Latest Odisha News

BREAKING NEWS

Browsing Category

ଫିଚର

ଆଦିତ୍ୟ ଦାଶ ମୃତ୍ୟୁ ମାମଲା: ସୁଇସାଇଡ ନୋଟର ଆସିଲା ଫରେନସିକ୍ ରିପୋର୍ଟ

ଭୁବନେଶ୍ୱର: ଯୁବ ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ପୂର୍ବରୁ ନିଜେ ଲେଖିଥିଲେ ସୁଇସାଇଡ୍ ନୋଟ୍ । ଆସିଲା ସୁଇସାଇଡ୍ ନୋଟର ଫେରନସିକ୍ ରିପୋର୍ଟ । ଆଦିତ୍ୟଙ୍କ ପୁରୁଣା ହାତଲେଖା ସହ ସୁଇସାଇଡ ନୋଟରେ ଲେଖା ଥିବା ହାତ ଲେଖା ମେଳ ଖାଉଛି । ଏହି ସୂଚନା ଦେଇଛନ୍ତି ରେଲଓ୍ୱେ ଏଡିଜି ପ୍ରଣବିନ୍ଦୁ…

ଟ୍ରିପଲ ମର୍ଡର: ବାପା, ମାଆ ଓ ପୁଅକୁ ନିର୍ମମ ହତ୍ୟା

ସୋନପୁର: ବିନିକା ଅଞ୍ଚଳରେ ଚାଞ୍ଚଲ୍ୟ । ଗୋଟିଏ ପରିବାରର ତିନି ଜଣଙ୍କୁ ହତ୍ୟା । ମୃତକଙ୍କ ଭିତରେ ଅଛନ୍ତି ବାପା, ମାଆ ଓ 25 ବର୍ଷର ପୁଅ । ଘର ଭିତରୁ ସେମାନଙ୍କପ ମୃତଦେହ ମିଳିଛି । ବିନିକା ଅଞ୍ଚଳ ସିଲାଟି ଗାଁରେ ଘଟିଛି ଏହି ଲୋକଟାଙ୍କୁରା ହତ୍ୟାକାଣ୍ଡ । ପାରିପାର୍ଶ୍ୱିତ ସ୍ଥିତି ଓ…

ଦେଶରେ ସବୁ ରେକର୍ଡ଼ ଭାଙ୍ଗିଲା କରୋନା: ୨୪ ଘଣ୍ଟାରେ ୪୫ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ୧୧ ଶହରୁ ଉର୍ଦ୍ଧ୍ବ…

ନୂଆଦିଲ୍ଲୀ: ଭାରତରେ ସବୁ ରେକର୍ଡ ଭାଙ୍ଗି କରୋନା ମହାମାରୀ ଏବେ ଅସମ୍ଭାଳ ସ୍ଥିତିରେ ପହଞ୍ଚି ଯାଇଛି । ଦେଶରେ ୨୪ ଘଣ୍ଟାରେ ସର୍ବାଧିକ ୪୫,୭୨୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୧୨୯ ଜଣ ପ୍ରାଣ ହରାଇଛନ୍ତି। ଯାହା ସାଜିଛି ଚିନ୍ତାର କାରଣ । ହୁ ହୁ ହୋଇ ଦେଶର ସଂକ୍ରମିତଙ୍କ ସଂଖ୍ୟା…

ବାବ୍ରି ମସଜିଦ ଧ୍ୱଂସ ମାମଲା: ଆଜି ମୂରଲୀ ମନୋହର ଯୋଶୀଙ୍କ ବୟାନ ରେକର୍ଡ

ନୂଆଦିଲ୍ଲୀ: ବାବ୍ରି ମସଜିଦ ବିବାଦ ମାମଲାର ଶୁଣାଣି କରୁଥିବା ସ୍ୱତନ୍ତ୍ର ସିବିଆଇ କୋର୍ଟରେ ଆଜି ହାଜର ହେବେ ବିଜେପିର ବରିଷ୍ଠ ନେତା ମୂରଲୀ ମନୋହର ଯୋଶୀ । ତାଙ୍କ ବୟାନ ରେକର୍ଡ କରାଯିବ । ତେବେ କରୋନା ମହାମାରୀ ଯୋଗୁ ବ୍ୟକ୍ତିଗତ ଭାବରେ ସେ ହାଜର ହେବେନି । ଭିଡିଓ କନଫରେନ୍ସିଂ ଜରିଆରେ…

