Latest Odisha News

BREAKING NEWS

Browsing Category

ଫିଚର

ରାମ ମନ୍ଦିର ନେଇ ଲୋକଙ୍କ ଉତ୍ସାହ ବଢ଼ୁଛି, କୁଇଟାଂଲରୁ ଊର୍ଦ୍ଧ୍ୱ ରୂପା ଦାନ ବାବଦକୁ ଆସିଲାଣି

ଅଯୋଧ୍ୟା: ଅଯୋଧ୍ୟା ରାମ ମନ୍ଦିର ନେଇ ଲୋକଙ୍କ ଉତ୍ସାହ ଦିନକୁ ଦିନ ବଢ଼ିବାରେ ଲାଗିଛି । ୧୦୦ କୋଟି ଟଙ୍କାର ଏହି ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଲୋକମାନେ ସ୍ୱତଃ ଦାନ ଦେବା ଆରମ୍ଭ କରିଛନ୍ତି । ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର କୋଷାଧ୍ୟକ୍ଷଙ୍କ ମତରେ କୁଇଟାଂଲରୁ ଊର୍ଦ୍ଧ୍ୱ ରୂପା…

ରହସ୍ୟ: ରାକ୍ଷୀ ସାଜିଛି ରାକ୍ଷସ !

ଉତ୍ତରପ୍ରଦେଶ: ଗତକାଲି ଥିଲା ରକ୍ଷା ବନ୍ଧନ । ସାନଠୁ ବଡ, ନିଜଠୁ ଆରମ୍ଭ କରି ଧରମ ଭାଇଙ୍କୁ ରାକ୍ଷୀ ବାନ୍ଧି ଅନେକ ଭଉଣୀ ଦିନଟିକୁ ଖୁସୀରେ କାଟିଥିଲେ । ପ୍ରତିବର୍ଷ ଲୋକେ ରକ୍ଷା ବନ୍ଧନ ପାଳି ଆସୁଥିଲାବେଳେ ଭାରତର ଏମିତି ବି ଏକ ସ୍ଥାନ ଅଛି ଯେଉଁଠି ରକ୍ଷା ବନ୍ଧନର ନାଁ ଶୁଣିବା ମାତ୍ରେ…

ଓଡିଶାରୁ କେଉଁମାନେ ୟୁପିଏସସି ସିଭିଲ୍ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ, ଜାଣନ୍ତୁ

ଭୁବନେଶ୍ୱର: ୟୁପିଏସସି ସିଭିଲ୍ ସର୍ଭିସ ପରୀକ୍ଷା ୨୦୧୯ର ଫଳାଫଳ ମଙ୍ଗଳ ବାର ଦିନ ପ୍ରକାଶ ପାଇଛି । ସେଥିମଧ୍ୟରେ ଓଡିଶାରୁ ୨୦ ଜଣ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ସୂଚନାନୁଯାୟୀ ଏହାର ଟପ୍ ୧୦ରେ ଓଡିଶାରୁ ଦୁଇ ଜଣ ସ୍ଥାନ ପାଇଥିବା ବେଳେ ଆଉ କେଉଁ ଓଡିଆ ପ୍ରାର୍ଥୀ କେଉଁ…

ପାଉଣା ନଦେଲେ ରଥଖୋଲା ବନ୍ଦ ଚେତାବନୀ

ପୁରୀ: ୨ ଦିନ ଭିତରେ ପାଉଣା ଦିଅ ନହେଲେ ରଥଖୋଲା ବନ୍ଦ ହେବ । ଦେବୀ ସୁଭଦ୍ରାଙ୍କ ରଥର ଚାରୋଟି ଦୁଆରବେଢ଼ା କଢ଼ାଯିବା ପରେ ପ୍ରାପ୍ୟକୁ ନେଇ ଏଭଳି ଜିଦ୍‌ରେ ବସିଛନ୍ତି ମୁଖ୍ୟ ମହାରଣାମାନେ । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖି ଜଣାଇଛନ୍ତି ମହାରଣା ସେବାୟତ । କେବଳ ସେତିକି…

ସୁଶାନ୍ତ ସିଂ ମୃତ୍ୟୁ ମାମଲାର ହେବ ସିବିଆଇ ତଦନ୍ତ ! ସୁପାରିଶ କଲେ ବିହାର ସରକାର

ପାଟନା: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ସସ୍‌ପେନ୍ସ ଜାରି ରହିଛି । ତାଙ୍କ ମୃତ୍ୟୁ ଉପରୁ ଏବେବି ପରଦା ହଟୁନି । ତେବେ ଏହି ମାମଲାରେ ଆସିଛି ଆଉ ଏକ ନୂଆମୋଡ । ଏହି ଘଟଣାର ସିବିଆଇ ତଦନ୍ତ ପାଇଁ ବିହାର ସରକାର ସୁପାରିଶ କରିଛନ୍ତି । ସୁୁଶାନ୍ତ ସିଂଙ୍କ ବାପା…

