Latest Odisha News

BREAKING NEWS

Browsing Category

ଫିଚର

ଅମିତାଭ ବଚ୍ଚନ ଫ୍ୟାନଙ୍କ ପାଇଁ ଖୁସି ଖବର: କୋଭିଡ୍ ରିପୋର୍ଟ ନେଗେଟିଭ୍ !

ମୁମ୍ୱାଇ: କରୋନା ସଂକ୍ରମିତ ହୋଇ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି ଅମିତାଭ ବଚ୍ଚନଙ୍କ ଫ୍ୟାନଙ୍କ ପାଇଁ ଖୁସି ଖବର । ଅମିତାଭଙ୍କ କୋଭିଡ୍ ରିପୋର୍ଟ ନେଗେଟିଭ୍ ଆସିଥିବା ସୂଚନା ମିଳିଛି । ତେବେ ଏନେଇ ହସ୍ପିଟାଲ କର୍ତ୍ତୃପକ୍ଷ କି ନିଜେ ବିଗ୍ ବି ଏଯାଏଁ ବିଧିବଦ୍ଧ ଭାବରେ ସ୍ପଷ୍ଟ କରି…

ଅଡୁଆରେ ବାବା ଆର୍ତ୍ତତ୍ରାଣ

ଭୁବନେଶ୍ୱର: ଅଡୁଆରେ ଆତ୍ମଘୋଷିତ ବାବା ଆର୍ତ୍ତତ୍ରାଣ । ଫୋନ ଯୋଗେ ମନ୍ତ୍ର ଫୁଙ୍କି ଓ ରୋଗୀଙ୍କୁ ଛୁଇଁ କରୋନା ଭଲ କରିବାକୁ ଦାବି କରି ସେ ଅଡୁଆରେ ଫଡିଛନ୍ତି । ତାଙ୍କ ନାଁ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ହୋଇଛି । ହାଇକୋର୍ଟର ଜଣେ ଆଇନଜୀଜୀ ଆର୍ତ୍ତତ୍ରାଣଙ୍କ ନାଁରେ ଅଭିଯୋଗ କରିଛନ୍ତି ।…

କାହିଁକି ସୋନୁ ପଂଜାବନକୁ ନେଇ ଥରହର ଦିଲ୍ଲୀ ?

ନୂଆଦିଲ୍ଲୀ: ଶେଷରେ ଦିଲ୍ଲୀ ପୋଲିସ ଶାନ୍ତିରେ ନିଃଶ୍ୱାସ ମାରିବାକୁ ସୁଯୋଗ ପାଇଛି । ଗୀତା ଅରୋରା ଓରଫ ସୋନୁ ପଂଜାବନକୁ ମିଳିଲା ୨୪ ବର୍ଷର ଜେଲ ଦଣ୍ଡାଦେଶ । ତେବେ କିଏ ଏହି ସୋନୁ ପଂଜାବନ ଓ ତାକୁ ନେଇ କାହିଁକି ଥରହର ଦିଲ୍ଲୀ ? ଦିଲ୍ଲୀର ସବୁଠୁ ବଡ ସେକ୍ସ ରାକେଟ୍ ଅପରେଟର୍ ସାଜିଥିଲା…

କାଶରୁ ଜଣାପଡିବ କରୋନା ପଜିଟିଭ: ଆରଏମଆରସି

ଭୁବନେଶ୍ୱର: ରାଜ୍ୟରେ ବିଭିନ୍ନ କାଶର ଶବ୍ଦକୁ ନେଇ ଗବେଷଣା ଚାଲିଛି । ସାଧାରଣ କାଶ ଓ କରୋନା କାଶ ମଧ୍ୟରେ କଣ ଫରକ ରହୁଛି ସେନେଇ ଗବେଷଣା କରାଯାଉଛି । ନିପି ଓ ଆରଏମଆରସି ସହଭାଗିତାରେ ଗବେଷଣା କରାଯାଉଥିବା ଆରଏମଆରସି ନିର୍ଦ୍ଦେଶିକ ସଂଘମିତ୍ରା ପତି ସୂଚନା ଦେଇଛନ୍ତି । ସେ କହିଛନ୍ତି, ନିପି…

ରାଜ୍ୟର ୨୦ଟି ଜିଲ୍ଲାର ୪୯ଟି ନଦୀବନ୍ଧ ଦୁର୍ବଳ

ଭୁବନେଶ୍ୱର: ରାଜ୍ୟର ୨୦ଟି ଜିଲ୍ଲାର ୪୯ଟି ସ୍ଥାନରେ ଦୁର୍ବଳ ନଦୀବନ୍ଧ ରହିଛି । ଜଳସମ୍ଫଦ ବିଭାଗ ସଚିବଙ୍କୁ ଏନେଇ ଚିଠି ମାଧ୍ୟମରେ ଜଣାଇଛନ୍ତି ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ । ଚିଠିରେ ସର୍ବୋଚ୍ଚ ଯନ୍ତ୍ରୀ ଜଣାଇଛନ୍ତି ଯେ, ପୁରୀ ଜିଲ୍ଲାର ସର୍ବାଧିକ ୮ଟି ସ୍ଥାନରେ ନଦୀବନ୍ଧ ଦୁର୍ବଳ ରହିଛି।…

