Latest Odisha News

BREAKING NEWS

Browsing Category

ଫିଚର

ବିଲରୁ ଯୁବକଙ୍କ ମୃତଦେହ ଉଦ୍ଧାର : ମଦ ବ୍ୟବସାୟକୁ ନେଇ ହତ୍ୟା ଅଭିଯୋଗ ଆଣିଲେ ପରିବାର

ଅନୁଗୁଳ: ମଦ ବ୍ୟବସାୟକୁ ନେଇ ହତ୍ୟାକାଣ୍ଡ ଅଭିଯୋଗ । ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ଏକଘରିଆ ଗାଁ ନିକଟରେ ଥିବା ଏକ ବିଲରୁ  ଆଜି ସକାଳେ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ନତଡା ଗାଁର ରତନ ନାଏକ ବୋଲି ଜଣାପଡିଛି । ରତନ ଗତ ଶନିବାର ଦିନଠାରୁ ଘରୁ କେଉଁଆଡୁ ନିଖୋଜ…

ହମାସକୁ ବଡ ଧକ୍କା: ଦୁଇଫାଳ ହେଲା ଗାଜାପଟ୍ଟି, ଆହୁରି ଭୟଙ୍କର ଯୁଦ୍ଧ ହେବ ବୋଲି ଚେତାବନୀ ଦେଲା ଇସ୍ରାଏଲ

ନୂଆଦିଲ୍ଲୀ:ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବେ ଭହାବହ ସ୍ଥିତିରେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଖବର ହେଉଛି, ଗାଜାକୁ ଏବେ ଦୁଇ ଭାଗ କରିଦିଆ ଯାଇଛି । ଇସ୍ରାଏଲି ସେନା ପକ୍ଷରୁ ଦାବି କରାଯାଇଛି, ଗାଜା ଉତ୍ତର ଏବଂ ଦକ୍ଷିଣ ଏହିପରି ୨ ଭାଗରେ ବିଭକ୍ତ ହୋଇଯାଇଛି । ଫଳରେ…

ଏବେ ବି ବଞ୍ଚିଛି ଅନ୍ଧବିଶ୍ବାସ : ସାପ ବିଷ କାଢିବାକୁ ଯାଇ ମହିଳା ଗୁଣିଆ ଗୁରୁତର

ଆନନ୍ଦପୁର : ଯୁଗ ବଦଳିଛି ସତ ହେଲେ ଏବେ ବି ବଞ୍ଚିରହିଛି ଅନ୍ଧବିଶ୍ୱାସ ।  ବିଜ୍ଞାନ ବହୁତ ଆଗକୁ ଯାଇଛି ହେଲେ ଏବେ ବି ଲୋକେ ଝଡାଫୁଙ୍କା ଉପରେ ଭରସା କରୁଛନ୍ତି । ଏହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ  । ଆନନ୍ଦପୁର ଉପଖଣ୍ଡ ଝଣଝଣା ଗାଁର…

ଭୁବନେଶ୍ବରରୁ ଜୟପୁରକୁ ଉଡିଲା ଦ୍ବିତୀୟ ବିମାନ

ଭୁବନେଶ୍ବର : ଆଜିଠାରୁ ଭୁବନେଶ୍ୱରରୁ କୋରାପୁଟ ଜିଲ୍ଳା ଜୟପୁରରୁ ଉଡିଲା ଦ୍ୱିତୀୟ ବିମାନ। ଭୁବନେଶ୍ବରରୁ ଛାଡିଥିବା ଇଣ୍ଡିଆଓ୍ବାନ୍ ଏୟାର ବିମାନଟି ଜୟପୁରରେ ପହଞ୍ଚିଛି । ଆଜି ସକାଳୁ ୭ଟା ୧୦ରେ ଭୁବନେଶ୍ବରରୁ ଛାଡି ୮ଟା ୪୫ରେ ବିମାନଟି ଜୟପୁରରେ ପହଞ୍ଚିଛି । ସେହିପରି ୯ଟାରେ ଜୟପୁରରୁ ଛାଡି…

ରହସ୍ୟମୟୀ ରୁପକୁଣ୍ଡ ହ୍ରଦ, ଏଠାକୁ ଯିବାକୁ ଭୟ କରନ୍ତି ପର୍ଯ୍ୟଟକ..