ରାମ ମନ୍ଦିରକୁ ନେଇ ରାଜ୍ୟ ରାଜନୀତି ସରଗରମ

ଭୁବନେଶ୍ୱର: ଆସନ୍ତାକାଲି ଅଯୋଧ୍ୟାରେ ଭଗବାନ ଶ୍ରୀରାମଙ୍କ ମନ୍ଦିରର ଭୂମି ପୂଜନ ଅନୁଷ୍ଠିତ ହେବାକୁ ଯାଉଛି । ହେଲେ ଏହା ପୂର୍ବରୁ ରାଜ୍ୟରେ ରାଜନୀତି ସରଗରମ ହୋଇଛି । ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, କାଲିର ଦିନ ଇତିହାସର ସ୍ୱର୍ଣ୍ଣିମ ଅଧ୍ୟାୟରେ…

କ୍ରାନ୍ତି ଦିବସରୁ ସ୍ୱାଧୀନତା ଦିବସ ଯାଏଁ ବ୍ୟାପକ ରକ୍ତ ସଂଗ୍ରହ ଅଭିଯାନ

ଭୁବନେଶ୍ୱର: ରାଜ୍ୟରେ ରକ୍ତର ଅଭାବ ପୂରଣ ପାଇଁ ଓଡିଶା ମୋ ପରିବାର ପକ୍ଷରୁ ବ୍ୟାପକ ରକ୍ତଦାନ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି । ଅଗଷ୍ଟ ୯ ତାରିଖ କ୍ରାନ୍ତି ଦିବସରୁ ଅଗଷ୍ଟ ୧୫ ସ୍ୱାଧୀନତା ଦିବସ ଯାଏଁ ସପ୍ତାହବ୍ୟାପୀ ୩୨ଟି ସାଙ୍ଗଠନିକ ଜିଲ୍ଲାରେ ରକ୍ତଦାନ ସଂଗ୍ରହ ଅଭିଯାନ ଚାଲିବ । ଏହି…

ଅଗଷ୍ଟରେ କରୋନା ଶୀର୍ଷ ସ୍ତରକୁ ଯାଇ ନିୟନ୍ତ୍ରଣକୁ ଆସିବ: ଆଇଏଲଏସ

ଭୁବନେଶ୍ୱର: ମୌସୁମୀ ଓ ପ୍ରବାସୀଙ୍କ ଯୋଗୁଁ ଜୁନ୍ ମାସ ରାଜ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା । ଜୁଲାଇ ମାସରେ ଦିନକୁ ସଂକ୍ରମଣ ସଂଖ୍ୟା ୧୬ଶହ ପାଖାପାଖି ପହଁଚିଗଲା । ଏଭଳି ସ୍ଥିତିରେ ଅଗଷ୍ଟ ମାସରେ କରୋନା ସ୍ଥିତି ରାଜ୍ୟରେ ଶୀର୍ଷ ସ୍ତରକୁ ଯାଇ ତାପରେ ନିୟନ୍ତ୍ରଣକୁ ଆସିବ ବୋଲି କହିଛନ୍ତି…

ଅଗଷ୍ଟ ୩ୟ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ ୨ ରେଜଲ୍ଟ: ମନ୍ତ୍ରୀ

ଭୁବନେଶ୍ୱର: ଯୁକ୍ତ ୨ ରେଜଲ୍ଟ ଚଳିତ ମାସ ୩ୟ ସପ୍ତାହରେ ପ୍ରକାଶ ପାଇବ ବୋଲି ମଙ୍ଗଳବାର ଦିନ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ପ୍ରଦାନ କରିଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ ବିଜ୍ଞାନ ଓ ବାଣିଜ୍ୟ…

ପ୍ରକାଶ ପାଇଲା ୟୁପିଏସସି ରେଜଲ୍ଟ; ଟପ୍ ୧୦ରେ ସ୍ଥାନ ପାଇଲେ ଓଡିଶାର ଦୁଇ ଜଣ

ଭୁବନେଶ୍ୱର: ୟୁପିଏସସି ସିଭିଲ୍ ସର୍ଭିସ ପରୀକ୍ଷା ୨୦୧୯ର ଫଳାଫଳ ମଙ୍ଗଳବାର ଦିନ ପ୍ରକାଶ ପାଇଛି । ଏହାର ଟପ୍ ୧୦ ତାଲିକାରେ ଓଡିଶାରୁ ଦୁଇ ଜଣ ସ୍ଥାନ ପାଇଛନ୍ତି । ସୂଚନାନୁଯାୟୀ, ଅଭିଷେକ ସରାଫ ଓ ସଞ୍ଜିତା ମହାପାତ୍ର ଯଥାକ୍ରମେ ୮ ଓ ୧୦ ର‌୍ୟାଙ୍କରେ ରହିଛନ୍ତି । ଚଳିତ ବର୍ଷ ମୋଟ୍ ୮୨୯…