Latest Odisha News

BREAKING NEWS

Browsing Category

ଫିଚର

ରାଜ୍ୟରେ ବଢୁଛି ସୁସ୍ଥତା ହାର: ମୋଟ ସଂଖ୍ୟା ଟପିଲା ୨୫ ହଜାର

ଭୁବନେଶ୍ୱର: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର। ପ୍ରତିଦିନ ଶହ ଶହ ସଂଖ୍ୟାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସେହି ଅନୁପାତରେ ଆରୋଗ୍ୟ ହାର ମଧ୍ୟ ବଢ଼ିବାରେ ଲାଗିଛି । ବିନା କୌଣସି ଔଷଧ ରେ ଆମ ଡାକ୍ତରମାନେ ଏହି ମହାମାରୀରୁ ଲୋକଙ୍କୁ ବଞ୍ଚିବାରେ ଅନେକ ସଫଳତା ହାସଲ…

ମନୋଜ ସିହ୍ନା ଜମ୍ମୁ କଶ୍ମୀରର ନୂଆ ଉପରାଜ୍ୟପାଳ

ନୂଆଦିଲ୍ଲୀ: ଗିରୀଶ ମୁର୍ମୁଙ୍କ ଇସ୍ତଫା ପରେ ଜମ୍ମୁ କଶ୍ମୀରର ନୂଆ ଉପରାଜ୍ୟପାଳ ହୋଇଛନ୍ତି ମନୋଜ ସିହ୍ନା । ତାଙ୍କ ନିଯୁକ୍ତି ଉପରେ ମୋହର ମାରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଗିରୀଶ ମୁର୍ମୁଙ୍କ ସ୍ଥାନ ନେବେ ମନୋଜ ସିହ୍ନା । ମନୋଜ ସିହ୍ନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ…

ରାଜ୍ୟର ଏହି ୧୦ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଉତ୍ତର- ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଭିଜୁଛି ସାରା ଓଡ଼ିଶା। ଗତ ୩୬ ଘଣ୍ଟା ମଧ୍ୟରେ ରାଜ୍ୟର ପ୍ରାୟ ସବୁ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି। ପାଣିପାଗ ବିଭାଗର ପୂର୍ବନୁମାନ ଅନୁସାରେ, ଆସନ୍ତା ୯ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ବଳୟ…

କରୋନା ନେଲାଣି ୬ ପୋଲିସ କର୍ମଚାରୀଙ୍କ ଜୀବନ

ଭୁବନେଶ୍ୱର: ରାଜ୍ୟରେ ୬ ପୋଲିସ କର୍ମଚାରୀଙ୍କ ଜୀବନ ନେଲାଣି କରୋନା। ଏହାସହ ୭୦୦ ଟପିଲାଣି ଆକ୍ରାନ୍ତ କରୋନା ଯୋଦ୍ଧାଙ୍କ ସଂଖ୍ୟା। ସବୁଠୁ ଅଧିକ ଗଞ୍ଜାମ ଜିଲ୍ଲାର ଆକ୍ରାନ୍ତ ରହିଥିବା ସୂଚନା । ବୁଧବାର ଦିନ କରୋନା ଯୋଦ୍ଧାଙ୍କ ପାଇଁ ପୁଲିସ ମୁଖ୍ୟାଳୟରେ ଆୟୋଜିତ ଏକ ମିନିଟ୍‌ର ନିରବ…

ଇସ୍ତଫା ଦେଲେ ଜମ୍ମୁ-କାଶ୍ମୀର ଉପ-ରାଜ୍ୟପାଳ ଗିରୀଶ ମୁର୍ମୁ

କାଶ୍ମୀର: ଇସ୍ତଫା ଦେଇଛନ୍ତି ଜମ୍ମୁ-କାଶ୍ମୀରର ଉପ-ରାଜ୍ୟପାଳ ଗିରୀଶ ଚନ୍ଦ୍ର ମୁର୍ମୁ। ଗିରୀଶ ନିଜ ଇସ୍ତଫାପତ୍ର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟକୁ ପଠାଇଥିବା ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ। ସୂଚନାନୁସାରେ, ମୁର୍ମୁଙ୍କୁ ପରବର୍ତ୍ତୀ ସିଏଜି (ମହାଲେଖା ନିୟନ୍ତ୍ରକ ଓ ମହା…

