Latest Odisha News

BREAKING NEWS

Browsing Category

ଫିଚର

ଅଯୋଗ୍ୟ ହିତାଧିକାରୀ ଫେରାଇବେ କାଳିଆ ଟଙ୍କା

ଭୁବନେଶ୍ୱର: ରାଜ୍ୟର ପ୍ରାୟ ୫୦ ହଜାର ଅଯୋଗ୍ୟ କାଳିଆ ହିତାଧିକାରୀ ଫେରାଇବେ କାଳିଆ ଯୋଜନା ଟଙ୍କା । ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ କୃଷି ସଚିବ ସୌରଭ ରର୍ଗ କହିଛନ୍ତି ଯେ, ‘ଏ ଯୋଜନାରେ ୫୧ ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ ମାତ୍ର ୯୮ ପ୍ରତିଶତ ଯୋଗ୍ୟ । ପ୍ରାୟ ୫୦ହଜାର ଅଯୋଗ୍ୟ…

ଚଳିତ ବର୍ଷ ରାଜଭବନରେ ହେବନି ‘ଆଟ୍ ହୋମ୍’ ସେଲିବ୍ରେସନ

ଭୁବନେଶ୍ୱର: ଚଳିତ ବର୍ଷ ସ୍ୱାଧୀନତା ଦିବସ ଅବସରରେ ରାଜ ଭବନରେ ‘ଆଟ୍ ହୋମ୍’ ସେଲିବ୍ରେସନ ନକରିବାକୁ ରାଜ୍ୟପାଳ ଗଣେଶୀ ଲାଲ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସରକାରଙ୍କ ଦ୍ବାରା ଲାଗୁ କରାଯାଇଥିବା ଜନସମାଗମ ଓ କରୋନା କଟକଣାକୁ ଦୃଷ୍ଟିରେ ରଖି ରାଜ୍ୟପାଳ ଏଭଳି ନିଷ୍ପତ୍ତି ନେଇଥିଲେ।…

ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ଖେଳୁଛନ୍ତି ୱେଷ୍ଟଇଣ୍ଡିଜର ୧୪୦ କିଗ୍ରା ଓଜନ ବିଶିଷ୍ଟ ସ୍ପିନର

ମାଚେଂଷ୍ଟର:ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଶୁକ୍ରବାରଠାରୁ ତୃତୀୟ କ୍ରିକେଟ ଟେଷ୍ଟ ଆରମ୍ଭ ହୋଇଛି । ୩୨ ବର୍ଷ ପରେ ଇଂଲଣ୍ଡ ମାଟିରେ ସିରିଜ ଜିତିବା ଲକ୍ଷ୍ୟରେ ଥିବା ୱେଷ୍ଟଇଣ୍ଡିଜ ଚୂଡାନ୍ତ ଦଳରେ ଜଣେ ଦମଦାର ଖେଳାଳିଙ୍କୁ ସାମିଲ କରିଛନ୍ତି । ୧୪୦ କିଲୋଗ୍ରାମ ଓଜନ ବିଶିଷ୍ଟ ଏହି ସ୍ପିନରଙ୍କ…

ଜୁନ୍‌ରେ ୪ଜି ଡାଉନଲୋଡ ସ୍ପିଡରେ ଆଗୁଆ ରହି ପୁଣି ଥରେ ବାଜି ମାରିଲା ଜିଓ

-ଏୟାରଟେଲ ଓ ଭୋଡାଫୋନ ଆଇଡିଆଠାରୁ ଦୁଇ ଗୁଣରୁ ଅଧିକ ଜିଓର ୪ଜି ଡାଉନଲୋଡ ସ୍ପିଡ୍‌: ଟ୍ରାଇ ତଥ୍ୟ ଭୁବନେଶ୍ୱର : ଭାରତୀୟ ଟେଲିକମ ନିୟାମକ ପ୍ରାଧିକରଣ(ଟ୍ରାଇ) ଦ୍ୱାରା ଜୁନ ମାସ ପାଇଁ ପ୍ରକାଶିତ ହାରାହାରି ୪ଜି ଡାଉନଲୋଡ୍ ସ୍ପିଡ୍‌ରେ ପୁଣି ଥରେ ସମସ୍ତଙ୍କଠାରୁ ଆଗରେ ରହିଛି ରିଲାଏନ୍ସ ଜିଓ ।…

ଓଡିଶାରେ ୧୫ ହଜାର ଟପିଲା ଆରୋଗ୍ୟଙ୍କ ସଂଖ୍ୟା; ଗୋଟିଏ ଦିନରେ ସର୍ବାଧିକ ୮୦୮ ସୁସ୍ଥ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୮୦୮ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଯାହାକୁ ମିଶାଇ ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୧୫,୨୦୦ରେ ପହଞ୍ଚିଛି। ସୁସ୍ଥ ହୋଇଥିବା ୮୦୮ ଜଣଙ୍କ ମଧ୍ୟରୁ ୩୫ ଜଣ କଟକ,…

