Latest Odisha News

BREAKING NEWS

Browsing Category

ଫିଚର

ରାଜ୍ୟରେ ସେଞ୍ଚୁରୀ ମାରିଲା କରୋନା ମୃତ୍ୟୁ ସଂଖ୍ୟା, ଆଜି ଆଉ ୬ ମୃତ

ଭୁବନେଶ୍ୱର: ରାଜ୍ୟରେ ଶହେ ପାର କରିଛି କରୋନା ମୃତ୍ୟୁ ସଂଖ୍ୟା । ଆଜି ଆଉ ୬ ପ୍ରାଣ ନେଇଛି ପ୍ରାଣଘାତୀ ଭାଇରସ୍ । ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୦୩କୁ ବୃଦ୍ଧି ପାଇଛି । ମୃତକଙ୍କ ଭିତରେ ଅଛନ୍ତି କେନ୍ଦ୍ରାପଡ଼ା, କଟକ, ଗଜପତି. ଜଗତସିଂହପୁର, ରାୟଗଡ଼ା ଓ ଖୋର୍ଦ୍ଧା…

୨୦୨୦ ଟି-ଟ୍ୱେଣ୍ଟି ବିଶ୍ୱକପ୍ ପାଇଁ ଟିକେଟ କିଣିଥିଲେ କ’ଣ କରିବେ ?

ନୂଆଦିଲ୍ଲୀ: କରୋନା ଯୋଗୁ ୨୦୨୦ ଟି-ଟ୍ୱେଣ୍ଟି ବିଶ୍ୱକପ୍ ସ୍ଥଗିତ ରହିଲା । ଏଥିପାଇଁ ଯେଉଁମାନେ ଟିକେଟ କିଣିଥିଲେ ସେମାନେ କଣ କରିବେ ? ଏହି ପ୍ରଶ୍ନ ସମସ୍ତଙ୍କ ମନରେ ଉଠୁଥିବ । କିଛି ବ୍ୟସ୍ତ ହେବାର ନାହିଁ । ଏହାର ବାଟ ବାହାର କରିଛି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ବା ଆଇସିସି । ୨୦୨୦…

ବଢୁଛି ଚିନ୍ତା: ରାଜ୍ୟରେ ଚିହ୍ନଟ ହେଲେ ଆଉ ୬୪୭ ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ଚିନ୍ତା । ଦିନକୁ ଦିନ ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ଓଡିଶାରେ ଗତ ୨୪ ଘଣ୍ଟାରେ ନୂଆ ୬୪୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୮,୭୫୪ ରେ ପହଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ…

ସମ୍ୱଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ ଚିକିତ୍ସାଳୟର OPD ୩ ଦିନ ବନ୍ଦ

ସମ୍ୱଲପୁର: ୩ ଦିନ ବନ୍ଦ ରହିବ ରେଢ଼ାଖୋଲ ଉପଖଣ୍ଡ ଚିକିତ୍ସାଳୟର ଓପିଡି । ହସ୍ପିଟାଲର କର୍ମଚାରୀ ଓ ରୋଗୀ କରୋନା ସଂକ୍ରମିତ ହେବା ପରେ ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛି । ବହିର୍ବିଭାଗ ବନ୍ଦ ନେଇ ସୂଚନା ଦେଇଛନ୍ତି ରେଢ଼ାଖୋଲ ଉପଜିଲ୍ଲାପାଳ । ଏହି ତିନି ଦିନ ଭିତରେ ହସ୍ପିଟାଲ…

ଜଟିଳ ହେଉଛି ସ୍ଥିତି: ଭାରତରେ ୨୪ ଘଣ୍ଟାରେ ୩୭ ହଜାରରୁ ଉର୍ଦ୍ଧ୍ବ ସଂକ୍ରମିତ ଚିହ୍ନଟ, ୨୮ ହଜାର ଟପିଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ଜଟିଳ ଆଡକୁ ଗତି କରୁଛି କରୋନା ସ୍ଥିତି । ଦିନକୁ ଦିନ ଏହା ଅଣାୟତ ହୋଇ ଚାଲିଛି । ଆଖି ପିଛୁଲକେ ବଢ଼ି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଭାରତରେ ୨୪ ଘଣ୍ଟାରେ ୩୭,୧୪୮ ଜଣ ବ୍ୟକ୍ତି କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି…

