Latest Odisha News

BREAKING NEWS

Browsing Category

ଫିଚର

ଆସିଲା ବାଘ ଗଣନା ରିପୋର୍ଟ; ବିଶ୍ୱର ୭୦ ପ୍ରତିଶତ ବାଘ କେବଳ ଭାରତରେ

ନୂଆଦିଲ୍ଲୀ: କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭେଡକର୍ ଓ ରାଜ୍ୟ ମନ୍ତ୍ରୀ ବାବୁଲ ସୁପ୍ରିୟୋ ମଙ୍ଗଳବାର ଦିନ ନ୍ୟାସନାଲ୍ ମିଡିଆ ସେଣ୍ଟରରେ ବ୍ୟାଘ୍ର ଗଣନା ରିପୋର୍ଟ ଜାରି କରିଛନ୍ତି । ‘ବିଶ୍ୱ ବ୍ୟାଘ୍ର ଦିବସ’ର ପୂର୍ବ ସନ୍ଧ୍ୟାରେ ଏମଓଏସ ସହିତ ବାଘ ଜନ ଗଣନା ଉପରେ ଏକ…

ପୁରୀରେ କାଲିଠୁ ରଥଖୋଲା

ପୁରୀ: ଆସନ୍ତାକାଲିଠୁ ପୁରୀରେ ଖୋଲାଯିବ ଚତୁର୍ଦ୍ଧାମୂର୍ତ୍ତିଙ୍କ ୩ ରଥ । ସେବକ ଓ ପରିଚାଳନା କମିଟି ସଦସ୍ୟଙ୍କ ତତ୍ତ୍ୱାବଧାନରେ ଏହି କାମ ହେବ । ମାସେ ଧରି ରଥଖୋଲା ଚାଲିବା ସହ ସ୍ଥାନାନ୍ତରଣ ଓ ରଥଯୋଡ଼ା କାମ ମଧ୍ୟ ହେବ । ରଥକୁ ନଭାଙ୍ଗି ସୁରକ୍ଷିତ ଭାବେ ଭୋଇ ସେବକ ମାନେ ଖୋଲିବେ । ରଥ…

ଦେଶର ସବୁଠୁ ବୟସ୍କ ଆୟକର ଦାତା, ବୟସ ୧୧୭ ବର୍ଷ

ମଧ୍ୟପ୍ରଦେଶ: ବୟସ ୧୧୭ ବର୍ଷ । ହେଲେ ପରିଣତ ବୟସରେ ମଧ୍ୟ ସେ ଏଭଳି କିଛି କାମ କରିଛନ୍ତି ଯାହା ତାଙ୍କୁ ସାରା ଦେଶରେ ଚର୍ଚ୍ଚାର ପରିସରକୁ ଆଣିଛି । ୧୧୭ ବର୍ଷରେ ଦେଶର ସବୁଠାରୁ ବୟସ୍କ ଆୟକର ଦାତା ହେବାକୁ ଯାଉଛନ୍ତି ମଧ୍ୟପ୍ରଦେଶର ଗିରିଜା ବାଇ । ପ୍ରତିଷ୍ଠା ଦିବସରେ ଆୟକର ବିଭାଗ ୧୦୦…

ପ୍ଲାଜମା ଥେରାପୀରେ ଗଞ୍ଜାମରୁ ସୁସ୍ଥ ହେଲେ ୩ କରୋନା ରୋଗୀ

ବ୍ରହ୍ମପୁର: କରୋନା ରୋଗରୁ ଆରୋଗ୍ୟ ଲାଭ କରିବା ପାଇଁ ଓଡିଶାରେ ପ୍ଲାଜମା ଥେରାପୀକୁ ଆଶ୍ରା କରାଯାଇଥିବା ବେଳେ ଏଥିରୁ ସୁଫଳ ମିଳିଛି । ପୂର୍ବରୁ କଟକର ଜଣେ କରୋନା ରୋଗୀ ସୁସ୍ଥ ହୋଇଥିବା ବେଳେ ଆଜି ଗଞ୍ଜାମରୁ ଆଉ ୩ ସୁସ୍ଥ ହୋଇଛନ୍ତି। ଏନେଇ ଗଞ୍ଜାମ ଜିଲ୍ଲାପାଳ ଟ୍ୱିଟ୍ କରି ସୂଚନା…

ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ୮୫୦କେଜି ଜବତ, ୫ ଗିରଫ

କୋରାପୁଟ: ଟ୍ରାକ୍ଟରରେ ଥିଲା ଟ୍ୟାଙ୍କର ଆଉ ଟ୍ୟାଙ୍କର ଭିତରେ ଥିଲା ଗଂଜେଇ । ବେଆଇନ୍ ଭାବେ ଟ୍ୟାଙ୍କରରେ ଗଂଜେଇ ଚାଲାଣ ବେଳେ ଏସଟିଏଫ୍ ହାତରେ ଧରାପଡିଛି । କୋରାପୁଟ ଜିଲ୍ଲା ନନ୍ଦପୁର ଥାନା ପିତାଗୁଡାରେ ବେଆଇନ୍ ଗଂଜେଇ ଚାଲାଣ କରାଯାଉଥିବା ନେଇ ଏସଟିଏଫକୁ ସୂଚନା ମିଳିଥିଲା । ପରେ ଏସଟିଏଫି…

