Latest Odisha News

BREAKING NEWS

Browsing Category

ଫିଚର

ହମାସ ଉପରେ ଇସ୍ରାଏଲର ବଡ ଆକ୍ରମଣ: ମୁଖ୍ୟ ଆତଙ୍କୀ ଇସ୍ମାଏଲ ହାନିଆଙ୍କ ଘର ଉପରେ ମିସାଇଲ ମାଡ

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧର ୨୯ ଦିନରେ ଆସିଲା ବଡ ଖବର । ମିଳିଥିବା ଖବର ଅନୁସାରେ, ଇସ୍ରାଏଲ ସେନା ହମାସର ମୁଖ୍ୟ ଇସ୍ମାଏଲ ହାନିଆଙ୍କ ଘର ଉପରେ ମିସାଇଲ ଆଟାକ କରୁଛି । ଅଲ-ଅକ୍ସା ରେଡିଓ ପକ୍ଷରୁ କୁହାଯାଇଛି, ଏକ ଇସ୍ରାଏଲି ଡ୍ରୋନ ଇସ୍ମାଇଲ ହାନିଆଙ୍କ ଗାଜା…

ଶ୍ରୀରାମଙ୍କ ପାଇଁ ୧୦୧ ହୀରା, ୧୧ କିଲୋ ସୁନାରେ ନିର୍ମିତ ମୁକୁଟ ଦେବ ଠକ ସୁକେଶ

ନୂଆଦିଲ୍ଲୀ: ଠକ ସୁକେଶ ଚନ୍ଦ୍ରଶେଖର ଏବେ ଦିଲ୍ଲୀ ଜେଲରେ ବନ୍ଦ ଅଛି । ଜେଲରେ ବନ୍ଦ ଥିବା ସୁକେଶ ଅଯୋଧ୍ୟାରେ ନିର୍ମିତ ହେଉଥିବା ଶ୍ରୀରାମ ମନ୍ଦିର ପାଇଁ ଦାନ କରିବାକୁ ଆଗ୍ରହ ପ୍ରକାଶ କରିଛି । ସୁକେଶ ୧୦୧ ହୀରା ଓ ୧୦ କିଲୋ ସୁନାରେ ନିର୍ମିତ ମୁକୁଟ ମହାପ୍ରଭୂଙ୍କୁ ଦେବା ପାଇଁ ଚାହିଁଛି ।…

ଗ୍ୟାସରେ ରୋଷେଇ କରିବାରୁ ରାଗିଗଲେ ସ୍ୱାମୀ; କଟୁରୀ ଚୋଟରେ ନେଇଗଲେ ସ୍ତ୍ରୀଙ୍କ ଜୀବନ

ଭୁବନେଶ୍ୱର: କଥା ଥିଲା ସାମାନ୍ୟ । ଚୁଲିରେ ରୋଷେଇ ନ କରି କରିଦେଲେ ଗ୍ୟାସରେ । ଏଥିପାଇଁ ବାଜି ପଡିଲା ଜୀବନ । ସ୍ୱାମୀଙ୍କ ଆକ୍ରୋଶର ଶୀକାର ହେଲେ ମହିଳା । ଚାଲିଗଲା ଜୀବନ । ଘଟଣା ଘଟିଛି ଆସ୍କା ଧରାକୋଟ ବ୍ଲକ ରୁଗୁମୁ ଗ୍ରାମରେ । ସୂଚନା ଅନୁସାରେ, ଘରେ ସ୍ୱାମୀ ମିଥୁନ ସ୍ୱାଇଁ ଓ…