ୟୁଏଇରେ ଆଇପିଏଲ, ସେପ୍ଟେମ୍ବର ୧୯ରୁ ଆରମ୍ଭ : ବ୍ରିଜେଶ ପଟେଲ

ମୁମ୍ବାଇ:ଇଣ୍ଡିଆନ ପ୍ରିମିୟର ଲିଗ୍ ୟୁଏଇରେ ସେପ୍ଟମ୍ବର ୧୯ରୁ ଆରମ୍ଭ ହେବ ବୋଲି ଚେୟାରମ୍ୟାନ ବ୍ରିଜେଶ ପଟେଲ ଶୁକ୍ରବାର କହିଛନ୍ତି । ଆସନ୍ତା ସପ୍ତାହରେ ହେବାକୁ ଥିବା ଆଇପିଏଲ ଗଭର୍ଣ୍ଣିଂ କାଉନସିଲ ବୈଠକରେ ଅନ୍ତିମ ନିଷ୍ପତି ନିଆଯିବ ବୋଲି ସେ କହିଛନ୍ତି । ବିସିସିଆଇ ସମସ୍ତ…

ସିଦ୍ଧାର୍ଥଙ୍କ ଆତ୍ମହତ୍ୟା ମାମଲା: କଫି ଡେ’ ଏଣ୍ଟର୍‌ପ୍ରାଇଜେସ୍‌ର ବୁକ୍‌ରୁ ୪,୦୦୦ କୋଟି ଟଙ୍କା ଗାଏବ୍

ନୂଆଦିଲ୍ଲୀ: କାଫେ କଫି ଡେ ମାଲିକ ଭି ଜି ସିଦ୍ଧାର୍ଥଙ୍କ ଆତ୍ମହତ୍ୟା ମାମଲାରେ ଏକ ନୂଆ ମୋଡ଼ ଆସିଛି । କଫି ଡେ’ ଏଣ୍ଟର୍‌ପ୍ରାଇଜେସ୍ ଲିମିଟେଡକୁ ନେଇ କରାଯାଇଥିବା ତଦନ୍ତରୁ ଜଣାଯାଇଛି ଯେ, କଫି ଡେ’ ଏଣ୍ଟର୍‌ପ୍ରାଇଜେସ୍‌ର ବୁକ୍‌ରୁ ୩,୫୦୦ରୁ ୪,୦୦୦ କୋଟି ଟଙ୍କା ଗାଏବ୍ ଅଛି । ସିବିଆଇର…

କାହିଁକି ଗାଈ ବିକି ସ୍ମାର୍ଟଫୋନ୍ କିଣିଲେ କୁଲଦୀପ ?

ହିମାଚଳ ପ୍ରଦେଶ: କରୋନା ମାଡରେ ଛଟପଟ ଧନୀଠୁ ଗରିବ ସମସ୍ତେ । କାହା ପାଖରେ ପଇସା ଥାଇ ହନ୍ତସନ୍ତ, ତ କିଏ ଖାଇବାକୁ ଗଣ୍ଡେ ଦାନା ଯୋଗାଡ କରିନପାରି ଜୀବନ ହାରୁଛି । ପେଟକୁ ମୁଠେ ଭାତ ଯୋଗାଡ କରିବା ଚିନ୍ତା ଛାଡିଲେ ଆହୁରି ଅନେକ ସମସ୍ୟା ମାଡି ବସୁଛି । ହିମାଚଳ ପ୍ରଦେଶର କୁଲଦୀପ କୁମାର…

ରାଜ୍ୟର ଚତୁର୍ଥ ବିଧାୟକ କରୋନା ପଜିଟିଭ୍ ଚିହ୍ନଟ

ଗଂଜାମ : ପୋଲସରାର ବିଧାୟକ କରୋନା ପଜିଟିଭ୍ ଚିହ୍ନଟ । ବିଧାୟକଙ୍କ ସହ ତାଙ୍କ ପତ୍ନୀ ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କୁ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଏଥି ସହ ସେମାନଙ୍କ ସମ୍ପର୍କରେ ଆସିଥିବା ପରିବାରର ସଦସ୍ୟ ଓ ଅନ୍ୟମାନଙ୍କର ମଧ୍ୟ ସ୍ୱାବ ନମୁନା…

କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଭୁବନେଶ୍ୱରର ଏହି ପୋଷ୍ଟ ଅଫିସ୍ ବନ୍ଦ

ଭୁବନେଶ୍ୱର: ଡାକ ବିଭାଗର କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ଭୁବନେଶ୍ୱର ସ୍ଥିତ ଆଇଆରସି ଭିଲେଜରେ ଥିବା ସବ୍ ପୋଷ୍ଟ ଅଫିସକୁ ସାମୟିକ ଭାବେ ବନ୍ଦ କରାଯାଇଛି । ଭୁବନେଶ୍ୱର ଡିଭିଜନ ପୋଷ୍ଟ ଅଫିସର ସିନିୟର୍ ସୁପରିଟେଣ୍ଟେଣ୍ଟ ଏକ ପତ୍ରରେ କହିଛନ୍ତି ଯେ ବନ୍ଦ ହେବା ପୂର୍ବରୁ…