Latest Odisha News

BREAKING NEWS

Browsing Category

ଫିଚର

[ଦେଖନ୍ତୁ ଭିଡ଼ିଓ]: ବିଜୟ ଦିବସ ଅବସରରେ ବୀର ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ଆଜି କାରଗିଲ ବିଜୟ ଦିବସ । ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରଜନାଥ ସିଂ 'ନ୍ୟାସନାଲ ୱାର ମେମୋରିଆଲ' ଠାରେ ବୀର ସହିଦ ଯବାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହି ଅବସରରେ ତାଙ୍କ ସହ ଥିଲେ ଏମଓଏସ ଡିଫେନ୍ସ ଶ୍ରୀପଦ ନାୟକ ଏବଂ ତିନିଜଣ ସେବା ମୁଖ୍ୟ…

ଜୁଲାଇ ୨୮ ପରେ ବଢିବ ବର୍ଷାର ପରିମାଣ: ପାଣିପାଗ ବିଭାଗ

ଭୁବନେଶ୍ୱର: ରାଜ୍ୟରେ ବଢୁଛି ଖରାର ପ୍ରଭାବ । ମୌସୁମୀ ଦୁର୍ବଳ ରହିଥିବା କାରଣରୁ ଆସନ୍ତା ୨ରୁ ୩ ଦିନ ପର୍ଯ୍ୟନ୍ତ ବିଶେଷ ବର୍ଷା ହେବାର ସମ୍ଭାବନା ନାହିଁ। ତେବେ ଆସନ୍ତା ୨୮ ତାରିଖରେ ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।ଯାହାପରେ ରାଜ୍ୟରେ ଧୀରେଧୀରେ ବର୍ଷାର…

‘କାରଗିଲ ବିଜୟ ଦିବସ’: ପାକିସ୍ତାନ ସହ ଯୁଦ୍ଧ କରି ବିଜୟ ହୋଇଥିଲା ଭାରତୀୟ ସେନା

ଭୁବନେଶ୍ୱର: ‘କାରଗିଲ୍ ବିଜୟ ଦିବସ’କୁ ପୁରିଲା ୨୧ ବର୍ଷ । ୧୯୯୯ ମସିହା ଆଜିର ଦିନରେ ଦୁଷ୍ଟ ପାକିସ୍ତାନ ଉପରେ ବିଜୟ ଲାଭ କରିଥିଲେ ଆମ ଭାରତୀୟ ବୀର ମାନେ । କଶ୍ମୀରର କାରଗିଲ୍ ଜିଲ୍ଲାରେ ୧୯୯୯ ମସିହା ମେ ୩ ତାରିଖ ରୁ ଜୁଲାଇ ୨୬ ତାରିଖ ଯାଏଁ ଚାଲିଥିଲା ଏହି ମହାସମର । ଭାରତର ଏବଂ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୨୬-୭-୨୦୨୦ ରବିବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ଜୁଲାଇ ତା ୨୬ ରିଖ ରବିବାର କର୍କଟ ୧୧ ଦିନ ଶ୍ରାବଣ ମାସ ଶୁକ୍ଳ ପକ୍ଷ ଷଷ୍ଠୀ ଭୁକ୍ତ ସପ୍ତମୀ ତିଥି ହସ୍ତା ନକ୍ଷତ୍ର କନ୍ୟା ଚନ୍ଦ୍ର ଘାତ ବାର: ମେଷ ରାଶିର  ଘାତ ଚନ୍ଦ୍ର: ବୃଷ ରାଶି ପୁରୁଷ ଧନୁ ରାଶି…

ଜୀବନ ଯୁଦ୍ଧରେ ହାରିଗଲେ କରୋନା ଆକ୍ରାନ୍ତ ଯବାନ

ବାଲେଶ୍ୱର : କରୋନା ଛଡାଇନେଲା ମାଆର ଭେଣ୍ଡିଆ ପୁଅକୁ । ଭାରତ ମାତାର ସେବା କରିବା ପାଇଁ ଯାଇଥିବା ପୁଅ ଆଜି କରୋନା ସଂକ୍ରମଣରେ ଜୀବନ ଯୁଦ୍ଧରେ ହାରିଯାଇଛି । ଏବେ ପରିସ୍ଥିତି ଏପରି ଯେ ମଲାପୁଅର ମୁହଁକୁ ବି ଦେଖିପାରିଲେନି ମାଆ ବାପା । ତେଣୁ ମାଆ ଛାତି ଫାଟିଯାଉଛି । ସେ ନିରୁପାୟ । ବାହୁନି…

