Latest Odisha News

BREAKING NEWS

Browsing Category

ଫିଚର

କରୋନାରେ ଆଖି ବୁଜିଲେ ଅଭିନେତା ଦିଲ୍ଲୀପ କୁମାରଙ୍କ ସାନଭାଇ

ମୁମ୍ବାଇ: ଗତକାଲି ରାତିରେ କରୋନା ଆକ୍ରାନ୍ତ ଅଭିନେତା ଦିଲ୍ଲୀପ କୁମାରଙ୍କ ସାନ ଭାଇ ଏହସାନ ଖାନଙ୍କର ମୃତ୍ୟୁ ହୋଇଛି । ୯୦ ବର୍ଷୀୟ ଏହସାନ ଗତ ଅଗଷ୍ଟ ୧୫ ତାରିଖରେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଲୀଲାବତୀ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଗତ ୨୧ ତାରିଖରେ ଦିଲ୍ଲୀପଙ୍କର କରୋନା…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ   ତା ୩-୯-୨୦୨୦ ଗୁରୁବାର ଜ୍ଯୋତିର୍ବିଦ୍ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ  ଆଜି ୨୦୨୦ ମସିହା ସେପ୍ଟେମ୍ବର ତା ୩ ରିଖ ଗୁରୁବାର ସିଂହ ୧୯ଦିନ ଆଶ୍ବିନ ମାସ କୃଷ୍ଣ ପକ୍ଷ ପ୍ରତିପଦା ତିଥି ପୂର୍ବଭାଦ୍ରପଦ ନକ୍ଷତ୍ର କୁମ୍ଭ ଚନ୍ଦ୍ର    ଘାତ ବାର:-ତୁଳା ଓ କୁମ୍ଭ ରାଶିର …

ଏଣିକି ରାଜ୍ୟରେ ଖୋଲିବ ରେଷ୍ଟୁରାଣ୍ଟ ଓ ବାର୍‌

ଭୁବନେଶ୍ୱର: ଦୀର୍ଘଦିନର କରୋନା କଟକଣା ପରେ ଏବେ ରାଜ୍ୟବ୍ୟାପୀ ରେଷ୍ଟୁରାଣ୍ଟ ଓ ବାର୍ ଖୋଲିବାକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ପୂର୍ବରୁ କେବଳ ପାର୍ସଲ ନେବାର ଅନୁମତି ଥିବା ବେଳେ ବର୍ତ୍ତମାନ ଗ୍ରାହକ ରେଷ୍ଟୁରାଷ୍ଟ ଓ ହୋଟେଲରେ ବସି ଖାଇପାରିବେ । ଓଡିଶାର ସମସ୍ତ ହୋଟେଲ ଓ…

ପୂର୍ବତନ ପୋଲିସ ଡିଜି ଷ୍ଟିଲ କମ୍ପାନୀର ଆଡମିନ୍ ମୁଖ୍ୟ ଭାବେ ଯୋଗ ଦେଲେ

ଝାରସୁଗୁଡା: ପୂର୍ବତନ ପୋଲିସ ଡିଜି କେ. ବି. ସିଂହ ଭୂଷଣ ପାଓା୍ୱର ଆଣ୍ଡ ଷ୍ଟିଲର ଆଡମିନ ମୁଖ୍ୟ ଭାବେ ଯୋଗ ଦେଇଛନ୍ତି । ସେ ଉଭୟ ଝାରସୁଗୁଡା ଓ ଦିଲ୍ଲୀ ପାଇଁ କାମ କରିବେ । କେ. ବି. ସିଂହ ଭୂଷଣ କମ୍ପାନୀରେ ପ୍ଲାଣ୍ଟ ଆଡମିନିଷ୍ଟ୍ରେସନ, ସୁରକ୍ଷା ଓ ଭିଜିଲାନ୍ସ, ଆଇନ ଆଦି ବିଭାଗ…

ଆଉ ଛପା ଯିବ ନାହିଁ ସରକାରୀ ଡାଏରୀ ଓ କ୍ୟାଲେଣ୍ଡର, ଡିଜିଟାଲ ମୋଡରେ ହେବ ଉପଲବ୍ଧ

ନୂଆଦିଲ୍ଲୀ: ଏଣିକି ସବୁ ପ୍ରକାର ସରକାରୀ କ୍ୟାଲେଣ୍ଡର, ଡାଏରୀ, ସିଡ୍ୟୁଲର ଓ ଅନ୍ୟାନ୍ୟ ସମାନ ଉଦ୍ଦେଶ୍ୟଯୁକ୍ତ ସାମଗ୍ରୀ ପୂର୍ବଭଳି ଛପାଯିବ ନାହିଁ । ଏହା ପରିବର୍ତ୍ତେ ସେସବୁକୁ ଡିଜିଟାଲ ମୋଡ଼ରେ ଉପଲବ୍ଧ କରାଯିବ । ସେହିଭଳି କଫି ଟେବୁଲ୍ ବୁକମାନଙ୍କର ପ୍ରକାଶନ ମଧ୍ୟ ବନ୍ଦ କରାଯିବ । ତାହା…

