Latest Odisha News

BREAKING NEWS

Browsing Category

ଫିଚର

ସେପ୍ଟେମ୍ବର ୧ରୁ ଓଲା-ଉବର ଚାଳକଙ୍କ ଧର୍ମଘଟ

ନୂଆଦିଲ୍ଲୀ: ବିଭିନ୍ନ ଦାବି ନେଇ ଟାକ୍ସି ଆଗ୍ରିଗେଟର କମ୍ପାନି  ଓଲା ଓ ଉବର ଚାଳକମାନେ ଆସନ୍ତା ସେପ୍ଟେମ୍ବର ୧ରୁ ସାରା ଦେଶରେ ଧର୍ମଘଟ ଡାକରା ଦେଇଛନ୍ତି । ଏହାର ସିଧାସଳଖ ପ୍ରଭାବ ଯାତ୍ରୀମାନଙ୍କ ଉପରେ ପଡିବ । ସାଧାରଣ ଯାତ୍ରୀମାନେ ସମସ୍ୟାର ସମ୍ମୁଖୀନ ହେବାର ଆଶଙ୍କା କରାଯାଉଛି ।…

‘କୋଭିଡ ଯୋଦ୍ଧା ପିଲାଙ୍କ ସ୍କୁଲ ଫି’ ଛାଡ କରାଯାଉ’

ଭୁବନେଶ୍ୱର: ମହାମାରୀ କରୋନା ବେଳେ କୋଭିଡ ଯୋଦ୍ଧାଙ୍କ ପିଲାଙ୍କୁ ସ୍କୁଲ ଫି’ ସମ୍ପୂର୍ଣ୍ଣ ଛାଡ କରାଯାଉଛି । ଏନେଇ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି । ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, କୋଭିଡ ଯୋଦ୍ଧାଙ୍କ ପିଲାଙ୍କ…

ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲା: ସରିଲା ପତ୍ନୀ ବିଦ୍ୟାଶ୍ରୀଙ୍କ ଲାଇ ଡିଟେକ୍ସନ ଟେଷ୍ଟ

ଭୁବନେଶ୍ୱର : ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ଘଟଣାକୁ ଦେଢମାସ ପୂରିଲାଣି କିନ୍ତୁ ଏ ଯାଏଁ ମୃତ୍ୟୁର କାରଣ ସ୍ପଷ୍ଟ ଜଣାପଡିପାରିନାହିଁ । ଆଜି ପତ୍ନୀ ବିଦ୍ୟାଶ୍ରୀଙ୍କର ଲାଇ ଡିଟେକ୍ସନ ଟେଷ୍ଟ ଶେଷ ହୋଇଛି । ଭୁବନେଶ୍ୱର ଫୋରେନସିକ୍ ଲ୍ୟାବରେ ହୋଇଥିବା ଏହି ଲାଇ ଡିଟେକସନ ଟେଷ୍ଟ ୫ ଘଣ୍ଟା…

‘ବ୍ରାହ୍ମଣୀ, ବୈତରଣୀ, ସୁବର୍ଣ୍ଣରେଖା, ଓ ତେଲ ନଦୀରେ ବନ୍ୟା ଆଶଙ୍କା’

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା । ଫଳରେ ଅନେକ ସ୍ଥାନରେ ବନ୍ୟା ସ୍ଥିତି ଉପୁଜିଛି । ଗତ ୨୪ ଘଂଟାରେ ୩୦ ଜିଲ୍ଲାରେ ବର୍ଷା ହୋଇଛି । ହାରାହାରି ୫୫ .୮ମିଲିମିଟର ଓ ୬ ଜିଲ୍ଲାରେ ୧୦୦ ମିଲିମିଟର ବର୍ଷା ହୋଇଛି ବୋଲିଏସ୍ ଆରସି ସୂଚନା ଦେଇଛନ୍ତି । ଝାରସୁଗୁଡ଼ାରେ ସର୍ବାଧିକ…

ରୂପାରେ ଝଲସିବ ଶ୍ରୀମନ୍ଦିର ଦ୍ୱାର

ପୁରୀ: ରୂପାରେ ଝଲସିବ ଶ୍ରୀମନ୍ଦିର । ବଡଦେଉଳରେ ଲାଗିବ ରୂପା ଦ୍ୱାର । ସାତଟି ଦ୍ୱାରରେ ରୂପାରେ ଝଲସିବ । ଶ୍ରୀମନ୍ଦିର ଭିତର ଓ ବାହାର ଚାରି ଦ୍ୱାର ଓ କବାଟର ମରାମତି କରାଯିବ । ଏହି ମରାମତି ସମୟରେ ସମସ୍ତ ଦ୍ୱାରରେ ରୂପାର ଚାଦର ଦିଆଯିବ । ମନ୍ଦିରର ସିଂହଦ୍ୱାର, ଜୟ ବିଜୟ ଦ୍ୱାର, କଳାହାଟ…

ବନ୍ଦ ହେଲା ସଲମାନଙ୍କ ବିଗବସ୍‌-୧୪ର ସୁଟିଂ !