ଓଡ଼ିଶା ଷ୍ଟେଟ୍‌‌ ବାର୍‌‌ କାଉନସିଲ ସଦସ୍ୟ ପ୍ରତିନିଧି ନିର୍ବାଚନ ସ୍ଥଗିତ

ଭୁବନେଶ୍ୱର: ଓଡ଼ିଶା ଷ୍ଟେଟ୍‌ ବାର୍‌ କାଉନସିଲ ସଦସ୍ୟ ପ୍ରତିନିଧି ନିର୍ବାଚନ ସ୍ଥଗିତ କରାଯାଇଛି। ନିର୍ବାଚନକୁ ସ୍ଥଗିତ ରଖିଲା ବାର୍‌‌ କାଉନସିଲ୍‌‌ ଅଫ୍‌‌ ଇଣ୍ଡିଆ। ଆସନ୍ତାକାଲି ଅର୍ଥାତ୍ ନଭେମ୍ବର ୫ ତାରିଖରେ ହୋଇଥାନ୍ତା ବାର୍‌ କାଉନସିଲ ସଦସ୍ୟ ପ୍ରତିନିଧି ନିର୍ବାଚନ ଅନୁଷ୍ଠିତ ହେବାର…

ମହିଳା ସାମ୍ବାଦିକଙ୍କୁ ମାଡ ମାରି ଗିରଫ ହେଲେ ପ୍ରଯୋଜକ ଟୁଟୁ ନାୟକ

ଭୁବନେଶ୍ୱର: ଗିରଫ ହେଲେ ଟୁଟୁ ନାୟକ । ମହିଳା ସାମ୍ବାଦିକଙ୍କୁ ମାଡ ମାରିଥିବା ଅଭିଯୋଗରେ ଗିରଫ କଲା ଖାରବେଳ ନଗର ଥାନା ପୋଲିସ । ଆଜି ତାଙ୍କୁ ଥାନାକୁ ଆଣି ଜେରା କରୁଥିଲା । ଏହା ପରେ ଗିରଫ କରିଛି ପୋଲିସ  । ଏନେଇ ସୂଚନା ଦେଇଛନ୍ତି, ଜୋନ୍‌-୪ ଏସିପି ମାନସ ଗଡ଼ନାୟକ  ।  ମହିଳା…

ମହକୁଥିଲା ମାଟି, ଝଲସୁଥିଲା ଚମକ: ଦେଖିବା ଲୋକେ କହୁଥିଲେ..‘ଏତେ ସୁନ୍ଦର’

ଭୁବନେଶ୍ୱର:ମାଟିର ମହକରେ ଝଲସୁଥିଲା ପ୍ରଦର୍ଶନୀ ପଡିଆ । କେଉଁଠି ରଙ୍ଗବେରଙ୍ଗର ଦୀପ ତ କେଉଁଠି ଚିକମିକ ଦୀପଦାନୀ  । କେଉଁଠି କାରୁକାର୍ଯ୍ୟ ବିମଣ୍ଡିତ ଚାବି ଷ୍ଟାଣ୍ଡ ତ କେଉଁଠି ଆକର୍ଷଣୀୟ  ଚୂଲି। ପୁଣି କେଉଁଠି ସୁନ୍ଦର ମନଲୋଭା ଗାର୍ଡେନ ପଟ୍ ଆଉ ଘରସଜା ଉପକରଣ ।   ସତେ  ଯେମିତି ଦର୍ଶକର…

ବେକରେ ଏୟାର ପ୍ୟୁରିଫାୟର୍ ପିନ୍ଧନ୍ତୁ, ଦୂଷିତ ବାୟୁରୁ ରକ୍ଷା ପାଆନ୍ତୁ

ନୂଆଦିଲ୍ଲୀ: ଶୀତ ଋତୁରେ ବାୟୁ ପ୍ରଦୂଷଣର ମାତ୍ରା ଅଧିକ ବଢିଯାଏ। ଏହି ସମୟରେ ସମସ୍ତେ ବାୟୁ ବିଶୋଧନକାରୀ ବିଷୟରେ ଚିନ୍ତା କରନ୍ତି। ଆଉ କିପରି ବାୟୁକୁ ବିଶୋଧନ କରିହେବ ସେନେଇ ଏକ ବଡ଼ ମେସିନ୍ କିମ୍ବା ମାସ୍କ ବିଷୟରେ ଭାବନ୍ତି। ସବୁବେଳେ ଏହି ଦୁଇଟିକୁ ବହନ କରିବା ଟିକେ କଷ୍ଟକର ମନେହୁଏ।…