୫୦୦ ବର୍ଷ ହେବ ବୃନ୍ଦାବନର ରାଧାରମଣ ମନ୍ଦିରର ଚୁଲି ଲିଭି ନାହିଁ

ମଥୁରା: ଭଗବାନଙ୍କ ଶ୍ରୀକୃଷ୍ଣଙ୍କ ମହିମା ଅବର୍ଣ୍ଣନୀୟ । ଆସନ୍ତୁ ଜାଣିବା ବୃନ୍ଦାବନର ରାଧାରମଣ ମନ୍ଦିରରେ ଏ ଭଳି ଏକ ମହିମା ଯାହା ଶୁଣିଲେ ବିଶ୍ୱାସ କରି ହୁଏ ନାହିଁ । ଏଠାରେ ଯେଉଁ ରୋଷେଇ ଘରେ ମହାପ୍ରଭୁଙ୍କ ଭୋଗ ପ୍ରସ୍ତୁତ ହୁଏ ତାହାର ଚୁଲି ୫୦୦ ବର୍ଷରୁ କ୍ରମାଗତ ଜଳି ଆସୁଛି । ଏହା କେବେ…

ଆସନ୍ତା ୭ରୁ ଗଡିବ ମେଟ୍ରୋ ଟ୍ରେନ୍, ଜାରି ହେଲା ଏସ୍ଓପି

ନୂଆଦିଲ୍ଲୀ: ସେପ୍ଟେମ୍ବର ୧ ତାରିଖରୁ ସାରା ଦେଶରେ ଲାଗୁ ହୋଇଛି ଅନ୍ଲକ-୪ । ଫଳରେ ଅନେକ ସ୍ଥାନରେ ବନ୍ଦ ପଡିଥିବା ତାଲା ଖୋଲିଛି । ବସ୍ ଚଳାଚଳ ଓ ଟ୍ରେନ୍ ସେବାକୁ ମଧ୍ୟ ସରକର ଅନୁମତି ଦେଇଛନ୍ତି । ଏହି କ୍ରମରେ ଆସନ୍ତା ୭ ତାରିଖରୁ ପୁଣି ମେଟ୍ରୋ ଟ୍ରେନ୍ ଗଡିବ । ପର୍ଯ୍ୟାୟକ୍ରମେ ମେଟ୍ରୋ…

ସୋନମ କପୁରଙ୍କ ପାଇଁ ବେଡ୍‌ରୁମ୍‌ରେ ସ୍ୱାମୀଙ୍କ କଡା ନିୟମ, ଜାଣନ୍ତୁ କ’ଣ

ମୁମ୍ବାଇ: ବଲିଉଡର ଅଭିନେତ୍ରୀ ସୋନମ କପୁର ନିଜ ଗ୍ଲାମରସ୍ ଲୁକ୍ ସବୁ ବେଳେ ଚର୍ଚ୍ଚାରେ ରହି ଆସିଛନ୍ତି । ତେବେ ଜଣେ ଅଭିନେତ୍ରୀ ହୋଇଥିଲେ ମଧ୍ୟ ତାଙ୍କ ପାଇଁ ବି ରହିଛି କିଛି କଡା ନିୟମ । ଆଉ ଏହି ନିୟମ ଲାଗୁ କରିଛନ୍ତି ଖୋଦ୍ ତାଙ୍କ ସ୍ୱାମୀ ଆନନ୍ଦ ଆହୁଜା । ଏକ ସାକ୍ଷତକାରରେ ସୋନମ…

ଧରାପଡିଲେ ୧୨ ନକଲି ଶିକ୍ଷକ

କେନ୍ଦୁଝର: ଧରାପଡିଲେ ୧୨ ଜଣ ଜାଲ ଶିକ୍ଷକ । କେନ୍ଦୁଝର ଜିଲ୍ଲାରେ ୧୨ ଜଣ ବିଇଡି ଡିଗ୍ରୀଧାରି ନକଲି ଶିକ୍ଷକ ଧରାପଡିଛନ୍ତି । କେନ୍ଦୁଝର ଜିଲ୍ଳାର ୮ ବ୍ଲକରୁ ଏମାନେ ଧରାପଡିଛନ୍ତି । ଏନେଇ ଜିଲ୍ଳା ପ୍ରକଳ୍ପ ସଂଯୋଜକ ସୂଚନା ଦେଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଜାଲ ପ୍ରମାଣ ପତ୍ର ଦେଇ…

ପ୍ରଥମ ଭାରତୀୟ ଭାବେ ୭ ବର୍ଷ ପରେ ୟୁଏସ ଓପନରେ ଜିତିଲେ ସୁମିତ୍‌

ନୂଆଦିଲ୍ଲୀ: ଦୀର୍ଘ ୭ ବର୍ଷର ଅନ୍ତ ଘଟାଇଛନ୍ତି ଭାରତର ଉଦୀୟମାନ ଟେନିସ ଖେଳାଳି ସୁମିତ ନଗଲ । ପୁରୁଷ ସିଙ୍ଗଲ୍ସ ପ୍ରଥମ ରାଉଣ୍ଡ ମୁକାବିଲାରେ ୨୩ ବର୍ଷୀୟ ସୁମିତ୍ ୬-୧, ୬-୩, ୩-୬, ୬-୧ ସେଟରେ ଆମେରିକାର ବ୍ରାଡଲୀ କ୍ଲାନକୁ ପରାସ୍ତ କରିଛନ୍ତି । ଏଥିସହ ୭ ବର୍ଷ ପରେ ପ୍ରଥମ ଭାରତୀୟ ଖେଳାଳି…