ପରଲୋକରେ ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲ ଜୀ ଟଣ୍ଡନ

ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲ ଜୀ ଟଣ୍ଡନଙ୍କ ଦେହାନ୍ତ । ୮୫ ବର୍ଷ ବୟସରେ ସେ ଆଜି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କର ପରଲୋକ ହୋଇଥିବା ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଲାଲ ଜୀ ଟଣ୍ଡନଙ୍କ ପୁଅ ଆଶୁତୋଷ ଟଣ୍ଡନ । ସକାଳ ୫ଟା ୩୫ ମିନିଟ ସମୟରେ ତାଙ୍କର ଦେହାନ୍ତ ହୋଇଥିଲା । ଗତ କିଛି ଦିନ…

ପାଣିପାଗ ବିଭାଗର ସତର୍କ ସୂଚନା: ଏହିସବୁ ଜିଲ୍ଲାରେ ବର୍ଷା ସହ ବଜ୍ରପାତ ସମ୍ଭାବନା

ଭୁବନେଶ୍ୱର: ଆସନ୍ତା ୨୨ ଓ ୨୩ ତାରିଖରେ ରାଜ୍ୟର କିଛି ଜିଲ୍ଲାରେ ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ମଙ୍ଗଳବାର ଦିନ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ନଥିବା ବେଳେ କିଛି କିଛି ସ୍ଥାନରେ ପାଗ ମେଘୁଆ…

ଅଭିନେତା ବିଜୟ ମହାନ୍ତିଙ୍କର ଆଜି ହେବ ଶେଷକୃତ୍ୟ

ଭୁବନେଶ୍ୱର: ବିଶିଷ୍ଟ ଅଭିନେତା, ନିର୍ଦ୍ଦେଶକ ସ୍ୱର୍ଗତ ବିଜୟ ମହାନ୍ତିଙ୍କର ଆଜି ଶେଷକୃତ୍ୟ କରାଯିବ । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅନ୍ତିମ ସଂସ୍କାର କରାଯିବ । ହସ୍ପିଟାଲରୁ ମର ଶରୀରକୁ ଶେଷ ଦର୍ଶନ ପାଇଁ ତାଙ୍କ ବାସଭବନକୁ ନିଆଯିବ ବୋଲି ସୂଚନା ମିଳିଛି । ଗତକାଲି ସନ୍ଧ୍ୟାରେ ସେ ଗୁରୁତର…

ବିଜୟ ମହାନ୍ତି : ଏକ ଅସରନ୍ତି ସିନେମାର ମଧ୍ୟାନ୍ତର

ସିନେମା ସରିନାହିଁ। କାହାଣୀ ଆରମ୍ଭ ହୋଇଛି ମାତ୍ର। ଆଗକୁ ଆହୁରି ବାକି ଅଛି ହସ ଓ ଲୁହର ନାଟକ। ଏ ଯାଏ, ସବୁଠୁ ଓଜନଦାର ସଂଳାପ ଉଚ୍ଚାରିତ ହୋଇନାହିଁ। ରୋମାଞ୍ଚର ଜଗତରେ ଏବେ ବି ବାକି ଅଛି ଉତ୍ତେଜନା। ସୁନା କନିଆଁ ପରି ସେ ନାୟିକାର ଅପେକ୍ଷାରେ ଗୀତ ଗାଉଛି ରୂପା ଶଗଡିର ଶଗଡିଆ। ତାର…

ଜୁଲାଇ ୨୯ରେ ଭାରତରେ ପହଞ୍ଚିବ ୫ଟି ରାଫେଲ୍ ଯୁଦ୍ଧ ବିମାନ

ନୂଆଦିଲ୍ଲୀ: ଚୀନ୍ ଓ ପାକିସ୍ତାନ ପାଇଁ ସତର୍କଘଣ୍ଟି । ନିୟନ୍ତ୍ରଣ ରେଖା ଡେଇଁଲେ ଏଥର ଭୋଗିବ । ଚଳିତ ମାସ ଭାରତରେ ପହଞ୍ଚିବ ରାଫେଲ ଯୁଦ୍ଧ ବିମାନ । ପ୍ରଥମ ପର୍ଯ୍ୟାୟରେ ୫ଟି ହରିୟାଣାର ଅମ୍ବାଲାରେ ପହଞ୍ଚିବ । ଅଗଷ୍ଟରେ ଭାରତୀୟ ବାୟୁସେନାରେ ସାମିଲ କରିବା ନେଇ ଲକ୍ଷ୍ୟ ରଖାଯାଇଛି ।…