୧୦୦ ବଲିଉଡ ଡ୍ୟାନ୍ସରଙ୍କ ଆକାଂଉଟରେ ଟଙ୍କା ଜମା କଲେ ହ୍ରିତିକ

ମୁମ୍ବାଇ: କରୋନା ମହାମାରୀ ମୁକାବିଲା ପାଇଁ ବିଭିନ୍ନ ସ୍ତରର ଲୋକେ ପରସ୍ପରକୁ ସାହାଯ୍ୟ କରୁଛନ୍ତି । ବଲିଉଡ ଅଭିନେତା ହ୍ରିତିକ ରୋଶନ ଫିଲ୍ମ ଇଣ୍ଡଷ୍ଟ୍ରିର ୧୦୦ ଡ୍ୟାନ୍ସରଙ୍କୁ ଆର୍ଥୀକ ସହାୟତା ଯୋଗାଇଛନ୍ତି । ସେ ସେମାନଙ୍କ ଆକାଂଉଟରେ ସିଧାସଳଖ ଟଙ୍କା ଜମା କରିଛନ୍ତି । ଏହି ମେସେଜ ପାଇବା…

ମୋ ବିରୁଦ୍ଧରେ ଗୋଟିଏ ଗ୍ୟାଙ୍ଗ ଷଡଯନ୍ତ୍ର କରୁଛି : ଏଆର ରହେମାନ

ମୁମ୍ବାଇ:ଓସ୍କାର ବିଜେତା ସଙ୍ଗୀତକାର ଏଆର ରହେମାନ ଏକ ଚାଂଚଲ୍ୟକର ବୟାନ ଦେଇଛନ୍ତି । ସେ କହିଛନ୍ତି ବଲିଉଡର ଗୋଟିଏ ଗ୍ୟାଙ୍ଗ ମୋ ବିରୁଦ୍ଧରେ ଷଡଯନ୍ତ୍ର କରୁଛନ୍ତି । ମୁଁ ଯେପରି କାମ ନ ପାଇବି ସେ ନେଇ ବୁଦ୍ଧି ଖଟାଉଛନ୍ତି । ପ୍ରଥମେ ପ୍ରଥମେ ମୁଁ ବୁଝି ପାରୁ ନ ଥିଲେ ଇଣ୍ଡଷ୍ଟ୍ରିରେ…

ପ୍ରେମିକ ସାଜିଲା ପିଶାଚ, ପ୍ରେମିକାକୁ ମାରି ପୋତିଦେଲା

ବ୍ରହ୍ମଗିରି(ପୁରୀ): ସୈତାନ ପ୍ରେମିକ । ପିଶାଚ ସାଜିଲା । ମାରିଦେଲା ପ୍ରେମକୁ । ପ୍ରେମିକାକୁ କବର ଦେଇଦେଲା । ହତ୍ୟା କରିବା ପରେ ପୋଖରୀ ହୁଡ଼ାରେ ମୃତଦେହକୁ ପୋତି ଦେଇଥିବା ଅଭିଯୋଗ । ପୁରୀ ଜିଲ୍ଲା ବ୍ରହ୍ମଗିରି ଅଞ୍ଚଳରୁ ଏଭଳି ଲୋକଟାଙ୍କୁରା ହତ୍ୟାକାଣ୍ଡ ସାମନାକୁ ଆସିଛି । ହତ୍ୟାକାରୀ…

୨୫ ଜିଲ୍ଲାରୁ ସୁସ୍ଥ ହେଲେ ଆଉ ୭୨୮ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଆଜି ଗୋଟିଏ ଦିନରେ ରାଜ୍ୟରେ ୭୨୮ କରୋନା ଆକ୍ରାନ୍ତ ସୁସ୍ଥ । ମୋଟ୍ ୨୫ ଜିଲ୍ଲାରୁ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩୯୧ ଜଣ କୋଭିଡ୍ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ସୁସ୍ଥ ସଂଖ୍ୟା ୧୫ ହଜାର ୯୨୮କୁ ବୃଦ୍ଧି ପାଇଛି ।…

ଲଦାଖ ନିକଟରେ ପାକିସ୍ତାନ ନିୟୋଜିତ କଲା ଜେଏଫ-୧୭ ଲଢ଼ୁଆ ବିମାନ

ନୂଆଦିଲ୍ଲୀ: ଚୀନ-ଭାରତ ସୀମା ବିବାଦର ଫାଇଦା ଉଠାଇ ପାକିସ୍ତାନ ଲଦାଖ ନିକଟରେ ନିଜର ଲଢ଼ୁଆ ବିମାନ ଜେଏଫ-୧୭ ନିୟୋଜିତ କରିଛି । ଭାରତ ବିପକ୍ଷରେ ଯୁଦ୍ଧ ପରିସ୍ଥିତି ମୁକାବିଲା ପାଇଁ ପାକିସ୍ତାନ ଏହି ପଦକ୍ଷେପ ଗ୍ରହଣ କରିଛି ବୋଲି ସେଠାକାର ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଏହା ବ୍ୟତୀତ…