Latest Odisha News

BREAKING NEWS

Browsing Category

ଫିଚର

ଘଡଘଡି ସହ ବର୍ଷା ଆଶଙ୍କା: ୧୨ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟର ପ୍ରାୟ ୧୨ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ରବିବାର ଦିନ ପୂର୍ବାନୁମାନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟ ବୁଲେଟିନ୍ ଅନୁଯାୟୀ ଗଜପତି, ରାୟଗଡ, କଳାହାଣ୍ଡି, କେନ୍ଦୁଝର, ଅନୁଗୁଳ,…

ଅଗଷ୍ଟ ୪ରୁ ଶିକ୍ଷକଙ୍କ ଅନ୍‌ଲାଇନ୍ କ୍ଲାସ

ଭୁବନେଶ୍ୱର: ଆସନ୍ତା ୪ ତାରିଖରୁ ଆରମ୍ଭ ହେବ ଶିକ୍ଷକଙ୍କ ଅନ୍‌ଲାଇନ୍ କ୍ଳାସ । ଏହା ୫ ଦିନ ଧରି ଚାଲିବ । ରାଜ୍ୟର ୧୦୧ ଉତ୍କର୍ଷ ବିଦ୍ୟାଳୟ, ୩୦ ଜିଲ୍ଲାର ୩୦ ଟି ଯୁକ୍ତ ଦୁଇ କଲେଜ୍ ଓ ଶିକ୍ଷକ ଶିକ୍ଷା କଲେଜ୍ର ଶିକ୍ଷକମାନେ ତାଲିମ ନେବେ । ପରୀକ୍ଷାରେ ସଫଳତା ହାର ବଢାଇବା ଲାଗି ଗଣଶିକ୍ଷା…

ରାକ୍ଷୀ ବାନ୍ଧିବା ପାଇଁ ଭଉଣୀ କଥାରେ ଆତ୍ମସମର୍ପଣ କଲେ ନକ୍ସଲ ମଲ୍ଲା

ଦାନ୍ତେୱାଡ: ରାକ୍ଷୀର ମହତ ରଖିଲା ଦୁର୍ଦ୍ଦାନ୍ତ ନକ୍ସଲ ମଲ୍ଲା । ଭଉଣୀ କଥାରେ ପୋଲିସ ନିକଟରେ ଆତ୍ମସମର୍ପଣ କରିଛି ମଲ୍ଲା । ୧୨ ବର୍ଷ ତଳେ କକା କଥାରେ ବନ୍ଧୁକ ଧରିଥିବା ଏହତ ନକ୍ସଲ ଯେ, ମୁଖ୍ୟ ସ୍ରୋତକୁ ଫେରିବ ତାହା କେହି ଭାବି ନ ଥିଲେ । ରାକ୍ଷୀ ବାନ୍ଧିବା ପାଇଁ ମଲ୍ଲା ଭଉଣୀ ଲିଙ୍ଗେ…

୧୯୯୨ରୁ ଉର୍ମିଳାଙ୍କ ସଂକଳ୍ପ: ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ନ ହେଲା ପର୍ଯ୍ୟନ୍ତ ଅନ୍ନ ଗ୍ରହଣ କରିବେନି

ଅଯୋଧ୍ୟା:ଅଯୋଧ୍ୟାରେ ଖୁବ୍ ଶୀଘ୍ର ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ତେବେ ଏହି ନିର୍ମାଣ କାର୍ଯ୍ୟ ଦେଖିବା ପାଇଁ ଜବଲପୁର ଉର୍ମିଳା ଚର୍ତୁବେଦୀ ଅପେକ୍ଷା କରି ରହିଛନ୍ତି । ୧୯୯୨ରୁ ସେ ରାମ ମନ୍ଦିର ନିର୍ମାଣ ନ ହେଲା ପର୍ଯ୍ୟନ୍ତ ଅନ୍ନ ଗ୍ରହଣ କରିବେ ନାହିଁ ବୋଲି ସଂକଳ୍ପ…

ରାଜ୍ୟରେ ଗଡ଼ିଲା ଆଉ ୧୦ କରୋନା ଆକ୍ରାନ୍ତଙ୍କ ମୁଣ୍ଡ; ମୋଟ ସଂଖ୍ୟା ଛୁଇଁଲା ୧୯୩

ଭୁବନେଶ୍ୱର: କରୋନାରେ ପୁଣି ଯାଇଛି ୧୦ ଜୀବନ । ଗତ ୨୪ ଘଣ୍ଟାରେ ଗଞ୍ଜାମ ଜିଲ୍ଲାରୁ ୪, ଖୋର୍ଦ୍ଧାରୁ ୩, ସୁନ୍ଦରଗଡ, କଳାହାଣ୍ଡି ଓ ଯାଜପୁର ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ୧୮୭କୁ ବୃଦ୍ଧି ପାଇଛି କରୋନା…

