Latest Odisha News

BREAKING NEWS

Browsing Category

ଫିଚର

ଦିଲ ବେଚାରା ଫିଲ୍ମର ଅଜବ ସଂଯୋଗ: ସମସ୍ତ ପ୍ରମୁଖ କଳାକାରଙ୍କ ନାମ ଏସ ଅକ୍ଷରରେ ଆରମ୍ଭ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ଫିଲ୍ମ ଦିଲବେଚାରା ଓଟିଟି ପ୍ଲାଟଫର୍ମରେ ରେକର୍ଡ ସୃଷ୍ଟି କରିଛି । ତେବେ ଏହି ଦିଲ ବେଚାରା ଫିଲ୍ମର କେତେକ ଅଜବ ସଂଯୋଗ ବିଷୟରେ ଆସନ୍ତୁ ଜାଣିବା । ଏହି ଫିଲ୍ମର ସମସ୍ତ ପ୍ରମୁଖ କଳାକାରଙ୍କ ନାମ ଏସ ଅକ୍ଷରରେ ଆରମ୍ଭ । ସୁଶାନ୍ତ, ସଞ୍ଜନା, ସୈଫ,…

ଚିନ୍ତାରେ ଚୀନ: ଶାଂଘାଇ ନିକଟରେ ଉଡିଲା ଆମେରିକାର ଫାଇଟର ଜେଟ

ସାଂଘାଇ: ଚୀନ ଏବେ ଚିନ୍ତାରେ । ଆମେରିକା କ୍ରମାଗତ ଭାବେ ଚୀନ ଉପରେ ଚାପ ପକାଇବାରେ ଲାଗିଛି । ରିପୋର୍ଟ ମୁତାବକ ଆମେରିକାର ଫାଇଟର ଜେଟ ସାଂଘାଇ ନିକଟରେ ଉଡିଥିଲା । ଚୀନର ଏହି ବ୍ୟବସାୟିକ ସହରଠାରୁ ଏହି ବିମାନ ମାତ୍ର ୧୦୦ କିଲୋମିଟର ଦୂରରେ ଉଡିଥିଲା । ତେବେ ଚୀନ ରକ୍ଷା ମନ୍ତ୍ରଣାଳୟ…

ଗଜପତି ଜିଲ୍ଲା ସପ୍ତାହରେ ୪ଦିନ ସଟଡାଉନ୍, ୩ ଦିନ ଲକଡାଉନ୍

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସଂକ୍ରମଣ ବଢୁଥିବାରୁ ଜିଲ୍ଲାରେ ସପ୍ତାହରେ ଚାରି ଦିନ ସଟଡାଉନ୍ ଓ ତିନି ଦିନ ଲକଡାଉନ ଜାରି କରାଯିବ । ଏନେଇ ସୂଚନା ଦେଇଛନ୍ତି ଗଜପତି ଜିଲ୍ଲାପାଳ । ଗୁରୁବାରଠାରୁ ରବିବାର ପର୍ଯ୍ୟନ୍ତ ସଟଡାଉନ୍ ପାଇଁ ନିର୍ଦ୍ଦେଶ…

ପୁଣି ତିନି ଶହ ପାର୍ କଲା ଖୋର୍ଦ୍ଧା ଜିଲ୍ଲାରେ ପଜିଟିଭ କେସ୍

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରେ ବେକାବୁ କରୋନା । କାୟା ବିସ୍ତାର କରି ଚାଲିଛି । ଦ୍ୱିତୀୟ ଥର ଜିଲ୍ଲାରୁ ପୁଣି ବାହାରିଛନ୍ତି ତିନି ଶହରୁ ଅଧିକ ନୂଆ ଆକ୍ରାନ୍ତ । ଗତ ୨୪ ଘଣ୍ଟାରେ ଭୂତାଣୁ ସଂକ୍ରମିତ ହୋଇଛନ୍ତି ୩୧୨ ଜଣ । ପୂର୍ବରୁ ଗତ ୨୩ ତାରିଖରେ ୩୨୦ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।…

