭିଡିଓ ନେଇ ସୋସିଆଲ ଝଡ଼

ମୁମ୍ବାଇ: ବର୍ତ୍ତମାନ ଚାରିଆଡେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଉପରେ ଚାଲିଛି ଚର୍ଚ୍ଚା। ସମ୍ଭବକୁ ଅସମ୍ଭବ କରିଦେଉଛି ଏଆଇ ଟେକ୍ନୋଲୋଜୀ। ବର୍ତ୍ତମାନ ଲୋକଙ୍କ ବ୍ୟକ୍ତିଗତ ଜୀବନକୁ ପ୍ରଭାବିତ କରିବା ଦିଗରେ ବ୍ୟବହାର ହେବାରେ ଲାଗିଛି ଏହି ଟେକ୍ନୋଲୋଜି। ଯାହାର ଏକ ନେଗେଟିଭ ଇମ୍ପାକ୍ଟ…