ବିଜେଡ଼ି କାର୍ଯ୍ୟାଳୟରେ କୋଭିଡ୍ ଯୋଦ୍ଧାଙ୍କ ପାଇଁ ନୀରବ ପ୍ରାର୍ଥନା

ଭୁବନେଶ୍ୱର: କରୋନା ଯୋଦ୍ଧାଙ୍କ ପାଇଁ ଏକ ମିନିଟ୍ ନୀରବ ପ୍ରାର୍ଥନାରେ ସାମିଲ ହୋଇଥିଲେ ବିଜେଡି କର୍ମକର୍ତ୍ତା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ବୁଧବାର ସନ୍ଧ୍ୟା ୬ ଟାରେ ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ତଥା ବିଜେଡି ନେତା ସଞ୍ଜୟ ଦାସବର୍ମାଙ୍କ ନେତୃତ୍ୱରେ ବିଜେଡି…

କାଲିଠୁ ସପ୍ତାହେ ବନ୍ଦ ରହିବ ଭୀମସାର ମେଡିସିନ୍ ବିଭାଗ OPD

ବୁର୍ଲା (ସମ୍ୱଲପୁର): ଆସନ୍ତାକାଲିଠାରୁ (ଗୁରୁବାର) ବନ୍ଦ ରହିବ ବୁର୍ଲା ଭୀମସାର ମେଡିସିନ ବିଭାଗ OPD। ଏନେଇ ସୂଚନା ଦେଇଛନ୍ତି ଭୀମସାର ନିର୍ଦ୍ଦେଶକ ଲଳିତ କୁମାର ମେହେର । ଆସନ୍ତା ୧୨ ତାରିଖ ଯାଏଁ ବନ୍ଦ ରହିବ OPD । ମେଡିସିନ ବିଭାଗର ୩୮ ଜଣ ଡାକ୍ତର କ୍ୱାରେଣ୍ଟାଇନରେ ଯିବା ପରେ…

ଚାଇନାରେ ଆତଙ୍କ ଖେଳାଇଲା ନୂଆ ଭାଇରସ୍ “ଟିକ୍ -ବୋର୍ଣ୍ଣ” !

ଚାଇନା: ସ୍ମାର୍ଟଫୋନ୍ ଲଂଚ କଲାଭଳି ଚାଇନାରେ ଜନ୍ମ ନେଉଛନ୍ତି ଭଳିକିଭଳି ଭାଇରସ୍ । ଶୁଣିବାକୁ ହାସ୍ୟାସ୍ପଦ ଲାଗୁଥିଲେ ବି ଚାଇନାରେ ଏବେ ସ୍ଥିତି ବେଶ ଗମ୍ଭୀର । ଟିକ୍‌-ବୋର୍ଣ୍ଣ ନାମକ ଏକ ନୂଆ ଭାଇରସ୍‌କୁ ନେଇ ଚିନ୍ତାରେ ପଡିଛି ଡ୍ରାଗନ୍ ଦେଶ । ତାଜା ରିପୋର୍ଟ ଅନୁଯାୟୀ ଟିକ୍‌-ବୋର୍ଣ୍ଣ…

ରିୟା ଚକ୍ରବର୍ତ୍ତୀଙ୍କୁ ଇଡିର ନୋଟିସ୍, ଅଗଷ୍ଟ ୭ରେ ହାଜିରା ନିର୍ଦ୍ଦେଶ

ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ବଢିଛି ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଅଡୁଆ । ବିହାର ପୋଲିସ ସ୍କାନରରେ ରିୟା ଥିବା ବେଳେ ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତାଙ୍କୁ ସମନ କରିଛି । ଅଗଷ୍ଟ ୭ ତାରିଖ ସୁଦ୍ଧା ହାଜର ହେବାକୁ ନିର୍ଦ୍ଦେଶ ରହିଛି । ପ୍ରିଭେନସନ୍…

କିମସ୍‌ରେ ଯୋଗଦେଲେ ଡାକ୍ତର ବିଧୁକଲ୍ୟାଣ ମହାନ୍ତି ଓ ଡାକ୍ତର ହେମନ୍ତ କୁମାର କର

ଭୁବନେଶ୍ୱର: ବିଶିଷ୍ଟ କର୍କଟ ରୋଗ ବିଶେଷଜ୍ଞ ଡାକ୍ତର ବିଧୁ କଲ୍ୟାଣ ମହାନ୍ତି ଓ ବିଶିଷ୍ଟ ଚର୍ମରୋଗ ବିଶେଷଜ୍ଞ ଡାକ୍ତର ହେମନ୍ତ କୁମାର କର କଳିଙ୍ଗ ଇନଷ୍ଟିଚ୍ୟୁଟ୍‌ ଅଫ୍‍ ମେଡିକାଲ୍‍ ସାଇନସେସ୍ (କିମସ୍‌)ରେ ଯୋଗ ଦେଇଛନ୍ତି । ଡାକ୍ତର ମହାନ୍ତି କିମ୍ସସ କ୍ୟାନ୍ସଗର ସେଣ୍ଟରର ନିର୍ଦ୍ଦେଶକ ତଥା…