Latest Odisha News

BREAKING NEWS

Browsing Category

ଫିଚର

ପଂଜାବ ମଦମୃତ୍ୟୁ ଘଟଣା: ଅବକାରୀ ବିଭାଗର ୭ ଅଧିକାରୀ ଓ ୬ ପୋଲିସ କର୍ମଚାରୀ ନିଲମ୍ବିତ

ଚଣ୍ଡୀଗଡ: ପଂଜାବ ବିଷାକ୍ତ ମଦ ମୃତ୍ୟୁ ଘଟଣାରେ ଆଜି ମୃତ୍ୟୁ ସଂଖ୍ୟା ୮୬କୁ ବୃଦ୍ଧି ପାଇଛି । ସେପଟେ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ଏହି ଘଟଣାରେ ଅବକାରୀ ବିଭାଗର ୭ ଜଣ ଅଫିସର ଓ ୬ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି । ଏଥି ସହ ଘଟଣାର ତଦନ୍ତ ନିର୍ଦ୍ଦେଶ ମଧ୍ୟ…

ଓଡିଶାରୁ ସୁସ୍ଥ ହେଲେ ଆଉ ୭୫୬ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୭୫୬ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ସୁସ୍ଥ ହୋଇଥିବା ୭୫୬ ଜଣଙ୍କ ମଧ୍ୟରୁ ୧୩୯ ଜଣ ଗଞ୍ଜାମରୁ, ୧୬୨ ଜଣ ଖୋର୍ଦ୍ଧା, ୭୮ ଜଣ କଟକ, ସୁନ୍ଦରଗଡରୁ ୫୮, ୪୯ ଜଣ…

ଓଡିଶାରେ ୫ ପ୍ରକାରର କରୋନା ଭାଇରସ ଚିହ୍ନଟ

ଭୁବନେଶ୍ୱର: ଓଡିଶାରେ ଜୁନ୍ ସୁଦ୍ଧା ୫ ପ୍ରକାରର କରୋନା ଭାଇରସ ଚିହ୍ନଟ ହୋଇଥିବା ନେଇ ଶନିବାର କହିଛନ୍ତି ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସେସ୍ (ଆଇଏଲ୍ଏସ୍) । ଆଇଏଲ୍ଏସ୍ ନିର୍ଦ୍ଦେଶକ ଅଜୟ ପରିଡା କହିଛନ୍ତି ଯେ ଆଇଏଲ୍ଏସ୍ ଏବଂ ଆଞ୍ଚଳିକ ମେଡିକାଲ୍ ରିସର୍ଚ୍ଚ ସେଣ୍ଟର (ଆରଏମଆରସି) ଗତ…

ଆଦିତ୍ୟ ଦାଶ ମୃତ୍ୟୁ ଘଟଣା: ତୃତୀୟ ଦିନରେ ପଚରାଉଚୁରା ଜାରି ରଖିଛି କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ଘଟଣାରେ ଗତ ତିନି ଦିନ ହେଲା ତନାଘନା ଚଳାଇଛି କ୍ରାଇମବ୍ରାଞ୍ଚ । ଆଜି ଟିମ୍ ଆଦିତ୍ୟ କରିଥିବା ଆଶ୍ରମରେ ପହଞ୍ଚି ଅନ୍ତେବାସୀମାନଙ୍କୁ ସାଢେ ତିନି ଘଣ୍ଟା ପଚରାଉଚୁରା କରିଛି । ଏହା ପରେ ଟିମ୍ ଆଦିତ୍ୟଙ୍କ ଘରକୁ ଯାଇଛି । ସେଠାରେ ପରିବାର…

ଅନଲକ୍‌-୩ ଗାଇଡଲାଇନ ମାନିବାକୁ ଦୋକାନୀଙ୍କୁ ଅନୁରୋଧ କଲା ବିଏମସି

ଭୁବନେଶ୍ୱର: ଓଡିଶା ସରକାରଙ୍କ ଦ୍ୱାରା ଜାରି ଅନଲକ୍‌-୩ ଗାଇଡଲାଇନକୁ କଡାକଡି ମାନିବାକୁ ଭୁବନେଶ୍ୱରର ବ୍ୟବସାୟୀ ସଂସ୍ଥା ମାନଙ୍କୁ ଅନୁରୋଧ କରିଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି) । ବ୍ୟବସାୟୀ ସଂସ୍ଥା ସହ ଆଲୋଚନା କରିବା ପରେ ଗଣମାଧ୍ୟମକୁ ସୂଚନା ଦେଇ ବିଏମସି କମିଶନର ପ୍ରେମ…

