Latest Odisha News

BREAKING NEWS

Browsing Category

ଫିଚର

ଅର୍ଜୁନଙ୍କ ପରେ ଏବେ ମଲାଇକା ମଧ୍ୟ କରୋନା ପଜିଟିଭ

ମୁମ୍ବାଇ: ବଲିଉଡ ଅଭିନେତା ଅର୍ଜୁନ କାପୁରଙ୍କ ପରେ ଏବେ ମଲାଇକା ଆରୋରା ମଧ୍ୟ କରୋନା ପଜିଟିଭ ଥିବା ଜଣାପଡିଛି । ଟାଇମ୍ସ ଅଫ ଇଣ୍ଡିଆ ଖବର ମୁତାବକ ମଲାଇକା ଏହା ସ୍ପଷ୍ଟ ମଧ୍ୟ କରିଛନ୍ତି । ସେ କହିଛନ୍ତି, ହଁ ମୁଁ କରୋନା ପଜଟିଭି ଥିବା ଜଣାପଡିଛି । ଘରେ କ୍ୱାରେଂଟାଇନରେ ରହିବା ପାଇଁ…

ବିବାହ ବିଚ୍ଛେଦକୁ ନେଇ ମୁହଁ ଖୋଲିଲେ ଅଭିନେତା ଅନୁଭବ

କଟକ: ଅଭିନେତାରୁ ରାଜନେତା ପାଲଟିଥିବା ଅନୁଭବ ମହାନ୍ତିଙ୍କ ବିରୋଧରେ ପତ୍ନୀ ନିର୍ଯ୍ୟାତନା ଅଭିଯୋଗ ଆଣିଥିଲେ । ଯାହାର ଗୋଟିଏ ଦିନ ପରେ ବିବାହ ବିଚ୍ଛେଦକୁ ନେଇ ମୁହଁ ଖୋଲିଛନ୍ତି ନିଜେ ଅନୁଭବ । ଜାଣନ୍ତୁ, ଏହି ପ୍ରସଙ୍ଗରେ ଅନୁଭବ କ’ଣ ସବୁ କହିଛନ୍ତି ଏବଂ ପତ୍ନୀ ବର୍ଷାଙ୍କ ବିରୋଧରେ…

ଭାରତରେ ଆତଙ୍କବାଦୀ ମେମୋରିଆଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ !

ଜାମ୍ମୁ ଓ କାଶ୍ମୀର: ଚାଲିଥିଲା ଆତଙ୍କବାଦୀ ସ୍ମାରକୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ । ଖବର ପାଇ ଚଢାଉ କରିଥିଲା ପୋଲିସ । ଆତଙ୍କବାଦୀ ନାଁରେ ବଣ୍ଟାଯାଇଥିଲା ଜର୍ସି । ଦେଶ ବିରୋଧୀ କାର୍ଯ୍ୟାକଳାପ ଆଇନ ଅନୁଯାୟୀ ଗିରଫ ହେଲେ ୧୦ ଯୁବ କ୍ରିକେଟ୍ ଖେଳାଳି । ୟୁଏପିଏ ବା (Unlawful Activities…

ଆସନ୍ତାକାଲିଠୁ କୋଭାକ୍ସିନର ୨ୟ ପର୍ଯ୍ୟାୟ ଟ୍ରାଏଲ୍ ଆରମ୍ଭ

ନୂଆଦିଲ୍ଲୀ: ଆସନ୍ତା ସୋମବାର ଦିନଠାରୁ କରୋନା ଟିକା କୋଭାକ୍ସିନର ୨ୟ ପର୍ଯ୍ୟାୟ ଟ୍ରାଏଲ୍ ଆରମ୍ଭ ହେବା ନେଇ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି । ଆଇସିଏମଆର ଏବଂ ନ୍ୟାସନାଲ୍ ଇନଷ୍ଟିଚୁ୍ୟଟ୍ ଅଫ୍ ଭାଇରୋଲୋଜିର ସହଭାଗିତାରେ ହାଇଦ୍ରାବାଦ ସ୍ଥିତ ଭାରତ ବାୟୋଟେକ୍ ଦ୍ୱାରା କୋଭାକ୍ସିନ ଟିକା…

ଅନୁଭବଙ୍କ ଅଭିଯୋଗ; ସମ୍ପର୍କ ରଖିବାକୁ ଚାହୁଁନଥିଲେ ବର୍ଷା

କଟକ: ଜଣାଶୁଣା ଅଭିନେତା ତଥା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ବିରୁଦ୍ଧରେ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଘରୋଇ ହିଂସାର ଅଭିଯୋଗ ଆଣିଛନ୍ତି । ତେବେ ବର୍ଷାଙ୍କ ଅଭିଯୋଗର ଗୋଟିଏ ଦିନ ପରେ ଏହା ଜଣାପଡିଛି ଯେ, ଚଳିତ ବର୍ଷ ଜୁଲାଇ ୭ ତାରିଖରେ ନୂଆଦିଲ୍ଲୀର ପଟିଆଲା…