ଆଜି କ୍ୟାପିଟାଲ ହସପିଟାଲରେ ଉଦଘାଟିତ ହେବ ପ୍ଲାଜମା ବ୍ୟାଙ୍କ

ଭୁବନେଶ୍ୱର: ଆଜି ଭୁବନେଶ୍ୱରର କ୍ୟାପିଟାଲ ହସପିଟାଲରେ ଉଦଘାଟିତ ହେବ ରାଜ୍ୟର ଚତୁର୍ଥ ପ୍ଲାଜମା ବ୍ୟାଙ୍କ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ଲାଜମା ବ୍ୟାଙ୍କକୁ ଉଦଘାଟନ କରିବେ । ପୂର୍ବରୁ କଟକର ଏସସିବି ସମେତ ୩ଟି କୋଭିଡ୍ ହସପିଟାଲରେ ପ୍ଲାଜମା ବ୍ୟାଙ୍କ କାର୍ଯ୍ୟକ୍ଷମ କରାଯାଇସାରିଛି ।…

ଭିଜିଲାନ୍ସ ଜାଲରେ ଆରଆଇ, ନେଉଥିଲେ ୩ହଜାର ଟଙ୍କା ଲାଂଚ

ବାଲେଶ୍ୱର: ଲାଂଚ ନେଇ ଭିଜିଲାନ୍ସରେ ଜାଲରେ ପଡିଛନ୍ତି ଆରଆଇ । ଭଦ୍ରକ ଜିଲ୍ଲା ଚାନ୍ଦବାଲିର ରାଜସ୍ୱ ନୀରିକ୍ଷକ ସୁବ୍ରତ କୁମାର ମଲ୍ଲିକଙ୍କୁ ଧରିଛି ବାଲେଶ୍ୱର ଭିଜିଲାନ୍ସ ଟିମ୍ । ଲିଗାଲ ହାୟର ଅର୍ଥାତ୍ ଉତ୍ତରାଧିକାରୀ ସାର୍ଟିଫିକେଟ୍ ପାଇଁ ଜଣେ ବ୍ୟାକ୍ତିଙ୍କ ଠାରୁ ୩ ହଜାର ଟଙ୍କା ଲାଂଚ…

ରାମ ମନ୍ଦିର ତଳେ ଟାଇମ କ୍ୟାପସୁଲ ରଖାଯିବ ନାହିଁ : କମଳେଶ୍ୱର ଚୌପାଲ

ଅଯୋଧ୍ୟା: ରାମ ମନ୍ଦିର ତଳେ ଟାଇମ କ୍ୟାପସୁଲ ରଖାଯିବା ଖବରକୁ ମଙ୍ଗଳବାର ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ମେମ୍ବର କମଳେଶ୍ୱର ଚୌପାଲ ଖଣ୍ଡନ କରିଛନ୍ତି । ଗଣମାଧ୍ୟମରେ ପ୍ରକାଶିତ ଖବରରେ କୌଣସି ସତ୍ୟତା ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ଭବିଷ୍ୟତରେ କୌଣସି ବିବାଦ ଉପୁଜିବାର…

ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ୭ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ରାଜ୍ୟର ପ୍ରାୟ ୭ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ ବୌଦ୍ଧ, କଳାହାଣ୍ଡି, କନ୍ଧମାଳ, ବରଗଡ, ଦେଓଗଡ଼, ସମ୍ବଲପୁର ଓ ଝାରସୁଗୁଡା ଆଦି ଜିଲ୍ଲାର ଗୋଟିଏ କିମ୍ବା…

ନେହେରୁ, ଗାନ୍ଧୀଙ୍କ ସମ୍ପତିର ତଦନ୍ତ କରିବ ହରିୟାଣା ସରକାର

ଚଣ୍ଡୀଗଡ: ହରିୟାଣା ସରକାର ଏକ କଡା ପଦକ୍ଷେପ ଗ୍ରହଣ କରିଛନ୍ତି । ଏଠାରେ ଥିବା ସମସ୍ତ ଗାନ୍ଧୀ-ନେହେରୁ ପରିବାର ସହିତ ଜଡିତ ଥିବା ସମସ୍ତ ସମ୍ପତିର ତଦନ୍ତ ସ୍ଥାନୀୟ ସରକାର କରିବ । ରାଜ୍ୟର ମୁଖ୍ୟ ଶାସନ ସଚିବ ସଚିନ କେଶନୀ ଆନନ୍ଦ ଅଧିକାରୀମାନଙ୍କୁ ଏ ନେଇ ନିର୍ଦ୍ଦେଶ ଜାରି କରିଛନ୍ତି ।…