ପରଲୋକରେ ରାଜ୍ୟସଭା ସାଂସଦ ଅମର ସିଂ

ନୂଆଦିଲ୍ଲୀ: ରାଜ୍ୟସଭା ସାଂସଦ ତଥା ପୂର୍ବତନ ସମାଜବାଦୀ ପାର୍ଟି ନେତା ଅମର ସିଂଙ୍କ ପରଲୋକ । ଆଜି ଅପରାହ୍ନରେ ୬୪ ବର୍ଷ ବୟସରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ଗତ କିଛି ବର୍ଷ ହେଲା ସେ ଅସୁସ୍ଥ ଥିଲେ । ତେଣୁ ତାଙ୍କୁ କିଛି ମାସ ପୂର୍ବରୁ ସିଙ୍ଗାପୁରର ଏକ ହସ୍ପିଟାଲରେ…

କୋଭିଡ ନିୟମ ଭାଙ୍ଗୁଛନ୍ତି କି ? ସାବଧାନ.. ପୋଲିସ ନେଇପାରେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର : ଘରୁ ବାହାରିଲେ ମାସ୍କ ପିନ୍ଧୁନାହାନ୍ତି କି ? ହାଟ ହବଜାରକୁ ଗଲା ବେଳେ ସାମାଜିକ ଦୂରତ୍ୱ ନିୟମ ମାନୁଛନ୍ତି ତ ? ନ ହେଲେ କମିଶନରେଟ୍ ପୋଲିସ ନେଇ ପାରେ କାର୍ଯ୍ୟାନୁଷ୍ଠାନ । କମିଶନରେଟ୍ ପୋଲିସ ପକ୍ଷରୁ ଶନିବାର ଏକ ହ୍ୱାଟସ୍ ଅପ୍ ନମ୍ବର ଜାରି କରାଯାଇଛି । ଏହି…

ବିଶାଖାପାଟଣାରେ କ୍ରେନ ଖସି ପଡିବାରୁ ୧୧ମୃତ, ୧ ଗୁରୁତର

ବିଶାଖାପାଖଣା: ହିନ୍ଦୁସ୍ତାନ ସିପ୍ ୟାର୍ଡରେ ଦୁର୍ଘଟଣା । ଏକ କ୍ରେନ ଖସି ପଡିପଡିବାରୁ ଘଟଣା ସ୍ଥଳରେ ୧୧ ଜଣଙ୍କର ମୃତ୍ୟୁ ହୋଇଛି । ଏଥି ସହ ଜଣେ ଗୁରୁତର ଅଛନ୍ତି । ମୃତାହତମାନେ ସିପ୍ ୟାର୍ଡର କର୍ମଚାରୀ ଓ କିଛି ଚୁକ୍ତିଭିତ୍ତିକ କର୍ମଚାରୀ । ଏ ନେଇ ଏଏନଆଇକୁ ସୂଚନା ଦେଇଛନ୍ତି ଡିସିପି…

ଗୁଞ୍ଜନ ସକ୍ସେନା ଟ୍ରେଲର ରିଲିଜ; ଏୟାରଫୋର୍ସ ପାଇଲଟ୍ ଗୁଞ୍ଜନ ଭୂମିକାରେ ଜାହ୍ନବୀ

ନୂଆଦିଲ୍ଲୀ: ବଲିଉଡ ଫିଲ୍ମ ‘ଗୁଞ୍ଜନ ସକ୍ସେନା-ଦ କାରଗିଲ୍ ଗର୍ଲ’ର ଟ୍ରେଲର ରିଲିଜ ହୋଇ ଯାଇଛି । ଯେଉଁଥିରେ ଲିଡ୍ ରୋଲରେ ନଜର ଆସିଛନ୍ତି ଷ୍ଟାର କିଡ୍ ଜାହ୍ନବୀ କପୁର । ଫିଲ୍ମଟି ଭାରତୀୟ ବାୟୁସେନା ପାଇଲଟ୍ ଗୁଞ୍ଜନ ସକ୍ସେନାଙ୍କ ବାୟୋପିକ୍ ଅଟେ । ଗୁଞ୍ଜନ ସକ୍ସେନା ଦେଶର ପ୍ରଥମ ମହିଳା…

ଜୁଲାଇରେ କରୋନା ଆଣିଛି ସୁନାମୀ

ନୂଆଦିଲ୍ଲୀ: ଜୁଲାଇରେ ନାଲି ଆଖି ଦେଖାଇଛି କରୋନା । ଭାରତ ଏବଂ ଓଡ଼ିଶାରେ ଲମ୍ବା ଲମ୍ଫ ମାରିଛି । ଦେଶରେ ଦିନକୁ ୫ ହଜାର ପାର୍ କରିଛି ପଜିଟିଭ କେସ୍ । ଲକ୍ଷାଧିକ ପଜିଟିଭ ବାହାରିଛନ୍ତି । ଜୁଲାଇରେ ଦେଶରେ ସାଢ଼େ ୧୦ ଲକ୍ଷରୁ ଅଧିକ ସଂକ୍ରମିତ ହୋଇଥିବା ବେଳେ ରାଜ୍ୟରେ ୨୪ ହଜାରରୁ ଅଧିକ ନୂଆ…