Latest Odisha News

BREAKING NEWS

Browsing Category

ଫିଚର

ଭାରତ ଉପରେ ଖପ୍ପା ଦାଉଦ ଇବ୍ରାହିମର ପ୍ରେମିକା !

ପାକିସ୍ତାନ: ବାରମ୍ବାର ବୟାନ ବଦଳାଉଥିଲେ ବି ଦାଉଦ କରାଚୀରେ ରହୁଥିବା ନେଇ ସ୍ୱୀକାର କରିଛି ପାକିସ୍ତାନ । ଦାଉଦ ଚର୍ଚ୍ଚାକୁ ଆସିବା ପରେ ଅନେକ ଲୋକଙ୍କ ନାଁ ସାମ୍ନାକୁ ଆସିଛି । ତେବେ ଦାଉଦର ପ୍ରେମିକା ଭାବେ ଜଣେ ପାକିସ୍ତାନୀ ଅଭିନେତ୍ରୀଙ୍କ ନାଁ ସବୁଠୁ ଅଧିକ ଚର୍ଚ୍ଚାରେ ରହିଥିଲା ।…

ଜନ୍‌ଙ୍କ ସହ ରୋମାନ୍ସ କରିବେ ଅଦିତି, ଆସିଲା ଫାଷ୍ଟ ଲୁକ୍

ମୁମ୍ବାଇ: ଖୁବ୍‌ଶୀଘ୍ର ଏକାଠି ନଜର ଆସିବେ ବଲିଉଡ ଅଭନେତା ଜନ୍ ଅବ୍ରାହମ ଏବଂ ଅଦିତି ରାଓ ହେଦରୀ । ଦୁହିଁଙ୍କୁ ପ୍ରଥମ କରି ବିଗ୍ ସ୍କ୍ରିନ୍‌ରେ ଦେଖିବାକୁ ମିଳିବ । ସୀମାପାର ପ୍ରେମ ଉପରେ ଆଧାରିତ ଅର୍ଜୁନ କପୁର ଓ ରକୁଲ ପ୍ରୀତ ସିଂହ ଷ୍ଟାରର୍‌ ଏକ ଫିଲ୍ମ ଏବେ ଚର୍ଚ୍ଚାରେ। ଏଥିରେ…

ଡନ ବ୍ରାଡମ୍ୟାନଙ୍କ ୧୧୨ତମ ଜନ୍ମଦିବସ: ଏହି ଅବସରରେ ଆସନ୍ତୁ ଜାଣିବା ଡନଙ୍କ ଡଜନ ରେକର୍ଡ

ସିଡନୀ: ଅଷ୍ଟ୍ରେଲିଆ ମହାନ ଖେଳାଳି ଡନ ବ୍ରାଡମ୍ୟାନଙ୍କ ଆଜି ଜନ୍ମଦିନ । ୨୭ ଅଗଷ୍ଟ ୧୯୦୮ରେ ନ୍ୟୁ ସାଉଥ ୱେଲ୍ସରେ ଜନ୍ମଗ୍ରହଣ କରିଥିଲେ । କ୍ରିକେଟରେ ଡନଙ୍କ ପରିଚୟ ଦେବା ଆବଶ୍ୟକ ନାହିଁ । ଆସନ୍ତୁ ଜାଣିବା ରେକର୍ଡର ପରିଭାଷା ବଦଳାଇ ଦେଇଥିବା ଡନଙ୍କ ସ୍ମରଣୀୟ ଡଜନ କୀର୍ତିମାନ ବିଷୟରେ ।…

ଗ୍ୟାଙ୍ଗଷ୍ଟର ଅବୁ ସାଲେମ ନାଁରେ ମଞ୍ଜରେକରଙ୍କୁ ୩୫ କୋଟିର ବଟି ଦେବାକୁ ଧମକ, ଯୁବକ ଗିରଫ

ମୁମ୍ବାଇ: ବଲିଉଡ ଅଭିନେତା ତଥା ଫିଲ୍ମ ନିର୍ମାତା ମହେଶ ମଂଜରେକଙ୍କୁ ଗ୍ୟାଙ୍ଗଷ୍ଟରମାନେ ବଟି ଦେବାକୁ ଧମକ ଦେଇଛନ୍ତି । ତାଙ୍କୁ ମୋଷ୍ଟ ୱାଂଟେଡ ଗ୍ୟାଙ୍ଗଷ୍ଟର ଅବୁ ସାଲେମଙ୍କ ନାଁରେ ୩୫ କୋଟି ଟଙ୍କା ବଟି ଦେବାକୁ ମେସେଜ ଯୋଗେ ଧମକ ମିଳିଛି । ଏନେଇ ମହେଶ ମୁମ୍ବାଇ ପୋଲିସ ନିକଟରେ ଅଭିଯୋଗ…