ସୁପ୍ରିମକୋର୍ଟରେ ରାଜସ୍ଥାନ ବାଚସ୍ପତିଙ୍କ ପିଟିସନର ଆଜି ଶୁଣାଣି

ନୂଆଦିଲ୍ଲୀ: ରାଜସ୍ଥାନ ବିଧାନସଭା ବାଚସ୍ପତି ସି. ପି. ଯୋଶୀଙ୍କ ଆବେଦନ ଉପରେ ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ । ସଚିନ ପାଇଲଟ୍ ଓ ଅନ୍ୟ ୧୮ ବିଧାୟକଙ୍କ ବିରୋଧରେ ବାଚସ୍ପତି ୨୪ ତାରିଖ ଭିତରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ପାରିବେ ନାହିଁ ବୋଲି ରାଜସ୍ଥାନ ହାଇକୋର୍ଟ ଗତ ୨୧ ତାରିଖରେ…

ମଧ୍ୟପ୍ରଦେଶରେ ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କୁ କରୋନା

ଭୋପାଳ: ମଧ୍ୟପ୍ରଦେଶ ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ଅରବିନ୍ଦ ଭଦୋରିଆଙ୍କୁ କରୋନା । ତାଙ୍କ କୋଭିଡ୍ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ଏହାପରେ ତାଙ୍କୁ ଭୋପାଳ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅରବିନ୍ଦ ଭଦୋରିଆଙ୍କ ପାଖରେ କରୋନା ସଂକ୍ରମଣର କୌଣସି ଲକ୍ଷଣ ନଥିଲା ।…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୨୩-୦୭-୨୦୨୦ ଗୁରୁବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ଜୁଲାଇ ମାସ ତା୨୩ ରିଖ ଗୁରୁବାର କର୍କଟ ୮ ଦିନ ଶ୍ରାବଣ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥି ମଘା ନକ୍ଷତ୍ର ସିଂହ ଚନ୍ଦ୍ର ଘାତ ବାର-: ତୁଳା ଓ କୁମ୍ଭ ରାଶିର ଘାତ ଚନ୍ଦ୍ର-: କର୍କଟ ଓ ମକର ରାଶି…

ଜୁଲାଇ ୨୫ ଯାଏଁ ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଜୁଲାଇ ୨୫ ତାରିଖ ଯାଏଁ ରାଜ୍ୟର ଅଧିକାଂଶ ସ୍ଥାନରେ ଘଡଘଡି ସହ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବନୁମାନ କରାଯାଇଛି । ଦକ୍ଷିଣ-ପାଶ୍ଚୁମ ମୌସୁମୀ ଓଡିଶା ଦେଇ ଗତି କରୁଥିବାରୁ ପାଣିପାଗ ବିଭାଗ ପକ୍ଷରୁ ରାଜ୍ୟର ଅନେକ ଜିଲ୍ଲାକୁ ୨୫ ତାରିଖ…

ଓପୋ ଏଫ୧୫ ମଡେଲ ୪୮ ମେଗାପିକ୍ସେଲ କ୍ୟାମେରା ସହ ନୂଆ ଭ୍ୟାରିଆଣ୍ଟ ଲଞ୍ଚ

ନୂଆଦିଲ୍ଲୀ: ହ୍ୟାଣ୍ଡସେଟ୍ ନିର୍ମାତା କମ୍ପାନୀ ଓପୋ ଏହାର ଓପୋ ଏଫ୧୫ ସ୍ମାର୍ଟଫୋନର ନୂଆ ରାମ୍ ପ୍ରକାର ଭାରତରେ ଲଞ୍ଚ କରିଛି | ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ଜାନୁଆରୀରେ ଏହି ଓପୋ ସ୍ମାର୍ଟଫୋନର ୮ ଜିବି ରାମ୍ / ୧୨୮ ଜିବି ଷ୍ଟୋରେଜ୍ ଭାରିଆଣ୍ଟ ଲଞ୍ଚ କରାଯାଇଥିଲା ଏବଂ ବର୍ତ୍ତମାନ ଏହି ଓପୋ…

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଅଶୋକ ଗେହଲଟ୍

ଜୟପୁର: ରାଜସ୍ଥାନରେ ରାଜନୀତିକୁ ନେଇ ଛକାପଞ୍ଝା ଲାଗି ରହିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ସେ ଚିଠିରେ ଉଲ୍ଲେଖ କରିଛନ୍ତି ରାଜ୍ୟରେ ନିର୍ବାଚିତ ସରକାରକୁ ଭାଙ୍ଗିବା ପାଇଁ ଉଦ୍ୟମ କରାଯାଉଛି । ଗେହଲଟ୍ କହିଛନ୍ତି, କୋଭିଡ୍…