ସାମ୍ବାଦିକାଙ୍କୁ ମାଡ ଘଟଣା: ଥାନାକୁ ଆସିଲେ ଟୁଟୁ ନାୟକ, ସେପଟେ ମହିଳା କମିଶନ ନିଜ ଆଡୁ ରୁଜୁ କଲା ମାମଲା

ଭୁବନେଶ୍ୱର: ଥାନାରେ ପହଞ୍ଚିଲେ ପ୍ରଯୋଜକ ଟୁଟୁ ନାୟକ । ମହିଳା ସାମ୍ବାଦିକାଙ୍କୁ ମାଡି ମାରିଥିବା ଅଭିଯୋଗରେ  ଟୁଟୁ ନାୟକଙ୍କୁ ଥାନାକୁ ଆଣିଥିବା ସୂଚନା ଦେଇଛି ଖାରବେଳ ନଗର ଥାନା ପୋଲିସ । ଘଟଣା ସମ୍ପର୍କରେ ତାଙ୍କୁ ଜେରା ଚାଲିଛି । ତେବେ ଟୁଟୁ ନାୟକ ନିଜେ ଆସି ନାହାନ୍ତି, ତାଙ୍କୁ ଅଣା…

ପେଟିଏମରୁ ପେମେଣ୍ଟ ବେଳେ ଫୋନ ନମ୍ବର ହାଇଡ କରିବାକୁ ଚାହାଁନ୍ତି କି ? ଆପଣାନ୍ତୁ ଏହି ଉପାୟ

ନୂଆଦିଲ୍ଲୀ: ଆଜିକାଲି ଯେକୌଣସି ବ୍ୟକ୍ତିଙ୍କ ସହ ନିଜର ବ୍ୟକ୍ତିଗତ ବିବରଣୀ ସେୟାର କରିବା ଅତ୍ୟନ୍ତ ବିପଜ୍ଜନକ ହୋଇପଡିଛି। ଏପରି ପରିସ୍ଥିତିରେ ଫୋନ୍ ନମ୍ବର ହେଉଛି ବ୍ୟକ୍ତିଗତ ବିବରଣୀ ମଧ୍ୟରୁ ଗୋଟିଏ, ଯେଉଁଥିରେ ସମସ୍ତ ଡକ୍ୟୁମେଣ୍ଟ୍ ଲିଙ୍କ୍ ହୋଇଥାଏ। ପେଟିଏମ୍ ମାଧ୍ୟମରେ ପେମେଣ୍ଟ୍ କରିବା…

ସାରା ଓଡ଼ିଶା ସରକାରଙ୍କର, ଲୋପାମୁଦ୍ରା କ’ଣ ଓଡ଼ିଶାର ନୁହେଁ ? ହିଟ ଆଣ୍ଡ ରନ ମାମଲାରେ ବିଜେଡିକୁ ଏମିତି ଟାର୍ଗେଟ…

 ଭୁବନେଶ୍ୱର: ଭୁବନେଶ୍ୱର ପାୱାର ହାଉସ ଛକରେ ଗତ ୩୧ ତାରିଖ ରେଞ୍ଜ ରୋଭର ଧକ୍କାରେ ଯୁବତୀଙ୍କ ମୃତ୍ୟୁ ଘଟିବା ପରେ ଘନଉଛି ବିବାଦ । ଏହି ବେପରୁଆ ଗାଡି ଚାଳନା ଯୋଗୁ ଲୋପାମୁଦ୍ରା ସାହୁଙ୍କର ଶୁକ୍ରବାର ମୃତ୍ୟୁ ଘଟିଥିବାବେଳେ ଆହତ ଅବସରପ୍ରାପ୍ତ ସିଆଇଏସଏଫ୍ ଯବାନ କାହ୍ନୁଚରଣ ନାୟକ ମୃତ୍ୟୁ…