ଚଳିତ ବର୍ଷ ଜବତ ହୋଇଛି ୨୦ କେଜି ବ୍ରାଉନ ସୁଗାର: ଡିଜିପି

ଭୁବନେଶ୍ୱର: ବ୍ରାଉନ ସୁଗାର ଜବତରେ ପୁଣି ପୋଲିସକୁ ମିଳିଛି ବଡ ସଫଳତା । ଗୋଟିଏ ଦିନରେ ୪ କେଜି ୨୫ ଗ୍ରାମ୍ ବ୍ରାଉନ ସୁଗାର ଜବତ କରିଛି ଏସଟିଏଫ । ଏହି କାରବାରରେ ଜଳେଶ୍ଵର ଥାନା ଅଞ୍ଚଳରୁ ୨ ଜଣଙ୍କୁ ଗିରଫ କରିଛି ପୋଲିସ । ଏହାକୁ ମିଶାଇ ଏ ବର୍ଷ ଏସଟିଏଫ ହାତରେ ଲାଗିଛି ୨୦ କେଜି ୭୩୬ ଗ୍ରାମ…

କୋରାପୁଟରେ ପ୍ଲାଜମା ବ୍ୟାଙ୍କ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଦିନ କୋରାପୁଟରେ ଏକ ପ୍ଲାଜମା ବ୍ୟାଙ୍କ ଉଦଘାଟନ କରିଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋରାପୁଟର ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ (ଏସଏଲଏନ୍‌) ରେ ଏହାର ଶୁଭାରମ୍ଭ କରିଛନ୍ତି । ତେବେ…

ଭୁବନେଶ୍ୱରରେ ବଢ଼ୁଛି ସ୍ଥାନୀୟ ସଂକ୍ରମଣ, ଆଜି ପୁଣି ୩୮୬ ପଜିଟିଭ

ଭୁବନେଶ୍ୱର: ଭୁବନେଶ୍ୱରରେ ଦିନକୁ ଦନ ବଢ଼ୁଛି ବିପଦ । ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ଏଠି ବଢ଼ି ଚାଲଇଛି । ଯାହା ଏବେ ଚିନ୍ତାର କାରଣ ପାଲଟିଛି । ଆଜି ପୁଣି ରାଜଧାନୀରୁ ୩୮୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରେ ୧୮୩ଜଣ ରହିଥିବା ବେଳେ…

ମହରମରେ ଶୋଭାଯାତ୍ରାକୁ ମିଳିଲାନି ଅନୁମତି

ନୂଆଦିଲ୍ଲୀ: କୋଭିଡି କଟକଣା ଭିତରେ ମହରମରେ ଶୋଭାଯାତ୍ରାକୁ ସୁପ୍ରିମକୋର୍ଟ ପକ୍ଷରୁ ମିଳିଛି ରେଡ୍ ସିଗ୍‌ନାଲ । ମହରମ ଅବସରରେ ତାଜିଆ ଶୋଭାଯାତ୍ରା ନିମନ୍ତେ ଅନୁମତି ଲାଗି ଆଗତ ଆବେଦନକୁ ସୁପ୍ରିମକୋର୍ଟ ଗୁରୁବାର ଅଗ୍ରାହ୍ୟ କରିଦେଇଛନ୍ତି। ଯଦି ଶୋଭାଯାତ୍ରା ଲାଗି ଅନୁମତି ଦିଆଯାଏ ତେବେ…

ଗାଁ ଦାଣ୍ଡରେ ଆଁ କରିଛି କୁମ୍ଭୀର

ଯାଜପୁର: ଗାଁ ଦାଣ୍ଡରେ କୁମ୍ଭୀର । ବିରାଟ କୁମ୍ଭୀରକୁ ଦେଖି ଲେକେ ଛାନିଆ । ବର୍ଷା ପାଣିରେ ଗାଁ ଭିତରକୁ ବିରାଟ କୁମ୍ଭୀର ପଶି ଆସିଛି । ଯାଜପୁର ଦଶରଥପୁର ଗାଁ ଦାଣ୍ଡରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି । ଲଗାଣ ବର୍ଷା ଯୋଗୁଁ ଗାଁରେ ଆଣ୍ଠୁଏ ଲେଖାଏଁ ପାଣି ଜମି ରହିଛି । ନଦୀର ବନ୍ୟା ଜଳ…

ରିୟାଙ୍କ ଓଡ଼ିଶା ଲିଙ୍କକୁ ନେଇ ମତ ରଖିଲେ ଡିଜିପି

ଭୁବନେଶ୍ୱର: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ଓଡ଼ିଶା ଲିଙ୍କକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି । ରିୟା ଡ୍ରଗ୍ସ କାରବାର ସମ୍ପର୍କରେ କଥା ହେବା ବେଳେ ରାଜଧାନୀ ଭୁବନେଶ୍ୱର କଥା ଉଠାଇଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ।…