ରାଜ୍ୟରେ ପାଞ୍ଚ ବର୍ଷର ଶିଶୁ ସମେତ ୭ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ ଜଣେ ୫ ବର୍ଷର ଶିଶୁ ଜୀବନ ନେଇଛି କରୋନା । ଗତ ୨୪ ଘଣ୍ଟା ଭିତରେ ଆଉ ୭ ଜଣ ସଂକ୍ରମିତ ମୃତ୍ୟୁବରଣ କରିଛନ୍ତି । ମୃତକଙ୍କ ଭିତରେ ଗଞ୍ଜାମ ଜିଲ୍ଲାରୁ ୩ ଜଣ, ରାୟଗଡ଼ାରୁ ଦୁଇ, କଟକ ଜିଲ୍ଲାରୁ ଜଣେ ଓ ଭୁବନେଶ୍ୱରରେ କରୋନା ଆକ୍ରାନ୍ତ ଜଣେ ପାଞ୍ଚ ବର୍ଷର ଶିଶୁ ପ୍ରାଣ…

୨୪ ଘଣ୍ଟା, ୨୮ ଜିଲ୍ଲା, ୧୨୧୫ ନୂଆ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ୨୮ ହଜାର ପାର କରିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧ ହଜାର ୨୧୫ ଜଣ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୭୫୩ ପଜିଟିଭ୍ କେସ୍ ବାହାରିଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୪୬୨ । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩୩୨ ଜଣ…

ବଢୁଛି ସଂକ୍ରମଣ: ଦେଶରେ ୨୪ ଘଣ୍ଟାରେ ୪୭ ହଜାରରୁ ଉର୍ଦ୍ଧ୍ବ ଆକ୍ରାନ୍ତ, ୩୩ ହଜାର ଟପିଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ଅସମ୍ଭାଳ କରୋନା ସ୍ଥିତି । ଦିନକୁ ଦିନ ଏହା ଅଣାୟତ ହୋଇ ଚାଲିଛି । ଆଖି ପିଛୁଲକେ ବଢ଼ି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଭାରତରେ ୨୪ ଘଣ୍ଟାରେ ସର୍ବାଧିକ ୪୭,୭୦୪ ବ୍ୟକ୍ତି କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ…

ଗୋଷ୍ଠୀ ସଂକ୍ରମଣର ପଞ୍ଝାରେ ଭୁବନେଶ୍ୱରର ୫ ବସ୍ତି !

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବସ୍ତିରେ ପ୍ରବେଶ କରିଛି କରୋନାଭାଇରସ୍ । ଏହି ସଂକ୍ରମଣ ଏବେ ଆଉ ଏକ ପାଦ ଆଗକୁ ବଢି ଗୋଷ୍ଠୀ ସଂକ୍ରମଣରେ ରୂପାନ୍ତର ହୋଇଛି। ଗୋଷ୍ଠୀ ସଂକ୍ରମଣ ବର୍ତ୍ତମାନ ଭୁବନେଶ୍ୱରର ତ୍ରିନାଥ ବସ୍ତି, ଗଣପତି ନଗର, ନୟାପଲ୍ଲୀର ସୀତାପୁର ବସ୍ତି ଓ ୟୁନିଟ ୧ ସ୍ଥିତ…

ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ସେପ୍ଟେମ୍ୱର ୨୯ରେ ପ୍ରଥମ ଡିବେଟ୍

ଓ୍ୱାଶିଂଟନ୍: ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ବାଜିଲା ବିଗୁଲ୍ । ଆସନ୍ତା ସେପ୍ଟେମ୍ୱର ୨୯ ତାରିଖର୍ ପ୍ରଥମ ଡିବେଟ୍ ଅନୁଷ୍ଠିତ ହେବ । ମୁହାଁମୁହିଁ ହେବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଡେମୋକ୍ରାଟିକ ପାର୍ଟିର ପୂର୍ବତନ ଉପରାଷ୍ଟ୍ରପତି ଜୋ ବିଡେନ୍ । କାର‌୍ୟ୍ୟସୂଚୀ ଜାରି…

ଏହି ୧୦ ଜିଲ୍ଳାରେ ପ୍ରବଳ ବର୍ଷା ସମ୍ଭାବନା: ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ମଙ୍ଗଳବାର ଦିନ ରାଜ୍ୟର ୧୦ ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବନୁମାନ କରିଛି । ବିଭାଗ ପକ୍ଷରୁ ଏହି ୧୦ଟି ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ପାଣିପାଗ ବିଭାଗର ସଦ୍ୟତମ ରିପୋର୍ଟ ଅନୁଯାୟୀ ମଙ୍ଗଳବାର ଦିନ…