ସୋମବାରଠୁ ଆରମ୍ଭ ହେବ + ୨ ଛାତ୍ରଛାତ୍ରୀଙ୍କ ଟିଭି କ୍ଲାସ

ଭୁବନେଶ୍ୱର: ସୋମବାର ଠାରୁ ଯୁକ୍ତ ୨ ଛାତ୍ରଛାତ୍ରୀଙ୍କର ଟିଭି କ୍ଲାସ ଆରମ୍ଭ ହେବାକୁ ଯାଉଛି । ଆସନ୍ତା ୨୦୨୧ ମସିହାରେ ଫାଇନାଲ୍ ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଓଡ଼ିଶା ସରକାର ଟିଭି କ୍ଲାସ୍ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସ୍କୁଲ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର…

ବିଧାୟକଙ୍କ କରୋନା ଟେଷ୍ଟ ନେଇ ଆସନ୍ତାକାଲି ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ୱର ୩୦ ପୂର୍ବରୁ ବସିବ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ । ତାପୂର୍ବରୁ ଜଣଙ୍କ ପରେ ଜଣେ ମନ୍ତ୍ରୀ ଓ ବିଧାୟକ କରୋନା ସଂକ୍ରମିତ ହେଉଛନ୍ତି । ଅଧିବେଶନ ଆଗରୁ ବିଧାୟକଙ୍କ କୋଭିଡ୍ ଟେଷ୍ଟ ହେବ କି ନାହିଁ, ସେନେଇ ଆସନ୍ତାକାଲି ବସୁଛି ଗୁରୁତ୍ୱପୂର୍ଣ୍ଣ ବୈଠକ…

ବରଗଡ଼ରେ ମାଡୁଛି ମହାମାରୀ, ପାଞ୍ଚ ଦିନରେ ଏତେ !

ବରଗଡ଼: ପଶ୍ଚିମ ଓଡ଼ିଶାରେ କରୋନାର ରେଡହଟ୍ ଜିଲ୍ଲା ପାଲଟିଲାଣି ବରଗଡ଼ । ଜିଲ୍ଲାରୁ ପ୍ରତିଦିନ ଗଣ୍ଡା ଗଣ୍ଡା ସଂକ୍ରମିତ ବାହାରୁଛନ୍ତି । ଗତ ୨୪ ଘଣ୍ଟାରେ ୩୯୬ ଜଣ ଆକ୍ରାନ୍ତ ହୋଇଛନ୍ତି । ଯାହାକି ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ସର୍ବାଧିକ । ଏହାକୁ ମିଶାଇ ବରଗଡ଼ରେ ଆକ୍ରାନ୍ତଙ୍କ ସଂଖ୍ୟା ୩…

ଡ୍ରଗ୍ସ ଲିଙ୍କ: ତିନି ଜଣ ବନ୍ଧା ହେଲେଣି, ଏଥର ରିୟାଙ୍କ ପାଳି !

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ଓ ଡ୍ରଗ୍ସ ଲିଙ୍କ ମାମଲାରେ ତଦନ୍ତକୁ ଜୋରଦାର କରିଛନ୍ତି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଓ ସିବିଆଇ । ଡ୍ରଗ୍ସ ଲିଙ୍କରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ହାଜର ପାଇଁ ଡାକିଛି ଏନସିବି । ଜେରା କରିବ । ଚର୍ଚ୍ଚା ହେଉଛି ଯେକୌଣସି ମୁହୂର୍ତ୍ତରେ…

ପୃଥିବୀ ନିକଟକୁ ଆସୁଛି ଗ୍ରହାଣୁ; ଧକ୍କା ହେବାର ସମ୍ଭାବନା ନାହିଁ

ଭୁବନେଶ୍ୱର: ସେପ୍ଟେମ୍ବର ୬ ତାରିଖରେ ଭାରତୀୟ ସମୟ ଅନୁଯାୟୀ ଦିନ ୨ଟା.୦୮ମି. ସମୟରେ ଏକ ଗ୍ରହାଣୁ ପୃଥିବୀର ସବୁଠାରୁ ନିକଟତର ହେବାକୁ ଯାଉଛି । ହେଲେ ଏହା ଧକ୍କା ହେବ ନାହିଁ ବୋଲି ସୂଚନା ଦେଇଛନ୍ତି ଭୁମବନେଶ୍ୱର ସ୍ଥିିତ ପଠାଣି ସାମନ୍ତ ପ୍ଲାନେଟୋରିୟମର ଉପ ନିର୍ଦ୍ଦେଶକ ଡ. ଶୁଭେନ୍ଦୁ…