ନୂଆଦିଲ୍ଲୀ : ଭାରତରେ ଅନେକ ରହସ୍ୟମୟୀ ସ୍ଥାନ ରହିଛି  ।  ପ୍ରତିଦିନ ବହୁ ଲୋକ ଏଠାକୁ ଯାତ୍ରା କରିଥାନ୍ତି  । କିନ୍ତୁ ଏହାର ରହସ୍ୟମୟୀ କାହାଣୀ ବିଷୟରେ ସମସ୍ତଙ୍କୁ ଜଣାନଥାଏ  ।  ଆସନ୍ତୁ ଜାଣିବା ସେମିତି ଏକ ହ୍ରଦ ସମ୍ପର୍କରେ  । ଏହି ହ୍ରଦଟି ଉତ୍ତରାଖଣ୍ଡରେ ରହିଛି  । ଯାହାର ନାମ ହେଉଛି…

ମେଦ ବହୁଳତା ନେଇ ଚିନ୍ତିତ କି ? ପ୍ରତିଦିନ ସକାଳେ ଖାଆନ୍ତୁ ନାସପାତି , ଓଜନ କମାନ୍ତୁ…

ନୂଆଦିଲ୍ଲୀ : ବର୍ତ୍ତମାନ ଯୁଗରେ ମେଦ ବହୁଳତା ଲୋକଙ୍କ ପାଇଁ ଏକ ବଡ ସମସ୍ୟା ପାଲଟିଛି  । ଶରୀରର ଓଜନ କମାଇବା ପାଇଁ କିଏ ଡାଏଟ୍ କରୁଛି ତ କିଏ ପ୍ରତିଦିନ ମର୍ଣ୍ଣିଂ ଓ୍ବାକ୍ କରୁଛି ତ କିଏ ଜିମ୍ ଯାଉଛି  । ଆସନ୍ତୁ ଜାଣିବା କଣ ଖାଇଲେ ଆମେ ସହଜରେ ଓଜନ ହ୍ରାସ କରିପାରିବା  ।  ନିୟମିତ…

ଭାରସାମ୍ୟ ହରାଇ ରେଲଓ୍ବେ ଟ୍ରାକକୁ ଖସିଲା ବସ୍ : ୪ ମୃତ, ୨୪ ଆହତ

ରାଜସ୍ଥାନ : ରାଜସ୍ଥାନ ଦଉସାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏକ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ରେଲଓ୍ବେ ଟ୍ରାକକୁ ଖସିପଡିଛି । ଫଳରେ ଏଥିରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୪ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଆହତ ମାନଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି…

ଆଜି କାର୍ତ୍ତିକ ମାସର ଦ୍ବିତୀୟ ସୋମବାର : ବାବା ଧବଳେଶ୍ବରଙ୍କ ପୀଠରେ ପ୍ରବଳ ଭିଡ

ଆଠଗଡ : ଚାଲିଛି ଧର୍ମମାସ କାର୍ତ୍ତିକ  । ଆଜି ହେଉଛି କାର୍ତ୍ତିକ ମାସର ଦ୍ବିତୀୟ ସୋମବାର। ଏଥିଲାଗି ଚଳଚଞ୍ଚଳ ହୋଇଉଠିଛି ରାଜ୍ୟର ବିଭିନ୍ନ ଶୈବପୀଠ  ।  ସକାଳୁ ସକାଳୁ କଟକ ଜିଲ୍ଲା ଆଠଗଡର  ପ୍ରସିଦ୍ଧ ବାବା ଧବଳେଶ୍ବରଙ୍କ ପୀଠରେ ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ ଦେଖିବାକୁ ମିଳିଛି  ।…

ବିଶ୍ବକପ୍: ଭାରତର କ୍ରମାଗତ ଅଷ୍ଟମ ବିଜୟ, ୨୪୩ ରନ୍‌ରେ ହାରିଲା ଦକ୍ଷିଣ ଆଫ୍ରିକା

ଭୁବନେଶ୍ୱର: କୋଲକାତାର ଐତିହାସିକ ଇଡେନ ଗାଡେନ୍ସଠାରେ ଚାଲିଥିବା ଆଇସିସି ବିଶ୍ବକପ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୨୪୩ ରନରେ ପରାସ୍ତ କରିଛି ଭାରତ। ଏହା ସହିତ ଚଳିତ ବିଶ୍ବକପରେ ନିଜର ଅପରାଜେୟ ଧାରା ଜାରି ରଖିଛି ଟିମ୍ ଇଣ୍ଡିଆ। ବିରାଟ କୋହଲିଙ୍କ ଶତକୀୟ ଇନିଂସ ଓ ରବୀନ୍ଦ୍ର ଜାଡ଼େଜାଙ୍କ…

ଲିଙ୍ଗରାଜ ମହାପ୍ରଭୁଙ୍କ ସେବାୟତ ବିଜୟରାମ ପଣ୍ଡାଙ୍କ ପରଲୋକ

ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ସେବାୟତ ବିଜୟରାମ ପଣ୍ଡାଙ୍କର ୮୪ବର୍ଷ ବୟସରେ ଆଜି ସକାଳେ ପରଲୋକ ଘଟିଛି। ସେ ଗତ କିଛି ଦିନ ଧରି ହୃଦଘାତ ଜନିତ ସମସ୍ୟାରେ ଚିକିତ୍ସାଧିନ ଥିଲେ। ତାଙ୍କ ପରଲୋକ ପରେ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ପୁରୁଣା ଭୁବନେଶ୍ୱର ରଥଦାଣ୍ଡସ୍ଥିତ ବାସଭବନରେ…