ରାଜ୍ୟରେ କରୋନା ମହାମାରୀରେ ଅର୍ଥ ସଙ୍କଟ

ଭୁୁବନେଶ୍ୱର: କରୋନା ମହାମାରୀ ଭିତରେ ରାଜ୍ୟ ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ତେଣୁ ସରକାରଙ୍କ ପାଖରେ ଋଣ କରିବା ଛଡା ଆଉ କିଛି ଉପାୟ ନାହିଁ ବୋଲି କହିଛନ୍ତି ଯୋଜନା ଓ ସଂଯୋଜନା ମନ୍ତ୍ରୀ ପଦ୍ମନାଭ ବେହେରା । ସେ କହିଛନ୍ତି, ଯେହେତୁ ରାଜ୍ୟ ବର୍ତ୍ତମାନ କରୋନା ମହାମାରୀକୁ ସାମ୍ନା କରୁଛି,…

ପୃଥିବୀ ଲୋକ ସଂଖ୍ୟାର ଅର୍ଦ୍ଧେକ ସୋସିଆଲ ମିଡିଆରେ ସକ୍ରିୟ ଅଛନ୍ତି

ନୂଆଦିଲ୍ଲୀ: ଡାଟା ରିପୋର୍ଟଲ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁସାରେ ବିଶ୍ୱର ଅର୍ଦ୍ଧେକ ଲୋକ ଏବେ ସୋସିଆଲ ମିଡିଆରେ ସକ୍ରିୟ ଅଛନ୍ତି । କରୋନା ମହାମାରୀ ଲକଡାଉନ ଯୋଗୁ ଏହାର ସଂଖ୍ୟା ଦ୍ରୁତ ଗତିରେ ବଢ଼ି ଚାଲିଛି । ଉକ୍ତ ରିପୋର୍ଟ ଅନୁସାରେ ୩୯୬ କୋଟି ଲୋକ ଏବେ ସୋସିଆଲ ମିଡିଆ ବ୍ୟବହାର…

କରୋନାରେ ଗଲା ଆଉ ୬ ଜୀବନ, ମୃତ୍ୟୁସଂଖ୍ୟା ୧୧୪କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ କରୋନା କାୟା ବଢ଼ି ଚାଲିଛି । ସଂକ୍ରମଣ ସହ ମୃତ୍ୟୁ ସଂଖ୍ୟା ବଢୁଛି । ଗତ ୨୪ ଘଣ୍ଟାରେ ଯାଇଛି ଆଉ ୬ ଆକ୍ରାନ୍ତଙ୍କ ଜୀବନ । ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୧୪କୁ ବୃଦ୍ଧି ପାଇଛି । ମୃତକଙ୍କ ଭିତରେ ଗଞ୍ଜାମ ଜିଲ୍ଲାରୁ ୫ ଜଣ ଓ ଖୋର୍ଦ୍ଧା ଜିଲ୍ଲାର ଜଣେ…

ରାଜ୍ୟରେ ରେକର୍ଡ ଭାଙ୍ଗିଲା କରୋନା: ୨୪ ଘଣ୍ଟାରେ ୧୨୦୦ ପାର୍

ଭୁବନେଶ୍ୱର: ରାଜ୍ୟରେ ରେକର୍ଡ ଭାଙ୍ଗିଲା କରୋନା । ୨୪ ଘଣ୍ଟାରେ ଚିହ୍ନଟ ହେଲେ ସର୍ବାଧିକ ୧୨୬୪ ଜଣ ସଂକ୍ରମିତ। ଦିନକୁ ଦିନ ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୧୦୯୯ ରେ ପହଞ୍ଚିଛି। ସଦ୍ୟତମ ସୂଚନା ଅନୁଯାୟୀ, ଆଜି ଚିହ୍ନଟ ପଜିଟିଭଙ୍କ…

ବ୍ରାଜିଲ ରାଷ୍ଟ୍ରପତିଙ୍କ କୋଭିଡ୍ ଟେଷ୍ଟ ରିପୋର୍ଟ ପୁଣି ପଜିଟିଭ୍

ବ୍ରସିଲିଆ: ବ୍ରାଜିଲ ରାଷ୍ଟ୍ରପତି ଜୈର ବୋଲସୋନାରୋଙ୍କ କୋଭିଡ୍ ଟେଷ୍ଟ ପଜିଟିଭ୍ ପୁଣି ଆସିଛି ପଜିଟିଭ୍ । ଏନେଇ ରାଷ୍ଟ୍ରପତିଙ୍କ କାର‌୍ୟ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତା ଦୁଇ ସପ୍ତାହ ପାଇଁ ବୋଲସୋନାରୋ କ୍ୱାରେଣ୍ଟାଇନରେ ରହିବେ । ଏହାସହ ରାଷ୍ଟ୍ରପତିଙ୍କ ଆଗାମୀ ଗସ୍ତ ସବୁ ବାତିଲ…