୨୪ ଘଣ୍ଟାରେ ୧୪୩୪ ଆକ୍ରାନ୍ତଙ୍କ ସହ ରାଜ୍ୟରେ ୩୫ ହଜାର ପାଖାପାଖି ପହଞ୍ଚିଲା ମୋଟ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଗମ୍ଭୀର ହେଉଛି କରୋନା ସ୍ଥିତି । ଚିନ୍ତା ବଢ଼ାଉଛି ସ୍ଥାନୀୟ ସଂକ୍ରମଣ । ରାଜ୍ୟରେ ଆଜି ମଧ୍ୟ ୧୦୦୦ ପାର ହୋଇଛି କରୋନା ପଜିଟିଭଙ୍କ ସଂଖ୍ୟା । ଆଜି ଚିହ୍ନଟ ହୋଇଛନ୍ତି ୧୪୩୪ ଜଣ କରୋନା ପଜିଟିଭ ଚିହ୍ନଟ। ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ କ୍ବାରେଣ୍ଟାଇନ୍…

ଉପରମୁଁହା କୋଭିଡ ଗ୍ରାଫ: ୨୪ ଘଣ୍ଟା, ୫୪ ହଜାର ଆକ୍ରାନ୍ତ, ୮୫୩ ମୃତ

ନୂଆଦିଲ୍ଲୀ: ଦେଶରେ ଅସମ୍ଭାଳ କରୋନା ସ୍ଥିତି । ଦିନକୁ ଦିନ ଏହା ଅଣାୟତ୍ତ ହୋଇ ଚାଲିଛି । ଆଖି ପିଛୁଳାକେ ବଢ଼ି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଭାରତରେ ୨୪ ଘଣ୍ଟାରେ ୫୪,୭୩୬ ଜଣ ସଂକ୍ରମିତ ହୋଇଥିବା ବେଳେ ୮୫୩ ଜଣଙ୍କର ଜୀବନ ଯାଇଛି । ହୁ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ  ତା୨- ୮-୨୦୨୦ ରବିବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ଅଗଷ୍ଟ ତା ୨ ରିଖ ରବିବାର କର୍କଟ ୧୮ ଦିନ ଶ୍ରାବଣ ମାସ ଶୁକ୍ଳ ପକ୍ଷ ଚତୁର୍ଦ୍ଦଶୀ ତିଥି ଉତ୍ତରାଷାଢା ନକ୍ଷତ୍ର ଧନୁ ଚନ୍ଦ୍ର ଦିନ ୧୨ଟା ୫୯ମିନିଟ୍ ପର୍ଯ୍ୟନ୍ତ ତାପରେ ଉତ୍ତରାଷାଢା ନକ୍ଷତ୍ର ମକର ଚନ୍ଦ୍ର…

ରାଜଧାନୀରେ ଖୋଲିବ ସପିଂ ମଲ୍‌

ଭୁବନେଶ୍ୱର: ଭୁବନେଶ୍ୱରରେ ଖୋଲିବ ମଲ୍ । ଏ ନେଇ ଭୁବନେଶ୍ୱର ମହାନଗର ନିଗମ ଅନୁମତି ଦେଇଛି । ତେବେ ଏ ନେଇ ବିଏମସି ପକ୍ଷରୁ ଏସଓପି ଜାରି ହୋଇଛି । ମଲ୍ ପରିସରରେ ଫୁଡ୍ କୋର୍ଟ କିମ୍ବା ଗେମ୍ ଜୋନ ଖୋଲିବ ନାହିଁ । ମଲ୍ ଭିତରେ ଥିବା ସିନେମାହଲ ବନ୍ଦ ରହିବ । କୌଣସି ପ୍ରମୋସନାଲ…

ଦିବଂଗତ ନେତା ଅମର ସିଂଙ୍କ ପରଲୋକରେ ଶୋକପ୍ରକାଶ କଲେ ବିଗ୍ ବି

ମୁମ୍ବାଇ: କରୋନା ଆକ୍ରାନ୍ତ ହୋଇଥିବା ବିଗ୍ ବି ଅମିତାଭ ବଚ୍ଚନ ଗତ କିଛି ଦିନ ହେଲା ସିଟି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତେବେ ଆଜି ସୋସିଆଲ ମିଡିଆରେ ତାଙ୍କର ଏକ ଭିନ୍ନ ଫଟୋ ଦେଖିବାକୁ ମିଳିଛି । ତାଙ୍କ ପୂର୍ବତନ ବନ୍ଧୁ ତଥା ରାଜ୍ୟସଭା ସାଂସଦ ଅମର ସିଂହଙ୍କ ଦେହାନ୍ତର କିଛି ସମୟ…