ମୁମ୍ବାଇ: ଅଧାରେ ଅଟକିଲା ରିୟଲିଟି ସୋ' ବିଗ୍‌ବସ୍‌-୧୪ । ବନ୍ଦ ହେଲା ସଲମାନଙ୍କ ହୋଷ୍ଟିଂ । ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ହେବନି ବିବାଦୀୟ ସୋ'ର ସୁଟିଂ । ସୁଶାନ୍ତଙ୍କ ମୃତ୍ୟୁ ସହ ଜଡିତ ରହିଛି ଏହି ଘଟଣା ନା କାରଣ ରହିଛି କିଛି ଅଲଗା ? ଛୋଟ ପରଦାର ସବୁଠୁ ପପୁଲାର ରିୟଲିଟି ସୋ'…

ଦକ୍ଷିଣ ଚୀନ ସାଗରରେ ମିସାଇଲ ଟେଷ୍ଟ କଲା ଚୀନ, ଆମେରିକାକୁ ଚ୍ୟାଲେଞ୍ଜ

ବେଜିଂ: ଦକ୍ଷିଣ ଚୀନ ସାଗରରେ ଗୁରୁବାର ଆମେରିକାକୁ ଚ୍ୟାଲେଞ୍ଜ ଦେଇ ଚୀନ ବିବାଦୀୟ ଅଂଚଳରେ ମିସାଇଲ ଟେଷ୍ଟ ଫାୟାର କରିଛି । ଯାହା ଫଳରେ ଉଭୟ ଦେଶ ମଧ୍ୟ ଉତେଜନା ବୃଦ୍ଧି ପାଇଛି । ପୂର୍ବରୁ ଆମେରିକା ବିମାନ ଚୀନ ଅଂଚଳରେ ପ୍ରବେଶ କରି ତଥ୍ୟ ସଂଗ୍ରହ କରୁଥିବା ଡ୍ରାଗନ ଟିମ୍ ଅଭିଯୋଗ କରିଥିଲା ।…

ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲା: ପତ୍ନୀ ବିଦ୍ୟାଶ୍ରୀଙ୍କ ଲାଇ ଡିଟେକ୍ସନ ଟେଷ୍ଟ

ଭୁବନେଶ୍ୱର: ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ଖୋଳତାଡ ଜାରି କରିଛି କ୍ରାଇମ୍‌ବ୍ରାଞ୍ଚ । ଆଜି ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ଲାଇ ଡିଟେକ୍ସନ ଟେଷ୍ଟ କରାଯାଉଛି । ଭୁବନେଶ୍ବର ଫରେନସିକ୍ ଲ୍ୟାବରେ ପଲିଗ୍ରାଫ୍ ଟେଷ୍ଟ କରାଯାଉଥିବା ସୂଚନା ମିଳିଛି । ତଦନ୍ତ ପରିସରରେ ଥିବା…

ଖୁସି ଖବର ଦେଲେ ବିରୁଷ୍କା, ନୂଆବର୍ଷରେ ଫ୍ୟାମିଲିକୁ ଆସିବେ ନୂଆ ଅତିଥି

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲି ଓ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଫ୍ୟାନଙ୍କ ପାଇଁ ଖୁସି ଖବର । ଦୁଇରୁ ତିନି ହେବେ ବିରୁଷ୍କା । ମାନେ ଖୁବଶୀଘ୍ର ବାପା ହେବେ ବିରାଟ କୋହଲି । ଅନୁଷ୍କା ଶର୍ମା ଏବେ ଗର୍ଭବତୀ ଅଛନ୍ତି । ୨୦୨୧ ଜାନୁଆରୀରେ ଅନୁଷ୍କା ମାଆ ହେବେ ।…

ଆଇପିଏଲରେ ୨୦ ହଜାରରୁ ଅଧିକ କୋଭିଡ-୧୯ ଟେଷ୍ଟ କରାଯିବ

ଦୁବାଇ: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ୟୁଏଇରେ ଆୟୋଜିତ ହେବ । ଏହି ୩ ମାସ ମଧ୍ୟରେ ୨୦ ହଜାରରୁ ଅଧିକ କୋଭିଡ-୧୯ ଟେଷ୍ଟ କରାଯିବ । ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଏଥିନେଇ ଭିପିଏସ ହେଲଥ କେୟାରଙ୍କୁ ନିଯୁକ୍ତ କରିବ । ସମସ୍ତ ଖେଳାଳି, ସପୋର୍ଟିଂ ଷ୍ଟାଫ, ବିସିସିଆଇ ଅଧିକାରୀ ଓ…